Prameya News7(@NEWS7Odia) 's Twitter Profileg
Prameya News7

@NEWS7Odia

Official Twitter feed of Prameya News7, Odisha's leading 24x7 news channel. Join us on Telegram: https://t.co/iGou7wN5FQ

ID:3267992360

linkhttp://www.prameyanews7.com calendar_today04-07-2015 10:30:45

215,2K Tweets

248,2K Followers

460 Following

Prameya News7(@NEWS7Odia) 's Twitter Profile Photo

ଗାଏକ୍ଵାଡ଼ଙ୍କ ଉପରେ ଭାରି ପଡ଼ିଲା ଷ୍ଟୋଇନିସଙ୍କ ଶତକ, ଚେନ୍ନାଇ ମୁହଁରୁ ବିଜୟ ଛଡ଼ାଇ ନେଲା ଲକ୍ଷ୍ନୌ


prameyanews7.com/ipl-2024-marcu…

account_circle
Prameya News7(@NEWS7Odia) 's Twitter Profile Photo

Supreme Court slams Patanjali over apology ads | ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

account_circle
Prameya News7(@NEWS7Odia) 's Twitter Profile Photo

Under-construction bridge collapses in Telangana | ତେଲେଙ୍ଗାନାରେ ନିର୍ମାଣାଧୀନ ପୋଲ ବର୍ଷା ପବନରେ ଭୁଶୁଡିଲା

account_circle
Prameya News7(@NEWS7Odia) 's Twitter Profile Photo

ଚଳିତ ମାସରେ ରେଲୱେ ଭାଙ୍ଗିଲା ସବୁ ରେକର୍ଡ, ଏତିକି କୋଟି ଲୋକ କରିଛନ୍ତି ଟ୍ରେନ ଯାତ୍ରା

prameyanews7.com/record-411-mil…

account_circle
Prameya News7(@NEWS7Odia) 's Twitter Profile Photo

ନୋମିନେସନ ଆରମ୍ଭ ହୋଇଗଲାଣି, ଏ ପର୍ଯ୍ୟନ୍ତ ସରୁନି ତିନି ଦଳର ପ୍ରାର୍ଥୀ ଘୋଷଣା


prameyanews7.com/general-electi…

account_circle
Prameya News7(@NEWS7Odia) 's Twitter Profile Photo

ଋତୁରାଜଙ୍କ ଦମଦାର ଶତକ, ଦୁବେଙ୍କ ଛକା ବର୍ଷା, ଲକ୍ଷ୍ନୌକୁ ବିଶାଳ ବିଜୟ ଲକ୍ଷ୍ୟ ଦେଲା ଚେନ୍ନାଇ


prameyanews7.com/ipl-2024-ritur…

account_circle
Prameya News7(@NEWS7Odia) 's Twitter Profile Photo

Summer heatwave to continue for the next 5 days | ଆଗାମୀ ୫ଦିନ ଯାଏ ଜାରି ରହିବ ପ୍ରବଳ ଗ୍ରୀଷ୍ମ ପ୍ରବାହ

account_circle
Prameya News7(@NEWS7Odia) 's Twitter Profile Photo

ଆଗାମୀ ୫ ବର୍ଷରେ ସବୁ ରେଳ ଯାତ୍ରୀଙ୍କୁ ମିଳିବ କନଫର୍ମ ଟିକଟ, ଏହା ପିଏମ୍ ମୋଦୀଙ୍କ ଗ୍ୟାରେଣ୍ଟି: ଅଶ୍ୱିନୀ ବୈଷ୍ଣବ

prameyanews7.com/all-passengers…

account_circle
Prameya News7(@NEWS7Odia) 's Twitter Profile Photo

ମସଲା ବିବାଦରେ ସିଙ୍ଗାପୁର ଓ ହଂକଂକୁ ବିସ୍ତୃତ ବିବରଣୀ ମାଗିଲା ଭାରତ, ଦୂତାବାସଙ୍କୁ ରିପୋର୍ଟ ତଲବ

prameyanews7.com/india-seeks-in…

account_circle
Prameya News7(@NEWS7Odia) 's Twitter Profile Photo

Sambalpur's ex-MLA Raseswari quits BJD | ସମ୍ବଲପୁରର ସ୍ୱାଭିମାନ ପାଇଁ ଦଳ ଛାଡ଼ିଲି: ରାସେଶ୍ୱରୀ ପାଣିଗ୍ରାହୀ

account_circle
Prameya News7(@NEWS7Odia) 's Twitter Profile Photo

ଖରାପ ପାଗ ରହିଲେ ଦେଶରେ ହେବ ମହଙ୍ଗା ମାଡ଼, ନୂଆ ବୁଲେଟିନରେ ଚେତାଇଲା RBI

prameyanews7.com/extreme-weathe…

account_circle
Prameya News7(@NEWS7Odia) 's Twitter Profile Photo

ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ୪୨.୮ ଡିଗ୍ରୀ ସହ ମଙ୍ଗଳବାର ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର


prameyanews7.com/parlakhemundi-…

account_circle
Prameya News7(@NEWS7Odia) 's Twitter Profile Photo

ହ୍ରଦର ଆକାର ବଢି ଦ୍ୱିଗୁଣା...ଦ୍ରୁତ ଗତିରେ ତରଳିବାରେ ଲାଗିଛି ହିମାଳୟର ଗ୍ଲେସିୟର, ଇସ୍ରୋ ଜାରି କଲା ସାଟେଲାଇଟ୍ ଫଟୋ

prameyanews7.com/hundreds-of-gl…

account_circle
Prameya News7(@NEWS7Odia) 's Twitter Profile Photo

୧୨ ବର୍ଷ ପରେ ପୁଣି ସୁପ୍ରିମକୋର୍ଟରେ ୨ଜି ସ୍କାମ ମାମଲା, ଆଦେଶରେ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ଅପିଲ
OfIndia
prameyanews7.com/centre-seeks-m…

account_circle
Prameya News7(@NEWS7Odia) 's Twitter Profile Photo

ଓଡ଼ିଶା ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ, ତାଲିକାରେ ପିଏମ୍ ମୋଦୀଙ୍କ ସହ ଏହି ସବୁ ନେତା

prameyanews7.com/bjp-releases-l…

account_circle