Naveen Patnaik(@Naveen_Odisha) 's Twitter Profileg
Naveen Patnaik

@Naveen_Odisha

Chief Minister of Odisha;
President, Biju Janata Dal.

ID:3489768920

linkhttp://www.bjdodisha.org.in/naveen-patnaik/ calendar_today08-09-2015 05:43:50

15,6K Tweets

3,6M Followers

24 Following

Naveen Patnaik(@Naveen_Odisha) 's Twitter Profile Photo

ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଡାଃ କମଳା ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନସେବାରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

account_circle
Naveen Patnaik(@Naveen_Odisha) 's Twitter Profile Photo

ଓଡ଼ିଶାବାସୀଙ୍କ ସେବାରେ ସର୍ବଦା ସମର୍ପିତ ବିଜୁ ଜନତା ଦଳ। ଲୋକଙ୍କ ଆଶା ଓ ବିଶ୍ବାସକୁ ସମ୍ମାନ ଜଣାଇ ସାଧାରଣ ନିର୍ବାଚନ ୨୦୨୪ ପାଇଁ Biju Janata Dal ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହୋଇଛି। ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ଆସନ୍ତୁ ସମସ୍ତେ ଏକ ହୋଇ ଆଗକୁ ବଢିବା।

account_circle
Naveen Patnaik(@Naveen_Odisha) 's Twitter Profile Photo

‘ଛେନାପୋଡ଼’ ଆମର ଆବେଗ ସହ ଜଡ଼ିତ। ପାରମ୍ପରିକ ମିଠା ଭାବେ ଏହା ଆମ ଖାଦ୍ୟ ବିବିଧତାକୁ ସମୃଦ୍ଧ କରିଛି। ଆସନ୍ତୁ ‘ଛେନାପୋଡ଼’ ଦିବସକୁ ସମସ୍ତେ ମିଶି ଖୁସିରେ ପାଳନ କରିବା ଏବଂ ଏହାକୁ ଆହୁରି ସୁଦୂରପ୍ରସାରୀ କରିବା।

‘ଛେନାପୋଡ଼’ ଆମର ଆବେଗ ସହ ଜଡ଼ିତ। ପାରମ୍ପରିକ ମିଠା ଭାବେ ଏହା ଆମ ଖାଦ୍ୟ ବିବିଧତାକୁ ସମୃଦ୍ଧ କରିଛି। ଆସନ୍ତୁ ‘ଛେନାପୋଡ଼’ ଦିବସକୁ ସମସ୍ତେ ମିଶି ଖୁସିରେ ପାଳନ କରିବା ଏବଂ ଏହାକୁ ଆହୁରି ସୁଦୂରପ୍ରସାରୀ କରିବା। #ChhenapodaDibasa
account_circle
Naveen Patnaik(@Naveen_Odisha) 's Twitter Profile Photo

Heartiest greetings to all on the pious occasion of UlFitr . May the spirit of bless us with happiness, peace, prosperity and lead us on the path of compassion, kindness and love. Mubarak

Heartiest greetings to all on the pious occasion of #EidUlFitr. May the spirit of #Eid bless us with happiness, peace, prosperity and lead us on the path of compassion, kindness and love. #EidMubarak
account_circle
Naveen Patnaik(@Naveen_Odisha) 's Twitter Profile Photo

Pleasure meeting Mr Shombi Sharp, UN Resident Coordinator in India (@UNinIndia). Thank him for his appreciation for ’s global model of , pioneering work in , governance and @odishamilletsmission.

account_circle
Naveen Patnaik(@Naveen_Odisha) 's Twitter Profile Photo

Accessible and affordable healthcare is an essential cornerstone of any just and equitable society. On , let's reaffirm our commitment to build healthier, resilient communities and prioritise preventive care. Together, we can build a robust healthcare system for…

Accessible and affordable healthcare is an essential cornerstone of any just and equitable society. On #WorldHealthDay, let's reaffirm our commitment to build healthier, resilient communities and prioritise preventive care. Together, we can build a robust healthcare system for…
account_circle
Naveen Patnaik(@Naveen_Odisha) 's Twitter Profile Photo

Sports play a significant role in promoting social change and uniting people. On International , let's celebrate the power of sports to unite communities, foster peace, and promote development. Let's continue to harness the spirit of sports to build a healthier, peaceful…

Sports play a significant role in promoting social change and uniting people. On International #SportDay, let's celebrate the power of sports to unite communities, foster peace, and promote development. Let's continue to harness the spirit of sports to build a healthier, peaceful…
account_circle
Naveen Patnaik(@Naveen_Odisha) 's Twitter Profile Photo

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା Biju Janata Dal ର ପ୍ରାର୍ଥୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏକ ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସମସ୍ତେ ଲୋକଙ୍କ ଆହୁରି ନିକଟତର ହୁଅନ୍ତୁ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ଆମ ସମସ୍ତଙ୍କ ଅତୁଟ ସଙ୍କଳ୍ପ ହେଉ।

ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା @bjd_odisha ର ପ୍ରାର୍ଥୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏକ ସମୃଦ୍ଧ ତଥା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସମସ୍ତେ ଲୋକଙ୍କ ଆହୁରି ନିକଟତର ହୁଅନ୍ତୁ। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ସେବା ଆମ ସମସ୍ତଙ୍କ ଅତୁଟ ସଙ୍କଳ୍ପ ହେଉ। #BJDWithOdisha
account_circle
Naveen Patnaik(@Naveen_Odisha) 's Twitter Profile Photo

ଅତୁଟ ରହିବ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ବିକାଶର ଧାରା। ଏହି ବିଶ୍ୱାସକୁ ବଜାୟ ରଖି ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ Biju Janata Dal ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆସନ୍ତୁ ବିକାଶର ଏହି ଧାରାକୁ ଆହୁରି ବଳିଷ୍ଠ କରିବା, ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନ ଦିଗରେ ଆଗକୁ ବଢ଼ିବା।…

account_circle
Naveen Patnaik(@Naveen_Odisha) 's Twitter Profile Photo

Maritime sector plays a crucial role in the country's economic growth and development. On , let's celebrate 's glorious maritime past, traditions & heritage, and reaffirm commitment to make it a major maritime power with a thriving trade network.

Maritime sector plays a crucial role in the country's economic growth and development. On #NationalMaritimeDay, let's celebrate #Odisha's glorious maritime past, traditions & heritage, and reaffirm commitment to make it a major maritime power with a thriving trade network.
account_circle
Naveen Patnaik(@Naveen_Odisha) 's Twitter Profile Photo

Congratulate DRDO on the successful flight testing of New Generation Ballistic Missile 'Agni-Prime' from Dr Abdul Kalam Island, off the coast of .

account_circle
Naveen Patnaik(@Naveen_Odisha) 's Twitter Profile Photo

ସାଧାରଣ ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା Biju Janata Dal ର ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ସେବାକୁ ସଙ୍କଳ୍ପ ଭାବେ ଗ୍ରହଣ କରି ସମସ୍ତେ ଲୋକଙ୍କ ଆହୁରି ନିକଟତର ହୁଅନ୍ତୁ। ସଭିଙ୍କୁ ସାଥିରେ ନେଇ ଏକ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଆସନ୍ତୁ ଆଗକୁ ବଢିବା।

ସାଧାରଣ ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା @bjd_odisha ର ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ସେବାକୁ ସଙ୍କଳ୍ପ ଭାବେ ଗ୍ରହଣ କରି ସମସ୍ତେ ଲୋକଙ୍କ ଆହୁରି ନିକଟତର ହୁଅନ୍ତୁ। ସଭିଙ୍କୁ ସାଥିରେ ନେଇ ଏକ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଆସନ୍ତୁ ଆଗକୁ ବଢିବା। #BJDWithOdisha
account_circle
Naveen Patnaik(@Naveen_Odisha) 's Twitter Profile Photo

ସାଢେ ଚାରି କୋଟି ଓଡ଼ିଆଙ୍କ ଆଶା ଓ ବିଶ୍ବାସକୁ ବଜାୟ ରଖି ଆଗକୁ ବଢୁଛି ବିଜୁ ଜନତା ଦଳ। ସାଧାରଣ ନିର୍ବାଚନ ୨୦୨୪ ପାଇଁ Biju Janata Dal ର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହୋଇଛି। ଆସନ୍ତୁ ‘ବିଜୁ ଜନତା ଦଳ’ର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି, ‘ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା’ ଗଠନର ସଙ୍କଳ୍ପକୁ ଆହୁରି ଦୃଢ କରିବା।

account_circle
Naveen Patnaik(@Naveen_Odisha) 's Twitter Profile Photo

Awareness about autism will ensure empowerment and acceptance of individuals with autism. On , let’s reaffirm the commitment to extend more support and power to the autistic individuals for fostering a more inclusive society.

Awareness about autism will ensure empowerment and acceptance of individuals with autism. On #WorldAutismAwarenessDay, let’s reaffirm the commitment to extend more support and power to the autistic individuals for fostering a more inclusive society.
account_circle
Naveen Patnaik(@Naveen_Odisha) 's Twitter Profile Photo

ସହରାଞ୍ଚଳରେ ଗରିବ, ଅସହାୟ ଲୋକଙ୍କ ଖାଦ୍ଯସୁରକ୍ଷାର ଭରସା ସାଜିଛି ‘ଆହାର’। ମାତ୍ର ୫ ଟଙ୍କାରେ ପେଟପୁରା ସୁଷମ ଖାଦ୍ୟ ଯୋଗାଇ 'ଆହାର' ସମସ୍ତଙ୍କ ଆଦର ଲାଭ କରିଛି। ଏହାର ସୁପରିଚାଳନା ପଛରେ ଥିବା ମିଶନ ଶକ୍ତି ମା’ ଏବଂ ସଫଳତା ପାଇଁ କାମ କରୁଥିବା ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ଆହାର ସେବାର ୯ବର୍ଷ ପୂର୍ତ୍ତି ଅବସରରେ ମୋର ଶୁଭେଚ୍ଛା ଓ…

ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସେ ଗାଇଥିବା ସୁମଧୁର ଭକ୍ତି ସଙ୍ଗୀତ ତାଙ୍କୁ ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

account_circle
Naveen Patnaik(@Naveen_Odisha) 's Twitter Profile Photo

ଓଡ଼ିଶାର ଗୌରବମୟ ଇତିହାସରେ ରମ୍ଭା ରାଜପ୍ରାସାଦର ସ୍ଥାନ ସ୍ଵତନ୍ତ୍ର। ରୂପାନ୍ତରିତ ରମ୍ଭା ରାଜପ୍ରାସାଦର ଉଦଘାଟନ କରି ମୁଁ ବହୁତ ଖୁସି। ସ୍ଵାଧୀନତା ସଂଗ୍ରାମ ସହ ସ୍ଵତନ୍ତ୍ର ଓଡ଼ିଶା ଗଠନ ପର୍ଯ୍ୟନ୍ତ ଦେଶର ଅସ୍ମିତା ଏବଂ ରାଜ୍ଯର ସ୍ଵାଭିମାନର ସାକ୍ଷୀ ହେଉଛି ରମ୍ଭା ରାଜପ୍ରାସାଦ।

account_circle
Naveen Patnaik(@Naveen_Odisha) 's Twitter Profile Photo

ସବୁ କ୍ଷେତ୍ରରେ ଓଡ଼ିଶା ଲେଖୁଛି ଏକ ଗରିମାମୟ ଇତିହାସ। ପ୍ରତିଟି ଓଡ଼ିଆଙ୍କ ପ୍ରତିବଦ୍ଧତାରେ ଓଡ଼ିଶା ହୋଇଛି ସମୃଦ୍ଧ। ରୂପାନ୍ତରଣର ଏ ଯୁଗ ସହ ତାଳ ଦେଇ 'ବିକଶିତ ଓଡ଼ିଶା' ଗଠନ କରିବା ହେଉଛି ଓଡ଼ିଆର ସଙ୍କଳ୍ପ। ଏହି 'ଓଡ଼ିଶା ଦିବସ'ରେ ଆସନ୍ତୁ ଆମ ଅସ୍ମିତା ଓ ସ୍ୱାଭିମାନକୁ ଆହୁରି ବଳିଷ୍ଠ କରି 'ବିକଶିତ ଓଡ଼ିଶା' ଗଢ଼ିବା ଦିଗରେ ଆଗକୁ…