Madhusmita swain(@SwainMadhu91) 's Twitter Profile Photo

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଅବସରରେ ଆମ ପିୟୋର୍ ହାର୍ଟ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କଟକ ଜିଲ୍ଲାର ନିଆଳି ବ୍ଲକ୍ ଅନ୍ତର୍ଗତ ଶେଳଦା ଗ୍ରାମର ମଙ୍ଗଳା ମନ୍ଦିର ଓ ହନୁମାନ ମନ୍ଦିର ପରିସରରେ ଦହିପଣା ବଣ୍ଟନ କାର୍ଯ୍ୟ ସଫଳତାର ସହିତ ସଂପନ୍ନ ହୋଇଛି.

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଆଜି ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି ରେ ଶ୍ରୀମନ୍ଦିରରରେ ମା ସାଆନ୍ତାଣୀ ତୋରଣ ମହାଲକ୍ଷ୍ମୀ ଙ୍କର ଗୁରୁବାର ମାଜଣା ନୀତିର ଦର୍ଶନ 🙏🪔🙏
ଜୟ ଜଗନ୍ନାଥ 😍🥰🙏

account_circle
Bikash_Palai(@BikashPalai07) 's Twitter Profile Photo

ସଭିଙ୍କୁ ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀର ହାର୍ଦ୍ଦିକ ଶୁଭେଚ୍ଛା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ଆପଣଙ୍କ ନବବର୍ଷର ଏ ଯାତ୍ରା ମଙ୍ଗଳମୟ ହେଉ 🙏🙏


account_circle
ପୂଜା(@D_pujabhatta) 's Twitter Profile Photo

ପଣା ସଂକ୍ରାନ୍ତି ଅବସରରେ ଗାଁ ଝାମଯାତ୍ରା 🙏🙏🙏

account_circle
Apoorba Aparoopa(@AAparoopa) 's Twitter Profile Photo

ଓଡ଼ିଆ ନବବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ସମସ୍ତ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଏହି ନବ ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ ।

account_circle
Nilamani Patnaik(@NPatnaik_Odisha) 's Twitter Profile Photo

ପବିତ୍ର ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଏହି ନବବର୍ଷଟି ସମସ୍ତ ଙ୍କ ପାଇଁ ସୁଖ,ଶାନ୍ତି ଏବଂ ସମୃଦ୍ଧିର ବର୍ଷ ହେଉ।


account_circle
Bishnu Prasad Mishra(@BishnuPrMishra) 's Twitter Profile Photo

ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି, ଚିରଞ୍ଜିବି ହନୁମାନଙ୍କ ପ୍ରାକଟ୍ୟ ଉତ୍ସବ ଓ ଓଡ଼ିଆ ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଛା ମହାପ୍ରଭୁ ଶ୍ରୀ ଜଗନ୍ନାଥ କଲ୍ୟାଣ କରନ୍ତୁ 🙌

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ସମସ୍ତ ଓଡ଼ିଆଙ୍କୁ ନବ ବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତି ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
Video credit :- Shree Jagannatha

account_circle
Dr.Pramod Kumar Mallick(@DrPramodMallick) 's Twitter Profile Photo

ପବିତ୍ର “ମହାବିଷୁବ ତଥା ପଣା ସଂକ୍ରାନ୍ତି“ ଅବସରରେ ନିଆଳୀ ବ୍ଲକ ଜଲ୍ଲାରପୁର ଗ୍ରାମପଞ୍ଚାୟତ ସାହାନାଜପୁର ଠାରେ ମା‘ ମଙ୍ଗଳା ମନ୍ଦିର ପରିସରରେ ଝାମୁଯାତ୍ରା ପୂଜାତ୍ସୋବରେ ଯୋଗଦେଇଥିଲି।

ସ୍ଥାନୀୟ ପରମ୍ପରା ଅନୁଯାୟୀ ମା'ଙ୍କ ନିକଟରେ ସମସ୍ତ ସଂପ୍ରଦାୟର ଶ୍ରଦ୍ଧାଳୁ ଆସି ପୂଜାର୍ଚ୍ଚନା କରିଥିଲେ। ମା'ଙ୍କ ନିକଟରେ ସମସ୍ତଙ୍କ ସୁଖ,

ପବିତ୍ର “ମହାବିଷୁବ ତଥା ପଣା ସଂକ୍ରାନ୍ତି“ ଅବସରରେ ନିଆଳୀ ବ୍ଲକ ଜଲ୍ଲାରପୁର ଗ୍ରାମପଞ୍ଚାୟତ ସାହାନାଜପୁର ଠାରେ ମା‘ ମଙ୍ଗଳା ମନ୍ଦିର ପରିସରରେ ଝାମୁଯାତ୍ରା ପୂଜାତ୍ସୋବରେ ଯୋଗଦେଇଥିଲି।      

ସ୍ଥାନୀୟ ପରମ୍ପରା ଅନୁଯାୟୀ ମା'ଙ୍କ ନିକଟରେ ସମସ୍ତ ସଂପ୍ରଦାୟର ଶ୍ରଦ୍ଧାଳୁ ଆସି ପୂଜାର୍ଚ୍ଚନା କରିଥିଲେ। ମା'ଙ୍କ ନିକଟରେ ସମସ୍ତଙ୍କ ସୁଖ,
account_circle
Dr.Pramod Kumar Mallick(@DrPramodMallick) 's Twitter Profile Photo

ପବିତ୍ର “ମହାବିଷୁବ ତଥା ପଣା ସଂକ୍ରାନ୍ତି” ପାଳନ ଉପଲକ୍ଷେ ଆଜି ବାରଙ୍ଗ ବ୍ଲକ ଅନ୍ତର୍ଗତ କୁରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଡ଼ ଝରିଲୋ ଗ୍ରାମରେ ଥିବା ମଣି ମହାଦେବ ମନ୍ଦିର ପରିସରରେ ଗ୍ରାମବାସୀ ତରଫରୁ ପଣା ସଂକ୍ରାନ୍ତି ପାଳିରେ ଯୋଗ ଦେଇ । ପ୍ରଭୁ ’ଙ୍କ ଶରଣରେ ଆଶୀର୍ବାଦ ଭିକ୍ଷା କରିବା ସହିତ ପଭୁ'ଙ୍କ ଆଶିଷ ଓ

ପବିତ୍ର “ମହାବିଷୁବ ତଥା ପଣା ସଂକ୍ରାନ୍ତି” ପାଳନ ଉପଲକ୍ଷେ ଆଜି ବାରଙ୍ଗ ବ୍ଲକ ଅନ୍ତର୍ଗତ କୁରାଙ୍ଗ ଶାସନ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଡ଼ ଝରିଲୋ ଗ୍ରାମରେ ଥିବା #ଭୁବନ ମଣି ମହାଦେବ ମନ୍ଦିର ପରିସରରେ ଗ୍ରାମବାସୀ ତରଫରୁ ପଣା ସଂକ୍ରାନ୍ତି  ପାଳିରେ ଯୋଗ ଦେଇ । ପ୍ରଭୁ ’ଙ୍କ ଶରଣରେ ଆଶୀର୍ବାଦ ଭିକ୍ଷା କରିବା ସହିତ ପଭୁ'ଙ୍କ ଆଶିଷ ଓ
account_circle
Vikram Kishor Rout(@BikramKishorRt) 's Twitter Profile Photo

ମହାବିଷୁବ ପଣା ସଂକ୍ରାନ୍ତି ଓ ଉତ୍କଳୀୟ ନବବର୍ଷ ରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଙ୍କ ଦ୍ଵାରା ବିଭିନ୍ନ ସ୍ତ|ନ ରେ ଜଳଛତ୍ର ର ଶୁଭାରମ୍ଭ |


Achyuta Samanta

ମହାବିଷୁବ ପଣା ସଂକ୍ରାନ୍ତି ଓ ଉତ୍କଳୀୟ ନବବର୍ଷ ରେ  କିଟ୍ ଓ କିସ୍ ପ୍ରତିଷ୍ଠାତା ଙ୍କ ଦ୍ଵାରା ବିଭିନ୍ନ ସ୍ତ|ନ ରେ ଜଳଛତ୍ର ର ଶୁଭାରମ୍ଭ |

#kiituniversity #AchyutaSamanta 
@achyuta_samanta
account_circle
Dr.Pramod Kumar Mallick(@DrPramodMallick) 's Twitter Profile Photo

ରୂପାନ୍ତରିତ ହୋଇଛି ନିଆଳୀ ବ୍ଲକ ଗ୍ରାମପଞ୍ଚାୟତର 'ମା' ମଙ୍ଗଳା ମନ୍ଦିର'। ଆଜି ପବିତ୍ର “ମହାବିଷୁବ ତଥା ପଣା ସଂକ୍ରାନ୍ତି“ ଉତ୍ସବ ଉପଲକ୍ଷେ ଯୋଗଦେଇ; ମା'ଙ୍କ ଆଶିର୍ବାଦ ଭିକ୍ଷା କରିଥିଲି। ଗାଁ' ସୌନ୍ଦର୍ଯ୍ୟ ମଧ୍ୟରେ ଥିବା ମନ୍ଦିର ଉନ୍ନତିକରଣ ପରେ ଏହା ଆହୁରି ଆକର୍ଷଣୀୟ ହୋଇଛି। ସ୍ବଚ୍ଛ ଏବଂ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା

ରୂପାନ୍ତରିତ ହୋଇଛି ନିଆଳୀ ବ୍ଲକ #ବାହାରଣା ଗ୍ରାମପଞ୍ଚାୟତର 'ମା' ମଙ୍ଗଳା ମନ୍ଦିର'। ଆଜି ପବିତ୍ର “ମହାବିଷୁବ ତଥା ପଣା ସଂକ୍ରାନ୍ତି“ ଉତ୍ସବ ଉପଲକ୍ଷେ ଯୋଗଦେଇ; ମା'ଙ୍କ ଆଶିର୍ବାଦ ଭିକ୍ଷା କରିଥିଲି। ଗାଁ' ସୌନ୍ଦର୍ଯ୍ୟ ମଧ୍ୟରେ ଥିବା ମନ୍ଦିର ଉନ୍ନତିକରଣ ପରେ ଏହା ଆହୁରି ଆକର୍ଷଣୀୟ ହୋଇଛି। ସ୍ବଚ୍ଛ ଏବଂ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା
account_circle
East Coast Railway(@EastCoastRail) 's Twitter Profile Photo

ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷର ଅଭିନନ୍ଦନ!



Ministry of Railways

ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷର ଅଭିନନ୍ଦନ!

#ECoRupdate 

@RailMinIndia
account_circle
Sri Shyam🚩(Modi ka parivar)(@GareebHR) 's Twitter Profile Photo

ମହାପ୍ରଭୁ ଙ୍କ କୃପା ରୁ ଆଜି ପଣା ସଂକ୍ରାନ୍ତି ରେ ଅନନ୍ତ ବାସୁଦେବ ଙ୍କ ମନ୍ଦିର ରୁ ପ୍ରସାଦ ଖାଇବାର ସୌଭାଗ୍ୟ ମିଳିଲା 🙏🙏❤️

ଜୟ ଜଗନ୍ନାଥ 🙏🙏

ମହାପ୍ରଭୁ ଙ୍କ କୃପା ରୁ ଆଜି ପଣା ସଂକ୍ରାନ୍ତି ରେ ଅନନ୍ତ ବାସୁଦେବ ଙ୍କ ମନ୍ଦିର ରୁ ପ୍ରସାଦ ଖାଇବାର ସୌଭାଗ୍ୟ ମିଳିଲା 🙏🙏❤️

ଜୟ ଜଗନ୍ନାଥ 🙏🙏
account_circle
Kanak News(@kanak_news) 's Twitter Profile Photo

୫ ପ୍ରକାରର ପଣା ପିଇ ପଣା ସଂକ୍ରାନ୍ତି ପାଳନ କଲେ ରାଜଧାନୀବାସୀ । ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ କସ୍ତୁରୀ ଛତୁଆ ଓ ସମ୍ବାଦ ଡିଜିଟାଲ୍ ପକ୍ଷରୁ ଆୟୋଜିତ ହୋଇଥିଲା ପଞ୍ଚ ହାଣ୍ଡି ପଣା

account_circle
Brahma Nanda Sahu(@BrahmaN83085955) 's Twitter Profile Photo

ଜୟ ବଜରଙ୍ଗବଳୀ। ବିଷୁବ ମହାସଂକ୍ରନ୍ତି, ପଣା ସଂକ୍ରାନ୍ତି ଉପଲକ୍ଷେ ବଜରଙ୍ଗବଳୀ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂଜାର୍ଚ୍ଚନା ସହ ଆଶୀର୍ବାଦ ଗ୍ରହଣ।




account_circle
VIRAL JHARSUGUDA(@ViralJharsuguda) 's Twitter Profile Photo

ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ପଣ୍ଡରିପଥର ଗାଁ ରେ ଶୋଭାଯାତ୍ରା

account_circle