OMFED(@OMFEDofficial) 's Twitter Profileg
OMFED

@OMFEDofficial

Most trusted brand of Odisha for Milk and Milk Products. Since 1981.
We stand for Quality.

ID:876789538177286147

linkhttp://www.omfed.com calendar_today19-06-2017 13:11:30

897 Tweets

2,2K Followers

49 Following

OMFED(@OMFEDofficial) 's Twitter Profile Photo

ମାଆ !
ଦୁଇଟି ଅକ୍ଷରରେ ସାରା ଦୁନିଆ। ମାଆ ଆମ ଜୀବନର ପ୍ରଥମ ଡାକ, ଆମ ପ୍ରାଣ ପିଣ୍ଡର ମୂଳଦୁଆ। ମାଆ ଆମ ମେରୁଦଣ୍ଡ, ବୋଉ ଆମ ଦେହର ବଳ। ମାତୃ ଦିବସରେ ମମତାର ଚିରରୁ କ୍ଷୀର ଖୁଆଇ ଆମକୁ ବଡ଼ କରିଥିବା ସେ ଜନ୍ମଦାତ୍ରୀଙ୍କୁ ଓମଫେଡ୍ ତରଫରୁ କୋଟି କୋଟି ପ୍ରଣାମ... 🙏🙏🙏

ମାଆ ! ଦୁଇଟି ଅକ୍ଷରରେ ସାରା ଦୁନିଆ। ମାଆ ଆମ ଜୀବନର ପ୍ରଥମ ଡାକ, ଆମ ପ୍ରାଣ ପିଣ୍ଡର ମୂଳଦୁଆ। ମାଆ ଆମ ମେରୁଦଣ୍ଡ, ବୋଉ ଆମ ଦେହର ବଳ। ମାତୃ ଦିବସରେ ମମତାର ଚିରରୁ କ୍ଷୀର ଖୁଆଇ ଆମକୁ ବଡ଼ କରିଥିବା ସେ ଜନ୍ମଦାତ୍ରୀଙ୍କୁ ଓମଫେଡ୍ ତରଫରୁ କୋଟି କୋଟି ପ୍ରଣାମ... 🙏🙏🙏
account_circle
Dept of Animal Husbandry & Dairying, Min of FAH&D(@Dept_of_AHD) 's Twitter Profile Photo

Providing shelter is more than just shade—it's a lifeline for our furry pals in the summer heat. Let's ensure they have cool havens to retreat to when temperatures soar.

Providing shelter is more than just shade—it's a lifeline for our furry pals in the summer heat. Let's ensure they have cool havens to retreat to when temperatures soar. #AnimalWelfare #SummerSafety
account_circle
Fisheries & ARD Department(@farddept) 's Twitter Profile Photo

F & ARD Department continues to lead with innovative technologies in aquaculture and livestock management. On , let's celebrate their commitment to leveraging technology for sustainable fisheries and modern livestock farming practices.

account_circle
OMFED(@OMFEDofficial) 's Twitter Profile Photo

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓମଫେଡ୍ ତାର ଅଗଣିତ ଦୁଗ୍ଧ ଚାଷୀ ଓ ଗ୍ରାହକଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ମା’ ଲକ୍ଷ୍ମୀ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଶାନ୍ତି ଭରି ଦିଅନ୍ତୁ ଏହାହିଁ ଓମଫେଡର କାମନା । ଆମ ପାରମ୍ପାରିକ ପର୍ବ ତଥା ଅନୁକୂଳ ଦିବସରେ କେବଳ ଓମଫେଡ୍ କ୍ଷୀର ଓ ଦହିରେ ପାଳନ କରନ୍ତୁ ।

ଓମଫେଡ୍ ରାବିଡ଼ି
ଜୀବନରେ ଆଣେ ମିଠାପଣକୁ ଭିଡ଼ି

କାହା ଅଭିମାନ ଭାଙ୍ଗିବାକୁ ଚାହୁଁଥିଲେ
କପେ ରାବିଡି ନେଇ ଖୁଆନ୍ତୁ

ଓମଫେଡ୍ ରାବିଡ଼ି ଜୀବନରେ ଆଣେ ମିଠାପଣକୁ ଭିଡ଼ି କାହା ଅଭିମାନ ଭାଙ୍ଗିବାକୁ ଚାହୁଁଥିଲେ କପେ ରାବିଡି ନେଇ ଖୁଆନ୍ତୁ
account_circle
OMFED(@OMFEDofficial) 's Twitter Profile Photo

MD ,OMFED & officials visited BMCs to observe milk collection procedures & PMCS in Boudh district to examine milk collection operations. MD also interacted with farmers to gain insights into their perspectives and experiences.

MD ,OMFED & officials visited BMCs to observe milk collection procedures & PMCS in Boudh district to examine milk collection operations. MD also interacted with farmers to gain insights into their perspectives and experiences. #OMFED #DairyOperations #FarmerEngagement
account_circle
OMFED(@OMFEDofficial) 's Twitter Profile Photo

Amidst the intense heat wave, Omfed has taken the initiative to distribute buttermilk at Nayapalli and Baramunda Bus Stand today. MD ,Omfed said that this program will be expanded to other areas to help people stay cool.

Amidst the intense heat wave, Omfed has taken the initiative to distribute buttermilk at Nayapalli and Baramunda Bus Stand today. MD ,Omfed said that this program will be expanded to other areas to help people stay cool. #BeatTheHeat #OmfedCares
account_circle
OMFED(@OMFEDofficial) 's Twitter Profile Photo

ଓମ୍ଫେଡ୍ ଚା ସ୍ପେସିଆଲ କ୍ଷୀର
ସକାଳକୁ ସତେଜ କରେ , ସନ୍ଧ୍ୟାକୁ ଆରାମ ଦିଏ
ଭାରାକ୍ରାନ୍ତ ମନରେ ଫୁର୍ତ୍ତି ଭରିଦିଏ
କେବଳ ଓମଫେଡର ଚା ପାଇଁ ପ୍ରସ୍ତୁତ ସ୍ପେସିଆଲ କ୍ଷୀର

ଓମଫେଡ୍ ଚା ସ୍ପେସିଆଲ କ୍ଷୀରର ଚା’ ପିଅନ୍ତୁ
ଦିନ ତମାମ ଫୁର୍ତ୍ତି ରୁହନ୍ତୁ ☕☕☕

ଓମ୍ଫେଡ୍ ଚା ସ୍ପେସିଆଲ କ୍ଷୀର ସକାଳକୁ ସତେଜ କରେ , ସନ୍ଧ୍ୟାକୁ ଆରାମ ଦିଏ ଭାରାକ୍ରାନ୍ତ ମନରେ ଫୁର୍ତ୍ତି ଭରିଦିଏ କେବଳ ଓମଫେଡର ଚା ପାଇଁ ପ୍ରସ୍ତୁତ ସ୍ପେସିଆଲ କ୍ଷୀର ଓମଫେଡ୍ ଚା ସ୍ପେସିଆଲ କ୍ଷୀରର ଚା’ ପିଅନ୍ତୁ ଦିନ ତମାମ ଫୁର୍ତ୍ତି ରୁହନ୍ତୁ ☕☕☕ #FoundIt #OmfedMilkTea
account_circle
OMFED(@OMFEDofficial) 's Twitter Profile Photo

An Interaction session with MD OMFED & 3rd Batch Internee Students of CVSC& AH on Dairy Devt. including Production, Procurement, Processing & Marketing of Milk & Milk Products at conference Hall of Corporate office on 02.05.2024.
Fisheries & ARD Department

An Interaction session with MD OMFED & 3rd Batch Internee Students of CVSC& AH on Dairy Devt. including Production, Procurement, Processing & Marketing of Milk & Milk Products at conference Hall of Corporate office on 02.05.2024. @farddept
account_circle
CEO Odisha(@OdishaCeo) 's Twitter Profile Photo

🗳️ ନାଗରିକ ମାନଙ୍କୁ ମତଦାନର ତାରିଖ ବିଷୟରେ ଅବଗତ କରାଇବା ପାଇଁ ଓମଫେଡ୍ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ତରଫରୁ ମିଳିତ ପ୍ରଚେଷ୍ଟା । ନାଗରିକ ମାନେ କିଣୁଥିବା ଓମଫେଡ୍ ର ବିଭିନ୍ନ ଉତ୍ପାଦରେ ଏବେ ଛପା ହେବ ସଚେତନତା ବାର୍ତ୍ତା ଓ ଏହା ଭୋଟର ମାନଙ୍କୁ ସୂଚାଇ ଦେବ ନିଜ ନିଜ ଜିଲ୍ଲାରେ ମତଦାନର ତାରିଖ ।

🗳️ ନାଗରିକ ମାନଙ୍କୁ ମତଦାନର ତାରିଖ ବିଷୟରେ ଅବଗତ କରାଇବା ପାଇଁ ଓମଫେଡ୍ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ତରଫରୁ ମିଳିତ ପ୍ରଚେଷ୍ଟା । ନାଗରିକ ମାନେ କିଣୁଥିବା ଓମଫେଡ୍ ର ବିଭିନ୍ନ ଉତ୍ପାଦରେ ଏବେ ଛପା ହେବ ସଚେତନତା ବାର୍ତ୍ତା ଓ ଏହା ଭୋଟର ମାନଙ୍କୁ ସୂଚାଇ ଦେବ ନିଜ ନିଜ ଜିଲ୍ଲାରେ ମତଦାନର ତାରିଖ ।
account_circle
OMFED(@OMFEDofficial) 's Twitter Profile Photo

OMFEDର ଅଗଣିତ ଦୁଗ୍ଧ ଚାଷୀ ଏବଂ ମହିଳା ଚାଷୀଙ୍କୁ ଆନ୍ତର୍ଜାତୀୟ ଶ୍ରମିକ ଦିବସରେ ଅଭିନନ୍ଦନ। ଦୁଗ୍ଧ ଉତ୍ପାଦନରେ ସେମାନଙ୍କ ନିଷ୍ଠା ଓ ସ୍ବଚ୍ଛତା ପାଇଁ ଶତ ସଲାମ।
Labour & ESI Dept. Government of Odisha

account_circle
OMFED(@OMFEDofficial) 's Twitter Profile Photo

OMFED products keep you energized, and your vote keeps the democracy energized! Make sure to cast a fresh one.
OMFEDFresh

account_circle
Dept of Animal Husbandry & Dairying, Min of FAH&D(@Dept_of_AHD) 's Twitter Profile Photo

पशुशाला में नियमित सफाई करना बहुत महत्वपूर्ण है क्योंकि इससे पशुओं को स्वस्थ और सुरक्षित रखने में मदद मिलती है। गर्मियों के दौरान उनके आवास की छत पर ठंडक बनी रहें इसलिए गैल्वेनाइज्ड छत का उपयोग करें।

account_circle