Soubhagya Mohanty(@SoubhagyaBharat) 's Twitter Profileg
Soubhagya Mohanty

@SoubhagyaBharat

Ex State secretary @abvpodisha ||LLB Student || Nationalist ||NEC Member @ABVPVoice || Tweets are personal views

ID:1013299118641328129

linkhttps://www.facebook.com/profile.php?id=100009273482182 calendar_today01-07-2018 05:51:50

2,4K Tweets

1,0K Followers

419 Following

OTV(@otvnews) 's Twitter Profile Photo

BJP National Vice President and party's Kendrapara Lok Sabha candidate Baijayant Panda holds massive roadshow in Rajnagar area of Kendrapara

ElectionsWithOTV

account_circle
Soubhagya Mohanty(@SoubhagyaBharat) 's Twitter Profile Photo

ଆଜି ସ୍ୱଦେଶୀ ଜାଗରଣ ମଞ୍ଚ,ଭୁବନେଶ୍ୱର ତରଫରୁ
ସାଂପ୍ରତିକ ଭାରତର ଅର୍ଥନୀତି ବିଷୟରେ ରାଜ୍ୟର ପ୍ରମୁଖ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ମାନଙ୍କୁ ନେଇ ଆଲୋଚନା ହେବା ସହ ଆଗାମୀ ଦିନରେ ରାଜ୍ୟର ଯୁବା ଉଦ୍ୟଗୀ ମାନଙ୍କୁ ସଫଳ କରିବାକୁ ଯୋଜନା ହୋଇଛି ।

ଆଜି ସ୍ୱଦେଶୀ ଜାଗରଣ ମଞ୍ଚ,ଭୁବନେଶ୍ୱର ତରଫରୁ ସାଂପ୍ରତିକ ଭାରତର ଅର୍ଥନୀତି ବିଷୟରେ ରାଜ୍ୟର ପ୍ରମୁଖ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ମାନଙ୍କୁ ନେଇ ଆଲୋଚନା ହେବା ସହ ଆଗାମୀ ଦିନରେ ରାଜ୍ୟର ଯୁବା ଉଦ୍ୟଗୀ ମାନଙ୍କୁ ସଫଳ କରିବାକୁ ଯୋଜନା ହୋଇଛି । #SjmOdisha
account_circle
Soubhagya Mohanty(@SoubhagyaBharat) 's Twitter Profile Photo

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କେନ୍ଦ୍ରାପଡା ଜିଲ୍ଲା ତରଫରୁ ଚଳିତ ବର୍ଷ ନିର୍ବାଚନରେ ଜନଜାଗରଣ ପାଇଁ ଆଗାମୀ ଯୋଜନା ହୋଇଯାଇଛି ।ଏହି ବୈଠକରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ଶ୍ୟାମ ସୁନ୍ଦର ସାହୁ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ବୈଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, କେନ୍ଦ୍ରାପଡା ଜିଲ୍ଲା ତରଫରୁ ଚଳିତ ବର୍ଷ ନିର୍ବାଚନରେ ଜନଜାଗରଣ ପାଇଁ ଆଗାମୀ ଯୋଜନା ହୋଇଯାଇଛି ।ଏହି ବୈଠକରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମାନ ଶ୍ୟାମ ସୁନ୍ଦର ସାହୁ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ବୈଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । #AbvpOdisha #AbvpKendrapada
account_circle
Soubhagya Mohanty(@SoubhagyaBharat) 's Twitter Profile Photo

ଜନ୍ମ ଦିନର ଢେର ସାରା ଅଭିନନ୍ଦନ ଭାଇ ପ୍ରଭୁ ନୀଳମାଧବ ସବୁ ଇଚ୍ଛା ସବୁ ସ୍ବପ୍ନ ପୂରଣ କରନ୍ତୁ ।କିଛି ଶବ୍ଦ ନାହିଁ କହିବାକୁ ସାମ୍ନାରେ ଥୂବା ମଣିଷ କୁ ଚିହ୍ନି ନିଃସ୍ବାର୍ଥପର ଭାବେ ସମାଜ ସେବା ପାଇଁ ପ୍ରେରଣା ଦେଇ ପାରୁଥିବା ଜଣେ ସଫଳ ମଣିଷ ତିଆରି କାରିଗର .

ଜନ୍ମ ଦିନର ଢେର ସାରା ଅଭିନନ୍ଦନ ଭାଇ ପ୍ରଭୁ ନୀଳମାଧବ ସବୁ ଇଚ୍ଛା ସବୁ ସ୍ବପ୍ନ ପୂରଣ କରନ୍ତୁ ।କିଛି ଶବ୍ଦ ନାହିଁ କହିବାକୁ ସାମ୍ନାରେ ଥୂବା ମଣିଷ କୁ ଚିହ୍ନି ନିଃସ୍ବାର୍ଥପର ଭାବେ ସମାଜ ସେବା ପାଇଁ ପ୍ରେରଣା ଦେଇ ପାରୁଥିବା ଜଣେ ସଫଳ ମଣିଷ ତିଆରି କାରିଗର . #DynamicLeader
account_circle
Soubhagya Mohanty(@SoubhagyaBharat) 's Twitter Profile Photo

ଆଜି ଅଯୋଧ୍ୟାରେ ପ୍ରଭୁ ରାମଲାଲା ଙ୍କର ଦର୍ଶନ କରି ଧନ୍ୟ ହେଇଗଲି ଜୀବନରେ ପ୍ରତ୍ୟେକ ମଣିଷର ଇଚ୍ଛା ଥାଏ ପ୍ରଭୁଙ୍କର ଦର୍ଶନ କରିବାକୁ ,ଖୁବ୍ ସୁନ୍ଦର ହୋଇଛି ମନ୍ଦିର ଏବଂ ଅଯୋଧ୍ୟା ନଗରୀ ।

ଆଜି ଅଯୋଧ୍ୟାରେ ପ୍ରଭୁ ରାମଲାଲା ଙ୍କର ଦର୍ଶନ କରି ଧନ୍ୟ ହେଇଗଲି ଜୀବନରେ ପ୍ରତ୍ୟେକ ମଣିଷର ଇଚ୍ଛା ଥାଏ ପ୍ରଭୁଙ୍କର ଦର୍ଶନ କରିବାକୁ ,ଖୁବ୍ ସୁନ୍ଦର ହୋଇଛି ମନ୍ଦିର ଏବଂ ଅଯୋଧ୍ୟା ନଗରୀ । #JaySriRAM #AjodhyaNagari
account_circle
Soubhagya Mohanty(@SoubhagyaBharat) 's Twitter Profile Photo

ଭାରତୀୟ ଉଦ୍ୟମତା ଉତ୍ସବ ଭାରତ ମଣ୍ଡପମ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଅଛି ଏହି କାର୍ଯ୍ୟକ୍ରମରେ ଦେଶର ୧୦୦୦ ସଫଳ ଯୁବ ଉଦ୍ୟମି ଉପସ୍ଥିତ ଥିଲେ ,ମୁଖ୍ୟ ଅତିଥି ଭାବେ ପରମ ପୂଜ୍ୟ ଅବଧିସ ନନ୍ଦ ଗିରି ମୋହରଜା, You Can Win ପୁସ୍ତକର ଲେଖକ ଶ୍ରୀଯୁକ୍ତ ଶିବ ଖେର ଉପସ୍ଥିତ ଥିଲେ ।

ଭାରତୀୟ ଉଦ୍ୟମତା ଉତ୍ସବ ଭାରତ ମଣ୍ଡପମ ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଅଛି ଏହି କାର୍ଯ୍ୟକ୍ରମରେ ଦେଶର ୧୦୦୦ ସଫଳ ଯୁବ ଉଦ୍ୟମି ଉପସ୍ଥିତ ଥିଲେ ,ମୁଖ୍ୟ ଅତିଥି ଭାବେ ପରମ ପୂଜ୍ୟ ଅବଧିସ ନନ୍ଦ ଗିରି ମୋହରଜା, You Can Win ପୁସ୍ତକର ଲେଖକ ଶ୍ରୀଯୁକ୍ତ ଶିବ ଖେର ଉପସ୍ଥିତ ଥିଲେ । #SwabalambiAbhijan #MySBA
account_circle
Soubhagya Mohanty(@SoubhagyaBharat) 's Twitter Profile Photo

ରୋଜଗାର କରିବାକୁ ଚାହୁଛନ୍ତି କି , ସଫଳ ଉଦ୍ୟୋଗୀ ହେବାକୁ ଚାହୁଛନ୍ତି କି ତାହେଲେ ଆସନ୍ତୁ ସ୍ବାବଲମ୍ବୀ ଭାରତ ଅଭିଯାନରେ ଯୋଡି ହୋଇ ନିଜର ରେଜିଷ୍ଟ୍ରେସନ୍ କରନ୍ତୁ । MY SBA କରିବ ଆପଣଙ୍କର ସବୁ ସମସ୍ୟାର ସମାଧାନ ।
mysba.co.in/volunteer/

ରୋଜଗାର କରିବାକୁ ଚାହୁଛନ୍ତି କି , ସଫଳ ଉଦ୍ୟୋଗୀ ହେବାକୁ ଚାହୁଛନ୍ତି କି ତାହେଲେ ଆସନ୍ତୁ ସ୍ବାବଲମ୍ବୀ ଭାରତ ଅଭିଯାନରେ ଯୋଡି ହୋଇ ନିଜର ରେଜିଷ୍ଟ୍ରେସନ୍ କରନ୍ତୁ । MY SBA କରିବ ଆପଣଙ୍କର ସବୁ ସମସ୍ୟାର ସମାଧାନ । mysba.co.in/volunteer/
account_circle
Soubhagya Mohanty(@SoubhagyaBharat) 's Twitter Profile Photo

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ପଥ ସଂଚଳନ ଓ ପ୍ରକଟ କାର୍ଯ୍ୟକ୍ରମ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପୂର୍ବ ପ୍ରାନ୍ତ ସଂଘ ଚାଳକ ମାନନୀୟ ସମୀର କୁମାର ମହାନ୍ତି ଉପସ୍ଥିତ ଥିଲେ ।

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ପଥ ସଂଚଳନ ଓ ପ୍ରକଟ କାର୍ଯ୍ୟକ୍ରମ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପୂର୍ବ ପ୍ରାନ୍ତ ସଂଘ ଚାଳକ ମାନନୀୟ ସମୀର କୁମାର ମହାନ୍ତି ଉପସ୍ଥିତ ଥିଲେ । #RssKendrapada
account_circle
Soubhagya Mohanty(@SoubhagyaBharat) 's Twitter Profile Photo

ଆଜି ଚାନ୍ଦି ବାଉଁଶମୂଳ ଗ୍ରାମ ପଞ୍ଚାୟତର ରାମ ଭକ୍ତ ମାନଙ୍କ ଦ୍ଵାରା ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ର ପ୍ରାଣପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଶୋଭାଯାତ୍ରା ହୋଇଯାଇଛି ।
May this day inspire us all to live with courage. *Happy Lord Ram's Pran Pratishtha Divas!* ।

account_circle
Soubhagya Mohanty(@SoubhagyaBharat) 's Twitter Profile Photo

ଅର୍ଗସ୍ ନ୍ୟୁଜ୍‌ର‘ODISHA HEALTH CONNECT SEASON 2’ ରେ ଯୋଗ ଦେଇ ଦୀପ ପ୍ରଜ୍ବଳନ କଲେ କେନ୍ଦ୍ର ଆୟୂଷମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ।

ଅର୍ଗସ୍ ନ୍ୟୁଜ୍‌ର‘ODISHA HEALTH CONNECT SEASON 2’ ରେ ଯୋଗ ଦେଇ ଦୀପ ପ୍ରଜ୍ବଳନ କଲେ କେନ୍ଦ୍ର ଆୟୂଷମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ । #ArgusNews #SarbanandaSonowal #healthconnect #healthconclave
account_circle
Soubhagya Mohanty(@SoubhagyaBharat) 's Twitter Profile Photo

ମାତା ପାର୍ବତୀଙ୍କ ମୋହା ସଙ୍କଳ୍ପ ଓ ସାଧନା ସ୍ଥଳ,ସ୍ବାମୀ ବିବେକାନନ୍ଦ ସାଧନା ସ୍ଥଳ ଭାରତର ଶେଷ ସ୍ଥାନ କନ୍ୟାକୁମାରିରେ ଭାରତର ପ୍ରଥମ ସୂର୍ଯ୍ୟ ଉଦୟ ଦେଖିବାର ସୁଯଗ ମିଳିଲା।

ମାତା ପାର୍ବତୀଙ୍କ ମୋହା ସଙ୍କଳ୍ପ ଓ ସାଧନା ସ୍ଥଳ,ସ୍ବାମୀ ବିବେକାନନ୍ଦ ସାଧନା ସ୍ଥଳ ଭାରତର ଶେଷ ସ୍ଥାନ କନ୍ୟାକୁମାରିରେ ଭାରତର ପ୍ରଥମ ସୂର୍ଯ୍ୟ ଉଦୟ ଦେଖିବାର ସୁଯଗ ମିଳିଲା। #Kanayakuamri
account_circle
Soubhagya Mohanty(@SoubhagyaBharat) 's Twitter Profile Photo

ଶୁଭ ସକାଳ
ଯଦି ଆପଣ କ୍ରୋଧ ସମୟରେ ସାମାନ୍ୟ ସହନଶୀଳତା ଅଵଲମ୍ବନ କରିଦେବେ, ତେବେ ଆପଣଙ୍କ ଦୁଃଖଭରା ଦିନଟିରୁ ତ୍ରାହି ପାଇଯିବେ।

ଶୁଭ ସକାଳ ଯଦି ଆପଣ କ୍ରୋଧ ସମୟରେ ସାମାନ୍ୟ ସହନଶୀଳତା ଅଵଲମ୍ବନ କରିଦେବେ, ତେବେ ଆପଣଙ୍କ ଦୁଃଖଭରା ଦିନଟିରୁ ତ୍ରାହି ପାଇଯିବେ। #SriRam
account_circle
Soubhagya Mohanty(@SoubhagyaBharat) 's Twitter Profile Photo

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା। #KartikaPurnima
account_circle
ABVP(@ABVPVoice) 's Twitter Profile Photo

मुझे तो लगता है ओडिशा की सरकार, नवीन बाबू की सरकार, ढोंग की सरकार है। नवीन बाबू कुछ करते नहीं हैं, कुछ बोलते नहीं हैं और वीके पांडियन कुछ छोड़ते नहीं हैं। इस तरीक़े की लूट की छूट नवीन बाबू ने देकर रखी है।

- श्री Yagywalkya Shukla 🇮🇳 യജ്ഞവൽക്യ ശുക്ല (राष्ट्रीय महामंत्री, अभाविप)

account_circle
Soubhagya Mohanty(@SoubhagyaBharat) 's Twitter Profile Photo

ଓଡ଼ିଶାର ଶିକ୍ଷା, ସୁରକ୍ଷା ଓ ରୋଜଗାର ସମ୍ବନ୍ଧୀୟ ୪୧ ଟି ଦାବିକୁ ନେଇ ଲୋୟର ପିଏମଜିଠାରେ ଏବିଭିପିର ଛାତ୍ର ହୁଙ୍କାର ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ Yagywalkya Shukla 🇮🇳 യജ്ഞവൽക്യ ശുക്ല,ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଅପାଂଶ ଶେଖର ସିଲ ଉପସ୍ଥିତ ଥିଲେ ।

ଓଡ଼ିଶାର ଶିକ୍ଷା, ସୁରକ୍ଷା ଓ ରୋଜଗାର ସମ୍ବନ୍ଧୀୟ ୪୧ ଟି ଦାବିକୁ ନେଇ ଲୋୟର ପିଏମଜିଠାରେ ଏବିଭିପିର ଛାତ୍ର ହୁଙ୍କାର ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ @yagywalkya,ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଅପାଂଶ ଶେଖର ସିଲ ଉପସ୍ଥିତ ଥିଲେ । #AbvpOdisha
account_circle
Soubhagya Mohanty(@SoubhagyaBharat) 's Twitter Profile Photo

ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ଧରାବତରଣ ତଥା ଜନ୍ମ ତିଥି ଗଣେଶ ଚତୁର୍ଥୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମଙ୍ଗଳକର୍ତ୍ତା ଭଗବାନ ଶ୍ରୀ ଗଣେଶ ଆପଣଙ୍କ ଓ ଆପଣଙ୍କ ପରିବାରର ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଦିଅନ୍ତୁ।

ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ଧରାବତରଣ ତଥା ଜନ୍ମ ତିଥି ଗଣେଶ ଚତୁର୍ଥୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମଙ୍ଗଳକର୍ତ୍ତା ଭଗବାନ ଶ୍ରୀ ଗଣେଶ ଆପଣଙ୍କ ଓ ଆପଣଙ୍କ ପରିବାରର ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରି ଦିଅନ୍ତୁ। #GaneshChaturthi
account_circle