Dilip Kumar Tirkey(@DilipTirkey) 's Twitter Profileg
Dilip Kumar Tirkey

@DilipTirkey

Dr. Dilip Kumar Tirkey, President Hockey India, Olympian, Padmashree & Arjuna Awardee, Views are purely personal.

ID:568126298

linkhttps://en.m.wikipedia.org/wiki/Dilip_Tirkey calendar_today01-05-2012 11:41:44

5,6K Tweets

10,9K Followers

455 Following

Follow People
Dilip Kumar Tirkey(@DilipTirkey) 's Twitter Profile Photo

ସଂକଳ୍ପ ସୁଦୃଢ଼, ସମୃଦ୍ଧ ସୁନ୍ଦରଗଡ଼ ଗଠନ ପାଇଁ ଏ ଲୋକଙ୍କ ଭଲ ପାଇବାର ଭିଡ଼।

ଏକ 'ବିକଶିତ ଏବଂ ସଶକ୍ତ ସୁନ୍ଦରଗଡ଼' ଗଠନ ପାଇଁ ଆଗେଇ ଆସନ୍ତୁ, 'ଶଙ୍ଖ' ଚିହ୍ନରେ ଆଶୀର୍ବାଦ କରନ୍ତୁ।

account_circle
Dilip Kumar Tirkey(@DilipTirkey) 's Twitter Profile Photo

ସୁନ୍ଦରଗଡ଼ବାସୀଙ୍କ ଏକତାରେ ଆମର ଶକ୍ତି, ସେମାନଙ୍କ ବିଶ୍ୱାସ ମୋ ପାଇଁ ପ୍ରେରଣା।

ଲୋକସଭା ନିର୍ବାଚନ ପାଇଁ ମୋର ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ଓ ସେମାନଙ୍କ ଅତୁଟ ସମର୍ଥନ ଅତ୍ୟନ୍ତ ହୃଦୟସ୍ପର୍ଶୀ।

account_circle
Dilip Kumar Tirkey(@DilipTirkey) 's Twitter Profile Photo

ଯୀଶୁଙ୍କ ଦିବ୍ୟ କୃପା ଏବଂ ମା' ସମଲେଶ୍ୱରୀ, ମହାପ୍ରଭୁ ଜଗନ୍ନାଥ ଓ ଭଗବାନ ପଞ୍ଚମୁଖୀ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ କଲି। ସୁନ୍ଦରଗଡ଼ର ବିକାଶ ପାଇଁ ସଂକଳ୍ପ ନେଇ ମୁଁ ଲୋକସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବି।

ଆପଣମାନଙ୍କ ଅତୁଟ ସମର୍ଥନ ଓ ମୂଲ୍ୟବାନ ଭୋଟରେ ଚଳିତ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭାରେ ଆମେ ବିପୁଳ

ଯୀଶୁଙ୍କ ଦିବ୍ୟ କୃପା ଏବଂ ମା' ସମଲେଶ୍ୱରୀ, ମହାପ୍ରଭୁ ଜଗନ୍ନାଥ ଓ ଭଗବାନ ପଞ୍ଚମୁଖୀ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ କଲି। ସୁନ୍ଦରଗଡ଼ର ବିକାଶ ପାଇଁ ସଂକଳ୍ପ ନେଇ ମୁଁ ଲୋକସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବି। ଆପଣମାନଙ୍କ ଅତୁଟ ସମର୍ଥନ ଓ ମୂଲ୍ୟବାନ ଭୋଟରେ ଚଳିତ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭାରେ ଆମେ ବିପୁଳ
account_circle
Dilip Kumar Tirkey(@DilipTirkey) 's Twitter Profile Photo

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଓ ସୁନ୍ଦରଗଡ଼ର ବିକାଶ ପାଇଁ ସଂକଳ୍ପ ନେଇ ଆସନ୍ତାକାଲି ମୁଁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବି।

ଯୋଡ଼ିଶଙ୍ଖ ହେଉଛି ଓଡ଼ିଶା ଏବଂ ବିକାଶର ପରିଚୟ। ମୋର ବିଶ୍ୱାସ ଲୋକଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଚଳିତ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭାରେ ବିପୁଳ ବିଜୟ ହାସଲ କରିବ।
Biju Janata Dal

account_circle
Dilip Kumar Tirkey(@DilipTirkey) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ପ୍ରଶାସକ। ତାଙ୍କ ବଳିଷ୍ଠ ନେତୃତ୍ୱରେ ଓଡ଼ିଶାକୁ ମିଳିଛି ନୂଆ ପରିଚୟ।

ଆସନ୍ତୁ ସଭିଏଁ ମିଳିତ ଭାବେ ବିକାଶର ଧାରାକୁ ଆଗକୁ ବଢ଼ାଇବା, ଶଙ୍ଖ ଚିହ୍ନରେ ଭୋଟ ଦେଇ ସୁନ୍ଦରଗଡ଼ରେ ପରିବର୍ତ୍ତନ ଆଣିବା।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଶର ଶ୍ରେଷ୍ଠ ପ୍ରଶାସକ। ତାଙ୍କ ବଳିଷ୍ଠ ନେତୃତ୍ୱରେ ଓଡ଼ିଶାକୁ ମିଳିଛି ନୂଆ ପରିଚୟ। ଆସନ୍ତୁ ସଭିଏଁ ମିଳିତ ଭାବେ ବିକାଶର ଧାରାକୁ ଆଗକୁ ବଢ଼ାଇବା, ଶଙ୍ଖ ଚିହ୍ନରେ ଭୋଟ ଦେଇ ସୁନ୍ଦରଗଡ଼ରେ ପରିବର୍ତ୍ତନ ଆଣିବା। #DilipTirkeyForSundargarh #BJDForOdisha #VoteForBJD
account_circle
Dilip Kumar Tirkey(@DilipTirkey) 's Twitter Profile Photo

ରାଉରକେଲା ରେଳ କଲୋନୀଠାରେ ବାସନ୍ତୀ ପୂଜା ଅବସରରେ, ବିଜୁ ଜନତା ଦଳର ବିଜୟ ପାଇଁ ମା'ଙ୍କ ଆଶୀର୍ବାଦ ଲୋଡ଼ିଥିଲୁ।
ଏହି ପାରମ୍ପରିକ ମହୋତ୍ସବ ମଧ୍ୟରେ ମିଳିଥିଲା ଆମକୁ ଗୁରୁଜନମାନଙ୍କର ସମର୍ଥନ ଓ ସାନମାନଙ୍କର ସ୍ନେହ।

ରାଉରକେଲା ରେଳ କଲୋନୀଠାରେ ବାସନ୍ତୀ ପୂଜା ଅବସରରେ, ବିଜୁ ଜନତା ଦଳର ବିଜୟ ପାଇଁ ମା'ଙ୍କ ଆଶୀର୍ବାଦ ଲୋଡ଼ିଥିଲୁ। ଏହି ପାରମ୍ପରିକ ମହୋତ୍ସବ ମଧ୍ୟରେ ମିଳିଥିଲା ଆମକୁ ଗୁରୁଜନମାନଙ୍କର ସମର୍ଥନ ଓ ସାନମାନଙ୍କର ସ୍ନେହ। #DilipTirkeyforSundargarh #BJDforOdisha #VoteforBJD #BijuJanataDalOdisha #BJDDigitalWing
account_circle
Dilip Kumar Tirkey(@DilipTirkey) 's Twitter Profile Photo

ଭଗବାନଙ୍କ ଆଶୀର୍ବାଦ ଓ ଲୋକଙ୍କ ଅତୁଟ ସମର୍ଥନରେ ତଳସରା ବିଧାୟକ ପାର୍ଥୀ ଶ୍ରୀ ବିନୟ ଟପ୍ପୋଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ ଅବସରରେ ବିପୁଳ ଜନସମାଗମ ହୋଇଛି।
ସୁନ୍ଦରଗଡ଼ରେ ବିଜୁ ଜନତା ଦଳକୁ ମିଳୁଥିବା ସହଯୋଗ ପାଇଁ ଆମେ କୃତଜ୍ଞ।

ଭଗବାନଙ୍କ ଆଶୀର୍ବାଦ ଓ ଲୋକଙ୍କ ଅତୁଟ ସମର୍ଥନରେ ତଳସରା ବିଧାୟକ ପାର୍ଥୀ ଶ୍ରୀ ବିନୟ ଟପ୍ପୋଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ ଅବସରରେ ବିପୁଳ ଜନସମାଗମ ହୋଇଛି। ସୁନ୍ଦରଗଡ଼ରେ ବିଜୁ ଜନତା ଦଳକୁ ମିଳୁଥିବା ସହଯୋଗ ପାଇଁ ଆମେ କୃତଜ୍ଞ। #DilipTirkeyForSundargarh #BJDForOdisha #VoteForBJD #BijuJanataDalOdisha
account_circle
Dilip Kumar Tirkey(@DilipTirkey) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ପ୍ରୟାସ ଆଣିଛି କୋଟି କୋଟି ଓଡ଼ିଆଙ୍କ ଜୀବନରେ ଉନ୍ନତି ଓ ଫୁଟେଇଛି ମୁହଁରେ ହସ।
ଆଗକୁ ଆହୁରି ବିକାଶ ଆଣିବା ପାଇଁ ଆମକୁ ଦରକାର ଶଙ୍ଖ ଚିହ୍ନରେ ଆପଣମାନଙ୍କର ସମର୍ଥନ।

ମନେରଖନ୍ତୁ ଆପଣଙ୍କ ମୂଲ୍ୟବାନ ଭୋଟ କେବଳ ଏକ ନିର୍ବାଚନୀ ଚିହ୍ନ ନୁହେଁ; ଏହା ଆମ ମାତୃଭୂମିର ଉନ୍ନତି ଓ କଲ୍ୟାଣ

account_circle
Dilip Kumar Tirkey(@DilipTirkey) 's Twitter Profile Photo

ପ୍ରତ୍ୟେକ ଭୋଟ ସଶକ୍ତିକରଣର ମୂଳଦୁଆ। ସାମୂହିକ ଅଂଶଗ୍ରହଣ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵରେ ଆମର ସ୍ୱର ଏକାଠି ହୋଇ ସୁନ୍ଦରଗଡ଼ରେ ଶାସନର ମୂଳଦୁଆକୁ ସୁଦୃଢ଼ କରିପାରିଛି।

ଆସନ୍ତୁ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆମେ ଦାୟିତ୍ୱବାନ ନାଗରିକ ଭାବେ ନିଜ ମୂଲ୍ୟବାନ ଭୋଟ ଶଙ୍ଖ ଚିହ୍ନରେ ଦେଇ ସୁନ୍ଦରଗଡ଼କୁ ବିକଶିତ କରିବା।

ପ୍ରତ୍ୟେକ ଭୋଟ ସଶକ୍ତିକରଣର ମୂଳଦୁଆ। ସାମୂହିକ ଅଂଶଗ୍ରହଣ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵରେ ଆମର ସ୍ୱର ଏକାଠି ହୋଇ ସୁନ୍ଦରଗଡ଼ରେ ଶାସନର ମୂଳଦୁଆକୁ ସୁଦୃଢ଼ କରିପାରିଛି। ଆସନ୍ତୁ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆମେ ଦାୟିତ୍ୱବାନ ନାଗରିକ ଭାବେ ନିଜ ମୂଲ୍ୟବାନ ଭୋଟ ଶଙ୍ଖ ଚିହ୍ନରେ ଦେଇ ସୁନ୍ଦରଗଡ଼କୁ ବିକଶିତ କରିବା।
account_circle
Dilip Kumar Tirkey(@DilipTirkey) 's Twitter Profile Photo

ପୃଥିବୀ ଆମର ଚମତ୍କାର ବାସସ୍ଥାନ ଯେଉଁଠାରେ ପ୍ରତ୍ୟେକ ସକାଳ ଆଶା ଜାଗ୍ରତ କରେ, ଏବଂ ପ୍ରତ୍ୟେକ ସଂଧ୍ୟା, ଶାନ୍ତି।
ଆମକୁ ଏହାର ସୁନ୍ଦର ପରିବେଶର ରକ୍ଷକ ହେବାକୁ ପଡ଼ିବ, ଭବିଷ୍ୟତ ପିଢ଼ି ପାଇଁ ଏହାର ସୁରକ୍ଷା କରିବାକୁ ପଡ଼ିବ।

ପୃଥିବୀ ଦିବସ ଅବସରରେ, ଆସନ୍ତୁ ଆମର ମୂଲ୍ୟବାନ ମାତୃଭୂମିର ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ନେବା।

ପୃଥିବୀ ଆମର ଚମତ୍କାର ବାସସ୍ଥାନ ଯେଉଁଠାରେ ପ୍ରତ୍ୟେକ ସକାଳ ଆଶା ଜାଗ୍ରତ କରେ, ଏବଂ ପ୍ରତ୍ୟେକ ସଂଧ୍ୟା, ଶାନ୍ତି। ଆମକୁ ଏହାର ସୁନ୍ଦର ପରିବେଶର ରକ୍ଷକ ହେବାକୁ ପଡ଼ିବ, ଭବିଷ୍ୟତ ପିଢ଼ି ପାଇଁ ଏହାର ସୁରକ୍ଷା କରିବାକୁ ପଡ଼ିବ। ପୃଥିବୀ ଦିବସ ଅବସରରେ, ଆସନ୍ତୁ ଆମର ମୂଲ୍ୟବାନ ମାତୃଭୂମିର ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ନେବା।
account_circle
Dilip Kumar Tirkey(@DilipTirkey) 's Twitter Profile Photo

ବଣାଇରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଜୁ ଜନତା ଦଳର ବିଜୟକୁ ସୁନିଶ୍ଚିତ କରିବା ପାଇଁ ଆଲୋଚନା ହେଲା। ରାଜ୍ୟରେ ମନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଆମେ ସଂକଳ୍ପବଦ୍ଧ।

Pritiranjan Gharai

ବଣାଇରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଜୁ ଜନତା ଦଳର ବିଜୟକୁ ସୁନିଶ୍ଚିତ କରିବା ପାଇଁ ଆଲୋଚନା ହେଲା। ରାଜ୍ୟରେ ମନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଆମେ ସଂକଳ୍ପବଦ୍ଧ। #DilipTirkeyForSundargarh #BJDForOdisha #VoteForBJD #BijuJanataDalOdisha #BJDDigitalWing @PritiranjanBJD
account_circle
Dilip Kumar Tirkey(@DilipTirkey) 's Twitter Profile Photo

ବୋଣ୍ଡାମୁଣ୍ଡା ଚର୍ଚ୍ଚଠାରେ ମୋର ଖ୍ରୀଷ୍ଟିଆନ୍ ଭାଇ ଭଉଣୀମାନଙ୍କର ନିରନ୍ତର ଭଲପାଇବା, ସମ୍ମାନ ଏବଂ ସମର୍ଥନ ପାଇଁ ମୁଁ କୃତଜ୍ଞ।

ଆସନ୍ତୁ ବିଜୁ ଜନତା ଦଳକୁ ଆମ ମୂଲ୍ୟବାନ ଭୋଟରେ ଜୟଯୁକ୍ତ କରି ବିକାଶ ପଥରେ ଆଗେଇବା।

ବୋଣ୍ଡାମୁଣ୍ଡା ଚର୍ଚ୍ଚଠାରେ ମୋର ଖ୍ରୀଷ୍ଟିଆନ୍ ଭାଇ ଭଉଣୀମାନଙ୍କର ନିରନ୍ତର ଭଲପାଇବା, ସମ୍ମାନ ଏବଂ ସମର୍ଥନ ପାଇଁ ମୁଁ କୃତଜ୍ଞ। ଆସନ୍ତୁ ବିଜୁ ଜନତା ଦଳକୁ ଆମ ମୂଲ୍ୟବାନ ଭୋଟରେ ଜୟଯୁକ୍ତ କରି ବିକାଶ ପଥରେ ଆଗେଇବା। #DilipTirkeyForSundargarh #BJDForOdisha #VoteForBJD #BijuJanataDalOdisha #BJDDigitalWing
account_circle
Dilip Kumar Tirkey(@DilipTirkey) 's Twitter Profile Photo

ରାଷ୍ଟ୍ର ନିର୍ମାଣରେ ସରକାରୀ କର୍ମଚାରୀଙ୍କର ଅମୂଲ୍ୟ ଅବଦାନ,ଜନସେବା ପାଇଁ ନିଷ୍ଠାର ସହ ସର୍ବଦା କରିଥାନ୍ତି ନିଜକୁ ସମର୍ପଣ।

ଦେଶ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଆମ ପ୍ରଶାସନିକ କର୍ମଚାରୀମାନଙ୍କୁ ଜାତୀୟ ପ୍ରଶାସନିକ ସେବା ଦିବସର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ରାଷ୍ଟ୍ର ନିର୍ମାଣରେ ସରକାରୀ କର୍ମଚାରୀଙ୍କର ଅମୂଲ୍ୟ ଅବଦାନ,ଜନସେବା ପାଇଁ ନିଷ୍ଠାର ସହ ସର୍ବଦା କରିଥାନ୍ତି ନିଜକୁ ସମର୍ପଣ। ଦେଶ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଆମ ପ୍ରଶାସନିକ କର୍ମଚାରୀମାନଙ୍କୁ ଜାତୀୟ ପ୍ରଶାସନିକ ସେବା ଦିବସର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #NationalCivilServicesDay
account_circle
Dilip Kumar Tirkey(@DilipTirkey) 's Twitter Profile Photo

ରାଜଗାଙ୍ଗପୁର ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଆମ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ଆଲୋଚନା ହେଲା। ମନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶର ବର୍ତ୍ତାକୁ ଘରେ ଘରେ ପହଞ୍ଚାଇ ବିଜୁ ଜନତା ଦଳର ପ୍ରର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ସମସ୍ତେ ସଂକଳ୍ପ ନେଲୁ। ଏହି ଅବସରରେ ଆମ କର୍ମଠ କର୍ମୀଙ୍କ ଉତ୍ସାହ ଦେଖି ମୁଁ ବେଶ୍ ଆନନ୍ଦିତ।

ମନରେ ଦୃଢ ବିଶ୍ବାସ ସହ ଆପଣଙ୍କ ସହଯୋଗର ଆଶା
ନେଇ ମୁଁ ଆଜି ନିର୍ବାଚନୀ ମଇଦାନକୁ ଆସିଛି।
ବିକଶିତ ସୁନ୍ଦରଗଡ଼ ପାଇଁ, ଲୋକସେବା ପାଇଁ ଓ ମୋ ଜନ୍ମଭୂମିର ନାଁକୁ ବିଶ୍ୱ ସ୍ତରରେ ପ୍ରସିଦ୍ଧ କରିବା ପାଇଁ!

ଆଶା କରୁଛି ଆପଣ ମାନେ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେବେ।

ମନରେ ଦୃଢ ବିଶ୍ବାସ ସହ ଆପଣଙ୍କ ସହଯୋଗର ଆଶା ନେଇ ମୁଁ ଆଜି ନିର୍ବାଚନୀ ମଇଦାନକୁ ଆସିଛି। ବିକଶିତ ସୁନ୍ଦରଗଡ଼ ପାଇଁ, ଲୋକସେବା ପାଇଁ ଓ ମୋ ଜନ୍ମଭୂମିର ନାଁକୁ ବିଶ୍ୱ ସ୍ତରରେ ପ୍ରସିଦ୍ଧ କରିବା ପାଇଁ! ଆଶା କରୁଛି ଆପଣ ମାନେ ବିଜୁ ଜନତା ଦଳକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେବେ।
account_circle
Dilip Kumar Tirkey(@DilipTirkey) 's Twitter Profile Photo

ଅସୀମ ଶକ୍ତି, ଅତୁଳନୀୟ ଉତ୍ସାହ!
ଆମ ଯୁବପିଢ଼ି ଆସନ୍ତାକାଲିର ସ୍ଥାପକ, ସେମାନଙ୍କ ସ୍ୱର ହେଉଛି ସାହାସିକତାର ପ୍ରତୀକ। ସେମାନଙ୍କ ଆକାଂକ୍ଷା ଆମର ମିଳିତ ଭବିଷ୍ୟତକୁ ଉନ୍ନତ କରିବ।

ଉପଯୁକ୍ତ ଶିକ୍ଷା, ମାର୍ଗଦର୍ଶନ ଓ ସହାୟତା ମିଳିଲେ ଯୁବଗୋଷ୍ଠୀ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ।ଆସନ୍ତୁ ଆଜିର ଯୁବପିଢ଼ିକୁ ସଶକ୍ତ କରିବା, ସମ୍ଭାବନା

ଅସୀମ ଶକ୍ତି, ଅତୁଳନୀୟ ଉତ୍ସାହ! ଆମ ଯୁବପିଢ଼ି ଆସନ୍ତାକାଲିର ସ୍ଥାପକ, ସେମାନଙ୍କ ସ୍ୱର ହେଉଛି ସାହାସିକତାର ପ୍ରତୀକ। ସେମାନଙ୍କ ଆକାଂକ୍ଷା ଆମର ମିଳିତ ଭବିଷ୍ୟତକୁ ଉନ୍ନତ କରିବ। ଉପଯୁକ୍ତ ଶିକ୍ଷା, ମାର୍ଗଦର୍ଶନ ଓ ସହାୟତା ମିଳିଲେ ଯୁବଗୋଷ୍ଠୀ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ।ଆସନ୍ତୁ ଆଜିର ଯୁବପିଢ଼ିକୁ ସଶକ୍ତ କରିବା, ସମ୍ଭାବନା
account_circle
Dilip Kumar Tirkey(@DilipTirkey) 's Twitter Profile Photo

ଆଜି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ରାମ ନବମୀ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିଲା। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସହ ଯୋଗ ଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ନେଇଥିଲି।

ସତ୍ୟ, ନ୍ୟାୟ ଓ ନୀତିରେ ଆମେ ସମ୍ପୂର୍ଣ ସମର୍ପିତ। ଆମେ ଜନସାଧାରଣଙ୍କ ସେବା, ଉନ୍ନତି ଓ ପ୍ରଗତି ପ୍ରତି ଅତୁଟ

ଆଜି ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ରାମ ନବମୀ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିଲା। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସହ ଯୋଗ ଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ନେଇଥିଲି। ସତ୍ୟ, ନ୍ୟାୟ ଓ ନୀତିରେ ଆମେ ସମ୍ପୂର୍ଣ ସମର୍ପିତ। ଆମେ ଜନସାଧାରଣଙ୍କ ସେବା, ଉନ୍ନତି ଓ ପ୍ରଗତି ପ୍ରତି ଅତୁଟ
account_circle
Dilip Kumar Tirkey(@DilipTirkey) 's Twitter Profile Photo

ବିଶିଷ୍ଟ ରାଜନୀତିଜ୍ଞ, ମହାନ୍ ଜନନାୟକ, ପ୍ରବାଦ ପୁରୁଷ ଓ ଆମର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ୰'ବିଜୁ ପଟ୍ଟନାୟକ'ଙ୍କ ୨୭ତମ ଶ୍ରାଦ୍ଧ ଦିବସ ସୁନ୍ଦରଗଡର ରାଣୀ ବଗିଚା ଠାରେ ପାଳନ କରାଯାଇଛି। ତାଙ୍କ ଦୂରଦର୍ଶୀ ନେତୃତ୍ୱ ଆଜି ବି ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ମାର୍ଗଦର୍ଶନ କରୁଛି। ତାଙ୍କର ସେବା, ଏକତା ଓ ସମୃଦ୍ଧିର ଆଦର୍ଶକୁ ବଜାୟ