Baijayant Panda Odia(@Panda_Odia) 's Twitter Profileg
Baijayant Panda Odia

@Panda_Odia

ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ବିଜେପି ⭐️ ପ୍ରଭାରୀ, ଦିଲ୍ଲୀ ଓ ଆସାମ ବିଜେପି ⭐️ ପୂର୍ବତନ ସାଂସଦ, କେନ୍ଦ୍ରାପଡ଼ା ଶ୍ରୀଯୁକ୍ତ @PandaJay ଙ୍କ ଟିମ ଦ୍ୱାରା ପରିଚାଳିତ ବନ୍ଦେ ଉତ୍କଳ ଜନନୀ 🙏🙏

ID:1690137696

linkhttp://jaypanda.in calendar_today22-08-2013 06:01:46

6,7K Tweets

26,3K Followers

172 Following

Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

ବ୍ରହ୍ମପୁର ରଙ୍ଗେଇଲୁଣ୍ଡାଠାରେ ଭାରତୀୟ ଜନତା ପାର୍ଟିର ଯଶସ୍ୱୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ Jagat Prakash Nadda (Modi Ka Parivar) ଜୀଙ୍କୁ ଓଡ଼ିଶା ପ୍ରଦେଶ ସଭାପତି ଶ୍ରୀଯୁକ୍ତ Manmohan Samal (Modi Ka Parivar) ଏବଂ ଅନ୍ୟ ନେତୃବୃନ୍ଦଙ୍କ ସହ ସ୍ଵାଗତ କରିବା ଅବସରରେ ।

account_circle
Baijayant Panda Odia(@Panda_Odia) 's Twitter Profile Photo

ଆଜି ପାଟକୁରା, କେନ୍ଦ୍ରାପଡ଼ା ଠାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧନ କରି ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା କଲି ।

ଆଜି ପାଟକୁରା, କେନ୍ଦ୍ରାପଡ଼ା ଠାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧନ କରି ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା କଲି । #KendrapadaSahita400Paar
account_circle
Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

ଏଥର ବିଜେପି ।

ଆଜି ଭୁବନେଶ୍ୱରରେ ଲୋକସଭା ଓ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକକୁ ସମ୍ବୋଧନ କରି ଆଗାମୀ ନିର୍ବାଚନକୁ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମାର୍ଗଦର୍ଶନ ଦେଇଥିଲେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଆଦରଣୀୟ Amit Shah (Modi Ka Parivar) ଜୀ।
ଉକ୍ତ ବୈଠକରେ ଦଳର ବରିଷ୍ଠ ନେତୃବୃନ୍ଦ ଏବଂ

ଏଥର ବିଜେପି । ଆଜି ଭୁବନେଶ୍ୱରରେ ଲୋକସଭା ଓ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକକୁ ସମ୍ବୋଧନ କରି ଆଗାମୀ ନିର୍ବାଚନକୁ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମାର୍ଗଦର୍ଶନ ଦେଇଥିଲେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଆଦରଣୀୟ @AmitShah ଜୀ। ଉକ୍ତ ବୈଠକରେ ଦଳର ବରିଷ୍ଠ ନେତୃବୃନ୍ଦ ଏବଂ
account_circle
Baijayant Panda Odia(@Panda_Odia) 's Twitter Profile Photo

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି 🙏🙏

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି 🙏🙏
account_circle
Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

କେନ୍ଦ୍ରାପଡ଼ାର ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ନିକଟରେ ନିଜ ଆତ୍ମୀୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ମୋର ଗଭୀର ସମବେଦନା ଜଣାଇଲି । ଦୁଃଖର ଏହି ସମୟରେ ଭଗବାନ ସେମାନଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।
ଓଁ ଶାନ୍ତି 🙏🙏

account_circle
BJP Odisha(@BJP4Odisha) 's Twitter Profile Photo

ମୋଦୀଜୀଙ୍କ ନେତୃତ୍ୱରେ ଆତ୍ମନିର୍ଭର ଓ ବିକଶିତ ହେଉଛି ଭାରତ । ଏକ ସମୃଦ୍ଧ ଓ ବିକଶିତ ଭାରତ ଗଠନ ପାଇଁ ମୋଦୀଜୀଙ୍କ ହାତମୁଠାକୁ ଟାଣ କରନ୍ତୁ; ବିଜେପିକୁ ଭୋଟ ଦିଅନ୍ତୁ ।

account_circle
Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

ଯଶସ୍ଵୀ ପ୍ରଧାନମନ୍ତ୍ରୀ Narendra Modi ଜୀଙ୍କ ନେତୃତ୍ୱରେ ଭାରତର ଅଭୂତପୂର୍ବ ବିକାଶର ଦଶ ବର୍ଷ ।

account_circle
Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

ଭାରତୀୟ ଜନତା ପାର୍ଟି ବଣାଇ ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅନିଲ କୁମାର ବାର୍ଲାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ। ଜଣେ ସୁସଂଗଠକ ଭାବେ ଆମ ଦଳ ପାଇଁ ଅନିଲ ଭାଇଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।
ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।

ଭାରତୀୟ ଜନତା ପାର୍ଟି ବଣାଇ ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅନିଲ କୁମାର ବାର୍ଲାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ। ଜଣେ ସୁସଂଗଠକ ଭାବେ ଆମ ଦଳ ପାଇଁ ଅନିଲ ଭାଇଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।
account_circle
Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

ଆଜି ପବିତ୍ର ଶ୍ରୀ ରାମନବମୀ ଅବସରରେ ଭୁବନେଶ୍ୱରସ୍ଥିତ ପ୍ରସିଦ୍ଧ ଶ୍ରୀରାମ ମନ୍ଦିରରେ ଭଗବାନଙ୍କ ଦର୍ଶନ କରି ସାନିଧ୍ୟ ଲାଭ କଲି ।
ପ୍ରଭୁ ଶ୍ରୀରାମଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳ କାମନା କରୁଛି ।
ଜୟ ସୀୟା ରାମ 🙏🙏

account_circle
Baijayant Panda Odia(@Panda_Odia) 's Twitter Profile Photo

ଓଡ଼ିଆ ସାହିତ୍ୟ ଜଗତରେ ଆଧୁନିକ ଯୁଗର ସ୍ରଷ୍ଟା ଭାବେ ପରିଚିତ କବିବର ରାଧାନାଥ ରାୟଙ୍କ ତିରୋଧାନ ଦିବସରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ସାରସତ୍ୱ ଜଗତକୁ ତାଙ୍କର ଅବଦାନ ଉଲ୍ଲେଖନୀୟ ଏବଂ ଅବିସ୍ମରଣୀୟ। 🙏🙏

ଓଡ଼ିଆ ସାହିତ୍ୟ ଜଗତରେ ଆଧୁନିକ ଯୁଗର ସ୍ରଷ୍ଟା ଭାବେ ପରିଚିତ କବିବର ରାଧାନାଥ ରାୟଙ୍କ ତିରୋଧାନ ଦିବସରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ସାରସତ୍ୱ ଜଗତକୁ ତାଙ୍କର ଅବଦାନ ଉଲ୍ଲେଖନୀୟ ଏବଂ ଅବିସ୍ମରଣୀୟ। 🙏🙏
account_circle
Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ଏବଂ ବଜ୍ରପାତରେ ୩ ଜଣଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ଏହି ଦୁଃଖ ସମୟରେ ଭଗବାନ ସେମାନଙ୍କ ପ୍ରିୟଜନଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଉଛି ।
ଓଁ ଶାନ୍ତି 🙏

account_circle
Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୩ରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀ ବିଶେଷ କରି ସର୍ବ ଭାରତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ଓଡ଼ିଶାର ଅନିମେଶ ପ୍ରଧାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସମସ୍ତଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି 🙏🙏

account_circle
Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ରାପଡ଼ାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଉତ୍କଳ କେଶରୀ ପରିଡ଼ାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲି l ଭଗବାନଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି 🙏🙏

ଆଜି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କେନ୍ଦ୍ରାପଡ଼ାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଉତ୍କଳ କେଶରୀ ପରିଡ଼ାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲି l ଭଗବାନଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି 🙏🙏
account_circle
BJP Odisha(@BJP4Odisha) 's Twitter Profile Photo

ଆଜି କେନ୍ଦ୍ରାପଡ଼ାର ମହାକାଳପଡ଼ାଠାରେ ପ୍ରସିଦ୍ଧ ମା ରାମଚଣ୍ଡୀ ମନ୍ଦିରରେ ଦର୍ଶନ କରି ସାନିଧ୍ୟ ଲାଭ କରିବା ସହ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଶ୍ରୀ ବୈଜୟନ୍ତ ପଣ୍ଡା।

ଆଜି କେନ୍ଦ୍ରାପଡ଼ାର ମହାକାଳପଡ଼ାଠାରେ ପ୍ରସିଦ୍ଧ ମା ରାମଚଣ୍ଡୀ ମନ୍ଦିରରେ ଦର୍ଶନ କରି ସାନିଧ୍ୟ ଲାଭ କରିବା ସହ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଶ୍ରୀ ବୈଜୟନ୍ତ ପଣ୍ଡା। #EtharaBJP
account_circle
Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

ଓଡ଼ିଶା ସରକାରରେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟିକା ଡ଼ଃ କମଳା ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।
ଓଁ ଶାନ୍ତି 🙏🙏

ଓଡ଼ିଶା ସରକାରରେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟିକା ଡ଼ଃ କମଳା ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଓଁ ଶାନ୍ତି 🙏🙏
account_circle
Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

ଆମ କାର୍ଯ୍ୟକର୍ତ୍ତା ହିଁ ଆମର ଶକ୍ତି ।

ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା କେନ୍ଦ୍ରାପଡ଼ାର ଆଳି ନିର୍ବାଚନମଣ୍ଡଳୀର ଆମ ଦଳର କାର୍ଯ୍ୟକର୍ତ୍ତା ପ୍ରିୟରଞ୍ଜନ ସାହୁଙ୍କୁ ତାଙ୍କ ବାସ ଭବନରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିବା ସହ ତାଙ୍କର ଆଶୁଆରୋଗ୍ୟ କାମନା କଲି।
ଶ୍ରୀ ଲକ୍ଷ୍ମୀ ବରାହଙ୍କ କୃପାରୁ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ

account_circle
BJP Odisha(@BJP4Odisha) 's Twitter Profile Photo

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଶ୍ରୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାର ଆଳି ନିର୍ବାଚନ ମଣ୍ଡଳୀ ଠାରେ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧନ କରି ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଶ୍ରୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାର ଆଳି ନିର୍ବାଚନ ମଣ୍ଡଳୀ ଠାରେ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧନ କରି ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା କରିଛନ୍ତି। #EtharaBJP
account_circle
Office of Jay Panda(@mp_office) 's Twitter Profile Photo

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଲାଓସରେ ଫସିଥିବା ୧୭ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରୁଛନ୍ତି ।
ଏନେଇ ଗଣମାଧ୍ୟମରେ ପ୍ରକାଶିତ ଖବର 👇
Baijayant Jay Panda (Modi Ka Parivar) Baijayant Panda Odia

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଲାଓସରେ ଫସିଥିବା ୧୭ ଓଡ଼ିଆ ଶ୍ରମିକ ଓଡ଼ିଶା ଫେରୁଛନ୍ତି । ଏନେଇ ଗଣମାଧ୍ୟମରେ ପ୍ରକାଶିତ ଖବର 👇 @PandaJay @Panda_Odia
account_circle
BJP Odisha(@BJP4Odisha) 's Twitter Profile Photo

ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନ ନିମନ୍ତେ ମୋଦୀ ସରକାରଙ୍କ ହାତମୁଠାକୁ ଟାଣ କରନ୍ତୁ । କେନ୍ଦ୍ରାପଡା ଲୋକସଭା ଆସନରୁ ଶ୍ରୀ ବୈଜୟନ୍ତ ଜୟ ପଣ୍ଡାଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରନ୍ତୁ ।

account_circle
Baijayant Jay Panda (Modi Ka Parivar)(@PandaJay) 's Twitter Profile Photo

ଆଜି ଶ୍ରୀକ୍ଷେତ୍ର ପୁରୀରେ ଆମ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ସାନିଧ୍ୟ ଲାଭ କଲି। ମହାପ୍ରଭୁଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ଏତିକି କାମନା ।
ଜୟ ଜଗନ୍ନାଥ 🙏🙏

Sambit Patra (Modi Ka Parivar)
Pratyusha R Singh (Modi ka Parivar ) Jayanta Kumar Sarangi ( ମୋଦୀ ଙ୍କ ପରିବାର )

ଆଜି ଶ୍ରୀକ୍ଷେତ୍ର ପୁରୀରେ ଆମ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ସାନିଧ୍ୟ ଲାଭ କଲି। ମହାପ୍ରଭୁଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ଏତିକି କାମନା । ଜୟ ଜଗନ୍ନାଥ 🙏🙏 @sambitswaraj @PratyushaHSingh @Jayanta4puri
account_circle