Ananta Kumar Jena(@Ananta_INC) 's Twitter Profile Photo

ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା କଂଗ୍ରେସ ନେତା ସ୍ବର୍ଗତ ଦେବବ୍ରତ କଣ୍ଠଙ୍କ ସର୍ବଦଳୀୟ ସ୍ମୁତି ଚାରଣ ସଭା...

ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା କଂଗ୍ରେସ ନେତା ସ୍ବର୍ଗତ ଦେବବ୍ରତ କଣ୍ଠଙ୍କ ସର୍ବଦଳୀୟ ସ୍ମୁତି ଚାରଣ ସଭା...
account_circle
SURESH SAHOO(@SURESHS18249996) 's Twitter Profile Photo

ଏହି ପୁରୁଣା ସ୍ମୁତି ରେ କାହାରି କେଉଁ ସ୍ମୁତି ଥିଲା tweet କରି ଜଣାଇବେ

ଏହି ପୁରୁଣା ସ୍ମୁତି ରେ କାହାରି କେଉଁ ସ୍ମୁତି ଥିଲା tweet କରି ଜଣାଇବେ
account_circle
writer Manas R Sahoo 🌹💗💗🌹(@ManasRSahoo1) 's Twitter Profile Photo

ଶେଷରାତି
ଏଇ ଶେଷ ରାତି
ତୁମକୁ ଯାଉଚି ଛାଡ଼ି
ମନେ ଦୁଃଖକରିବନି
ଅତୀତ ଦିନକୁ ଭାବି
ଭୁଲିଯିବ ସବୁ ଅତୀତ
ସେଇ ଅଭୁଲା ସ୍ମୁତି
ନୂଆଜୀବନ ନୂଆ ସଂସାର
ବିଧାତା ଦେଇଚି ଉପହାର
ତୋପାଇଁ ସଜା ଖୁସିର ରାଜମହଲ
ମୋପାଇଁ ସଜା କୋକେଇ ମାଲ
ତୁଜାଉଥିବୁ ହସି ସବାରୀରେ
ମୁଁ ଯାଉଥିବି ସୋଇ କୋକେଇରେ
ଭାଗ୍ୟକୁ ଆଦରି ଯାଉଛି ମଶାଣି
ଖୁସିରେ ଯା ସାଜି ପାଟରାଣୀ

account_circle
Mr.Kanha Behera 🐦(@MrKanhaBehera1) 's Twitter Profile Photo

ଏମାନଙ୍କୁ ଦେଖି ଆପଣଙ୍କ କିଛି ପୁରୁଣା ସ୍ମୁତି ମନେପଡୁଛି ।🥰

ଏମାନଙ୍କୁ ଦେଖି ଆପଣଙ୍କ କିଛି ପୁରୁଣା ସ୍ମୁତି ମନେପଡୁଛି ।🥰
account_circle
Sonam Swati parida(@SonamSwati86706) 's Twitter Profile Photo

ଏଇ ଫୋଟ ଦେଖିଲେ ଛୋଟ ଦିନର ପୁରୁଣା ସ୍ମୁତି ମନେପଡିଯାଉଛି l

ଏଇ ଫୋଟ ଦେଖିଲେ ଛୋଟ ଦିନର ପୁରୁଣା ସ୍ମୁତି ମନେପଡିଯାଉଛି l
account_circle
Kalandi Sethi KALIA(@KalandiSethy16) 's Twitter Profile Photo

ଜୟ ଜଗନ୍ନାଥ 🙏🙏
ସାର୍ ଙ୍କ କିଛି ସ୍ମୁତି
ଗାନ୍ଧୀଘାଟ ପାଳସlହି ପଞ୍ଚୟତ ସାଆlଳ ପୁର ଭଦ୍ରକ

ଜୟ ଜଗନ୍ନାଥ 🙏🙏
ସାର୍ ଙ୍କ କିଛି ସ୍ମୁତି
ଗାନ୍ଧୀଘାଟ ପାଳସlହି ପଞ୍ଚୟତ ସାଆlଳ ପୁର ଭଦ୍ରକ
account_circle
Sweety creation(@SweetyCreation) 's Twitter Profile Photo

ଇଚ୍ଛା ଏକ ଗତି ବିନା ପୂର୍ଣ୍ଣ ଛେଦ ର
ଇଚ୍ଛା ଏକ ସ୍ବପ୍ନ ବିନା ଅସରନ୍ତି ସ୍ମୁତି ର
ଇଚ୍ଛା ଏକ ଅହଂତ୍ୱ ଏକା ଚାଲିବାର......

account_circle
Nibedita Niki Das(@NikiNibedita) 's Twitter Profile Photo

ମନ ତଳେ ସାଇତା କିଛି ,
ସ୍ମୁତି ର ପୁରୁଣା ପୃଷ୍ଠା।
ଯାହା ଲେଖା ଥିଲା କିଛି ଶବ୍ଦ,
ହୋଇ କବିତା ର ଏକ ଛନ୍ଦ।
ଆଜି ହଜି ଯାଇଚି ସେ ଅତୀତ,
ଏଇ ରାତିର ଅନ୍ଧାର ରେ।
କାଲି ଫେରିବ କି ସିଏ,
କୁହୁଡ଼ି ଭିଜା ପାହାନ୍ତା ସକାଳ ରେ।
ସେ ବାଲି ଘର ବହୁ ଚୋରି ଖେଳ,
ଆଉ ସେ ସାଙ୍ଗ ସାଥୀ ମେଳ।
ଝିପି ଝିପି ବର୍ଷା ର ପାଣି ,
ଟିକି ଟିକି କାଗଜ ର ଡଙ୍ଗା

account_circle
Yugabdha Odia Daily(@YugabdaDaily) 's Twitter Profile Photo

ପ୍ରଫେସର ସବିତା ପଟ୍ଟନାୟକଙ୍କ ସ୍ମୁତି ସଭା - yugabdha.com/?p=632186

ପ୍ରଫେସର ସବିତା ପଟ୍ଟନାୟକଙ୍କ ସ୍ମୁତି ସଭା - yugabdha.com/?p=632186
account_circle
Biswajit Rout(@Biswaji36688198) 's Twitter Profile Photo

ରାହୁଲ ଗାନ୍ଧୀ ଙ୍କ ଉଡ଼ନ୍ତା ଚୁମ୍ବନ ରେ ସ୍ମୁତି ଇରାନୀ ରାଗିକି ଖପ୍ପା

account_circle
Soujanya Kumar Jena(@SoujanyaJena) 's Twitter Profile Photo

ରାଗ ଋଷା ଅଭିମାନ ଚାଲିଥାଉ।।।।
ପ୍ରେମ ଚାଲିଥାଉ।। ସ୍ନେହ ଚାଲିଥାଉ।।
ଶୁଭ୍ର ସ୍ମୁତି ମନେ ଉଙ୍କି ମାରୁଥାଉ।।
ଏ ଜୀବନ ଏମିତିକା ବିତିଯାଉ।।

ଶୁଭ ଅପରାହ୍ନ

account_circle
Nibedita Niki Das(@NikiNibedita) 's Twitter Profile Photo

ତୁମେ ଫେରିବ କି ଏଇ ,
ବସନ୍ତ ର ମଳୟ ହୋଇ।
କାଳେ ଜିଁ ଉଠନ୍ତି ତୁମ ,
ସ୍ପର୍ଶ ରେ ପ୍ରାଣ ପାଇ ।
ନିରୀହ ଆଖିରେ ରହିଚି ,
ଅସୁମାରୀ କେତେ ସୋପ୍ନ।
ଭରି ଦିଅ ଥରେ ଏହି ,
ଉଦାସୀ ମନ ରେ ରଙ୍ଗ।
ତୁମ ନୀଳ ସାଗର ବକ୍ଷେ ,
ମିଶିଯାଏ ମୁହିଁ ଶୀତଳ ନଈ।
ଭିଯିବାକୁ ଦିଅ ତୁମ ବିଶ୍ଵାସ ଶିଶିରେ ,
ଲୀନ ହୁଏ ଟୋପା ଜଳ ବିନ୍ଦୁ ହୋଇ ।

account_circle
Anil Khatua(@Anilkumarkhatu1) 's Twitter Profile Photo

କିଛି ସ୍ମୁତି ହୃଦୟରେ ରହିଗଲା...
କିଛି ଅପେକ୍ଷା ଅପେକ୍ଷାରେ ରହିଗଲା...
କିଛି ଭୁଲ ହେଇଥିଲେ କ୍ଷମା କରିବ...
କିଛି ଭଲ ଲାଗେ ତ ମନ ପକାଇବ...|
ଇଂରାଜୀ ନବବର୍ଷ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା | ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣଙ୍କ ର ଏ ବର୍ଷ ଟି ଆନନ୍ଦମୟ ଓ ମଙ୍ଗଳମୟ ହେଉ |
'ଜୟ ଜଗନ୍ନାଥ'