ANANTANARAYAN MAHANTY(@ananta_mahanty) 's Twitter Profileg
ANANTANARAYAN MAHANTY

@ananta_mahanty

SOCIAL ACTIVIST, FOR/OF THE PEOPLE, JOURNALIST, POLITICAL ANALYZER.20Yrs was in EdnDpt, Advocate. Joint sec. of PattaRikshwa union

ଓଁ ଚ୍ଛିଂ ଚ୍ଛିନ୍ନମସ୍ତାୟ ନମଃ

ID:4635521473

calendar_today23-12-2015 05:37:44

10,2K Tweets

2,0K Followers

2,3K Following

ANANTANARAYAN MAHANTY(@ananta_mahanty) 's Twitter Profile Photo

କଲମର ଧାର ସତ୍ଯ ଆଧାରିତ କଥା
କେତବେଳେ କାହାପାଇଁ ଡାକ୍ତରୀ ଛୁଞ୍ଚି ତ
କେତେବେଳେ ସାଜେ ଜାପଟ କଣ୍ଟା।
କେତେବେଳେ କାହାଁପାଇଁ ଅମୃତ
କାହା ପାଇଁ ସାଜେ ସେ ବିଷ
କାହା ପାଇଁ ଔଷଧ କାହା ପାଇଁ ଗରଳ
ମୁଖପୁସ୍ତିକାରେ ଭିନ୍ନ ସ୍ୱାଦ ମନ୍ତବ୍ଯର
ପ୍ରକୃତ କାରଣ

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

ଆଛା BJP Odisha ଶପଥକରି କହିବ ଯେ ଓଡିଶାର କେହି ଗୋଟିଏ ମଧ୍ଯ ବିଜେପି ନେତା ମଦ ଲାଇଲେନ୍ସ ନେଇନାହାଁନ୍ତି!? କୋର୍ଟରେ ଶପଥପାଠ କରି ସାଧାରଣ ଜନତାଙ୍କ ଆଗରେ ପ୍ରମାଣ କରିପାରିବ କୌଣସି ବିଜେପି ନେତାଙ୍କ ମଦ ବେପାର ନାହିଁ!!!

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

IT cell ଗୁଡ଼ିକର ମୁଣ୍ଡ ଖରାପ ହେଲାଣି, ଡଟମ୍, ସେଫେକ୍ସ ଭଳି ଚିଟଫଣ୍ଡ ମହାଦୁର୍ନୀତିକୁ ନିଜ ଅଞ୍ଚଳରେ ପୃଷ୍ଠପୋଷକତା ଦେଇ ଯେଉଁଠି ଜନତାକୁ କଲେ ହନ୍ତସନ୍ତ ସେହିଠି କୋଳରେ ବସାଇ କହୁଛନ୍ତି ଅନ୍ୟଜଣେ ଦୁର୍ନୀତିଗ୍ରସ୍ତ।
🤭🤭🤭ଲୋକହସା🤭🤭🤭

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

କାର୍ଯ୍ଯକର୍ତ୍ତା ଭାଇ ସାବଧାନ!!
ମନମୋହନଙ୍କ ମୋଗଲି ନିତିର ପ୍ରୀତି।,
ବାଜପେୟୀ ନିତି ବଦଳରେ
ଆପଣାଇଛି ଆଜି ବାଜାରି ନୀତି॥
ତୁମେ ପଡିବ ବଳି,
କୋଠା ଉପରେ କୋଠା
ତୋଳିବେ ଧାଡି କ୍ରିୟାନଥିବା
ମୁଷ୍ଟିମେୟ କିଛି ପ୍ରାର୍ଥୀ।।
ନିର୍ବାଚନ ସତ୍ଯପାଠେ କୁହନ୍ତି
ଆମର ନା' ଅଛି ଆଦାୟ,ନା' ଅଛି ସମ୍ପତି।

କାର୍ଯ୍ଯକର୍ତ୍ତା ଭାଇ ସାବଧାନ!! ମନମୋହନଙ୍କ ମୋଗଲି ନିତିର ପ୍ରୀତି।, ବାଜପେୟୀ ନିତି ବଦଳରେ ଆପଣାଇଛି ଆଜି ବାଜାରି ନୀତି॥ ତୁମେ ପଡିବ ବଳି, କୋଠା ଉପରେ କୋଠା ତୋଳିବେ ଧାଡି କ୍ରିୟାନଥିବା ମୁଷ୍ଟିମେୟ କିଛି ପ୍ରାର୍ଥୀ।। ନିର୍ବାଚନ ସତ୍ଯପାଠେ କୁହନ୍ତି ଆମର ନା' ଅଛି ଆଦାୟ,ନା' ଅଛି ସମ୍ପତି।
account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

ଝିଅ ପାଇଁ ବର ଖୋଜିଲା ବେଳେ ଚିନ୍ତାଶୀଳ ବ୍ଯକ୍ତିମାନଙ୍କ ଉପଦେଶ ଦିଅନ୍ତି 'ଘରକୁ ନଦେଖି ବରକୁ ଦେଖ'। ଯଦି ବର ସହ ଘର ଠିକ୍ ବୁଝି ନବିଚାରି ଝିଅକୁ ଦିଅ।'ସାରା ଓଡିଶାରେ ବିଜେପିର ଟିକେଟ ବଣ୍ଟନ ଦେଖିଲେ ସ୍ପଷ୍ଟ ନା' ବିଜେପି ଠିକ୍ ନା' ତା'ର ପ୍ରାର୍ଥୀ ଠିକ୍। କେଉଁଟି ମଧ୍ଯ ଉପଯୁକ୍ତ ନୁହେଁ। କେବଳ କାର୍ଯ୍ଯକର୍ତ୍ତା ମାରଣ ନୀତି।

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo


ବ୍ଯବହାର ମନୁଷ୍ଯର ଚିତ୍ରଚରିତ୍ରର ଏକ ବଡ ଆଭୂଷଣ। ବ୍ଯବହାର ଯଦି କଦର୍ଯ୍ଯ ତୁମ (ଭାଟ)ମତଦାନଟି, ହେବ ନାହିଁ କେବେ ବୈଦୁର୍ଯ୍ଯ। ଏଣୁ ଭୁଲରେ ମଧ୍ଯ ବ୍ଯବହାରିକ ଆଭୂଷଣ ନଥିବା ଚିତ୍ରଚରିତ୍ରକୁ ଭୋଟ ଦିଅନ୍ତୁ ନାହିଁ।ଯେତେବେଳେ ଗୁହାରୀ କହିବାକୁ ଯିବେ ସେତେବେଳେ ଛି-ଛାକର ଶୁଣିବା ସୁନିଶ୍ଚିତ

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

ବ୍ରହ୍ମପୁର ଜନତାଙ୍କ ମଂଗଳ ପାଇଁ BJP ସରକାର ନିକଟରେ ବାରମ୍ବାର ୨-୩ଟି ଦାବି ରଖିବା ସତ୍ତ୍ୱେ ପୂରଣ ହେଲା ନାହିଁ। ଆମ ବ୍ରହ୍ମପୁର ପ୍ରତି BJP Odisha କୌଣସି ଆନ୍ତରିକତା ନାହିଁ ବୋଲି ଅନୁଭବ ହେଉଛି।
Jagat Prakash Nadda (Modi Ka Parivar) Manmohan Samal (Modi Ka Parivar)

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

ବ୍ରହ୍ମପୁର ଲୋକସଭାର BJP ର ଜନବିରୋଧି ତଥା ବହୁ ଦୁର୍ନୀତିରେ ଅଭିଯୁକ୍ତ ପ୍ରାର୍ଥୀ ପାଇଁ ଭୋଟ ମାଗିବାକୁ Jagat Prakash Nadda (Modi Ka Parivar) ଙ୍କ ବ୍ରହ୍ମପୁର ଗସ୍ତ ପୂର୍ବରୁ ଦଳର କାର୍ଯ୍ଯକର୍ତା ମାରଣନିତି ଓ ଅଗଣତାନ୍ତ୍ରିକ ନୀତିହୀନ କାର୍ଯକୁ ବିରୋଧ କରି BJP Odisha ର ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକଙ୍କ ଇସ୍ତଫା।Sunil Bansal (मोदी का परिवार)

ବ୍ରହ୍ମପୁର ଲୋକସଭାର @BJP4India ର ଜନବିରୋଧି ତଥା ବହୁ ଦୁର୍ନୀତିରେ ଅଭିଯୁକ୍ତ ପ୍ରାର୍ଥୀ ପାଇଁ ଭୋଟ ମାଗିବାକୁ @JPNadda ଙ୍କ ବ୍ରହ୍ମପୁର ଗସ୍ତ ପୂର୍ବରୁ ଦଳର କାର୍ଯ୍ଯକର୍ତା ମାରଣନିତି ଓ ଅଗଣତାନ୍ତ୍ରିକ ନୀତିହୀନ କାର୍ଯକୁ ବିରୋଧ କରି @BJP4Odisha ର ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକଙ୍କ ଇସ୍ତଫା।@sunilbansalbjp
account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

अभी के निर्वाचन:- भगवान के नाम पर कूछ दे दो बाबा....

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

ଆଜିର ରାଜନୀତି:-
୧.ରଂଗ
୨.ଖାଦ୍ଯ
୩.ବସ୍ତ୍ର(ପରିଧାନ)
୪. ଠାକୁର
୫.ଧର୍ମ
ବିକାଶ ଓ ପ୍ରସଂଗ ରାଜନୀତ ଠାରୁ ବହୁ ଦୂରରରେ।‌

account_circle
sandeep sahu(@geminianguddu) 's Twitter Profile Photo

ANANTANARAYAN MAHANTY ଯଦି କେବଳ ଅନ୍ୟ ରାଜ୍ୟରେ ମୂଲ ଲାଗିଲେ ଅଧିକ ମଜୁରୀ ମିଳୁଚି ବୋଲି ଆମ ଲୋକେ ବାହାରକୁ ଯାଉଛନ୍ତି, ତେବେ ବାହାର ରାଜ୍ୟରୁ ଏତେ ସଂଖ୍ୟକ ଲୋକ ଆମ ରାଜ୍ୟକୁ ଆସୁଛନ୍ତି କେମିତି ? ଅସଲ କଥା ହେଲା ଆମ ରାଜ୍ୟରୁ ଯାଉଥିବା ଲୋକ ଅଣ କୁଶଳୀ ଶ୍ରେଣୀର । କିନ୍ତୁ ଅନ୍ୟ ରାଜ୍ୟରୁ ଯେଉଁମାନେ ଓଡ଼ିଶା ଆସୁଛନ୍ତି, ସେମାନେ କୁଶଳୀ ବା ଅର୍ଦ୍ଧ-କୁଶଳୀ ବର୍ଗର

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

ବିଜେପି:-ବାହାର ରାଜ୍ୟକୁ ଓଡ଼ିଶାର ୯-୧୦ଲକ୍ଷ ଲୋକ ଦାଦନ
ବିଜେଡି:-ବାହାର ରାଜ୍ୟର ୯-୧୦ ଲକ୍ଷ ଲୋକ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି।
ସମାନ କାମକୁ ସମାନ ମଜୁରୀ ଭାରତର ସବୁ ରାଜ୍ୟରେ ସମାନ ନାହିଁ।କାର୍ଯ୍ୟ ଅନୁସାରେ ମୂଲ ଯେଉଁଠି ଅଧିକ ମିଳିଥାଏ ଲୋକ ସେଠାକୁ ଯାଇଥାନ୍ତି।ଦାଦନ କହି ଅପମାନିତ କରିବା ଅଟ୍ଟହାସ୍ୟ କରିବା ବନ୍ଦ ହେଉ।
ସୁବାସ ସିଂ

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

ଏତେ ବଡ ଲେଖା ପାଇଁ ଗୋଟିଏ ଛୋଟିଆ ଶବ୍ଦ 'ନିରାଧାର' ଯଥେଷ୍ଟ।

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

କାର୍ଯ୍ଯକର୍ତ୍ତାଙ୍କୁ ଗାଡି ଚପାଇ ହତ୍ଯା କରିଥିବା ବ୍ଯକ୍ତିକୁ BJP Odisha ସମ୍ମାନ ଦେଉ ଆଉ ସ୍ୱର୍ଗତ କାର୍ଯ୍ଯକର୍ତ୍ତାଙ୍କ ବଳିଦାନ ଆତ୍ମାକୁ ରାଜ୍ଯ BJP ନେତାମାନେ କଷ୍ଟ ପ୍ରଦାନ କରିବେ, ଏପରି ଭାବନାକୁ ଆପଣ ପସନ୍ଦ କରିବେ? ସମର୍ଥନ ଦେବେ?

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

ଆଛା‌ ସବୁ ଅନୁଦାନ ସେ ନେଇଗଲେ ଆଉ ତୁମେ ମଧ୍ଯ‌ ସବୁ ବିଲରେ ସମର୍ଥନ ନେଇ ପ୍ରଶଂସା ପତ୍ରଟା‌ ଦେଉଛ। ସେହି ପତ୍ରରେ ଲେଖିଛନ୍ତି ଯେ ଏହି ଅନୁଦାନରୁ କାମ ହୋଇଛି?

account_circle
ANANTANARAYAN MAHANTY(@ananta_mahanty) 's Twitter Profile Photo

ମାତ୍ର ୯-୧୦ହଜାର ଲୋକ, ୨ରେ ଗୁଣିଲେ ୨୦ହଜାର। @୭୦୦ଅର୍ଥରାଶିରେ ଏ‌ କଥା।

account_circle