ଓଡ଼ିଆ ଜଗତ(@odiajagat) 's Twitter Profileg
ଓଡ଼ିଆ ଜଗତ

@odiajagat

ମୁଁ ଓଡ଼ିଆ , ଓଡ଼ିଶା ହେଉଛି ମୋ' ଘର ,ଶ୍ରୀ ଜଗନ୍ନାଥ ହେଉଛନ୍ତି ମୋ'ର ଆରାଧ୍ୟ ଦେବତା । ମୁ ୧୨ ମାସ ରେ ୧୩ ଯାନୀଯାତ୍ରା ପାଳନ କରେ।
Jay Jagannath 🙏

ID:109496309

calendar_today29-01-2010 07:05:55

135,4K Tweets

27,3K Followers

215 Following

Follow People
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଆଜି ଶୁଭ ସକାଳ ର ଶ୍ରୀ ମନ୍ଦିରରେ ଶ୍ରୀ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ...
ତାରିଖ -୦୧/୦୫/୨୦୨୪

ଆଜି ଶୁଭ ସକାଳ ର ଶ୍ରୀ ମନ୍ଦିରରେ ଶ୍ରୀ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ... ତାରିଖ -୦୧/୦୫/୨୦୨୪
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ମା ତାରାତାରିଣୀ ଙ୍କ ଆଜିର ବେଶ ଦର୍ଶନ, ଗଞ୍ଜାମ ❤️😍🙏

🙏🌺ମା ସମଲେଶ୍ବରୀ ଙ୍କ ଆଜି ର ଦର୍ଶନ🌺🙏
🌺🌺ଜୟ ମା ସମଲେଶ୍ବରୀ🌺🌺
🌿ତା:୦୧.୦୫.୨୦୨୪,ବୁଧବାର🌿

🙏🌺ମା ସମଲେଶ୍ବରୀ ଙ୍କ ଆଜି ର ଦର୍ଶନ🌺🙏 🌺🌺ଜୟ ମା ସମଲେଶ୍ବରୀ🌺🌺 🌿ତା:୦୧.୦୫.୨୦୨୪,ବୁଧବାର🌿
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଭକ୍ତକବି ଶ୍ରୀ ଜୟଦେବଙ୍କ କୃତ ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟ ପ୍ରଥମ ସର୍ଗଃ ଭାଗ - ୨୩

ଜନକ-ସୂତା-କୃତ-ଭୂଷଣ ଜିତ-ଦୂଷଣ।
ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ।

ପଦ୍ୟାନୁବାଦ :-
ଜନକଦୁହିତା ହୃଦେ କଲସି ମଣ୍ଡନ।
ଜିଣିଲ ସମରେ ଦଶକଣ୍ଠ ଯେ ଦୂଷଣ।।

PC: ଚନ୍ଦନ ଶ୍ରୀ କ୍ଷେତ୍ର Facebook page

ଭକ୍ତକବି ଶ୍ରୀ ଜୟଦେବଙ୍କ କୃତ ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟ ପ୍ରଥମ ସର୍ଗଃ ଭାଗ - ୨୩ ଜନକ-ସୂତା-କୃତ-ଭୂଷଣ ଜିତ-ଦୂଷଣ। ସମର-ଶମିତ-ଦଶକଣ୍ଠ, ଜୟ ଜୟ ଦେବ ହରେ। ପଦ୍ୟାନୁବାଦ :- ଜନକଦୁହିତା ହୃଦେ କଲସି ମଣ୍ଡନ। ଜିଣିଲ ସମରେ ଦଶକଣ୍ଠ ଯେ ଦୂଷଣ।। PC: ଚନ୍ଦନ ଶ୍ରୀ କ୍ଷେତ୍ର Facebook page
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଆଜି ମଙ୍ଗଳବାର ରେ ବାବା ଆଖଣ୍ଡଳମଣି 'ଙ୍କ ବଡ଼ସିଂହାର ବେଶରେ ସନ୍ଧ୍ୟା ଦର୍ଶନ ❤️😍🙏

କାକଟପୁର ମାଆ ମଙ୍ଗଳା ଙ୍କର ଆଜିର ଅପୂର୍ବ ସନ୍ଧ୍ୟା ଦର୍ଶନ 🙏

ଆଜି ମଙ୍ଗଳବାରରେ ମା କଟକଚଣ୍ଡୀ 'ଙ୍କ ସଂନ୍ଧ୍ୟା ଦର୍ଶନ 🙏❤️😍

କାକଟପୁର ମା ମଙ୍ଗଳା ଙ୍କୁ ଦୟଣା ଲାଗିର ଅପୂର୍ବ ଦର୍ଶନ🙏🌺🙏

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ମାଆ ଶାରଳା ଙ୍କର ଆଜିର ଅପୂର୍ବ ସନ୍ଧ୍ୟା ଦର୍ଶନ 🙏❤️😍

ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କର ଦିବ୍ୟ “ଗଭା”
ପ୍ରତିଦିନ ୨ଟି ଗଭା ଶ୍ରୀମୁଖ ଶୋଭାବର୍ଦ୍ଧନ କରେ । ପାଳିଆ ପୁଷ୍ପାଳକ ମଣିମାଙ୍କୁ ଏହି ପୁଷ୍ପ ଅଳଙ୍କାର ଲାଗି କରାନ୍ତି।
ତୁଳସୀ ,ଗୋଲାପ ,ଗେଣ୍ଡୁ ଓ ଗୁରୁଦୁଲାଙ୍ଗ ଆଦି ସୁବାସିତ ପୁଷ୍ପକୁ ବାନ୍ଧି ସ୍ୱତନ୍ତ୍ର ଭାବେ ଗୋଲାକୃତି ଆକାରର ଗଢାଯାଇ ଶ୍ରୀମଣିମାଙ୍କ ଶ୍ରୀ ମସ୍ତକରେ ଅର୍ପଣ କରାଯାଇଥାଏ

ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କର ଦିବ୍ୟ “ଗଭା” ପ୍ରତିଦିନ ୨ଟି ଗଭା ଶ୍ରୀମୁଖ ଶୋଭାବର୍ଦ୍ଧନ କରେ । ପାଳିଆ ପୁଷ୍ପାଳକ ମଣିମାଙ୍କୁ ଏହି ପୁଷ୍ପ ଅଳଙ୍କାର ଲାଗି କରାନ୍ତି। ତୁଳସୀ ,ଗୋଲାପ ,ଗେଣ୍ଡୁ ଓ ଗୁରୁଦୁଲାଙ୍ଗ ଆଦି ସୁବାସିତ ପୁଷ୍ପକୁ ବାନ୍ଧି ସ୍ୱତନ୍ତ୍ର ଭାବେ ଗୋଲାକୃତି ଆକାରର ଗଢାଯାଇ ଶ୍ରୀମଣିମାଙ୍କ ଶ୍ରୀ ମସ୍ତକରେ ଅର୍ପଣ କରାଯାଇଥାଏ
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଶ୍ରୀ ଭୁବନେଶ୍ବର ବ୍ରହ୍ମ କୈବଲ୍ୟ।
ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାପ୍ରସାଦ।

ଶ୍ରୀ ଭୁବନେଶ୍ବର ବ୍ରହ୍ମ କୈବଲ୍ୟ। ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାପ୍ରସାଦ।
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କ ଆଜିର ଦର୍ଶନ 🙏🙏

ଆଜି ମଙ୍ଗଳବାର ରେ ଖାନନଗର ସ୍ଥିତ ମା' ଦକ୍ଷିଣକାଳୀ ଙ୍କ ଦର୍ଶନ

କାକଟପୁର ମାଆ ମଙ୍ଗଳା ଙ୍କର ଦିବ୍ୟ ମୁଖ ମଣ୍ଡଳ ଦର୍ଶନ 😍🥰🙏

ଶ୍ରୀକ୍ଷେତ୍ର ବାସିନୀ ମା ବିଶ୍ୱେଶ୍ୱରୀ ଠାକୁରାଣୀ ଙ୍କ ଆଜିର ଦର୍ଶନ 🙏

ମା ଉଗ୍ରତାରା ଙ୍କ ଆଜିର ବେଶ ଦର୍ଶନ, ଭୂଷଣ୍ଡପୁର 🙏🌺🔱🚩