Rourkela Smart City(@smartcityrkl) 's Twitter Profileg
Rourkela Smart City

@smartcityrkl

Official account of Rourkela Smart City.
Ranked 12th in the third phase of Smart Cities challenge.
RT isn't endorsement.

ID:1100291539366899713

calendar_today26-02-2019 07:08:40

2,2K Tweets

7,3K Followers

130 Following

Rourkela Smart City(@smartcityrkl) 's Twitter Profile Photo

ଆଜି ଆରଏମସି ସଭାଗୃହରେ ସ୍ଵଚ୍ଛସାଥୀ ଓ ସୁପରଭାଇଜର ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଵଚ୍ଛସାଥୀ ମାନଙ୍କୁ ଡିଜିଟାଲ ଯୋଗେ ଉପୋଭୋକ୍ତା କର ଆଦାୟ ପାଇଁ କ୍ୟୁଆର୍ କୋଡ୍ ପ୍ରଦାନ କରାଯାଇଥିବା ବେଳେ ସୁପରଭାଇଜରଙ୍କୁ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ତାଲିମ୍ ଦିଆଯାଇଥିଲା।

ଆଜି ଆରଏମସି ସଭାଗୃହରେ ସ୍ଵଚ୍ଛସାଥୀ ଓ ସୁପରଭାଇଜର ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଵଚ୍ଛସାଥୀ ମାନଙ୍କୁ ଡିଜିଟାଲ ଯୋଗେ ଉପୋଭୋକ୍ତା କର ଆଦାୟ ପାଇଁ କ୍ୟୁଆର୍ କୋଡ୍ ପ୍ରଦାନ କରାଯାଇଥିବା ବେଳେ ସୁପରଭାଇଜରଙ୍କୁ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ତାଲିମ୍ ଦିଆଯାଇଥିଲା। #rmc #rourkela
account_circle
Rourkela Smart City(@smartcityrkl) 's Twitter Profile Photo

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
account_circle
Rourkela Smart City(@smartcityrkl) 's Twitter Profile Photo

ସ୍ଵଚ୍ଛ ରାଉରକେଲା ଗଠନ ପାଇଁ ସଦା ସର୍ବଦା ତତ୍ପର ସଫେଇ କର୍ମଚାରୀ। ଆରଏମସି ତରଫରୁ ନିୟୋଜିତ ସଫେଇ କର୍ମଚାରୀମାନେ ସହରକୁ ଆବର୍ଜନା ମୁକ୍ତ ରଖିବା ପାଇଁ ଝାଡୁ ସାହାଯ୍ଯରେ ସଫେଇ କାର୍ଯ୍ୟ କରୁଛନ୍ତି।

ସ୍ଵଚ୍ଛ ରାଉରକେଲା ଗଠନ ପାଇଁ ସଦା ସର୍ବଦା ତତ୍ପର ସଫେଇ କର୍ମଚାରୀ। ଆରଏମସି ତରଫରୁ ନିୟୋଜିତ ସଫେଇ କର୍ମଚାରୀମାନେ ସହରକୁ ଆବର୍ଜନା ମୁକ୍ତ ରଖିବା ପାଇଁ ଝାଡୁ ସାହାଯ୍ଯରେ ସଫେଇ କାର୍ଯ୍ୟ କରୁଛନ୍ତି। #rmc #rourkela
account_circle
Rourkela Smart City(@smartcityrkl) 's Twitter Profile Photo

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ତରଫରୁ ସହରର ପ୍ରମୁଖ ସ୍ଥାନ ଗୁଡ଼ିକରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ଆରଏମସି ତରଫରୁ ପର୍ଯ୍ୟାୟକ୍ରମେ ରାଉରକେଲା ସହରର ୧୪ଟି ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଏହି ବ୍ୟବସ୍ଥା ଉପଲବ୍ଧ କରାଯିବ।

ରାଉରକେଲା ସହରରେ ପରିମଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ ଓ ସୁବ୍ୟବସ୍ଥିତ କରିବା ପାଇଁ ଆରଏମସି ତରଫରୁ ନିୟୋଜିତ ସ୍ଵଚ୍ଛସାଥୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ଵଚ୍ଛସାଥୀମାନଙ୍କୁ ସହରର ସ୍ଵଚ୍ଛତା, ପୃଥକୀକରଣ ଭାବେ ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ସଠିକ୍ ସମୟରେ ଉପୋଭୋକ୍ତା କର ଆଦାୟ ଉପରେ ଗୁରୁତ୍ଵ ଦେବାକୁ ପରାମର୍ଶ ଦିଆଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିଂ ଓ ପ୍ରିଜାଇଡିଂ ଅଫିସରଙ୍କୁ ନେଇ ଚାଲିଥିବା ୪ ଦିନିଆ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି।

@odishaceo @ecisveep Collector and DM, Sundargarh

account_circle
Rourkela Smart City(@smartcityrkl) 's Twitter Profile Photo

କ୍ରୀଡ଼ା ମାଧ୍ୟମରେ ଯୁବ ଗୋଷ୍ଠୀକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ରାଉରକେଲାରେ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭା ବିକଶିତ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

CMO Odisha
Collector and DM, Sundargarh
I & PR Department, Odisha

account_circle