CMO Odisha
@CMO_Odisha
Office of the Chief Minister, Odisha
ID:4723068481
https://cm.odisha.gov.in/ 07-01-2016 10:39:52
15,4K Tweets
1,5M Followers
41 Following
ଭାଇଚାରାର ପର୍ବ #EidUlFitr ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ଅବସରରେ ସେ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। #EidMubarak
ଭୁବନେଶ୍ୱର ମେଣ୍ଢାଶାଳ ଅଞ୍ଚଳରେ ଗଢ଼ି ଉଠୁଥିବା ଶିଳ୍ପ ଓ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ପ୍ରତିଷ୍ଠା ହୋଇଥିବା ପୋଲିସ ଆଉଟ ପୋଷ୍ଟକୁ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ୍’ ଭାବେ ଉନ୍ନୀତ କରିଛନ୍ତି। ଏଥିପାଇଁ ଅତିରିକ୍ତ ୩୪ଟି ନୂତନ ପଦବୀ ସୃଷ୍ଟି ହୋଇଥିବାବେଳେ ନିୟୋଜିତ ହେବେ ମୋଟ ୪୧ଜଣ ଅଧିକାରୀ ଓ…
ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ନିର୍ମାଣ ହେବ ଯାଦବ ଭବନ। ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଯାବିନେଟ୍ ବୈଠକରେ ଏହି ଜମିର ଅଧିମୂଲ୍ୟ ବାବଦ ₹୫.୦୬ କୋଟି ଛାଡ଼ ନେଇ ନିଷ୍ପତ୍ତି ହୋଇଛି। #OdishaCabinet
କଟକ ଜିଲ୍ଲା ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାର ମହାନଦୀ ଉପରେ ନିର୍ମାଣ ହେବ ଉଚ୍ଚ ସେତୁ। କଟକ-ପାରାଦୀପ ଓ କଟକ-ଚାନ୍ଦବାଲି ରାସ୍ତାକୁ ଏହା ସଂଯୋଗ କରି ଗମନାଗମନ ସେବାରେ ରୂପାନ୍ତରଣ ଆଣିବ। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik କ୍ଯାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଛନ୍ତି।…
#OdishaCabinet led by CM Naveen Patnaik has approved remittance of stamp duty and registration fees amounting to ₹31.32 Cr for sub-lease deed land measuring 856.36 acres in favour of Talcher Fertiliser Ltd. The decision signifies Govt's commitment to agricultural production,…
ପୂର୍ଣ୍ଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ବିଭିନ୍ନ ସୁବିଧା ଘୋଷଣା କରିଛନ୍ତି। ଚାକିରୀ କାର୍ଯ୍ୟକାଳ ଗଣନା ପ୍ରକ୍ରିୟାରେ ସଂଶୋଧନ ସହ Ph.D ର ଅତିରିକ୍ତ ଯୋଗ୍ୟତା ହାସଲ କରିବାକୁ ବେତନ ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି ପରି ବ୍ୟବସ୍ଥା କରାଯାଇଛି। #5T #NabinOdisha
କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି। #OdishaCaresForFarmers
ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ସମୃଦ୍ଧିର ଲେଖାଯାଇଛି ନୂଆ ଏକ ଅଧ୍ୟାୟ। #5T ଉପକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ବଡ଼ପଡ଼ାରେ ଲୋକାର୍ପଣ କରିଛନ୍ତି ଆଧୁନିକ ଶିକ୍ଷା ସୌଧ। ଏହି ଶିକ୍ଷା କେନ୍ଦ୍ରରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଗଢ଼ିବେ ସୁନେଲି ଭବିଷ୍ୟତ। #EducationForAll #NabinOdisha
The newly inaugurated 'Anandabana' is spread across 90 acres in #Bhubaneswar which will continue to become the green lungs for the capital city. CM Naveen Patnaik has dedicated 'Anandabana' to the people of #Odisha and to the greater cause of preserving and nurturing mother…