Sambit Patra(@sambitswaraj) 's Twitter Profileg
Sambit Patra

@sambitswaraj

Surgeon by Profession,Politician by Passion...National Spokesperson of BJP

ID:1368737382

calendar_today21-04-2013 05:37:53

77,1K Tweets

7,7M Followers

601 Following

Follow People
Sambit Patra(@sambitswaraj) 's Twitter Profile Photo

“The Indian growth story remains a beacon of hope.The economy is unlikely to slow down in line with other major economies of the world as the government continues to undertake reforms”

surl.li/nuscr

“The Indian growth story remains a beacon of hope.The economy is unlikely to slow down in line with other major economies of the world as the government continues to undertake reforms” surl.li/nuscr
account_circle
Sambit Patra(@sambitswaraj) 's Twitter Profile Photo

भाजपा परिवार के वरिष्ठ सदस्य, BJP के मीडिया प्रभारी एवं राज्यसभा सांसद आदरणीय श्री Anil Baluni जी को जन्मदिन की हार्दिक बधाई।

महाप्रभु श्री जगन्नाथ जी आपको सदैव स्वस्थ एवं प्रसन्न रखें, यही प्रार्थना है।

भाजपा परिवार के वरिष्ठ सदस्य, @BJP4India के मीडिया प्रभारी एवं राज्यसभा सांसद आदरणीय श्री @anil_baluni जी को जन्मदिन की हार्दिक बधाई। महाप्रभु श्री जगन्नाथ जी आपको सदैव स्वस्थ एवं प्रसन्न रखें, यही प्रार्थना है।
account_circle
Sambit Patra(@sambitswaraj) 's Twitter Profile Photo

असंख्य कार्यकर्ताओं के मार्गदर्शक, भाजपा के यशस्वी राष्ट्रीय अध्यक्ष आदरणीय श्री Jagat Prakash Nadda जी को जन्मदिन की हार्दिक बधाई एवं शुभकामनाएं।

आपके कुशल नेतृत्व में पार्टी निरंतर नए मानक स्थापित करते हुए राष्ट्रसेवा में अग्रसर रहे।

महाप्रभु श्री जगन्नाथ जी आपको स्वस्थ एवं प्रसन्न…

असंख्य कार्यकर्ताओं के मार्गदर्शक, भाजपा के यशस्वी राष्ट्रीय अध्यक्ष आदरणीय श्री @JPNadda जी को जन्मदिन की हार्दिक बधाई एवं शुभकामनाएं। आपके कुशल नेतृत्व में पार्टी निरंतर नए मानक स्थापित करते हुए राष्ट्रसेवा में अग्रसर रहे। महाप्रभु श्री जगन्नाथ जी आपको स्वस्थ एवं प्रसन्न…
account_circle
Sambit Patra(@sambitswaraj) 's Twitter Profile Photo

ପୁରୀ ବିଧାନସଭାର ଜଗନ୍ନାଥବିଦ୍ୟାଧରପୁରରେ କବିର ସେଠୀଙ୍କ ପୁତ୍ର ସମୀରଙ୍କ ବିବାହ ଉତ୍ସବରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲି l

ପୁରୀ ବିଧାନସଭାର ଜଗନ୍ନାଥବିଦ୍ୟାଧରପୁରରେ କବିର ସେଠୀଙ୍କ ପୁତ୍ର ସମୀରଙ୍କ ବିବାହ ଉତ୍ସବରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲି l
account_circle
Sambit Patra(@sambitswaraj) 's Twitter Profile Photo

ଆଜି ପୁରୀ ସହରରେ ବିଜେପି କାର୍ଯ୍ୟକର୍ତ୍ତା ଭାଇ ସୁରେନ୍ଦ୍ର ନାଥ ସିଂହଙ୍କ ସୁପୁତ୍ରଙ୍କ ବିବାହ ଉତ୍ସବରେ ଯୋଗ ଦେଇ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି କାମନା କଲି ।

ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ବିଧାନସଭା ସ୍ଥିତ ଖଇରପଲ୍ଲୀ ପଞ୍ଚାୟତର କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଚା ପେ ଚର୍ଚ୍ଚା କଲି l

ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ବିଧାନସଭା ସ୍ଥିତ ଖଇରପଲ୍ଲୀ ପଞ୍ଚାୟତର କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଚା ପେ ଚର୍ଚ୍ଚା କଲି l
account_circle
Sambit Patra(@sambitswaraj) 's Twitter Profile Photo

ଆଜି ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ବିଧାନସଭା ସ୍ଥିତ ଗଡ଼ବାଣୀକିଲୋ ପଞ୍ଚାୟତର ବାସିନ୍ଦା କୁନି ପରିଡାଙ୍କୁ PM ଆବାସ ଯୋଜନାରେ କିଭଳି ପକ୍କା ଘର ମିଳି ପାରିବ ସେନେଇ ନୟାଗଡ଼ ଜିଲ୍ଲାପାଳଙ୍କ ସହ ଆଲୋଚନା କଲି l

ଆଜି ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ବିଧାନସଭା ସ୍ଥିତ ଗଡ଼ବାଣୀକିଲୋ ପଞ୍ଚାୟତର ବାସିନ୍ଦା କୁନି ପରିଡାଙ୍କୁ PM ଆବାସ ଯୋଜନାରେ କିଭଳି ପକ୍କା ଘର ମିଳି ପାରିବ ସେନେଇ ନୟାଗଡ଼ ଜିଲ୍ଲାପାଳଙ୍କ ସହ ଆଲୋଚନା କଲି l
account_circle