Dilip Kumar Tirkey(@DilipTirkey) 's Twitter Profile Photo

ବୋଣ୍ଡାମୁଣ୍ଡା ଚର୍ଚ୍ଚଠାରେ ମୋର ଖ୍ରୀଷ୍ଟିଆନ୍ ଭାଇ ଭଉଣୀମାନଙ୍କର ନିରନ୍ତର ଭଲପାଇବା, ସମ୍ମାନ ଏବଂ ସମର୍ଥନ ପାଇଁ ମୁଁ କୃତଜ୍ଞ।

ଆସନ୍ତୁ ବିଜୁ ଜନତା ଦଳକୁ ଆମ ମୂଲ୍ୟବାନ ଭୋଟରେ ଜୟଯୁକ୍ତ କରି ବିକାଶ ପଥରେ ଆଗେଇବା।

#DilipTirkeyForSundargarh 
#BJDForOdisha #VoteForBJD
#BijuJanataDalOdisha
#BJDDigitalWing
account_circle
Naveenism(@NaveenismOdisha) 's Twitter Profile Photo

ବିଶ୍ବ ଦରବାରରେ ଓଡିଶାକୁ ନୂଆ ପରିଚୟ ଦେଇଛନ୍ତି ନବୀନ | ଏହା ହିଁ ଆମର ଗର୍ବ ଓ ଗୌରବ |

#24YearsOfExcellence #PuniThareNaveen #NaveenOdisha #OdishaOnTheMove #WorkSpeaks #NaveenCares #BJDForOdisha #MyVote4BJD #OurCMOurHero
account_circle
Dilip Kumar Tirkey(@DilipTirkey) 's Twitter Profile Photo

ବଣାଇରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଜୁ ଜନତା ଦଳର ବିଜୟକୁ ସୁନିଶ୍ଚିତ କରିବା ପାଇଁ ଆଲୋଚନା ହେଲା। ରାଜ୍ୟରେ ମନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଆମେ ସଂକଳ୍ପବଦ୍ଧ।

Pritiranjan Gharai

ବଣାଇରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଜୁ ଜନତା ଦଳର ବିଜୟକୁ ସୁନିଶ୍ଚିତ କରିବା ପାଇଁ ଆଲୋଚନା ହେଲା। ରାଜ୍ୟରେ ମନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶର ଧାରାକୁ ବଜାୟ ରଖିବା ପାଇଁ ଆମେ ସଂକଳ୍ପବଦ୍ଧ।

#DilipTirkeyForSundargarh 
#BJDForOdisha #VoteForBJD
#BijuJanataDalOdisha
#BJDDigitalWing 
@PritiranjanBJD
account_circle
Swarup Kumar Das(@SwarupDas_Bls) 's Twitter Profile Photo

ଏକ ସ୍ବପ୍ନ - 'ନବୀନ ଓଡ଼ିଶା' ଗଠନ।
ସମ୍ଭାବନା ଅନେକ, ଯାହା କେବଳ ନବୀନଙ୍କ ଶାସନରେ ହିଁ ସମ୍ଭବ। ସ୍ୱପ୍ନ, ସମ୍ଭାବନା ଏବଂ ସମୃଦ୍ଧିର ରଥକୁ ଆଗକୁ ବଢ଼େଇ ନେବାକୁ ହେଲେ ଆମକୁ ନବୀନବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ପଡିବ।

account_circle
Naveenism(@NaveenismOdisha) 's Twitter Profile Photo

ବାତ୍ୟା, ବନ୍ୟାର ରାଜ୍ୟକୁ ନବୀନ ଦେଲେ ରୂପାନ୍ତରଣ,
ବିପର୍ଯ୍ୟୟ ପରିଚାଳନାରେ ଆଜି ଓଡ଼ିଶା ବିଶ୍ୱରେ ଉଦାହରଣ |

ବାତ୍ୟା, ବନ୍ୟାର ରାଜ୍ୟକୁ ନବୀନ ଦେଲେ ରୂପାନ୍ତରଣ,
ବିପର୍ଯ୍ୟୟ ପରିଚାଳନାରେ ଆଜି ଓଡ଼ିଶା ବିଶ୍ୱରେ ଉଦାହରଣ | 

#24YearsOfExcellence #PuniThareNaveen #NaveenOdisha #OdishaOnTheMove #WorkSpeaks #NaveenCares #BJDForOdisha #MyVote4BJD #OurCMOurHero
account_circle
Naveenism(@NaveenismOdisha) 's Twitter Profile Photo

ମେଟ୍ରୋ ପ୍ରକଳ୍ପର କଳ୍ପନାକୁ ବାସ୍ତବତାର ଅନନ୍ୟ ରୂପଦେବା ନିମନ୍ତେ ସଂକଳ୍ପବଦ୍ଧ ନବୀନସରକାର | ସେଥି ପାଇଁ ତ କଥା ନୁହେଁ କାମରେ ବିଶ୍ୱାସ କରୁଥିବା ଏହି ସରକାର ସଭିଙ୍କର ଭାରି ଆପଣାର |

#24YearsOfExcellence #PuniThareNaveen #NaveenOdisha #OdishaOnTheMove #WorkSpeaks #NaveenCares #BJDForOdisha #MyVote4BJD
account_circle
Dilip Kumar Tirkey(@DilipTirkey) 's Twitter Profile Photo

ଭଗବାନଙ୍କ ଆଶୀର୍ବାଦ ଓ ଲୋକଙ୍କ ଅତୁଟ ସମର୍ଥନରେ ତଳସରା ବିଧାୟକ ପାର୍ଥୀ ଶ୍ରୀ ବିନୟ ଟପ୍ପୋଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ ଅବସରରେ ବିପୁଳ ଜନସମାଗମ ହୋଇଛି।
ସୁନ୍ଦରଗଡ଼ରେ ବିଜୁ ଜନତା ଦଳକୁ ମିଳୁଥିବା ସହଯୋଗ ପାଇଁ ଆମେ କୃତଜ୍ଞ।

ଭଗବାନଙ୍କ ଆଶୀର୍ବାଦ ଓ ଲୋକଙ୍କ ଅତୁଟ ସମର୍ଥନରେ ତଳସରା ବିଧାୟକ ପାର୍ଥୀ ଶ୍ରୀ ବିନୟ ଟପ୍ପୋଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ ଅବସରରେ ବିପୁଳ ଜନସମାଗମ ହୋଇଛି।
 ସୁନ୍ଦରଗଡ଼ରେ ବିଜୁ ଜନତା ଦଳକୁ ମିଳୁଥିବା ସହଯୋଗ ପାଇଁ ଆମେ କୃତଜ୍ଞ।

#DilipTirkeyForSundargarh 
#BJDForOdisha #VoteForBJD
#BijuJanataDalOdisha…
account_circle
Subrat Chhatoi(@subratchhatoi) 's Twitter Profile Photo

ଶଙ୍ଖ ସମୃଦ୍ଧିର ପ୍ରତୀକ, ବିକାଶର ଶୁଭ ସଂକେତ । ଉନ୍ନତି ଏବଂ ପ୍ରଗତିର ଚିହ୍ନ ଶଙ୍ଖ ଚିହ୍ନ ।

ଆସନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ନୂଆ ଓଡିଶା ଗଢ଼ିବା ସଂକଳ୍ପକୁ ଆହୁରି ସୁଦୃଢ଼ କରିବା । ଶଙ୍ଖ ଚିହ୍ନରେ ଭୋଟ୍ ଦେବା ।

#BJDWithOdisha #BJD4Odisha #BJDForOdisha
account_circle