profile-img
CMO Odisha

@CMO_Odisha

Office of the Chief Minister, Odisha

calendar_today07-01-2016 10:39:52

15,4K Tweets

1,5M Followers

41 Following

CMO Odisha(@CMO_Odisha) 's Twitter Profile Photo

ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik କୋଭିଡ ମୁକାବିଲା ସମେତ ପୁଞ୍ଜିନିବେଶ, ପାନୀୟଜଳ ଯୋଗାଣ ଓ ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସଫଳତା ଉପରେ ଆଲୋକପାତ କରିଛନ୍ତି। ବିଶ୍ୱରେ କୋଭିଡ ସ୍ଥିତି ଚିନ୍ତାଜନକ ଥିବାକୁ ନିୟମ କଡ଼ାକଡ଼ି ପାଳନ ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।

ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କୋଭିଡ ମୁକାବିଲା ସମେତ ପୁଞ୍ଜିନିବେଶ, ପାନୀୟଜଳ ଯୋଗାଣ ଓ ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସଫଳତା ଉପରେ ଆଲୋକପାତ କରିଛନ୍ତି। ବିଶ୍ୱରେ କୋଭିଡ ସ୍ଥିତି ଚିନ୍ତାଜନକ ଥିବାକୁ ନିୟମ କଡ଼ାକଡ଼ି ପାଳନ ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।
account_circle