ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profileg
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️

@pureodiasaswata

Proud Odia | Odisha | Digital Arts | Nature | Culture | Food | Literature | Music | Politics | Society | Self | Technology | Travel | ODISHA Tales |

ID:84901211

linkhttp://www.odishatales.com calendar_today24-10-2009 17:47:50

45,5K Tweets

4,7K Followers

515 Following

BJP Odisha(@BJP4Odisha) 's Twitter Profile Photo

ଗର୍ଭବତୀ ମହିଳାଙ୍କୁ ୨୧୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବା ପାଇଁ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପଦ୍ମଫୁଲ ଚିହ୍ନର ବଟନ ଦୁଇଥର ଦବାଇ ବିଜେପିକୁ ଜିତାନ୍ତୁ ।

ଗର୍ଭବତୀ ମହିଳାଙ୍କୁ ୨୧୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବା ପାଇଁ ଉଭୟ ବିଧାନସଭା ଓ ଲୋକସଭା ପାଇଁ ପଦ୍ମଫୁଲ ଚିହ୍ନର ବଟନ ଦୁଇଥର ଦବାଇ ବିଜେପିକୁ ଜିତାନ୍ତୁ । #OdishareHebaBJPSarkar
account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ନବୀନ ବାବୁ ଏକ ନମ୍ବର ତେଣୁ ଏମିତି ରାଣ ନିୟମ ପକେଇ ଭୋଟ ନେବେ...

ପଙ୍ଗୁ ଶାସକ ଆଉ ତାଙ୍କ ଗାଲୁଆ ଗୁମାସ୍ତା ଓଡ଼ିଶା ଓ ଓଡ଼ିଆଙ୍କୁ କେତେ ଆଉ ବୋକା ବନେଇବେ ?

account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଦାଣ୍ଡ ଦ୍ୱାରରେ ଯେବେ ବୁଲେଇ ବୁଲେଇ ସବୁଜ ବାନା ଉଡେଇ ଚାଉଳ ଭିକ୍ଷା ମାଗୁଥିଲେ ପାଣ୍ଡିଆନ ଚମଚାମାନେ ସେତେବେଳେ ଆଖିରେ କଳା ଚଷମା ପିନ୍ଧି ଅନ୍ଧ ଅଭିନୟ କରୁଥିଲେ...

ଆଜି ମୋଦୀ ବାବୁ ଆସି ବଡ଼ଦାଣ୍ଡରେ ଶୋଭାଯାତ୍ରା ଖଣ୍ଡେ କରିଦେଲେ ଯେ ଚମଚାମାନଙ୍କର ବହୁତ ପୋଡ଼ାଜଳା ହେଇଛି..

ଏତେ ଅସହିଷ୍ଣୁ କାହିଁକି ?

account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ରଥଯାତ୍ରା ଭଳିଆ ଲୋକଙ୍କ ଭିଡ଼...
କେଉଁଠି କେଉଁ ଅନ୍ଧଭକ୍ତ ମୋଦୀଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ସହ ତୁଳନା କରିଲା ?

ଓଡ଼ିଆ ଅସ୍ମିତା ଛଦ୍ମବେଶୀ ପଢ଼େଇବେ ଓଡ଼ିଆଙ୍କୁ ?

ଓଡ଼ିଆ ବୀର ଜାତିକୁ ଛଦ୍ମବେଶୀ ଓ ପାଣ୍ଡିଆନ ପାଠ ପଢ଼େଇବେ ଓଡ଼ିଆ ଅସ୍ମିତାର ?

account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ନବୀନ ନବୀନ ପାଣ୍ଡିଆନ ପାଣ୍ଡିଆନ କିନ୍ତୁ ଚିତ୍କାର ହେଇପାରିବ !
ଆଛା ଛଦ୍ମବେଶୀ ଭାଇ, ଆପଣ ପୁରୀ ଶ୍ରୀମନ୍ଦିରରୁ ଫେରିଲା ବେଳେ ବୋଧେ ପଛୁଆ ଚାଲିକି ଫେରନ୍ତି ?
ବଡ଼ଦାଣ୍ଡ କଣ କେବଳ ନବୀନ ବାବୁ ଆଉ ତାଙ୍କ ଗୁମାସ୍ତା ପାଣ୍ଡିଆନ ଚାଲିବା ପାଇଁ ?

ପ୍ରଧାନମନ୍ତ୍ରୀ ଭାରତରେ ଯେଉଁଠି ଚାହିଁବେ ସେଇଠି ଯିବେ !
ସେ କଣ ନବୀନ ବାବୁ ହେଇଛନ୍ତି ?

account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ଯେଉଁ ମୁଖ୍ୟମନ୍ତ୍ରୀ ମାଇକ୍ ଧରିପାରୁନାହାନ୍ତି ! ସେ ପୁଣି ଓଡ଼ିଶା କଥା କେମିତି ବୁଝିବେ ?

ଗୁମାସ୍ତାକୁ ରିମୋଟ ଚଳେଇବା ପାଇଁ ନବୀନ ବାବୁ ଆଉ ପାଣ୍ଡିଆନ ଚମଚାମାନଙ୍କୁ କାହିଁକି ଭୋଟ ଦେବୁ ?

account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ପଦ୍ମମୟ ହେବ ଓଡ଼ିଶା !
ପୁଣି ଥରେ ମୋଦୀ ସରକାର !
ଏଥର ଓଡ଼ିଶାରେ ବିଜେପି ସରକାର !

ଦୁଇଥର ପଦ୍ମ, ଦୁଇଗୁଣା ବିକାଶ !

ସମସ୍ତେ ଭୋଟ ଦେଲା ବେଳେ ମନେ ରଖିବେ...
ଏଥର ଡ଼ବଲ ଫୁଲ, ହେବନି ଭୁଲ !

ପଦ୍ମମୟ ହେବ ଓଡ଼ିଶା ! ପୁଣି ଥରେ ମୋଦୀ ସରକାର ! ଏଥର ଓଡ଼ିଶାରେ ବିଜେପି ସରକାର ! ଦୁଇଥର ପଦ୍ମ, ଦୁଇଗୁଣା ବିକାଶ ! ସମସ୍ତେ ଭୋଟ ଦେଲା ବେଳେ ମନେ ରଖିବେ... ଏଥର ଡ଼ବଲ ଫୁଲ, ହେବନି ଭୁଲ !
account_circle
Avimanyu Sethi (ମୋଦୀଙ୍କ ପରିବାର)(@AvimanyuBhadrak) 's Twitter Profile Photo

ଆଜି ଆମ ଭଦ୍ରକ ସଂସଦୀୟ କ୍ଷେତ୍ରର ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାୟକାଣୀଡିହି ମଣ୍ଡଳର ନାୟକାଣୀଡିହି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗଦେଲି ।ମୋ ସହିତ ଉପସ୍ଥିତ ଥିଲେ ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବାଣୀକଲ୍ୟାଣ ମହାନ୍ତି।

ଆଜି ଆମ ଭଦ୍ରକ ସଂସଦୀୟ କ୍ଷେତ୍ରର ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦେବରକୁଣ୍ଡ ମଣ୍ଡଳର କାଉପୁରଠାରେ ଏକ ବାଇକ୍ ଶୋଭାଯାତ୍ରାରେ ଯୋଗଦେଲି ।ମୋ ସହିତ ଉପସ୍ଥିତ ଥିଲେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସିତାଂଶୁ ସେଖର ମହାପାତ୍ର ଏବଂ ଆମ ଦଳର ବରିଷ୍ଠ ନେତ୍ରୀ ଶ୍ରୀମତୀ ମନସ୍ମୀତା ଖୁଣ୍ଟିଆ।

ଆଜି ଆମ ଭଦ୍ରକ ସଂସଦୀୟ କ୍ଷେତ୍ରର ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚରମ୍ପାଠାରେ ମାରୱାଡ଼ି ସମାଜ ଓ ଗୁଜରାଟି ସମାଜ ଦ୍ୱାରା ଆୟୋଜିତ ସଭାରେ ଯୋଗଦେଲି ।ମୋ ସହିତ ଉପସ୍ଥିତ ଥିଲେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସିତାଂଶୁ ସେଖର ମହାପାତ୍ର ଏବଂ ଆମ ଦଳର ବରିଷ୍ଠ ନେତ୍ରୀ ତଥା ରାଜ୍ୟ

ଆଜି ଆମ ଭଦ୍ରକ ସଂସଦୀୟ କ୍ଷେତ୍ରର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଣ୍ଡାରିପୋଖରୀ ମଣ୍ଡଳର ଦକ୍ଷିଣବାଡ଼ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଯୋଗଦେଲି ।ମୋ ସହିତ ଉପସ୍ଥିତ ଥିଲେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଡ଼ଃ ସୁଧାଂଶୁ ଶେଖର ନାୟକ।

ଆଜି ଭଦ୍ରକ ବାର୍ ଆସୋସିଏସନର ସଦସ୍ୟମାନଙ୍କ ସହ ଭେଟିବା ସହ ସେମାନଙ୍କ ଗହଣରେ କିଛି ବିଶେଷ ମୁହୂର୍ତ୍ତ ବିତାଇ ସେମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଲି ।

ଆଜି ଭଦ୍ରକ ବାର୍ ଆସୋସିଏସନର ସଦସ୍ୟମାନଙ୍କ ସହ ଭେଟିବା ସହ ସେମାନଙ୍କ ଗହଣରେ କିଛି ବିଶେଷ ମୁହୂର୍ତ୍ତ ବିତାଇ ସେମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଲି ।
account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ପରିକ୍ରମା ପ୍ରକଳ୍ପ ହେବା ପରେ ଆପଣ କେତେଥର ପୁରୀ ଯାଇଛନ୍ତି କାଳିଆ ପାଖକୁ ?

account_circle
BJP Odisha(@BJP4Odisha) 's Twitter Profile Photo

ସବୁକ୍ଷେେତ୍ରରେ ଆଗକୁ ବଢ଼ିବ ଓଡ଼ିଶା, ଓଡିଶା ସହ ଅଛି ମୋଦୀଙ୍କର ଭରସା। ହେବ ପରିବର୍ତ୍ତନ ଆସିବ ସୁଶାସନ

ସବୁକ୍ଷେେତ୍ରରେ ଆଗକୁ ବଢ଼ିବ ଓଡ଼ିଶା, ଓଡିଶା ସହ ଅଛି ମୋଦୀଙ୍କର ଭରସା। ହେବ ପରିବର୍ତ୍ତନ ଆସିବ ସୁଶାସନ
account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ଓଡ଼ିଶାକୁ ଠିକ କରି ଲେଖିବା ପ୍ରଥମେ ଶିଖୁ ଏ ପାଣ୍ଡିଆନ ଚମଚା କ୍ଲବ !

account_circle
BJP Odisha(@BJP4Odisha) 's Twitter Profile Photo

ଦୁଇଥର ପଦ୍ମ, ଦୁଇଗୁଣା ବିକାଶ
ଓଡ଼ିଶାରେ ହେବ ବିଜେପି ସରକାର

account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ଶକ୍ତି ଉତ୍ପାଦନ କରିବାକୁ କେତେ ଯେ କଷ୍ଟ କରିବାକୁ ପଡ଼େ ନବୀନ ବାବୁ ଜାଣିଛନ୍ତି ତ ?
କେତେ କେତେ ଶ୍ରମିକ, ଯନ୍ତ୍ରୀ ଓ ଓଡ଼ିଶାର ପ୍ରାକୃତିକ ସମ୍ପଦର ଅବଦାନରେ ହୁଏ ଶକ୍ତି ଉତ୍ପାଦନ ।
ତାକୁ ମାଗଣା ବାଣ୍ଟିବା କଣ ଦରକାର ?
ନଂ ୧ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ କଣ ଏତେ ମାଗଣାଖିଆ ଯେ ସବୁ ମାଗଣା ଦରକାର ?

account_circle