CMO Odisha(@CMO_Odisha) 's Twitter Profileg
CMO Odisha

@CMO_Odisha

Office of the Chief Minister, Odisha

ID:4723068481

linkhttps://cm.odisha.gov.in/ calendar_today07-01-2016 10:39:52

15,4K Tweets

1,5M Followers

41 Following

CMO Odisha(@CMO_Odisha) 's Twitter Profile Photo

ଭାଇଚାରାର ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ଅବସରରେ ସେ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି।

ଭାଇଚାରାର ପର୍ବ #EidUlFitr ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପବିତ୍ର ଅବସରରେ ସେ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। #EidMubarak
account_circle
CMO Odisha(@CMO_Odisha) 's Twitter Profile Photo

ଭୁବନେଶ୍ୱର ମେଣ୍ଢାଶାଳ ଅଞ୍ଚଳରେ ଗଢ଼ି ଉଠୁଥିବା ଶିଳ୍ପ ଓ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ପ୍ରତିଷ୍ଠା ହୋଇଥିବା ପୋଲିସ ଆଉଟ ପୋଷ୍ଟକୁ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ୍’ ଭାବେ ଉନ୍ନୀତ କରିଛନ୍ତି। ଏଥିପାଇଁ ଅତିରିକ୍ତ ୩୪ଟି ନୂତନ ପଦବୀ ସୃଷ୍ଟି ହୋଇଥିବାବେଳେ ନିୟୋଜିତ ହେବେ ମୋଟ ୪୧ଜଣ ଅଧିକାରୀ ଓ…

ଭୁବନେଶ୍ୱର ମେଣ୍ଢାଶାଳ ଅଞ୍ଚଳରେ ଗଢ଼ି ଉଠୁଥିବା ଶିଳ୍ପ ଓ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ପ୍ରତିଷ୍ଠା ହୋଇଥିବା ପୋଲିସ ଆଉଟ ପୋଷ୍ଟକୁ ‘ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ୍’ ଭାବେ ଉନ୍ନୀତ କରିଛନ୍ତି। ଏଥିପାଇଁ ଅତିରିକ୍ତ ୩୪ଟି ନୂତନ ପଦବୀ ସୃଷ୍ଟି ହୋଇଥିବାବେଳେ ନିୟୋଜିତ ହେବେ ମୋଟ ୪୧ଜଣ ଅଧିକାରୀ ଓ…
account_circle
CMO Odisha(@CMO_Odisha) 's Twitter Profile Photo

ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ନିର୍ମାଣ ହେବ ଯାଦବ ଭବନ। ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଯାବିନେଟ୍ ବୈଠକରେ ଏହି ଜମିର ଅଧିମୂଲ୍ୟ ବାବଦ ₹୫.୦୬ କୋଟି ଛାଡ଼ ନେଇ ନିଷ୍ପତ୍ତି ହୋଇଛି।

ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ନିର୍ମାଣ ହେବ ଯାଦବ ଭବନ। ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ଯାବିନେଟ୍ ବୈଠକରେ ଏହି ଜମିର ଅଧିମୂଲ୍ୟ ବାବଦ ₹୫.୦୬ କୋଟି ଛାଡ଼ ନେଇ ନିଷ୍ପତ୍ତି ହୋଇଛି। #OdishaCabinet
account_circle
CMO Odisha(@CMO_Odisha) 's Twitter Profile Photo

କଟକ ଜିଲ୍ଲା ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାର ମହାନଦୀ ଉପରେ ନିର୍ମାଣ ହେବ ଉଚ୍ଚ ସେତୁ। କଟକ-ପାରାଦୀପ ଓ କଟକ-ଚାନ୍ଦବାଲି ରାସ୍ତାକୁ ଏହା ସଂଯୋଗ କରି ଗମନାଗମନ ସେବାରେ ରୂପାନ୍ତରଣ ଆଣିବ। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik କ୍ଯାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଛନ୍ତି।…

କଟକ ଜିଲ୍ଲା ସାଲେପୁର ବ୍ଲକ ବ୍ରାହ୍ମଣଖଣ୍ଡ-ସାହୁଖେତ ରାସ୍ତାର ମହାନଦୀ ଉପରେ ନିର୍ମାଣ ହେବ ଉଚ୍ଚ ସେତୁ। କଟକ-ପାରାଦୀପ ଓ କଟକ-ଚାନ୍ଦବାଲି ରାସ୍ତାକୁ ଏହା ସଂଯୋଗ କରି ଗମନାଗମନ ସେବାରେ ରୂପାନ୍ତରଣ ଆଣିବ। ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କ୍ଯାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଛନ୍ତି।…
account_circle
CMO Odisha(@CMO_Odisha) 's Twitter Profile Photo

ଚାଷଜମିକୁ ସେଚ ସୁବିଧାରେ ଆସିବ ବ୍ୟାପକ ଉନ୍ନତି। ପୁରାତନ କରନାଳୀଗୁଡ଼ିକର ପୁନଃନିର୍ମାଣ କରାଯାଇ ଜଳର ସୁଷମ ବଣ୍ଟନ ପାଇଁ ୨୦୨୪-୨୯ ଆର୍ଥିକ ବର୍ଷରେ ₹୫୭୪.୭୪ କୋଟି ଖର୍ଚ୍ଚ ହେବାକୁଯାଉଛି। ଏନେଇ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଥିବାବେଳେ ୧,୮୬୦ କିମି କରନାଳୀ ନିର୍ମାଣ କରାଯାଇ ୬୨,୦୦୦ ହେକ୍ଟର ଜମିରେ ସେଚ ସୁବିଧା ସୁଦୃଢ଼ କରାଯିବ।…

led by CM Naveen Patnaik has approved remittance of stamp duty and registration fees amounting to ₹31.32 Cr for sub-lease deed land measuring 856.36 acres in favour of Talcher Fertiliser Ltd. The decision signifies Govt's commitment to agricultural production,…

#OdishaCabinet led by CM @Naveen_Odisha has approved remittance of stamp duty and registration fees amounting to ₹31.32 Cr for sub-lease deed land measuring 856.36 acres in favour of Talcher Fertiliser Ltd. The decision signifies Govt's commitment to agricultural production,…
account_circle
CMO Odisha(@CMO_Odisha) 's Twitter Profile Photo

has approved creation of transmission infrastructure for improved power supply to industries & to augment the existing infrastructure. The transmission projects to be developed by OPTCL under Chief Minister’s Power Development Programme will be implemented…

#OdishaCabinet has approved creation of transmission infrastructure for improved power supply to industries & to augment the existing infrastructure. The transmission projects to be developed by @OPTCL_Odisha under Chief Minister’s Power Development Programme will be implemented…
account_circle
CMO Odisha(@CMO_Odisha) 's Twitter Profile Photo

ଚାଷଜମିରେ ଜଳସେଚନ ସୁବିଧା ମଜଭୁତ କରିବାକୁ ରାଜ୍ୟ ସରକାର ଦେଇଛନ୍ତି ଗୁରୁତ୍ୱ। କ୍ୟାବିନେଟ୍ ବୈଠକରେ ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା କାର୍ଯ୍ୟକ୍ରମ ସଂସ୍କରଣ ୨.୦କୁ ମଞ୍ଜୁରୀ ମିଳିଛି। ଏଥିପାଇଁ ୫ବର୍ଷରେ ₹୭୬୩.୪୭ କୋଟି ଖର୍ଚ୍ଚ ହେବାକୁଥିବାବେଳେ ନୂଆ କରନାଳୀ ନିର୍ମାଣ, ସର୍ବେକ୍ଷଣ ଓ ତାଲିମ ପରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ…

ବ୍ୟାପକ ହେଉଛି ‘ମୋ ବସ୍’ ସେବା। ଏବେ ସମ୍ବଲପୁର ଓ ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ଏହି ସେବା ଆଗକୁ ଚାଲିବ ରାଜ୍ୟର ସବୁ ସହରରେ। କମ୍ ଖର୍ଚ୍ଚରେ ନିରାପଦ ଯାତ୍ରା ସୁନିଶ୍ଚିତ ହେଉଛି, 'ନବୀନ ଓଡ଼ିଶା'ର ଗତି ବଢ଼ୁଛି।

account_circle
CMO Odisha(@CMO_Odisha) 's Twitter Profile Photo

ପୂର୍ଣ୍ଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ବିଭିନ୍ନ ସୁବିଧା ଘୋଷଣା କରିଛନ୍ତି। ଚାକିରୀ କାର୍ଯ୍ୟକାଳ ଗଣନା ପ୍ରକ୍ରିୟାରେ ସଂଶୋଧନ ସହ Ph.D ର ଅତିରିକ୍ତ ଯୋଗ୍ୟତା ହାସଲ କରିବାକୁ ବେତନ ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି ପରି ବ୍ୟବସ୍ଥା କରାଯାଇଛି।

ପୂର୍ଣ୍ଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ବିଭିନ୍ନ ସୁବିଧା ଘୋଷଣା କରିଛନ୍ତି। ଚାକିରୀ କାର୍ଯ୍ୟକାଳ ଗଣନା ପ୍ରକ୍ରିୟାରେ ସଂଶୋଧନ ସହ Ph.D ର ଅତିରିକ୍ତ ଯୋଗ୍ୟତା ହାସଲ କରିବାକୁ ବେତନ ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି ପରି ବ୍ୟବସ୍ଥା କରାଯାଇଛି। #5T #NabinOdisha
account_circle
CMO Odisha(@CMO_Odisha) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
CMO Odisha(@CMO_Odisha) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀମାନଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏହା ଅନୁଯାୟୀ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ରୁ ୪୦୦ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଯାତାୟତ ଖର୍ଚ୍ଚ ବାବଦକୁ ଅତିରିକ୍ତ ୧୦୦ ଟଙ୍କା ମିଶାଇ ସମୁଦାୟ ୫୦୦ ଟଙ୍କା ପ୍ରଦାନ କରାଯିବ। ଅଧ୍ୟକ୍ଷ ଶ୍ରୀ…

ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀମାନଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏହା ଅନୁଯାୟୀ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ରୁ ୪୦୦ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଯାତାୟତ ଖର୍ଚ୍ଚ ବାବଦକୁ ଅତିରିକ୍ତ ୧୦୦ ଟଙ୍କା ମିଶାଇ ସମୁଦାୟ ୫୦୦ ଟଙ୍କା ପ୍ରଦାନ କରାଯିବ। #5T ଅଧ୍ୟକ୍ଷ ଶ୍ରୀ…
account_circle
CMO Odisha(@CMO_Odisha) 's Twitter Profile Photo

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ସମୃଦ୍ଧିର ଲେଖାଯାଇଛି ନୂଆ ଏକ ଅଧ୍ୟାୟ। ଉପକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ବଡ଼ପଡ଼ାରେ ଲୋକାର୍ପଣ କରିଛନ୍ତି ଆଧୁନିକ ଶିକ୍ଷା ସୌଧ। ଏହି ଶିକ୍ଷା କେନ୍ଦ୍ରରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଗଢ଼ିବେ ସୁନେଲି ଭବିଷ୍ୟତ।

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଶିକ୍ଷା ସମୃଦ୍ଧିର ଲେଖାଯାଇଛି ନୂଆ ଏକ ଅଧ୍ୟାୟ। #5T ଉପକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ବଡ଼ପଡ଼ାରେ ଲୋକାର୍ପଣ କରିଛନ୍ତି ଆଧୁନିକ ଶିକ୍ଷା ସୌଧ। ଏହି ଶିକ୍ଷା କେନ୍ଦ୍ରରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଗଢ଼ିବେ ସୁନେଲି ଭବିଷ୍ୟତ। #EducationForAll #NabinOdisha
account_circle
CMO Odisha(@CMO_Odisha) 's Twitter Profile Photo

The Odisha Upskilling & Placement Programme under the initiative is empowering aspirational youth of with skilling in cutting-edge tech and creating job opportunities. As many as 181 Trainees enrolled in this programme who received placements in Tech…

account_circle
CMO Odisha(@CMO_Odisha) 's Twitter Profile Photo

The newly inaugurated 'Anandabana' is spread across 90 acres in which will continue to become the green lungs for the capital city. CM Naveen Patnaik has dedicated 'Anandabana' to the people of and to the greater cause of preserving and nurturing mother…

account_circle