Subrat Kumar Nayak (ସୁବ୍ରତ କୁମାର ନାୟକ) 🇮🇳(@SubratPintOO) 's Twitter Profileg
Subrat Kumar Nayak (ସୁବ୍ରତ କୁମାର ନାୟକ) 🇮🇳

@SubratPintOO

Freelance Content Writer (Odia) | Ex Sharechat/Moj | Ex Newj | Ex Odisha Reporter | Nomad Traveler| ସାମ୍ବାଦିକ କେବେ ପୂର୍ବତନ ହୁଏନି☺️

ID:161969740

calendar_today02-07-2010 07:29:52

4,6K Tweets

1,0K Followers

654 Following

Subrat Kumar Nayak (ସୁବ୍ରତ କୁମାର ନାୟକ) 🇮🇳(@SubratPintOO) 's Twitter Profile Photo

ଇର୍ଷଣୀୟ ସଫଳତାର ଅଧିକାରୀ ତଥା ରାଜନୀତି ସମୀକ୍ଷକଙ୍କ ଆକଳନରୁ ଉର୍ଦ୍ଧ୍ୱରେ ରହି ଆସିବାରେ ସବୁଠୁ ଆଗରେ ଥିବା ନେତା Naveen Patnaik ଙ୍କୁ ଜନ୍ମ ଦିନର ଅଭିନନ୍ଦନ|

account_circle
Ashish Kumar Jena(@Ashish_K_jena) 's Twitter Profile Photo

So Here it is !

First Time in history we have released Odia Cinema “Phalguna Chaitra” in Ireland 🇮🇪 theatre.

And unbelievably it’s Houseful 😍😍😍
Thanks Dr Sulagna Mohanty for the great story and teams Partha Sarathi Ray. Will look forward to release more beautiful works in future ❤️

account_circle
Chiranjeev Mohanty(@Chiranjeev_2111) 's Twitter Profile Photo

ଜଗନ ସାରଙ୍କ ଶେଷ ପୋଷ୍ଟିଂ ସୋସିଆଲ ମିଡ଼ିଆରେ...

ଜଣେ ସୁନ୍ଦର ମଣିଷ ଏତେ ଶୀଘ୍ର ଛାଡ଼ି ଚାଲିଯିବେ ବୋଲି ବିଶ୍ଵାସ କରିହେଉନି। ଯେଉଁ ଅଫେରା ରାଇଜକୁ ଗଲେ ସେଠାକାର ଲୋକଙ୍କୁ ମଧ୍ୟ କିଛି ନା କିଛି ଆପଣଙ୍କ ଠାରୁ ଶିଖିବାକୁ ନିଶ୍ଚିତ ମିଳିବ।
🪔 ଓଁ ଶାନ୍ତି 🪔

ଜଗନ ସାରଙ୍କ ଶେଷ ପୋଷ୍ଟିଂ ସୋସିଆଲ ମିଡ଼ିଆରେ... ଜଣେ ସୁନ୍ଦର ମଣିଷ ଏତେ ଶୀଘ୍ର ଛାଡ଼ି ଚାଲିଯିବେ ବୋଲି ବିଶ୍ଵାସ କରିହେଉନି। ଯେଉଁ ଅଫେରା ରାଇଜକୁ ଗଲେ ସେଠାକାର ଲୋକଙ୍କୁ ମଧ୍ୟ କିଛି ନା କିଛି ଆପଣଙ୍କ ଠାରୁ ଶିଖିବାକୁ ନିଶ୍ଚିତ ମିଳିବ। 🪔 ଓଁ ଶାନ୍ତି 🪔
account_circle
Subrat Kumar Nayak (ସୁବ୍ରତ କୁମାର ନାୟକ) 🇮🇳(@SubratPintOO) 's Twitter Profile Photo

ଭବନସର Bhubaneswar
ପୋଖରୀ ଅଛି
ନଈ ଅଛି
ଜଙ୍ଗଲ ଅଛି
ପାହାଡ଼ ଅଛି
ଅଭୟାରଣ୍ୟ ଅଛି ✌️
ଆମ ଭାଙ୍ଗ ଅଜା ଅଛନ୍ତି 😉

account_circle
A P Subhakanta(@zubun98) 's Twitter Profile Photo

ସଂସଦ ଭବନ ଉଦଘାଟନ ଉତ୍ସବ ପ୍ରସଙ୍ଗରେ ନବୀନ ବାବୁ ତଥା ବିଜେଡ଼ିର ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ତଥା ଏହାକୁ ବିରୋଧ କରୁଥିବା ଦଳମାନେ ୨୦୨୩ ଜାନୁଆରୀରେ ଏବଂ ୨୦୨୧ ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିଥିଲେ ଆଉ ଏବେ ରାଷ୍ଟ୍ରପତି ସଂସଦ ଭବନ ଉଦଘାଟନ କରନ୍ତୁ ବୋଲି ଚାହୁଁଛନ୍ତି।

account_circle
PEN IN BOOKS(@peninbooks) 's Twitter Profile Photo


ଓଡ଼ିଶୀ ସଂଗୀତ, ଏହାର ଗାୟନ ବିଧି ଓ ଏହା ସହ ସଂଶ୍ଳିଷ୍ଟ ନାନାଦି ବିଭବରେ ସମୃଦ୍ଧ ୬୦୦ ପୃଷ୍ଠାରୁ ଅଧିକ ବୃହତ ଗବେଷଣା ଗ୍ରନ୍ଥ 'ଓଡ଼ିଶୀ ସଂଗୀତ ବାରିଧି'

ଲେଖକ: ପଣ୍ଡିତ ରାମାରାଓ ପାତ୍ର ଓ ପ୍ରତୀକ ପଟ୍ଟନାୟକ Prateek Pattanaik

ତଳ ଲିଙ୍କ୍‌ରେ ଉପଲବ୍ଧ
amzn.eu/d/8TDy0Fw

#NewRelease #ClassicalOdissi #OdissiMusic ଓଡ଼ିଶୀ ସଂଗୀତ, ଏହାର ଗାୟନ ବିଧି ଓ ଏହା ସହ ସଂଶ୍ଳିଷ୍ଟ ନାନାଦି ବିଭବରେ ସମୃଦ୍ଧ ୬୦୦ ପୃଷ୍ଠାରୁ ଅଧିକ ବୃହତ ଗବେଷଣା ଗ୍ରନ୍ଥ 'ଓଡ଼ିଶୀ ସଂଗୀତ ବାରିଧି' ଲେଖକ: ପଣ୍ଡିତ ରାମାରାଓ ପାତ୍ର ଓ ପ୍ରତୀକ ପଟ୍ଟନାୟକ @pattaprateek ତଳ ଲିଙ୍କ୍‌ରେ ଉପଲବ୍ଧ amzn.eu/d/8TDy0Fw
account_circle