District Dhenkanal(@districtadmndkl) 's Twitter Profileg
District Dhenkanal

@districtadmndkl

Official twitter handle for the Office of Collector and District Magistrate, Dhenkanal, Odisha

ID:875949983203119104

linkhttp://dhenkanal.nic.in calendar_today17-06-2017 05:35:25

5,5K Tweets

18,5K Followers

398 Following

District Election Officer & DM, Angul(@angul_dm) 's Twitter Profile Photo

In presence of Collector Angul & Collector Dhenkanal one day brainstorming training session on Candidate Nomination, Scrutiny, Affidavit etc. through Suvidha/ ENCORE Portal and other election related preparedness held today at Circuit House Conference hall. CEO Odisha

In presence of Collector Angul & Collector Dhenkanal one day brainstorming training session on Candidate Nomination, Scrutiny, Affidavit etc. through Suvidha/ ENCORE Portal and other election related preparedness held today at Circuit House Conference hall. @OdishaCeo
account_circle
CEO Odisha(@OdishaCeo) 's Twitter Profile Photo

ନିର୍ବାଚନ ଆଚରଣ ବିଧି ଉଲଂଘନର ସୂଚନା ପ୍ରଦାନ କରନ୍ତୁ ଓ 100 ମିନିଟ ମଧ୍ୟରେ ସମାଧାନ ପାଆନ୍ତୁ l
ସୂଚନା ଦିଅନ୍ତୁ ଓ ସଶକ୍ତ ରୁହନ୍ତୁ l

ନିର୍ବାଚନ ଆଚରଣ ବିଧି ଉଲଂଘନର ସୂଚନା ପ୍ରଦାନ କରନ୍ତୁ ଓ 100 ମିନିଟ ମଧ୍ୟରେ ସମାଧାନ ପାଆନ୍ତୁ l ସୂଚନା ଦିଅନ୍ତୁ ଓ ସଶକ୍ତ ରୁହନ୍ତୁ l #CVigil #ChunavKaParv #DeshKaGarv
account_circle
CEO Odisha(@OdishaCeo) 's Twitter Profile Photo

ଭିଭିପାଟ ହେଉଛି ଏକ ସ୍ୱାଧୀନ ଯନ୍ତ୍ର ଯାହା ଭୋଟର ମାନଙ୍କୁ ନିଜ ଭୋଟ ପରଖି ନେବା ପାଇଁ ସାହାଯ୍ୟ କରିଥାଏ l
ବାଲଟ ୟୁନିଟରେ ଭୋଟ ଦେବା ପରେ 7 ସେକେଣ୍ଡ ପାଇଁ ଭିଭିପାଟ ପରଦାରେ କାହାକୁ ଭୋଟ ଦେଲେ ତାହା ଦୃଶ୍ୟମାନ ହୋଇ ଥାଏ l

ଭିଭିପାଟ ହେଉଛି ଏକ ସ୍ୱାଧୀନ ଯନ୍ତ୍ର ଯାହା ଭୋଟର ମାନଙ୍କୁ ନିଜ ଭୋଟ ପରଖି ନେବା ପାଇଁ ସାହାଯ୍ୟ କରିଥାଏ l ବାଲଟ ୟୁନିଟରେ ଭୋଟ ଦେବା ପରେ 7 ସେକେଣ୍ଡ ପାଇଁ ଭିଭିପାଟ ପରଦାରେ କାହାକୁ ଭୋଟ ଦେଲେ ତାହା ଦୃଶ୍ୟମାନ ହୋଇ ଥାଏ l #KnowledgeWednesday #EVMVVPAT #SGE2024
account_circle
I & PR Department, Odisha(@IPR_Odisha) 's Twitter Profile Photo

ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସେହିପରି ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି।

ସମ୍ପୂର୍ଣ୍ଣ ଖବର ପଢନ୍ତୁ:

ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସେହିପରି ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ ଖବର ପଢନ୍ତୁ:
account_circle
District Dhenkanal(@districtadmndkl) 's Twitter Profile Photo

ଆସନ୍ତା ମେ ମାସ ୨୫ ତାରିଖ ଦିନ ଢେଙ୍କାନାଳ ଲୋକସଭା ଏବଂ ୪ ବିଧାନ ସଭା ଆସନ ନିମନ୍ତେ ଅନୁଷ୍ଠିତ ହେବାକୁ ଥ‌ିବା ଏକକାଳୀନ ସାଧାରଣ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ଏକ ବୈଠକ ତା. ୨୦.୦୪.୨୦୨୪ରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । CEO Odisha

ଆସନ୍ତା ମେ ମାସ ୨୫ ତାରିଖ ଦିନ ଢେଙ୍କାନାଳ ଲୋକସଭା ଏବଂ ୪ ବିଧାନ ସଭା ଆସନ ନିମନ୍ତେ ଅନୁଷ୍ଠିତ ହେବାକୁ ଥ‌ିବା ଏକକାଳୀନ ସାଧାରଣ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ଏକ ବୈଠକ ତା. ୨୦.୦୪.୨୦୨୪ରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । @OdishaCeo
account_circle
DD ODIA(@dd_odia) 's Twitter Profile Photo

An Exclusive Interview with Sri. Nikunj Bihari Dhal, IAS on General Elections, 2024 - on 20 th April,2024 @ 6 pm only on DD Odia.

account_circle
District Dhenkanal(@districtadmndkl) 's Twitter Profile Photo

ଢେ଼ଙ୍କାନାଳ ଜିଲ୍ଲାପ୍ରଶାସନ ପକ୍ଷରୁ ସମର କବି ବ୍ରଜନାଥ ବଡ଼ଜେନା ଓ ଡ଼ଃ ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରଯାଇଛି l I & PR Department, Odisha

ଢେ଼ଙ୍କାନାଳ ଜିଲ୍ଲାପ୍ରଶାସନ ପକ୍ଷରୁ ସମର କବି ବ୍ରଜନାଥ ବଡ଼ଜେନା ଓ ଡ଼ଃ ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରଯାଇଛି l @IPR_Odisha
account_circle
CEO Odisha(@OdishaCeo) 's Twitter Profile Photo

ଆପଣଙ୍କ ମନରେ ନିର୍ବାଚନ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ଅଛି କି?
ଆଜି ହିଁ ଟୋଲ ଫ୍ରି ନମ୍ବର 1950 ରେ କଲ କରନ୍ତୁ ଓ ସମସ୍ତ ପ୍ରଶ୍ନର ଉତ୍ତର ପାଆନ୍ତୁl

ଆପଣଙ୍କ ମନରେ ନିର୍ବାଚନ ସମ୍ବନ୍ଧୀୟ କୌଣସି ପ୍ରଶ୍ନ ଅଛି କି? ଆଜି ହିଁ ଟୋଲ ଫ୍ରି ନମ୍ବର 1950 ରେ କଲ କରନ୍ତୁ ଓ ସମସ୍ତ ପ୍ରଶ୍ନର ଉତ୍ତର ପାଆନ୍ତୁl
account_circle
CEO Odisha(@OdishaCeo) 's Twitter Profile Photo

ଭୋଟର ତାଲିକାରେ ନାମ ଯାଞ୍ଚଠାରୁ ଆରମ୍ଭ କରି ଭୋଟ ଦେବା ପର୍ଯ୍ୟନ୍ତ ସମସ୍ତ ସୂଚନା ପାଇଁ ଭିଡ଼ିଓଟିକୁ ପୁରା ଦେଖନ୍ତୁ l
I & PR Department, Odisha Election Commission of India youtube.com/watch?v=mwqFbw…

account_circle
CEO Odisha(@OdishaCeo) 's Twitter Profile Photo

ବିନା କୌଣସି ପ୍ରଲୋଭନର ବଶବର୍ତ୍ତୀ ହୋଇ ମତଦାନ କରନ୍ତୁ l ଆପଣଙ୍କ ଭୋଟ.. ଆପଣଙ୍କ ସ୍ୱର l

ବିନା କୌଣସି ପ୍ରଲୋଭନର ବଶବର୍ତ୍ତୀ ହୋଇ ମତଦାନ କରନ୍ତୁ l ଆପଣଙ୍କ ଭୋଟ.. ଆପଣଙ୍କ ସ୍ୱର l #InducementfreeElections #EthnicalVoting #YourVoteYouravoice
account_circle
CEO Odisha(@OdishaCeo) 's Twitter Profile Photo

ଆସନ୍ତୁ ଜାଣିବା ରେ ପ୍ରତ୍ୟେକ ଗୁରୁବାର ଭାରତ ନିର୍ବାଚନ ସହ ଜଡିତ କିଛି ଅତୀତର ରୋଚକ କଥା l

ଆସନ୍ତୁ ଜାଣିବା #ThrowbackThursday ରେ ପ୍ରତ୍ୟେକ ଗୁରୁବାର ଭାରତ ନିର୍ବାଚନ ସହ ଜଡିତ କିଛି ଅତୀତର ରୋଚକ କଥା l #ThrowbackThursday #IndianEections #CEC
account_circle