The Funny Bunny🐰🧡🤍💚(@TheBunnyQuote) 's Twitter Profileg
The Funny Bunny🐰🧡🤍💚

@TheBunnyQuote

🙏🏻ଜୟ ଜଗନ୍ନାଥ🙏🏻
ଓଡ଼ିଆ ଓ ଭାରତୀୟ❤️🚩
ସାହିତ୍ୟ ପ୍ରେମୀ📓||
ରୋଷେଇ ସଉକ🧑‍🍳||
ପ୍ରକୃତିର ପ୍ରେମୀ🏞️||
ଜୀବଜନ୍ତୁ ଆଦର🐕||
APACHE SPARK⭐ || BIGDATA💻 || DATA ANALYST📊

ID:181267157

linkhttp://www.odishatales.com calendar_today21-08-2010 19:07:39

3,7K Tweets

397 Followers

617 Following

ଗାଁ ଡାକ୍ତର👨‍⚕️💉💊(@Drakshays) 's Twitter Profile Photo

ଡହରା ଓଟିଭି ଦଳ ...ଏଇ ଯୋଉଁ News ଟା ବନେଇଲ ଯିଏ ଯିଏ ମିଶିକି ...Covishield (or any Vaccine) ଆସିନଥିଲେ ଅଧାଙ୍କର ଏତେବେଳକୁ ୨ୟ ଶ୍ରାଦ୍ଧବାର୍ଷିକୀ ସରନ୍ତାଣି !

ଗାଲୁଆମି ଡହରାମି ବନ୍ଦ କର...ଅଯଥା ଲୋକଙ୍କୁ ଡରାଅନି 🙏🏻

account_circle
SABYASACHI MISHRA 🇮🇳(@sabyaactor) 's Twitter Profile Photo

Power of social media ❤️Thank You Everyone🙏Within 24 hours we got the Missing Baby monkey back.The baby is now returned to his mother safely.

I am obliged to everyone who became a part of this journey from Puri and outside Puri. Big Hug to our Smile Force Gyana for all his

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କର ଶ୍ରୀ ମହାପ୍ରସାଦ , ବ୍ରହ୍ମ କୈବଲ୍ୟ, ଅବଢା , ଅମୃତ, ଅନ୍ନବ୍ରହ୍ମ 🙏❤️😍

ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କର ଶ୍ରୀ ମହାପ୍ରସାଦ , ବ୍ରହ୍ମ କୈବଲ୍ୟ, ଅବଢା , ଅମୃତ, ଅନ୍ନବ୍ରହ୍ମ 🙏❤️😍
account_circle
ମୁଁ କ୍ରୀତଦାସ ନୁହେଁ(@UtkalaNivasi) 's Twitter Profile Photo

Dr. Aviseka🐘(ଅଭିଷେକ) ସେମାନେ ଯାହା କହୁଛନ୍ତି ତାହା ନିରାଟ ସତ,
ଆମେ ନିଜେ ତ ଆଖି ବୁଜି ବସିଛୁ, ଅନ୍ୟକୁ କାହିଁ ଦୋଷ ଦଉଛ,
ଦୀର୍ଘ ୨୫ବର୍ଷ ହେଇଗଲା, ଆମ ମୁଖ୍ୟମନ୍ତ୍ରୀ ଓଡ଼ିଆ ଶିଖିପାରିଲେ ନାହିଁ,
ଏବେ ଓଡ଼ିଆ ଜାତି ଏତେ କାପୁରଷ ଯେ ପୁଣି ଗୋଟେ ଅଣଓଡ଼ିଆକୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଓକିଲାତି ବାଢୁଛନ୍ତି,
ମୁଁ ଭାବୁଛି ନିଜେ ହିଁ ନିଜକୁ ଦାୟୀ କରିବା ଉଚିତ

account_circle
Kevin Pietersen🦏(@KP24) 's Twitter Profile Photo

The Street of Flowers here at the brand new airport terminal in Lucknow.
WORLD CLASS!
Wow, what an incredible job done by all for this most beautiful state.
I’m sure Yogi Adityanath (मोदी का परिवार) must be super proud!
India is BOOMING! 🙏🏽

The Street of Flowers here at the brand new airport terminal in Lucknow. WORLD CLASS! Wow, what an incredible job done by all for this most beautiful state. I’m sure @myogiadityanath must be super proud! India is BOOMING! 🙏🏽
account_circle
Anil Biswal - Modi Ka Parivar(@BiswalAnil) 's Twitter Profile Photo

ଆଦର୍ଶ ଆଚରଣ ବିଦ୍ଧିର ଖୋଲା ଉଲଂଘନ l ପ୍ରଶାସନିକ ଅଧିକାରୀ ଭିଲିନ କ୍ରିଷ୍ଣାଙ୍କର କଣ କାମ ଜଣେ ବିଜେଡି ନେତାଙ୍କ ପାଖରେ? ତାହା ପୁଣି ଅଧାରାତ୍ରିରେ l ମୁଖ୍ୟମନ୍ତ୍ରୀ କାର୍ଯାଳୟର ଅଧିକାରୀମାନେ କାହିଁକି ବାରମ୍ବାର ନିୟମ ଭାଙ୍ଗୁଛନ୍ତି l କିଛି ଅଣ ଓଡିଆମାନେ ଭାବୁଛନ୍ତି ଏଥର ମଧ୍ୟ ଟଙ୍କା ଦେଇ ଓଡିଆଲୋକଙ୍କୁ କିଣିବେ l

ହେଇଟି ଭାଇନା(@heitibhaina) 's Twitter Profile Photo

ରିମୋଟରେ ଟିଭି ଏସି ଚାଲେ, ହଁ ଆଜିକାଲି ଫଙ୍ଖା ବି ଚାଲିଲାଣି.... ତାବୋଲି ଓଡ଼ିଶାର ଶାସନ ରିମୋଟରେ ଚାଲିବ ନା?

ଏ ସରକାର ବଦଳିବା ଦରକାର 🎯

account_circle
The Funny Bunny🐰🧡🤍💚(@TheBunnyQuote) 's Twitter Profile Photo

ଯେତେବେଳେ କଣ୍ଢେଇ ରାଜା ନିଜର ବୁଦ୍ଧି,ବିବେକ ଛାଡ଼ି ବାହାରି ଗୁମାସ୍ତା କଥାରେ ଚାଲେ,ସେତେବେଳେ ପ୍ରଜା ଓ ପ୍ରଦେଶର ସର୍ବନାଶ ହେବା ଥୟ।
ଏହା କେବଳ ସମୟର ଚକ୍ର,ପୁଣି ଓଡ଼ିଆ ପରାଧୀନ ହେବ।ପୁଣି ଗୋଲାମୀ କରିବ।
ସମୟ ପୂର୍ବରୁ ଓଡ଼ିଶାକୁ ରକ୍ଷା କର🙏🏻ବାହାରି ଚକ୍ରାନ୍ତକୁ ବିଦା କର🙏🏻
ଏଥର ମୋ ଭୋଟ୍ BJP କୁ 🗳️🪷
BJP Odisha BJP

ଯେତେବେଳେ କଣ୍ଢେଇ ରାଜା ନିଜର ବୁଦ୍ଧି,ବିବେକ ଛାଡ଼ି ବାହାରି ଗୁମାସ୍ତା କଥାରେ ଚାଲେ,ସେତେବେଳେ ପ୍ରଜା ଓ ପ୍ରଦେଶର ସର୍ବନାଶ ହେବା ଥୟ। ଏହା କେବଳ ସମୟର ଚକ୍ର,ପୁଣି ଓଡ଼ିଆ ପରାଧୀନ ହେବ।ପୁଣି ଗୋଲାମୀ କରିବ। ସମୟ ପୂର୍ବରୁ ଓଡ଼ିଶାକୁ ରକ୍ଷା କର🙏🏻ବାହାରି ଚକ୍ରାନ୍ତକୁ ବିଦା କର🙏🏻 ଏଥର ମୋ ଭୋଟ୍ BJP କୁ 🗳️🪷 @BJP4Odisha @BJP4India
account_circle
✿ Kumarika ✿(@kumariika) 's Twitter Profile Photo

These Odia legends & several senior citizens of Odisha (who still prefer traditional attire) wear soft white dhoti.

Lungi is comfort wear for men at homes, which is equivalent to a ଘରପିନ୍ଧା ଶାଢ଼ି or a nighty for women.

Would spokeswomen wear nighties to press conferences??

These Odia legends & several senior citizens of Odisha (who still prefer traditional attire) wear soft white dhoti. Lungi is comfort wear for men at homes, which is equivalent to a ଘରପିନ୍ଧା ଶାଢ଼ି or a nighty for women. Would spokeswomen wear nighties to press conferences??
account_circle
The Funny Bunny🐰🧡🤍💚(@TheBunnyQuote) 's Twitter Profile Photo

ଯେତେବେଳେ କଣ୍ଢେଇ ରାଜା ନିଜର ବୁଦ୍ଧି,ବିବେକ ଛାଡ଼ି ବାହାରି ଗୁମାସ୍ତା କଥାରେ ଚାଲେ,ସେତେବେଳେ ପ୍ରଜା ଓ ପ୍ରଦେଶର ସର୍ବନାଶ ହେବା ଥୟ।
ଏହା କେବଳ ସମୟର ଚକ୍ର,ପୁଣି ଓଡ଼ିଆ ପରାଧୀନ ହେବ।ପୁଣି ଗୋଲାମୀ କରିବ।
ସମୟ ପୂର୍ବରୁ ଓଡ଼ିଶାକୁ ରକ୍ଷା କର🙏🏻ବାହାରି ଚକ୍ରାନ୍ତକୁ ବିଦା କର🙏🏻
ଏଥର ମୋ ଭୋଟ୍ BJP କୁ 🗳️🪷
BJP Odisha BJP

ଯେତେବେଳେ କଣ୍ଢେଇ ରାଜା ନିଜର ବୁଦ୍ଧି,ବିବେକ ଛାଡ଼ି ବାହାରି ଗୁମାସ୍ତା କଥାରେ ଚାଲେ,ସେତେବେଳେ ପ୍ରଜା ଓ ପ୍ରଦେଶର ସର୍ବନାଶ ହେବା ଥୟ। ଏହା କେବଳ ସମୟର ଚକ୍ର,ପୁଣି ଓଡ଼ିଆ ପରାଧୀନ ହେବ।ପୁଣି ଗୋଲାମୀ କରିବ। ସମୟ ପୂର୍ବରୁ ଓଡ଼ିଶାକୁ ରକ୍ଷା କର🙏🏻ବାହାରି ଚକ୍ରାନ୍ତକୁ ବିଦା କର🙏🏻 ଏଥର ମୋ ଭୋଟ୍ BJP କୁ 🗳️🪷 @BJP4Odisha @BJP4India
account_circle
ହେଇଟି ଭାଇନା(@heitibhaina) 's Twitter Profile Photo

ବବିଦାସଙ୍କ ସଭାରେ ଚୌକି ପୂରଣ କରିବାକୁ ମୁଣ୍ଡ ପିଛା ୨୦୦ ଟଙ୍କା
📍ଛେଣ୍ଡିପଦା, ଅନୁଗୁଳ ଜିଲ୍ଲା

account_circle
The Funny Bunny🐰🧡🤍💚(@TheBunnyQuote) 's Twitter Profile Photo

ଦରକାର୍ ନାହିଁ ନବୀନ ସରକାର ❌
ଏଥର ଦୂରରୁ ନମସ୍କାର 🙏🏻

ଏଥର ମୋ ଭୋଟ୍ BJP କୁ 🗳️🙏🏻🪷
BJP Odisha BJP

ଦରକାର୍ ନାହିଁ ନବୀନ ସରକାର ❌ ଏଥର ଦୂରରୁ ନମସ୍କାର 🙏🏻 ଏଥର ମୋ ଭୋଟ୍ BJP କୁ 🗳️🙏🏻🪷 @BJP4Odisha @BJP4India
account_circle
The Funny Bunny🐰🧡🤍💚(@TheBunnyQuote) 's Twitter Profile Photo

ଯଦି ଏତେ ଲୁଙ୍ଗି ଫଡା ଫଡି ହେଲାଣି,
ଆଗକୁ ଦେଖିବା କେତେ ଲୁଙ୍ଗି ପିନ୍ଧି ପ୍ରଚାର କରିବେ😶
ନା ଖାଲି ଲୁଙ୍ଗି ଫୋଟୋସୁଟ 🤷🏻‍♂️

account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

What a day! Odisha's great leader Biju Babu's son, Naveen Babu, is being controlled like a puppet by Pandian and his boot lickers.

Biju Babu, I wish you were alive today to witness this. It's disheartening to see this puppetry.

'Odias' ! Can you digest this ?

account_circle
The Funny Bunny🐰🧡🤍💚(@TheBunnyQuote) 's Twitter Profile Photo

देश को खुद लुटके, लुटेरे बोल रहे हैं।
सालों तक गरीबों के पैसे लूटे,
अब गरीबों के नाम पे अमीरों को लूटेंगे।
बाह रे गिरगिटी लुटेरे 👏🏻

account_circle
The Funny Bunny🐰🧡🤍💚(@TheBunnyQuote) 's Twitter Profile Photo

और नतीजे के बाद मगरमच्छ के आसूं ईवीएम EVM पर मत निकालना 😭
ज्यादा करेंट ले डुबती है।

account_circle
The Funny Bunny🐰🧡🤍💚(@TheBunnyQuote) 's Twitter Profile Photo

ଆରେ ଆରେ ତାମିଲ୍ ଆଜ୍ଞା ଙ୍କର ଖଣ୍ଡେ ଶଙ୍ଖ ଜଳୁଛି , ଆଉ ଗୋଟେ କଣ ଲିଭିଗଲା ।
ଏଥର ଯାହା ଅବସ୍ଥା ଜଣା ପଡ଼ିଲାଣି।
ଏମିତି ଆଉ ଛମୁଙ୍କର ସ୍ବପ୍ନ ଲିଭି ଯିବନି ତ?