𝕻. 𝕾𝖚𝖇𝖍𝖆𝖘𝖎𝖓𝖎(@GSubhasini) 's Twitter Profileg
𝕻. 𝕾𝖚𝖇𝖍𝖆𝖘𝖎𝖓𝖎

@GSubhasini

ଜୟ ଜଗନ୍ନାଥ 🙏

ID:1232200518455267328

calendar_today25-02-2020 07:08:13

13,1K Tweets

10,2K Followers

207 Following

𝕻. 𝕾𝖚𝖇𝖍𝖆𝖘𝖎𝖓𝖎(@GSubhasini) 's Twitter Profile Photo

ପବିତ୍ର ଶ୍ରୀରାମ ନବମୀ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l
ପ୍ରଭୂ ଶ୍ରୀରାମ ଚନ୍ଦ୍ର ସମସ୍ତଙ୍କର ମଙ୍ଗଳ କରନ୍ତୁ l🙏
🚩

ପବିତ୍ର ଶ୍ରୀରାମ ନବମୀ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l ପ୍ରଭୂ ଶ୍ରୀରାମ ଚନ୍ଦ୍ର ସମସ୍ତଙ୍କର ମଙ୍ଗଳ କରନ୍ତୁ l🙏 #ଜୟ_ଶ୍ରୀରାମ 🚩 #ଶ୍ରୀରାମ_ନବମୀ
account_circle
Ayodhya Darshan(@ShriAyodhya_) 's Twitter Profile Photo

ब्रह्मांड का सबसे पवित्र नाम ' जय श्री राम ' ❣️

account_circle
𝕻. 𝕾𝖚𝖇𝖍𝖆𝖘𝖎𝖓𝖎(@GSubhasini) 's Twitter Profile Photo

ପବିତ୍ର ପଣା ସଂକ୍ରାନ୍ତି , ଶ୍ରୀ ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ

ପବିତ୍ର ପଣା ସଂକ୍ରାନ୍ତି , ଶ୍ରୀ ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ #ମହା_ବିଷୁବ_ସଂକ୍ରାନ୍ତି #ପଣା_ସଂକ୍ରାନ୍ତି #ହନୁମାନ_ଜୟନ୍ତୀ
account_circle
𝕻. 𝕾𝖚𝖇𝖍𝖆𝖘𝖎𝖓𝖎(@GSubhasini) 's Twitter Profile Photo

ଗର୍ବରେ କୁହ ଓଡ଼ିଆ, ମୋ ଭାଷା ସବୁଠୁ ବଢ଼ିଆ l
ପବିତ୍ର ଉତ୍କଳ ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l
🙏🙏🙏

ଗର୍ବରେ କୁହ ଓଡ଼ିଆ, ମୋ ଭାଷା ସବୁଠୁ ବଢ଼ିଆ l ପବିତ୍ର ଉତ୍କଳ ଦିବସର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l #ଜୟ_ଜଗନ୍ନାଥ 🙏🙏🙏 #ବନ୍ଦେ_ଉତ୍କଳ_ଜନନୀ #ଉତ୍କଳ_ଦିବସ #ଓଡ଼ିଶା_ଦିବସ
account_circle
Odisha Police(@odisha_police) 's Twitter Profile Photo

ଭାରତବର୍ଷର ଅମର ବୀରପୁତ୍ର ଏବଂ ଯୁବ ସମାଜର ଆଦର୍ଶ ଶହୀଦ ଭଗତ ସିଂହ, ସୁଖଦେଵ ଏବଂ ରାଜଗୁରୁଙ୍କୁ 'ଶହୀଦ ଦିବସ' ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ଭାରତମାତାର ଏହି ପରାକ୍ରମୀ ସନ୍ତାନଙ୍କର ସ୍ଵାଧୀନତା ଆନ୍ଦୋଳନ ପାଇଁ ତ୍ୟାଗ, ସଂଘର୍ଷ ଏବଂ ବଳିଦାନ ଦେଶର ଯୁବ ପିଢିଙ୍କୁ ସର୍ବଦା ପ୍ରେରଣା ଓ ଉତ୍ସାହ ଯୋଗାଉଥିବ ।

ଭାରତବର୍ଷର ଅମର ବୀରପୁତ୍ର ଏବଂ ଯୁବ ସମାଜର ଆଦର୍ଶ ଶହୀଦ ଭଗତ ସିଂହ, ସୁଖଦେଵ ଏବଂ ରାଜଗୁରୁଙ୍କୁ 'ଶହୀଦ ଦିବସ' ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଭାରତମାତାର ଏହି ପରାକ୍ରମୀ ସନ୍ତାନଙ୍କର ସ୍ଵାଧୀନତା ଆନ୍ଦୋଳନ ପାଇଁ ତ୍ୟାଗ, ସଂଘର୍ଷ ଏବଂ ବଳିଦାନ ଦେଶର ଯୁବ ପିଢିଙ୍କୁ ସର୍ବଦା ପ୍ରେରଣା ଓ ଉତ୍ସାହ ଯୋଗାଉଥିବ । #ShaheedDiwas
account_circle
𝕻. 𝕾𝖚𝖇𝖍𝖆𝖘𝖎𝖓𝖎(@GSubhasini) 's Twitter Profile Photo

ମାଆ ବିରଜା ଙ୍କ ସ୍ଵନକ୍ଷତ୍ର ଦିବସ ପବିତ୍ର ତ୍ରିବେଣୀ ଅମାବାସ୍ୟା ର ଶୁଭେଚ୍ଛା ଓ ଅଭିନନ୍ଦନ l
🚩🪷🙏🙏🙏

ମାଆ ବିରଜା ଙ୍କ ସ୍ଵନକ୍ଷତ୍ର ଦିବସ ପବିତ୍ର ତ୍ରିବେଣୀ ଅମାବାସ୍ୟା ର ଶୁଭେଚ୍ଛା ଓ ଅଭିନନ୍ଦନ l #ଜୟମାଆବିରଜା 🚩🪷🙏🙏🙏
account_circle
𝕻. 𝕾𝖚𝖇𝖍𝖆𝖘𝖎𝖓𝖎(@GSubhasini) 's Twitter Profile Photo

ଓଡ଼ିଶାର ଦୁଇ ବରପୁତ୍ର ଙ୍କ ଜନ୍ମ ଜୟନ୍ତୀ ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 💐💐🙏🙏🙏🙏
🇮🇳
🇮🇳

ଓଡ଼ିଶାର ଦୁଇ ବରପୁତ୍ର ଙ୍କ ଜନ୍ମ ଜୟନ୍ତୀ ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ 💐💐🙏🙏🙏🙏 #SubhashChandraBose 🇮🇳 #VirSurendraSai🇮🇳
account_circle