OCAC Odisha(@OCAC_Odisha) 's Twitter Profileg
OCAC Odisha

@OCAC_Odisha

Official Twitter handle of Odisha Computer Application Centre, Technical Directorate of E & IT Department, Govt. of Odisha

ID:722296841686024192

linkhttp://www.ocac.in calendar_today19-04-2016 05:32:41

1,9K Tweets

3,5K Followers

14 Following

OCAC Odisha(@OCAC_Odisha) 's Twitter Profile Photo

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ଆଶୀର୍ବାଦରୁ ନବ ବର୍ଷ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧିର ସମ୍ଭାର ସୃଷ୍ଟି କରୁ।

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ଆଶୀର୍ବାଦରୁ ନବ ବର୍ଷ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧିର ସମ୍ଭାର ସୃଷ୍ଟି କରୁ। #PanaSankranti #OdiaNewYear #ଓଡ଼ିଆନବବର୍ଷ
account_circle
OCAC Odisha(@OCAC_Odisha) 's Twitter Profile Photo

ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ର ଆମ ଭୁବନେଶ୍ବର I କଳା, ସାହିତ୍ୟ, ସଂସ୍କୃତିର ଉତ୍କର୍ଷତାସମ୍ପନ୍ନ ଓଡ଼ିଶାର ରାଜଧାନୀ ଏବେ ବିଶ୍ଵବ୍ୟାପୀ ଶିକ୍ଷା, ସାହିତ୍ୟ ଓ ଆର୍ଥିକ ପ୍ରଗତିରେ ସାଜିଛି ଆଲୋକବର୍ତ୍ତିକା I ୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।

ମନ୍ଦିରମାଳିନୀ ଏକାମ୍ରକ୍ଷେତ୍ର ଆମ ଭୁବନେଶ୍ବର I କଳା, ସାହିତ୍ୟ, ସଂସ୍କୃତିର ଉତ୍କର୍ଷତାସମ୍ପନ୍ନ ଓଡ଼ିଶାର ରାଜଧାନୀ ଏବେ ବିଶ୍ଵବ୍ୟାପୀ ଶିକ୍ଷା, ସାହିତ୍ୟ ଓ ଆର୍ଥିକ ପ୍ରଗତିରେ ସାଜିଛି ଆଲୋକବର୍ତ୍ତିକା I ୭୬ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। #76thCapitalFoundationDay #Bhubaneswar
account_circle
E&IT Department Odisha(@EIT_Odisha) 's Twitter Profile Photo

Fraudsters exploit users’ trust for gains via spam calls/texts. Answering/responding to them leads to leakage of sensitive details. Let's take proper precautionary measures and to keep the fraudsters at bay.

Fraudsters exploit users’ trust for gains via spam calls/texts. Answering/responding to them leads to leakage of sensitive details. Let's take proper precautionary measures and #BeCyberSmart to keep the fraudsters at bay.
account_circle
H & UD Dept(@HUDDeptOdisha) 's Twitter Profile Photo

With the successful trial run of the Faecal Sludge Treatment Plant (FSTP) at Koraput Municipality on 5th April, now has the distinction of having decentralised blackwater treatment facilities for all its 115 towns and cities. 1/2

With the successful trial run of the Faecal Sludge Treatment Plant (FSTP) at Koraput Municipality on 5th April, #Odisha now has the distinction of having decentralised blackwater treatment facilities for all its 115 towns and cities. 1/2
account_circle
BMC(@bmcbbsr) 's Twitter Profile Photo

Door-to-door segregated waste collection from the households including collection from the internal lanes.
Waste segregation at the source helps us in processing the waste at the wealth centres.

Door-to-door segregated waste collection from the households including collection from the internal lanes. Waste segregation at the source helps us in processing the waste at the wealth centres. #SwachhaBhubaneswar
account_circle
Smart Bhubaneswar(@BSCL_BBSR) 's Twitter Profile Photo

All DMs (Dynamic Message Signs) are operational and functioning smoothly across the city, ensuring effective communication and traffic management.

All DMs (Dynamic Message Signs) are operational and functioning smoothly across the city, ensuring effective communication and traffic management. #TrafficManagement #BhubaneswarFirst
account_circle
Collector & DM, Malkangiri(@dm_malkangiri) 's Twitter Profile Photo

'ନିର୍ବାଚନ ମହାପର୍ବ, ଜନତା ସର୍ବସ୍ୱ'
୧୧କ ପାଣିକିଆ ମାଧ୍ୟମରେ ଭୋଟର ସଚେତନତା

youtu.be/FL7XyIyo8lQ?si…
CEO Odisha Election Commission of India

account_circle
H & FW Dept Odisha(@HFWOdisha) 's Twitter Profile Photo

ଦିନବେଳା ଏବେ ଖରାତାତି ବଢ଼ିବାକୁ ଲାଗିଛି I ଏହି ସମୟରେ ଅଂଶୁଘାତ ଆଶଙ୍କା ପ୍ରତି ସତର୍କ ରୁହନ୍ତୁ I ଖରାବେଳେ ନିହାତି ଆବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ, ନିଆଁ ପାଖରେ ବସନ୍ତୁ ନାହିଁ ଏବଂ ପ୍ରଚୁର ମାତ୍ରାରେ ପାଣି ପିଇବା ସହିତ ପଖାଳ, କାକୁଡ଼ି ଓ ତରଭୁଜ ଖାଆନ୍ତୁ I

ଦିନବେଳା ଏବେ ଖରାତାତି ବଢ଼ିବାକୁ ଲାଗିଛି I ଏହି ସମୟରେ ଅଂଶୁଘାତ ଆଶଙ୍କା ପ୍ରତି ସତର୍କ ରୁହନ୍ତୁ I ଖରାବେଳେ ନିହାତି ଆବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ, ନିଆଁ ପାଖରେ ବସନ୍ତୁ ନାହିଁ ଏବଂ ପ୍ରଚୁର ମାତ୍ରାରେ ପାଣି ପିଇବା ସହିତ ପଖାଳ, କାକୁଡ଼ି ଓ ତରଭୁଜ ଖାଆନ୍ତୁ I #OdishaCares
account_circle
SRC, Govt of Odisha(@SRC_Odisha) 's Twitter Profile Photo

SRC instructed to 5 Municipal Commissioners to open Jalachhatra in conspicuous places of public gathering & take all precautionary measures in view of Heat-wave condition Satyabrata Sahu MoSarkar 5T Pradeep Jena IAS

SRC instructed to 5 Municipal Commissioners to open Jalachhatra in conspicuous places of public gathering & take all precautionary measures in view of Heat-wave condition @satyabrata1967 @MoSarkar5T @PradeepJenaIAS
account_circle
Collector & DM, Balangir(@CollectorBgr) 's Twitter Profile Photo

Today, DEO & Collector, Balangir visited strong room & counting hall and different polling stations of 70-Kantabanji AC to review the preparedness and availability of Assured Minimum Facilities(AMF). Election Commission of India CEO Odisha

Today, DEO & Collector, Balangir visited strong room & counting hall and different polling stations of 70-Kantabanji AC to review the preparedness and availability of Assured Minimum Facilities(AMF). @ECISVEEP @OdishaCeo
account_circle
ORSAC(@ORSACBBSR) 's Twitter Profile Photo

ORSAC has designed a Vehicle Tracking Solution (VTS) to make mineral delivery in Odisha transparent and efficient.

ORSAC OMVTS app helps stakeholders locate mineral-ferrying vehicles in real time, ensuring accountability from source to destination. 🚚

ORSAC has designed a Vehicle Tracking Solution (VTS) to make mineral delivery in Odisha transparent and efficient. ORSAC OMVTS app helps stakeholders locate mineral-ferrying vehicles in real time, ensuring accountability from source to destination. 🚚
account_circle
Energy Odisha(@EnergyOdisha) 's Twitter Profile Photo

ଯଦି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ସାମାନ୍ୟ ବୁଦ୍ଧିମତା ଅନେକ ଅର୍ଥ ବଞ୍ଚାଇବାରେ ସହାୟକ ହେବ। ଏହା ସହିତ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଆପଣ ଯୋଗଦାନ କରିପାରିବେ। ChiefSecyOdisha Office of Development Commissioner, Odisha I & PR Department, Odisha EICPCEI GRIDCO Odisha OPTCL OREDA

ଯଦି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର #AC ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ସାମାନ୍ୟ ବୁଦ୍ଧିମତା ଅନେକ ଅର୍ଥ ବଞ୍ଚାଇବାରେ ସହାୟକ ହେବ। ଏହା ସହିତ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଆପଣ ଯୋଗଦାନ କରିପାରିବେ। #EnergySavings @SecyChief @DC_Odisha @IPR_Odisha @aeicpcei @GridcoOdisha @OPTCL_Odisha @OREDA_Odisha
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ସୋସିଆଲ ମିଡ଼ିଆ ଜରିଆରେ ଦାଖଲ କରିବା ସମୟରେ ଆପଣଙ୍କ କୁ ଟ୍ୟାଗ କରନ୍ତୁ | ଏହା ଦ୍ୱାରା ଆପଣଙ୍କ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ସହଜରେ ଅବଗତ ହୋଇ ଏହାକୁ ତତ୍ପରତାର ସହ ସମାଧାନ କରିବେ।

ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ସୋସିଆଲ ମିଡ଼ିଆ #Twitter ଜରିଆରେ ଦାଖଲ କରିବା ସମୟରେ ଆପଣଙ୍କ #RWSSDivision କୁ ଟ୍ୟାଗ କରନ୍ତୁ | ଏହା ଦ୍ୱାରା ଆପଣଙ୍କ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ #RWSSDivision ସହଜରେ ଅବଗତ ହୋଇ ଏହାକୁ ତତ୍ପରତାର ସହ ସମାଧାନ କରିବେ। #DrinkingWaterForAll #OdishaCares
account_circle
District Magistrate Khordha(@DMKhordha) 's Twitter Profile Photo

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋରଧା ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ସାଢେ ୬ ରୁ ସାଢେ ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋରଧା ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ସାଢେ ୬ ରୁ ସାଢେ ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ।
account_circle
OCAC Odisha(@OCAC_Odisha) 's Twitter Profile Photo

ଓଡ଼ିଆ ଜାତିର ଗର୍ବ ଏବଂ ଗୌରବର ଦିନ ପବିତ୍ର ଓଡ଼ିଶା ଦିବସ I ଏହି ଅବସରରେ ଉତ୍କଳ ମାଟିର ଗୌରବମୟ କାଳଜୟୀ ସନ୍ତାନଙ୍କୁ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା l 'ବନ୍ଦେ ଉତ୍କଳ ଜନନୀ' I

ଓଡ଼ିଆ ଜାତିର ଗର୍ବ ଏବଂ ଗୌରବର ଦିନ ପବିତ୍ର ଓଡ଼ିଶା ଦିବସ I ଏହି ଅବସରରେ ଉତ୍କଳ ମାଟିର ଗୌରବମୟ କାଳଜୟୀ ସନ୍ତାନଙ୍କୁ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା l 'ବନ୍ଦେ ଉତ୍କଳ ଜନନୀ' I #OdishaDibasa
account_circle
OCAC Odisha(@OCAC_Odisha) 's Twitter Profile Photo

On , let's pledge to safeguard against sudden loss of data by keeping multiple backups. Be it our personal photos, important documents/ work files, let's ensure that we have it all backed up for future use.

On #WorldBackupDay, let's pledge to safeguard against sudden loss of data by keeping multiple backups. Be it our personal photos, important documents/ work files, let's ensure that we have it all backed up for future use.
account_circle
CMO Odisha(@CMO_Odisha) 's Twitter Profile Photo

Setting a new milestone in e-governance in , CM Naveen Patnaik inaugurated the Online Incentive Management System developed by OCAC Odisha. The online portal facilitates submission of application by entrepreneurs to get their incentives sanctioned under Odisha’s IT,…

Setting a new milestone in e-governance in #Odisha, CM @Naveen_Odisha inaugurated the Online Incentive Management System developed by @OCAC_Odisha. The online portal facilitates submission of application by entrepreneurs to get their incentives sanctioned under Odisha’s IT,…
account_circle
E&IT Department Odisha(@EIT_Odisha) 's Twitter Profile Photo

Embarking on a new era of e-Governance and further bolstering the landscape of , HCM Naveen Patnaik is going to inaugurate the Online Incentive Management System and New District Websites Portal in today.

Embarking on a new era of e-Governance and further bolstering the #IT landscape of #Odisha, HCM @Naveen_Odisha is going to inaugurate the Online Incentive Management System and New District Websites Portal in #Bhubaneswar today. #5T
account_circle
E&IT Department Odisha(@EIT_Odisha) 's Twitter Profile Photo

Further strengthening 's position as IT hub in the country, Cabinet headed by Hon'ble CM Shri Naveen Patnaik has approved proposal to provide land in to establish IT industries and IT related infrastructure facilities. OnTheMove

Further strengthening #Odisha's position as IT hub in the country, #OdishaCabinet headed by Hon'ble CM Shri @Naveen_Odisha has approved proposal to provide land in #Rourkela to establish IT industries and IT related infrastructure facilities. #OdishaOnTheMove #5T
account_circle
E&IT Department Odisha(@EIT_Odisha) 's Twitter Profile Photo

is an unethical practice of stealing sensitive info from users while tricking them with online mails/messages by masquerading as reputable source. It is important to prevent & protect oneself against such by following standard protocols.

#Phishing is an unethical practice of stealing sensitive info from users while tricking them with online mails/messages by masquerading as reputable source. It is important to prevent & protect oneself against such #CyberThreats by following standard protocols. #BeCyberSmart
account_circle