Collector and District Magistrate, Koraput(@dmkoraput) 's Twitter Profileg
Collector and District Magistrate, Koraput

@dmkoraput

Official handle of the District Collector, Koraput.

ID:1137999099167297537

linkhttps://koraput.nic.in/ calendar_today10-06-2019 08:25:03

10,8K Tweets

20,8K Followers

539 Following

Collector and District Magistrate, Koraput(@dmkoraput) 's Twitter Profile Photo

ଜିଲ୍ଲାପାଳ, କୋରାପୁଟ ଆଜି କୋରାପୁଟ ଜିଲ୍ଲା ସଦରମହକୁମା ଠାରେ ଭୋଟର ସଚେତନତା ରଥ ଏବଂ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ପ୍ରକ୍ରିୟା କୁ ଅଧିକ ତ୍ୱରାନ୍ୱିତ ଏବଂ ଜନ ସଚେତନତା ଦିଗରେ ଏହି ଅଭିଯାନ ମୁଖ୍ୟ ଭୂମିକା ଗ୍ରହଣ କରିବ।

Election Commission of India
CEO Odisha

ଜିଲ୍ଲାପାଳ, କୋରାପୁଟ ଆଜି କୋରାପୁଟ ଜିଲ୍ଲା ସଦରମହକୁମା ଠାରେ ଭୋଟର ସଚେତନତା ରଥ ଏବଂ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ପ୍ରକ୍ରିୟା କୁ ଅଧିକ ତ୍ୱରାନ୍ୱିତ ଏବଂ ଜନ ସଚେତନତା ଦିଗରେ ଏହି ଅଭିଯାନ ମୁଖ୍ୟ ଭୂମିକା ଗ୍ରହଣ କରିବ। #SGE2024 #VoteForSureOnMay13 @ECISVEEP @OdishaCeo
account_circle
Collector and District Magistrate, Koraput(@dmkoraput) 's Twitter Profile Photo

Stay Safe during the Heat Wave!!

Stay hydrated, find shelter indoors and put your safety first during this heat wave. Save these helpline numbers for assistance.

I & PR Department, Odisha
OSDMA Odisha

Stay Safe during the Heat Wave!! Stay hydrated, find shelter indoors and put your safety first during this heat wave. Save these helpline numbers for assistance. @IPR_Odisha @osdmaodisha
account_circle
CEO Odisha(@OdishaCeo) 's Twitter Profile Photo

ଗର୍ବର ସହ ମତଦାନ କରନ୍ତୁ l ଗଣତନ୍ତ୍ରର ମହା ପର୍ବରେ ସାମିଲ ହୁଅନ୍ତୁ l ଏକ ନୀତିବାନ ନାଗରିକ ହୁଅନ୍ତୁ l

ଗର୍ବର ସହ ମତଦାନ କରନ୍ତୁ l ଗଣତନ୍ତ୍ରର ମହା ପର୍ବରେ ସାମିଲ ହୁଅନ୍ତୁ l ଏକ ନୀତିବାନ ନାଗରିକ ହୁଅନ୍ତୁ l #IVoteForSure #SGE2024 #NirbachanKaParv #DeshKaGarv
account_circle
Collector and District Magistrate, Koraput(@dmkoraput) 's Twitter Profile Photo

ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଜିଲ୍ଲା ପ୍ରଶାସନ, କୋରାପୁଟ ତରଫରୁ ଓଡିଶା ଦିବସ ଉପଲକ୍ଷେ ଉତ୍କଳର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ I

ପବିତ୍ର ଓଡ଼ିଶା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଜିଲ୍ଲା ପ୍ରଶାସନ, କୋରାପୁଟ ତରଫରୁ ଓଡିଶା ଦିବସ ଉପଲକ୍ଷେ ଉତ୍କଳର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ I #ଓଡ଼ିଶାଦିବସ #ବନ୍ଦେଉତ୍କଳଜନନୀ #OdishaDivas
account_circle
Collector and District Magistrate, Koraput(@dmkoraput) 's Twitter Profile Photo

Review Meeting on Ragi Procurement was held under the chairmanship of the Collector and District Magistrate, Koraput.All FAs/FPOs were instructed to do the micro planning and expedite the Ragi Procurement in the District.

Odisha Millets Mission
କୃଷି ବିଭାଗ, ଓଡ଼ିଶା

Review Meeting on Ragi Procurement was held under the chairmanship of the Collector and District Magistrate, Koraput.All FAs/FPOs were instructed to do the micro planning and expedite the Ragi Procurement in the District. @MilletsOdisha @krushibibhag
account_circle
CEO Odisha(@OdishaCeo) 's Twitter Profile Photo

ESMS app is the ultimate tool where enforcement agencies record details of all seized items like cash, freebies, and liquor etc. With ESMS, every confiscated item is meticulously documented and acted upon. Let's vow for an inducement free election together! 🇮🇳

ରାଜ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାରେ, ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ନିର୍ବାଚକ ପଞ୍ଜିକରଣ ଅଧିକାରୀ ଭୋଟରଙ୍କ ପଞ୍ଜିକରଣକୁ ସୁନିଶ୍ଚିତ କରୁଥିବାବେଳେ BLO ତୃଣମୂଳ ସ୍ତରରେ ଭୋଟରଙ୍କୁ ସାହାଯ୍ୟ କରନ୍ତି l

NOTA ବାଲଟ ୟୁନିଟ ରେ ସବୁଠାରୁ ଶେଷରେ ଥାଏ l ସମସ୍ତ ପ୍ରାର୍ଥୀଙ୍କ ନାମ, ଫୋଟୋ ଓ ଚି଼ହ୍ନ ପରେ ସର୍ବଶେଷରେ NOTA ବିକଳ୍ପଟି ରହିଥାଏ l Mock poll ସମୟରେ ସମସ୍ତ ରାଜନୈତିକ ଦଳର ପୋଲିଂ ଏଜେଣ୍ଟଙ୍କ ସମ୍ମୁଖରେ ସମସ୍ତ ପ୍ରାର୍ଥୀ ମାନଙ୍କ ସହ NOTA ବିକଳ୍ପକୁ ମଧ୍ୟ ସମାନ ସଂଖ୍ୟକ mock ଭୋଟିଂ କରାଯାଏ ଓ ଭିଭିପାଟ ସ୍ଲିପର ଗଣନା କରା ଯାଏ l

First day review meeting underway for 2-day program assessing poll preparedness with DEOs and SPs from Koraput, Malkangiri, Nawrangpur, and Raygada by CEO and SPNO. Addl CEOs in attendance for productive discussions aimed at ensuring a smooth election.

First day review meeting underway for 2-day program assessing poll preparedness with DEOs and SPs from Koraput, Malkangiri, Nawrangpur, and Raygada by CEO and SPNO. Addl CEOs in attendance for productive discussions aimed at ensuring a smooth election. #SGE2024
account_circle
CEO Odisha(@OdishaCeo) 's Twitter Profile Photo

ମତଦାନ ହେଉଛି ଆପଣଙ୍କ ଅଧିକାର ଓ କର୍ତ୍ତବ୍ୟ l
ପ୍ରତ୍ୟେକଟି ଭୋଟ ମୂଲ୍ୟବାନ.. ଆସନ୍ତୁ 2024 ସାଧାରଣ ନିର୍ବାଚନରେ ନିଶ୍ଚିତ ରୂପେ ଭୋଟ ଦେବା ଓ ଗଣତନ୍ତ୍ରକୁ ସମୃଦ୍ଧ କରିବା l

ମତଦାନ ହେଉଛି ଆପଣଙ୍କ ଅଧିକାର ଓ କର୍ତ୍ତବ୍ୟ l ପ୍ରତ୍ୟେକଟି ଭୋଟ ମୂଲ୍ୟବାନ.. ଆସନ୍ତୁ 2024 ସାଧାରଣ ନିର୍ବାଚନରେ ନିଶ୍ଚିତ ରୂପେ ଭୋଟ ଦେବା ଓ ଗଣତନ୍ତ୍ରକୁ ସମୃଦ୍ଧ କରିବା l
account_circle
Collector and District Magistrate, Koraput(@dmkoraput) 's Twitter Profile Photo

ନିର୍ବାଚନ ସମ୍ବନ୍ଧୀୟ ଯେକୌଣସି ତଥ୍ୟ / ଅଭିଯୋଗ ପାଇଁ ୨୪x୭ ନିୟନ୍ତ୍ରଣ କକ୍ଷ ଏବଂ ଟୋଲ୍ ଫ୍ରି ନମ୍ବର ୧୯୫୦ ସହିତ ଯୋଗାଯୋଗ କରନ୍ତୁ |

Election Commission of India
CEO Odisha

ନିର୍ବାଚନ ସମ୍ବନ୍ଧୀୟ ଯେକୌଣସି ତଥ୍ୟ / ଅଭିଯୋଗ ପାଇଁ ୨୪x୭ ନିୟନ୍ତ୍ରଣ କକ୍ଷ ଏବଂ ଟୋଲ୍ ଫ୍ରି ନମ୍ବର ୧୯୫୦ ସହିତ ଯୋଗାଯୋଗ କରନ୍ତୁ | @ECISVEEP @OdishaCeo
account_circle
CEO Odisha(@OdishaCeo) 's Twitter Profile Photo

ଦେଶରେ ଷଷ୍ଠ ଓ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ 25.05.2024 ରେ ଅନୁଷ୍ଠିତ ହେବାକୁ ଯାଉଛି l ସମ୍ବଲପୁର, କେନ୍ଦୁଝର,ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ସମେତ ଏହାର ବିଧାନସଭା ଆସନ ଗୁଡିକ ପାଇଁ ଏକକାଳୀନ ନିର୍ବାଚନ ହେବ l
ଆମେ ପ୍ରସ୍ତୁତ ଅଛୁ..ଆଉ ଆପଣ?

ଦେଶରେ ଷଷ୍ଠ ଓ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ 25.05.2024 ରେ ଅନୁଷ୍ଠିତ ହେବାକୁ ଯାଉଛି l ସମ୍ବଲପୁର, କେନ୍ଦୁଝର,ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ସମେତ ଏହାର ବିଧାନସଭା ଆସନ ଗୁଡିକ ପାଇଁ ଏକକାଳୀନ ନିର୍ବାଚନ ହେବ l ଆମେ ପ୍ରସ୍ତୁତ ଅଛୁ..ଆଉ ଆପଣ? #SGe2024 #ChunavkaParv #DeshKaGarv
account_circle
Collector and District Magistrate, Koraput(@dmkoraput) 's Twitter Profile Photo

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମ ପଞ୍ଚାୟତର ଫାଟୁସୀନେରୀ, ମାଡକାର, କୋଟିଆ ଏବଂ ଗଞ୍ଜେଇପଡର ଗ୍ରାମରେ ଆଗାମୀ ସାଧାରଣ ନିର୍ବାଚନ 2024 ଉପଲକ୍ଷେ SVEEP ଅନ୍ତର୍ଗତ ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯାଇ ଭୋଟର ମାନଙ୍କୁ ମୁକ୍ତ, ଅବାଧ ଓ଼ ନିରପେକ୍ଷ ମତଦାନ ନିମନ୍ତେ ସଚେତନ କରାଯାଇଥିଲା

Election Commission of India
CEO Odisha

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମ ପଞ୍ଚାୟତର ଫାଟୁସୀନେରୀ, ମାଡକାର, କୋଟିଆ ଏବଂ ଗଞ୍ଜେଇପଡର ଗ୍ରାମରେ ଆଗାମୀ ସାଧାରଣ ନିର୍ବାଚନ 2024 ଉପଲକ୍ଷେ SVEEP ଅନ୍ତର୍ଗତ ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯାଇ ଭୋଟର ମାନଙ୍କୁ ମୁକ୍ତ, ଅବାଧ ଓ଼ ନିରପେକ୍ଷ ମତଦାନ ନିମନ୍ତେ ସଚେତନ କରାଯାଇଥିଲା @ECISVEEP @OdishaCeo
account_circle
CEO Odisha(@OdishaCeo) 's Twitter Profile Photo

ମାର୍ଚ୍ଚ 16 ରୁ ସାରା ରାଜ୍ୟରେ ଆଦର୍ଶ ଆଚରଣ ସଂହିତା (Model Code of Conduct) ଲାଗୁ ହୋଇଛି l ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣ ଵିଧି ପାଳନ ତଥା ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ସରକାରୀ କର୍ମଚାରୀ ଓ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l

ମାର୍ଚ୍ଚ 16 ରୁ ସାରା ରାଜ୍ୟରେ ଆଦର୍ଶ ଆଚରଣ ସଂହିତା (Model Code of Conduct) ଲାଗୁ ହୋଇଛି l ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣ ଵିଧି ପାଳନ ତଥା ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ସରକାରୀ କର୍ମଚାରୀ ଓ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l #OdishaElections #SGE2024
account_circle
Collector and District Magistrate, Koraput(@dmkoraput) 's Twitter Profile Photo

ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣବିଧି ଘୋଷଣା ହୋଇଥିବାରୁ ନିର୍ବାଚନ ପ୍ରକିୟା ସମ୍ପୂର୍ଣ୍ଣ ହେଲା ପର୍ଯ୍ୟନ୍ତ ଜିଲ୍ଲପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯକ୍ରମ ବନ୍ଦ ରହିବ।

account_circle
Collector and District Magistrate, Koraput(@dmkoraput) 's Twitter Profile Photo

The District Election Officer & Collector, Koraput conducted a meeting with the representatives of recognized political parties focusing on the timelines for SGE-2024 and the ECI guidelines on Model Code of Conduct (MCC).

Election Commission of India
CEO Odisha

The District Election Officer & Collector, Koraput conducted a meeting with the representatives of recognized political parties focusing on the timelines for SGE-2024 and the ECI guidelines on Model Code of Conduct (MCC). @ECISVEEP @OdishaCeo
account_circle
Collector and District Magistrate, Koraput(@dmkoraput) 's Twitter Profile Photo

A media briefing was conducted by the District Election Officer & Collector, Koraput, in which the timelines for the upcoming SGE-2024 and guidelines on the Model Code of Conduct (MCC) were discussed.

Election Commission of India
CEO Odisha

A media briefing was conducted by the District Election Officer & Collector, Koraput, in which the timelines for the upcoming SGE-2024 and guidelines on the Model Code of Conduct (MCC) were discussed. @ECISVEEP @OdishaCeo
account_circle
Collector and District Magistrate, Koraput(@dmkoraput) 's Twitter Profile Photo

Training programme of Polling Personnel for SGE-2024 is ongoing across the district. Collector & DEO, Koraput interacted with the polling personnel & explained regarding various essential tasks to be performed by them.

Election Commission of India
CEO Odisha

Training programme of Polling Personnel for SGE-2024 is ongoing across the district. Collector & DEO, Koraput interacted with the polling personnel & explained regarding various essential tasks to be performed by them. @ECISVEEP @OdishaCeo
account_circle
Collector and District Magistrate, Koraput(@dmkoraput) 's Twitter Profile Photo

Hon'ble CM, Odisha inaugurated the Sports Complex in Jeypore through video conferencing. Athletes & Sports enthusiasts from Koraput district & beyond will benefit from the multi-sports facility created in the complex.

CMO Odisha
MoSarkar 5T
I & PR Department, Odisha
Odisha Sports

Hon'ble CM, Odisha inaugurated the Sports Complex in Jeypore through video conferencing. Athletes & Sports enthusiasts from Koraput district & beyond will benefit from the multi-sports facility created in the complex. @CMO_Odisha @MoSarkar5T @IPR_Odisha @sports_odisha
account_circle