ଓଟିଭି(@otvkhabar) 's Twitter Profileg
ଓଟିଭି

@otvkhabar

ଖବର ଆମର, ନିଷ୍ପତ୍ତି ଆପଣଙ୍କର
We Report, You Decide
FB: https://t.co/Eo3M4tUUVk
INSTA: https://t.co/ShNzvnEvHo
YT: https://t.co/cXHzPNfXzk

ID:957169156419276801

linkhttps://otvkhabar.in/ calendar_today27-01-2018 08:31:25

187,0K Tweets

732,3K Followers

21 Following

ଓଟିଭି(@otvkhabar) 's Twitter Profile Photo


-ମାଲକାନଗିରି: ଏନ୍‌କାଉଣ୍ଟରରେ ଟଳିଲେ ୭ ମାଓବାଦୀ
-୭ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ
-ଛତିଶଗଡ଼ ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର
-DRG, STFର ମିଳିତ କମ୍ବିଂ ବେଳେ ମୁହାଁମୁହିଁ
-ସର୍ଚ୍ଚ ଅପରେସନ ବେଳେ ଏକ-୪୭, ବିସ୍ଫୋରକ ଜବତ

#୭_ମାଓବାଦୀ_ନିପାତ -ମାଲକାନଗିରି: ଏନ୍‌କାଉଣ୍ଟରରେ ଟଳିଲେ ୭ ମାଓବାଦୀ -୭ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ -ଛତିଶଗଡ଼ ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର -DRG, STFର ମିଳିତ କମ୍ବିଂ ବେଳେ ମୁହାଁମୁହିଁ -ସର୍ଚ୍ଚ ଅପରେସନ ବେଳେ ଏକ-୪୭, ବିସ୍ଫୋରକ ଜବତ #Encounter #Malkangiri #OTV
account_circle
ଓଟିଭି(@otvkhabar) 's Twitter Profile Photo


ହରିଦାସପୁର-ପାରାଦୀପ ରେଲୱେ ଲାଇନ୍‌ ନେଇ ବିଜେପିର ସ୍ପଷ୍ଟୋକ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା । ‘ହରିଦାସପୁର-ପାରାଦୀପ ରେଲ୍‌ ଲାଇନ ବୈଜୟନ୍ତ ପଣ୍ଡାଙ୍କ ଅବଦାନ’

account_circle
ଓଟିଭି(@otvkhabar) 's Twitter Profile Photo


-ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
-ହିଂଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ
-ଛତ୍ରପୁର ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ଦାଖଲ କଲେ

#ନାମାଙ୍କନ_କଲେ_ନବୀନ -ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ -ହିଂଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ -ଛତ୍ରପୁର ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ଦାଖଲ କଲେ #CM #Nomination #OTV
account_circle
ଓଟିଭି(@otvkhabar) 's Twitter Profile Photo

ଲକ୍ଷ
ସାଧାରଣ ନିର୍ବାଚନ ପାଇଁ ସବୁଠି କଡ଼ା ଚେକିଂ। ଭୁବନେଶ୍ୱର ବିମାନ ବନ୍ଦରରେ ୨ ଜଣ ଯାତ୍ରୀଙ୍କ ଠାରୁ ମିଳିଲା ନଗଦ ୭୫ ଲକ୍ଷ

account_circle
ଓଟିଭି(@otvkhabar) 's Twitter Profile Photo

ଭୋଟ୍ ଦେଇ ହୁଅନ୍ତୁ ଭାଗ୍ୟଶାଳୀ ବିଜେତା...ଜିତିପାରନ୍ତି ହୀରାମୁଦି

otvkhabar.in/news/national/…

account_circle
ଓଟିଭି(@otvkhabar) 's Twitter Profile Photo


ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର । DRG, STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ । ଏନ୍‌କାଉଣ୍ଟରରେ ଟଳିଲେ ୪ ମାଓବାଦୀ ।

account_circle
ଓଟିଭି(@otvkhabar) 's Twitter Profile Photo

ଦୁର୍ନୀତି, ଅପରାଧ ଆଦି ପ୍ରସଙ୍ଗରେ ମୁଖ୍ୟନ୍ତ୍ରୀଙ୍କୁ ବିଜେପିର ଟାର୍ଗେଟ୍‌ । ପ୍ରେସ୍‌ମିଟ୍‌ କରି ସମାଲୋଚନା କଲେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ।

account_circle
ଓଟିଭି(@otvkhabar) 's Twitter Profile Photo


-ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୩ ସହରକୁ ରେଡ୍‌ ଆଲର୍ଟ
-କଟକ, ଭୁବନେଶ୍ବର ସହ ବାଲେଶ୍ବରକୁ ରେଡ୍‌ ଆଲର୍ଟ
-ରେଡ୍‌ ଆଲର୍ଟ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର

#୩_ସହରକୁ_ରେଡ୍‌_ଆଲର୍ଟ -ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୩ ସହରକୁ ରେଡ୍‌ ଆଲର୍ଟ -କଟକ, ଭୁବନେଶ୍ବର ସହ ବାଲେଶ୍ବରକୁ ରେଡ୍‌ ଆଲର୍ଟ -ରେଡ୍‌ ଆଲର୍ଟ ଜାରି କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର #Weatherupdate #OTV
account_circle
ଓଟିଭି(@otvkhabar) 's Twitter Profile Photo


-ତାତିରୁ ନିସ୍ତାର ନାହିଁ; ସାଢ଼େ ୧୧ ସୁଦ୍ଧା ତାପମାତ୍ରା ୪୪ ଟପିଲା
-ବାଲେଶ୍ବର ୪୪.୧ ଡିଗ୍ରୀ ସେଲସିୟସ୍‌ ସହ ସର୍ବାଧିକ
-ଭୁବନେଶ୍ବର ୪୩.୬, ଝାରସୁଗୁଡ଼ା ୪୨.୫ ଡିଗ୍ରୀ
-କେନ୍ଦୁଝର ୪୧.୪, ଚାନ୍ଦବାଲି ୪୧.୨, ରାଉରକେଲା ୪୦.୪

#ସାଢ଼େ_୧୧ରେ_୪୪_ପାର୍‌ -ତାତିରୁ ନିସ୍ତାର ନାହିଁ; ସାଢ଼େ ୧୧ ସୁଦ୍ଧା ତାପମାତ୍ରା ୪୪ ଟପିଲା -ବାଲେଶ୍ବର ୪୪.୧ ଡିଗ୍ରୀ ସେଲସିୟସ୍‌ ସହ ସର୍ବାଧିକ -ଭୁବନେଶ୍ବର ୪୩.୬, ଝାରସୁଗୁଡ଼ା ୪୨.୫ ଡିଗ୍ରୀ -କେନ୍ଦୁଝର ୪୧.୪, ଚାନ୍ଦବାଲି ୪୧.୨, ରାଉରକେଲା ୪୦.୪ #Weather #Heatwave #OTV
account_circle
ଓଟିଭି(@otvkhabar) 's Twitter Profile Photo


-ବଡ଼ମ୍ବା: ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍‌; ୩ ଆହତ
-୩ ଆହତଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
-ବଡ଼ମ୍ବା ଟାଉନ ନିକଟରେ ରାଲି ବେଳେ ମାଡିଗଲା ଟ୍ରକ୍‌
-୩ ଜଣଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ସୂଚନା

#ବିଧାୟକଙ୍କ_ରାଲିରେ_ମାଡିଗଲା_ଟ୍ରକ୍‌ -ବଡ଼ମ୍ବା: ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍‌; ୩ ଆହତ -୩ ଆହତଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର -ବଡ଼ମ୍ବା ଟାଉନ ନିକଟରେ ରାଲି ବେଳେ ମାଡିଗଲା ଟ୍ରକ୍‌ -୩ ଜଣଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ସୂଚନା #Accident #Badamba #Cuttack #OTV
account_circle
ଓଟିଭି(@otvkhabar) 's Twitter Profile Photo


ଢେଙ୍କାନାଳ: ବ୍ରିଜ୍‌ ତଳକୁ ଖସି ପଡ଼ିଲା ବାଲି ବୋଝେଇ ଟିପ୍ପର । ଗଁନ୍ଦିଆ ଥାନା ସନ୍ଥପୁର ବ୍ରିଜ୍‌ରୁ ତଳକୁ ଖସି ପଡ଼ିଲା ଟିପ୍ପର । ବ୍ରିଜ୍‌ ବାଡ଼ାରେ ବସିଥିବା ନାବାଳକ ସହ ଡ୍ରାଇଭର ଗୁରୁତର । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କଲା ପୋଲିସ

account_circle
ଓଟିଭି(@otvkhabar) 's Twitter Profile Photo

ବାଜିରେ ଲାଗିଛି ଜୀବନ; ନଦୀ ଉପରେ ନାହିଁ ବ୍ରିଜ୍, ଡଙ୍ଗା ହିଁ ସାହାଭରସା

otvkhabar.in/news/odisha/wi…

account_circle
ଓଟିଭି(@otvkhabar) 's Twitter Profile Photo


ଆଜି ଓ କାଲି ପାଇଁ ତାତିରୁ ନିସ୍ତାର ନାହିଁ, ୪୧ ଉପରେ ରହିପାରେ । ୨ରୁ ଦିନ ତାପମାତ୍ରା ୧ କିମ୍ବା ୨ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ

account_circle
ଓଟିଭି(@otvkhabar) 's Twitter Profile Photo


ମାଲକାନଗିରି: ଏନ୍‌କାଉଣ୍ଟରରେ ଟଳିଲେ ୪ ମାଓବାଦୀ । ଛତିଶଗଡ଼ ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର । DRG, STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ । ୪ ମାଓବାଦୀ ନିପାତ, ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି

account_circle
ଓଟିଭି(@otvkhabar) 's Twitter Profile Photo


ଆଜି ଓ କାଲି ପାଇଁ ତାତିରୁ ନିସ୍ତାର ନାହିଁ, ୪୧ ଉପରେ ରହିପାରେ । ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ୨ରୁ ଦିନ ତାପମାତ୍ରା ୧ କିମ୍ବା ୨ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ।

account_circle
ଓଟିଭି(@otvkhabar) 's Twitter Profile Photo


-ଆଜି ପୁଣି ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ ଜାରି
-ଭୁବନେଶ୍ବର ଓ କଟକରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା
-ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ରେଡ୍‌ ଆଲର୍ଟ

#ଟ୍ବିନ୍‌_ସିଟିକୁ_ରେଡ୍‌_ଆଲର୍ଟ -ଆଜି ପୁଣି ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ ଜାରି -ଭୁବନେଶ୍ବର ଓ କଟକରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା -ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ରେଡ୍‌ ଆଲର୍ଟ #Weather #OTV
account_circle