2nd city is STOCKHOLM ! Free secret performance 9/18 listen to NRJ next week for details .. #ShawnInSweden !
ମାନନୀୟ Ashwini Vaishnaw (मोदी का परिवार) DRM KhurdaRoad
ବୈରି ରେଳ ଷ୍ଟେସନ ରେ ଦିର୍ଘ ଦିନ ହେବ ଅଭିଯୋଗ ହେଉଛି କି ଲାଇଟ୍ ର ବ୍ୟବସ୍ଥା କରିବାକୁ କିନ୍ତୁ ହୋଇପାରୁନାହିଁ
ବର୍ଷା ହେଲେ ପାଣି ପଡ଼ୁଚି ତାହେଲେ ଯାତ୍ରୀ ପ୍ଲାଟଫର୍ମ ରେ କେମିତି ଛିଡା ହେବେ ଟିକେ ଉତ୍ତର ରଖିବାକୁ ଅନୁରୋଧ
East Coast Railway