Odisha Reporter(@OdishaReporter) 's Twitter Profileg
Odisha Reporter

@OdishaReporter

ସମସ୍ତ ଓଡ଼ିଆଙ୍କ ପାଖରେ ଅତି ସହଜରେ ଓଡ଼ିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡ଼ିଶା ରିପୋର୍ଟର’ ।

ID:526544215

linkhttp://odishareporter.in calendar_today16-03-2012 16:11:56

217,0K Tweets

138,8K Followers

291 Following

Odisha Reporter(@OdishaReporter) 's Twitter Profile Photo

ତିନି ବର୍ଷରେ ଥରେ ସହାୟତା ବଢ଼ିବା ପରିବର୍ତ୍ତେ କମିଗଲା କେମିତି ? odishareporter.in/politics/kalia…

account_circle
Odisha Reporter(@OdishaReporter) 's Twitter Profile Photo

* କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ
* ORHDC ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ
* ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ
* ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ
* ହାଇକୋର୍ଟ ରାୟକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ

* କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ * ORHDC ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ * ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ * ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ * ହାଇକୋର୍ଟ ରାୟକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ #Odisha
account_circle
Odisha Reporter(@OdishaReporter) 's Twitter Profile Photo

ବ୍ୟାନ୍‌ ପରେ ଆକ୍ସନ ମୁଡ୍‌ରେ ଭାରତ ସରକାର, ହେବ ନମୂନା ଯାଞ୍ଚ
odishareporter.in/national/mdh-e…

account_circle
Odisha Reporter(@OdishaReporter) 's Twitter Profile Photo

ୟୁନିଭର୍ସିଟିର ୧୨୩ ବର୍ଷର ଯାତ୍ରା ମଧ୍ୟରେ ପ୍ରଥମ କରି ଜଣେ ମହିଳା କୁଳପତି ହୋଇଛନ୍ତି।
odishareporter.in/education/naim…

account_circle
Odisha Reporter(@OdishaReporter) 's Twitter Profile Photo


ନୁଡଲସ୍ ପ୍ୟାକେଟରେ ହୀରା ଚାଲାଣ। ମୁମ୍ବାଇ ବିମାନ ବନ୍ଦରରୁ ପ୍ରାୟ ୨ କୋଟିରୁ ଅଧିକ ମୂଲ୍ୟର ହୀରା ଜବତ ହୋଇଛି।

account_circle
Odisha Reporter(@OdishaReporter) 's Twitter Profile Photo

ମେଳଣରେ ସାପ ଖେଳ ଦେଖାଇଲେ, ଖୋଜୁଛି ବନ ବିଭାଗ
odishareporter.in/crime/man-show…

account_circle
Odisha Reporter(@OdishaReporter) 's Twitter Profile Photo

ଟିକେଟ କଟିବା ପରେ ଚକ୍ରାନ୍ତ କହିଲେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ। odishareporter.in/politics/raghu…

account_circle
Odisha Reporter(@OdishaReporter) 's Twitter Profile Photo

ବେଙ୍ଗାରୁରୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରେ ଚେକିଂ ସମୟରେ ଯାତ୍ରୀଙ୍କଠାରୁ ଆନାକୋଣ୍ଡା ଉଦ୍ଧାର କରାଯାଇଛି।



odishareporter.in/national/snake…

account_circle
Odisha Reporter(@OdishaReporter) 's Twitter Profile Photo

‘ସମ୍ବଲପୁରରେ କ’ଣ ନେତା ନାହାନ୍ତି, ବାହାରୁ ଆଣି ଲଢ଼ାଉଛନ୍ତି। ଦଳ ଯେଉଁ ନିଷ୍ପତ୍ତି ନେଲା ତାହା ସମ୍ବଲପୁର ପାଇଁ ଅବମାନନା।’
odishareporter.in/politics/rashe…

account_circle
Odisha Reporter(@OdishaReporter) 's Twitter Profile Photo

* ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ବରୀ ପାଣିଗ୍ରାହୀ
* ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ
* ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଲେ
* ଦଳର ସୁପ୍ରିମୋ ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
* ଟିକେଟ ଆଶାୟୀ ଥିଲେ, ନମିଳିବାରୁ ଅସନ୍ତୁଷ୍ଟ ଥିଲେ ରାସେଶ୍ବରୀ

* ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ବରୀ ପାଣିଗ୍ରାହୀ * ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ * ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଲେ * ଦଳର ସୁପ୍ରିମୋ ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର * ଟିକେଟ ଆଶାୟୀ ଥିଲେ, ନମିଳିବାରୁ ଅସନ୍ତୁଷ୍ଟ ଥିଲେ ରାସେଶ୍ବରୀ #Odisha
account_circle
Odisha Reporter(@OdishaReporter) 's Twitter Profile Photo

ଶହେ ଟଙ୍କା ପାଇଁ ସାଂଘାତିକ କଳି; ପୁଅକୁ ହାଣିଲା ବାପା
odishareporter.in/crime/father-a…

account_circle
Odisha Reporter(@OdishaReporter) 's Twitter Profile Photo

ନୌସେନା ପରେଡ୍ ପାଇଁ ଅଭ୍ୟାସ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା...



odishareporter.in/international/…

account_circle
Odisha Reporter(@OdishaReporter) 's Twitter Profile Photo

*ଭୁବନେଶ୍ୱର: ସକାଳୁ ଅସହ୍ୟ ତାତି; ସାଢ଼େ ୮ଟା ସୁଦ୍ଧା ୩୫ ଟପିଲା ପାରଦ
*୩୫.୨ ଡିଗ୍ରୀ ସହ ବାଲେଶ୍ୱର ସବୁଠୁ ଉତ୍ତପ୍ତ ସହର
*ପାରାଦୀପ ୩୩.୪, ଭୁବନେଶ୍ୱର ୩୩.୨, ଭବାନୀପାଟଣା ୩୩ ଡିଗ୍ରୀ

*ଭୁବନେଶ୍ୱର: ସକାଳୁ ଅସହ୍ୟ ତାତି; ସାଢ଼େ ୮ଟା ସୁଦ୍ଧା ୩୫ ଟପିଲା ପାରଦ *୩୫.୨ ଡିଗ୍ରୀ ସହ ବାଲେଶ୍ୱର ସବୁଠୁ ଉତ୍ତପ୍ତ ସହର *ପାରାଦୀପ ୩୩.୪, ଭୁବନେଶ୍ୱର ୩୩.୨, ଭବାନୀପାଟଣା ୩୩ ଡିଗ୍ରୀ #Odisha
account_circle
Odisha Reporter(@OdishaReporter) 's Twitter Profile Photo

*ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ ବିଏମ୍‌ସି ଅଫିସ ଘେରାଉ
*ବିଏମ୍‌ସି ସଫେଇ ମଜଦୁର ସଂଘ ପକ୍ଷରୁ ଅଫିସ ଘେରାଉ
*ମହିଳା କର୍ମଚାରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଘେରାଉ

*ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ ବିଏମ୍‌ସି ଅଫିସ ଘେରାଉ *ବିଏମ୍‌ସି ସଫେଇ ମଜଦୁର ସଂଘ ପକ୍ଷରୁ ଅଫିସ ଘେରାଉ *ମହିଳା କର୍ମଚାରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଘେରାଉ #Odisha
account_circle
Odisha Reporter(@OdishaReporter) 's Twitter Profile Photo

*ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ୨ ବିମାନ; ୧୦ ମୃତ
*ମାଲେସିଆର ଲୁମୁଟ ନାଭାଲ ବେସ୍‌ରେ ମଝି ଆକାଶରେ ଦୁର୍ଘଟଣା
*ନୌସେନା ପରେଡ୍ ପାଇଁ ଅଭ୍ୟାସ ବେଳେ ଦୁର୍ଘଟଣା
*ଦୁଇଟି ବିମାନରେ ଥିବା ସମସ୍ତ ୧୦ ଜଣଙ୍କ ମୃତ୍ୟୁ

*ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ୨ ବିମାନ; ୧୦ ମୃତ *ମାଲେସିଆର ଲୁମୁଟ ନାଭାଲ ବେସ୍‌ରେ ମଝି ଆକାଶରେ ଦୁର୍ଘଟଣା *ନୌସେନା ପରେଡ୍ ପାଇଁ ଅଭ୍ୟାସ ବେଳେ ଦୁର୍ଘଟଣା *ଦୁଇଟି ବିମାନରେ ଥିବା ସମସ୍ତ ୧୦ ଜଣଙ୍କ ମୃତ୍ୟୁ #Planecrash #malaysia
account_circle
Odisha Reporter(@OdishaReporter) 's Twitter Profile Photo

ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତିହାର ଜେଲ୍ ପକ୍ଷରୁ ଇନସୁଲିନ ଦିଆଯାଇଥିବା ଆପ୍ କହିଛି।


odishareporter.in/national/arvin…

account_circle
Odisha Reporter(@OdishaReporter) 's Twitter Profile Photo

ଗରମ ଡାଲିରେ ପଡ଼ି ଯାଇଥିଲା ନାବାଳିକା, ୮ ଦିନ ପରେ ଆଖି ବୁଜିଲା
odishareporter.in/accident/minor…

account_circle
Odisha Reporter(@OdishaReporter) 's Twitter Profile Photo

ଉଭୟଙ୍କ ବୟସ ୧୯ ବର୍ଷ ହେବ, ସେମାନଙ୍କ ଘର ତେଲାଙ୍ଗାନାରେ..

odishareporter.in/accident/two-s…

account_circle
Odisha Reporter(@OdishaReporter) 's Twitter Profile Photo

ବିଜେଡି ଛାଡ଼ିଲେ ଝାରସୁଗୁଡ଼ା ଜିଲ୍ଲା ସାଧାରଣ ସମ୍ପାଦକ; କହିଲେ- ଯିଏ ଦୁଇ ଦିନ କାମ କରିନି ତାକୁ ସାମନାକୁ ଆଣୁଛନ୍ତି
odishareporter.in/politics/jhars…

account_circle
Odisha Reporter(@OdishaReporter) 's Twitter Profile Photo

ବିଜେଡି ଛାଡ଼ିଲେ ହିନ୍ଦୋଳ ବିଧାୟିକା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କାରଣ
odishareporter.in/politics/hindo…

account_circle