Bijaya Shankar Das(@B_Jay_Das07) 's Twitter Profileg
Bijaya Shankar Das

@B_Jay_Das07

Social Activist & Member of Legislative Assembly Tirtol A.C , Jagatsinghpur.
YouTube-
https://t.co/SMIqp2A0yj

ID:515568935

calendar_today05-03-2012 15:23:13

1,2K Tweets

1,1K Followers

287 Following

Bijaya Shankar Das(@B_Jay_Das07) 's Twitter Profile Photo

ମୋ ମା' ମାଟି ଜଗତସିଂହପୁର ଜିଲ୍ଲା ୧୯୯୩ ମସିହା ଅପ୍ରେଲ ୩ ତାରିଖ ଆଜିର ଦିନରେ ଏକ ନୂତନ ସ୍ଵତନ୍ତ୍ର ପରିଚୟ ପାଇଥିଲା। ଯେଉଁଥିରେ ମୋର ପରମ ପୂଜ୍ୟ ପିତା ସ୍ବର୍ଗତ ବିଷ୍ଣୁ ଦାସ ଥିଲେ ଅନ୍ୟ ଏକ ଭଗିରଥ। ତାଙ୍କର ଜଗତସିଂହପୁର ଜନସାଧାରଣଙ୍କ ପ୍ରତି ସମର୍ପିତ ସେବା ଓ କର୍ତ୍ତବ୍ୟ ନିଷ୍ଠା ମୋତେ ଜନସେବା କରିବାର ପ୍ରେରଣା ପ୍ରଦାନ କରିଥିଲା। ସେ

account_circle
Bijaya Shankar Das(@B_Jay_Das07) 's Twitter Profile Photo

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ। ରାଜନୀତିରେ ଆପଣଙ୍କର ପ୍ରଭାବଶାଳୀ ନେତୃତ୍ୱ ଚିରସ୍ମରଣୀୟ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଏବଂ ଆପଣଙ୍କ ଅମର ଆତ୍ମାର ସଦଗତି ହେଉ ଏହାହିଁ ମହାପ୍ରଭୁ ଜଗନ୍ନାଥ ଓ ମା ଶାରଳାଙ୍କ ନିକଟରେ ପ୍ରାର୍ଥନା।
ଓଁ ଶାନ୍ତି 🙏🏼

ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ। ରାଜନୀତିରେ ଆପଣଙ୍କର ପ୍ରଭାବଶାଳୀ ନେତୃତ୍ୱ ଚିରସ୍ମରଣୀୟ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଏବଂ ଆପଣଙ୍କ ଅମର ଆତ୍ମାର ସଦଗତି ହେଉ ଏହାହିଁ ମହାପ୍ରଭୁ ଜଗନ୍ନାଥ ଓ ମା ଶାରଳାଙ୍କ ନିକଟରେ ପ୍ରାର୍ଥନା। ଓଁ ଶାନ୍ତି 🙏🏼
account_circle
Naveen Patnaik(@Naveen_Odisha) 's Twitter Profile Photo

ଭାଷା ହିଁ ଭବିଷ୍ୟତ। ଓଡ଼ିଆ ଭାଷା ଆମ ସାହିତ୍ଯ, ସଂସ୍କୃତି, ଅସ୍ମିତାର ଅନନ୍ୟ ପରିଚୟ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଓଡ଼ିଆ ଭାଷାର ରହିଛି ସ୍ୱତନ୍ତ୍ରତା। ଆମ ଭାଷାର ସୁରକ୍ଷା ସହ ଏହାର ଗରିମା ଅକ୍ଷୁର୍ଣ୍ଣ ରଖିବାରେ ଆମ ସାରସ୍ଵତ ସାଧକମାନଙ୍କ ଅବଦାନ ଅତୁଳନୀୟ। ଆସନ୍ତୁ ଓଡ଼ିଆ ଭାଷାରେ ଭଲ ସାହିତ୍ଯ ସୃଷ୍ଟି ସହ ଏହାର ବହୁଳ ବ୍ୟବହାର

ଭାଷା ହିଁ ଭବିଷ୍ୟତ। ଓଡ଼ିଆ ଭାଷା ଆମ ସାହିତ୍ଯ, ସଂସ୍କୃତି, ଅସ୍ମିତାର ଅନନ୍ୟ ପରିଚୟ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଓଡ଼ିଆ ଭାଷାର ରହିଛି ସ୍ୱତନ୍ତ୍ରତା। ଆମ ଭାଷାର ସୁରକ୍ଷା ସହ ଏହାର ଗରିମା ଅକ୍ଷୁର୍ଣ୍ଣ ରଖିବାରେ ଆମ ସାରସ୍ଵତ ସାଧକମାନଙ୍କ ଅବଦାନ ଅତୁଳନୀୟ। ଆସନ୍ତୁ ଓଡ଼ିଆ ଭାଷାରେ ଭଲ ସାହିତ୍ଯ ସୃଷ୍ଟି ସହ ଏହାର ବହୁଳ ବ୍ୟବହାର
account_circle
Bijaya Shankar Das(@B_Jay_Das07) 's Twitter Profile Photo

ଜଣେ ସ୍ୱାଭିମାନୀ, ସ୍ପଷ୍ଟବାଦୀ ତଥା ଦରଦୀ ରାଜନେତ୍ରୀ ଭାବେ ଜଣାଶୁଣା ଦଶଥରର ବିଧାୟିକା ଖଲ୍ଲିକୋଟ ରାଣୀ ମା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ l ସେହି ଅମର ଆତ୍ମାର ସଦଗତି ପାଇଁ ଜଗତର ନାଥ ଜଗନ୍ନାଥ ଓ ମା ଶାରଳାଙ୍କ ନିକଟରେ ପ୍ରାର୍ଥନା ।

ଜଣେ ସ୍ୱାଭିମାନୀ, ସ୍ପଷ୍ଟବାଦୀ ତଥା ଦରଦୀ ରାଜନେତ୍ରୀ ଭାବେ ଜଣାଶୁଣା ଦଶଥରର ବିଧାୟିକା ଖଲ୍ଲିକୋଟ ରାଣୀ ମା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ l ସେହି ଅମର ଆତ୍ମାର ସଦଗତି ପାଇଁ ଜଗତର ନାଥ ଜଗନ୍ନାଥ ଓ ମା ଶାରଳାଙ୍କ ନିକଟରେ ପ୍ରାର୍ଥନା । #BSD_Tirtol
account_circle
Bijaya Shankar Das(@B_Jay_Das07) 's Twitter Profile Photo

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବିରିଡି ବ୍ଲକ କାଲି ଉତ୍ସବ ମୁଖର ହୋଇ ଉଠିଥିଲା ଏକାଠି ହୋଇଥିଲେ ବିଜୁ ପ୍ରେମୀ, ଗଢିବାର ସଂକଳ୍ପ ଥିଲା ନବୀନ ଓଡିଶା | ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆହୁରି ମଜବୁତ ହୋଇ ଉଠୁ ଏହି ଆମ ଓଡିଶା,ଏହାହିଁ ଆମର କାମନା | ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର

account_circle
Manas Mangaraj(@manasrmangaraj) 's Twitter Profile Photo

A few simple questions to Dharmendra Bhai Dharmendra Pradhan (मोदी का परिवार) :

BJP Govt under Hon’ble PM Shri Narendra Modi and Hon’ble Home Minister Shri Amit Shah (Modi Ka Parivar) , have appointed Kamiya Jani to do films on Hindu heritage and temples. She has gone to Chardham and Ayodhya Ram Temple to see Ram

A few simple questions to Dharmendra Bhai @dpradhanbjp : BJP Govt under Hon’ble PM Shri @narendramodi and Hon’ble Home Minister Shri @AmitShah , have appointed Kamiya Jani to do films on Hindu heritage and temples. She has gone to Chardham and Ayodhya Ram Temple to see Ram
account_circle
Bijaya Shankar Das(@B_Jay_Das07) 's Twitter Profile Photo

The greatest gifts you can give your children are the roots of responsibility and the wings of independence.Happy ChildrensDay to every beautiful child who is a reminder to us to keep the child within us alive.

account_circle
Bijaya Shankar Das(@B_Jay_Das07) 's Twitter Profile Photo

ପବିତ୍ର କାଳୀ ପୂଜା ଓ ଦୀପାବଳି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା | ମା କାଳୀଙ୍କ କୃପାରୁ ଆପଣଙ୍କ ଜୀବନରେ ଦୁଷ୍ଟ ଶକ୍ତିର ବିନାଶ ଘଟି ସୁଖ, ଶାନ୍ତି, ଶକ୍ତି ଓ ମୈତ୍ରୀ ପ୍ରାପ୍ତି ହେଉ |

ପବିତ୍ର କାଳୀ ପୂଜା ଓ ଦୀପାବଳି ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା | ମା କାଳୀଙ୍କ କୃପାରୁ ଆପଣଙ୍କ ଜୀବନରେ ଦୁଷ୍ଟ ଶକ୍ତିର ବିନାଶ ଘଟି ସୁଖ, ଶାନ୍ତି, ଶକ୍ତି ଓ ମୈତ୍ରୀ ପ୍ରାପ୍ତି ହେଉ | #BSD_Tirtol
account_circle
Bijaya Shankar Das(@B_Jay_Das07) 's Twitter Profile Photo

ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି ଙ୍କ ପରଲୋକ ଗମନ କରିବା କଥା ଶୁଣି ମୁଁ ଦୁଃଖିତ । ରାଜନୀତିରେ ଆପଣଙ୍କର ପ୍ରଭାବଶାଳୀ ନେତୃତ୍ୱ ଚିରସ୍ମରଣୀୟ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧର୍ଯ୍ୟ ଏବଂ ଆପଣଙ୍କ ଆତ୍ମାର ସଦଗତି ହେଉ ଏହାହିଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
ଓଁ ଶାନ୍ତି 🙏🏼

ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି ଙ୍କ ପରଲୋକ ଗମନ କରିବା କଥା ଶୁଣି ମୁଁ ଦୁଃଖିତ । ରାଜନୀତିରେ ଆପଣଙ୍କର ପ୍ରଭାବଶାଳୀ ନେତୃତ୍ୱ ଚିରସ୍ମରଣୀୟ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧର୍ଯ୍ୟ ଏବଂ ଆପଣଙ୍କ ଆତ୍ମାର ସଦଗତି ହେଉ ଏହାହିଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। ଓଁ ଶାନ୍ତି 🙏🏼
account_circle
Bijaya Shankar Das(@B_Jay_Das07) 's Twitter Profile Photo

ପଵିତ୍ର କୁମାର ପୁର୍ଣିମା ଓ ଗଜଲକ୍ଷ୍ମୀ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l

ପଵିତ୍ର କୁମାର ପୁର୍ଣିମା ଓ ଗଜଲକ୍ଷ୍ମୀ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l #BSD_Tirtol
account_circle
Bijaya Shankar Das(@B_Jay_Das07) 's Twitter Profile Photo

'ଯା ଦେବୀ ସର୍ବ ଭୂତେଷୁ ମାତୃରୂପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ'
ପବିତ୍ର ଦଶହରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଦୁର୍ଗତିନାସିନୀ ମା' ଦୁର୍ଗାଙ୍କ କୃପା ସମସ୍ତଙ୍କ ଜୀବନରୁ ଦୁଃଖ ଦୂର କରି ସୁଖ ଓ ସମୃଦ୍ଧି ଭରିଦେଉ ।

'ଯା ଦେବୀ ସର୍ବ ଭୂତେଷୁ ମାତୃରୂପେଣ ସଂସ୍ଥିତା, ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ' ପବିତ୍ର ଦଶହରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଦୁର୍ଗତିନାସିନୀ ମା' ଦୁର୍ଗାଙ୍କ କୃପା ସମସ୍ତଙ୍କ ଜୀବନରୁ ଦୁଃଖ ଦୂର କରି ସୁଖ ଓ ସମୃଦ୍ଧି ଭରିଦେଉ । #BSD_Tirtol
account_circle
Bijaya Shankar Das(@B_Jay_Das07) 's Twitter Profile Photo

Wishing our Hon'ble chief minister Shri Naveen Patnaik A Very Happy Birthday. The people of odisha and us also are really blessed to have a such and great leader. Sir you are an institution, loved by 4.5 crore odias, admired across india. May Maa Sarala bless you with long and

ପିପିଲି ଡେଲାଙ୍ଗର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ I ଏପରି ଏକ ଦୁଃଖଦ ମୁହୂର୍ତ୍ତରେ ମୁଁ ଜଗତର ନାଥ ଜଗନ୍ନାଥ ଓ ମା ଶାରଳାଙ୍କ ନିକଟରେ ପ୍ରାର୍ଥନା କରୁଛି ସ୍ଵର୍ଗତଃ ଶ୍ରୀଯୁକ୍ତ ସାମନ୍ତରାୟଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତ ହେଉ ଏବଂ ତାଙ୍କର ପରିବାରଙ୍କୁ

account_circle
Bijaya Shankar Das(@B_Jay_Das07) 's Twitter Profile Photo

ପବିତ୍ର ମହାଳୟା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମା'ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧରେ ଭରିଯାଉ |

ପବିତ୍ର ମହାଳୟା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମା'ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧରେ ଭରିଯାଉ | #BSD_Tirtol
account_circle
Bijaya Shankar Das(@B_Jay_Das07) 's Twitter Profile Photo

ରଘୁନାଥପୁର ବ୍ଲକ ବିଜୁ ଛାତ୍ର ଜନତା ଦଳ ର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବ୍ରତ ସାମନ୍ତରାୟ ଙ୍କ ଅକାଳ ବିୟୋଗ ରେ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ,ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମା ର ସଦଗତି କାମନା କରୁଛି।💐🙏

ରଘୁନାଥପୁର ବ୍ଲକ ବିଜୁ ଛାତ୍ର ଜନତା ଦଳ ର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବ୍ରତ ସାମନ୍ତରାୟ ଙ୍କ ଅକାଳ ବିୟୋଗ ରେ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ,ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମା ର ସଦଗତି କାମନା କରୁଛି।💐🙏 #BSD_Tirtol
account_circle
Bijaya Shankar Das(@B_Jay_Das07) 's Twitter Profile Photo

ନୂଆଖାଇ ଜୁହାର
ନୂଆ ଧାନ କେ ନୂଆ ମନ,
ବନେ ବନେ ଥାଉଁ ଆପନ
ନୂଆଖାଇ ର ବଢକା ତିହାର
ସବକୁ ମୋର ନୂଆଖାଇର ଜୁହାର
ମୁଇଁ ନୂଆଖାଇ ର ଲାଗି ପଶ୍ଚିମ ଓଡିଶାର ସବୁ ଭାଇ ବହେନ ମାନଙ୍କୁ ମୋର ତରଫନୁ 'ନୂଆଖାଇ ଜୁହାର'।

account_circle
Bijaya Shankar Das(@B_Jay_Das07) 's Twitter Profile Photo

ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ବିଶ୍ଵକର୍ମାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣି ଦେବା ସହିତ ଏକ ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମକୁ ପରିଚାଳିତ କରୁ।

ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ବିଶ୍ଵକର୍ମାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଆଣି ଦେବା ସହିତ ଏକ ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମକୁ ପରିଚାଳିତ କରୁ। #BSD_Tirtol
account_circle