Now it's official 60k+ officially and 70k+ unofficially awaits to haunt odisha fc ❤️💚 #joymohunbagan
ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ସେବାର ସଙ୍କଳ୍ପ ଆହୁରି ଦୃଢ଼ ହେଉଛି। ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ପାଇଁ Biju Janata Dal ର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତୁ ବିକାଶର ଏହି ଧାରାକୁ ବଜାୟ ରଖି ଏକ 'ସମୃଦ୍ଧ ଓଡ଼ିଶା' ଗଠନ ଦିଗରେ ଆଗକୁ ବଢ଼ିବା। #JodiShankha #BJDWithOdisha
Tomorrow, Rahul Gandhi is scheduled to campaign in Odisha and Daman & Diu.
Stay tuned for LIVE updates.
#HaathBadlegaHalaat
କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରତି ଉତ୍ସାହ ଅଭୁତପୂର୍ବ ।
ଧନ୍ୟବାଦ 🙏🏼
#Odisha
#ModiGuarantee
#AbkiBaar400Paar