OPTCL(@OPTCL_Odisha) 's Twitter Profileg
OPTCL

@OPTCL_Odisha

OPTCL can be termed as the arterial network of Orissa, which ensures supply of electricity to different parts of the state.

ID:876733372902457344

linkhttp://www.optcl.co.in calendar_today19-06-2017 09:28:19

1,0K Tweets

33,5K Followers

40 Following

Energy Odisha(@EnergyOdisha) 's Twitter Profile Photo

କାଳବୈଶାଖୀ ସମୟରେ ବିଦ୍ୟୁତ୍ ସତର୍କତା ଗ୍ରହଣ କରନ୍ତୁ। ବୈଦ୍ୟୁତିକ ଉପକରଣଗୁଡ଼ିକୁ ବନ୍ଦ କରିଦିଅନ୍ତୁ। ଝଡ଼ ପରେ ବାହାରକୁ ବାହାରିଲେ ଯଦି କୌଣସି ବିଦ୍ୟୁତ୍ ତାର ଛିଣ୍ଡି ଥିବାର ଦେଖନ୍ତି, ତେବେ ବିଦ୍ୟୁତ୍ ବିତରକ କାର୍ଯ୍ୟାଳୟକୁ ସୂଚନା ଦିଅନ୍ତୁ।

କାଳବୈଶାଖୀ ସମୟରେ ବିଦ୍ୟୁତ୍ ସତର୍କତା ଗ୍ରହଣ କରନ୍ତୁ। ବୈଦ୍ୟୁତିକ ଉପକରଣଗୁଡ଼ିକୁ ବନ୍ଦ କରିଦିଅନ୍ତୁ। ଝଡ଼ ପରେ ବାହାରକୁ ବାହାରିଲେ ଯଦି କୌଣସି ବିଦ୍ୟୁତ୍ ତାର ଛିଣ୍ଡି ଥିବାର ଦେଖନ୍ତି, ତେବେ ବିଦ୍ୟୁତ୍ ବିତରକ କାର୍ଯ୍ୟାଳୟକୁ ସୂଚନା ଦିଅନ୍ତୁ। #ElectricalSafety #KalaBaisakhi
account_circle
OPTCL(@OPTCL_Odisha) 's Twitter Profile Photo

ପବିତ୍ର ରାମନବମୀ ଉପଲକ୍ଷେ ଓପିଟିସିଏଲ୍ ଶୁଭେଚ୍ଛା ଜଣାଉଛି ।

ପବିତ୍ର ରାମନବମୀ ଉପଲକ୍ଷେ ଓପିଟିସିଏଲ୍ ଶୁଭେଚ୍ଛା ଜଣାଉଛି ।#ram_navami
account_circle
Energy Odisha(@EnergyOdisha) 's Twitter Profile Photo

ACS Forest & Climate change, Revenue and DM Dept. Shri Satyabrata Sahu reviewed the progress of forest clearance issues related to important transmission lines with the collectors of 10 districts and DFOs concerned. ChiefSecyOdisha Office of Development Commissioner, Odisha OSDMA Odisha I & PR Department, Odisha

ACS Forest & Climate change, Revenue and DM Dept. Shri @satyabrata1967 reviewed the progress of forest clearance issues related to important transmission lines with the collectors of 10 districts and DFOs concerned. @SecyChief @DC_Odisha @osdmaodisha @IPR_Odisha
account_circle
OPTCL(@OPTCL_Odisha) 's Twitter Profile Photo

ପବିତ୍ର ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା ଉପଲକ୍ଷେ ଓପିଟିସିଏଲ୍ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।

ପବିତ୍ର ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା ଉପଲକ୍ଷେ ଓପିଟିସିଏଲ୍ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । #lingaraj_ratha_yatra
account_circle
OPTCL(@OPTCL_Odisha) 's Twitter Profile Photo

ଓଡିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଓପିଟିସିଏଲ୍ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।

ଓଡିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଓପିଟିସିଏଲ୍ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।
account_circle
OPTCL(@OPTCL_Odisha) 's Twitter Profile Photo

ପବିତ୍ର ଇଦ୍ ଅବସରରେ ସମସ୍ତ ମୁସଲମାନ ଭାଇ-ଭଉଣୀଙ୍କୁ ଓପିଟିସିଏଲ୍ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।

ପବିତ୍ର ଇଦ୍ ଅବସରରେ ସମସ୍ତ ମୁସଲମାନ ଭାଇ-ଭଉଣୀଙ୍କୁ ଓପିଟିସିଏଲ୍ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । #EidUlFitr #OPTCL #Eid2024
account_circle
OPTCL(@OPTCL_Odisha) 's Twitter Profile Photo

ବିଦ୍ୟୁତ୍ ବିଲ୍ ୫୦% କମ୍ କରନ୍ତୁ | ଶକ୍ତି ସଞ୍ଚୟ କରନ୍ତୁ ଟଙ୍କା ସଞ୍ଚୟ କରନ୍ତୁ

ବିଦ୍ୟୁତ୍ ବିଲ୍ ୫୦% କମ୍ କରନ୍ତୁ | ଶକ୍ତି ସଞ୍ଚୟ କରନ୍ତୁ ଟଙ୍କା ସଞ୍ଚୟ କରନ୍ତୁ #OPTCL
account_circle
OPTCL(@OPTCL_Odisha) 's Twitter Profile Photo

ଉତ୍କଳ ଦିବସ ଉପଲକ୍ଷେ ଅବସରରେ ଓଡ଼ିଶାବାସୀଙ୍କୁ ଓପିଟିସିଏଲ ଅଭିନନ୍ଦନ ଜଣାଉଛି

ଉତ୍କଳ ଦିବସ ଉପଲକ୍ଷେ ଅବସରରେ ଓଡ଼ିଶାବାସୀଙ୍କୁ ଓପିଟିସିଏଲ ଅଭିନନ୍ଦନ ଜଣାଉଛି
account_circle
OPTCL(@OPTCL_Odisha) 's Twitter Profile Photo

Wishing you a day of peace and serenity as we remember the ultimate sacrifice of Jesus Christ on this Good Friday

Wishing you a day of peace and serenity as we remember the ultimate sacrifice of Jesus Christ on this Good Friday
account_circle
OPTCL(@OPTCL_Odisha) 's Twitter Profile Photo

ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ଓଡ଼ିଶାବାସୀଙ୍କୁ ଓପିଟିସିଏଲ ଶୁଭେଚ୍ଛା ଜଣାଉଛି।

ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ଓଡ଼ିଶାବାସୀଙ୍କୁ ଓପିଟିସିଏଲ ଶୁଭେଚ୍ଛା ଜଣାଉଛି।
account_circle
OPTCL(@OPTCL_Odisha) 's Twitter Profile Photo

ପବିତ୍ର ମହା ଶିବରାତ୍ରି ତଥା ଜାଗର ଅବସରରେ ଓଡ଼ିଶାବାସୀଙ୍କୁ ଓପିଟିସିଏଲ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମହାଦେବଙ୍କ ଅପାର କରୁଣା ସଭିଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରି ଦେଉ।

ପବିତ୍ର ମହା ଶିବରାତ୍ରି ତଥା ଜାଗର ଅବସରରେ ଓଡ଼ିଶାବାସୀଙ୍କୁ ଓପିଟିସିଏଲ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମହାଦେବଙ୍କ ଅପାର କରୁଣା ସଭିଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରି ଦେଉ। #MahaShivaratri2024 #ମହାଶିବରାତ୍ରି
account_circle