Our little warriors are aware and took Oath For Fight against Malaria , Sensitisation Meeting at Kaimati High School,Sadar ,Dhenkanal.
#MalariaFreeDkl
Please take appropriate action in view of this news paper
CMO Odisha Naveen Patnaik Pradeep Jena IAS MoSarkar 5T Vkpandianfanclub ChiefSecyOdisha Rural Water Supply and Sanitation, Odisha Panchayati Raj and Drinking Water Department RWSS DHENKANAL lohanisk Hindol Block Sub-Collector, Hindol
#ଜଳିଗଲା_ବସ୍_ଅଳ୍ପକେ_ବର୍ତ୍ତିଲେ_ଯାତ୍ରୀ
-ଢେଙ୍କାନାଳ: ନିଆଁ ଲାଗି ଜଳିଗଲା ବସ୍, ବର୍ତ୍ତିଗଲେ ଯାତ୍ରୀ
-ଏନ୍ଏଚ୍ ୫୫ ଆନନ୍ଦନଗର ନିକଟରେ ଜଳିଗଲା ବସ୍
-ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଦମକଳ ବାହିନୀ ଦ୍ବାରା ନିଆଁ ଆୟତ୍ତ
-ବସ୍ଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ଅଘଟଣ
#Dhenkanal #BusFire #nirbhikakhabar
ହିନ୍ଦୋଳ ର #ସାତମାଇଲି ଛକ ଠାରେ ଏକ ନିରୀହ ବାଛୁରୀ ଛୁଆ ଟି ଗୋଡ଼ ଟି #ଗାଡ଼ିଧକ୍କା ହୋଇ ବହୁତ୍ କଷ୍ଟ ରେ ଚାଲୁଛି ଅଛି ଏଥି ପ୍ରତି ଦୃଷ୍ଟି ଦିଆଯିବା କୁ ଅନୁରୋଧ l CMO Odisha ChiefSecyOdisha Directorate of AH&VS Odisha Odisha Veterinary Service Association Dhenkanal Fisheries & ARD Department CSC SPV DHENKANAL MoSarkar 5T
#ଢେ଼ଙ୍କାନାଳ ଜିଲ୍ଲା #କାମାକ୍ଷାନଗର ବ୍ଲକ #ଅଁଲାବେରେଣୀ ଗାଁର #ଅଗ୍ନିଘlଟ ଘଟି #୬ଟି ପରିବାରଙ୍କ #ଘର ସହ #ଲକ୍ଷାଧିକ_ଜିନିଷ ପତ୍ର #ଧ୍ୱଂସ ହୋଇଯାଇଛି। ତୁରନ୍ତ #ଅଗ୍ନି_ବିପନ୍ନ ପରିବାରଙ୍କୁ #ଆର୍ଥିକ ସହାୟତା ସହ #ଆବାସ ଯୋଗାଇ ଦିଆଯାଉ। DEOC Dhenkanal SRC, Govt of Odisha Pradeep Jena IAS CMO Odisha District Dhenkanal
#Dhenkanal #Congress #susmitasinghdeo
ପ୍ରଚଣ୍ଡ ତାତିରେ ଷ୍ଟଲ ଖୋଲି ଲୋକଙ୍କୁ ଦହି ସର୍ବତ ଓ ଥଣ୍ଡା ପାନୀୟ ଜଳ ବାଣ୍ଟୁଛନ୍ତି ଢେଙ୍କାନାଳ ସଦର ବିଧାନସଭାର କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ସିଂହଦେଓ ।
Congress Odisha Congress
ଢ଼େଙ୍କାନାଳ:ଗଁନ୍ଦିଆ ବ୍ଲକ ବେଗା ପଞ୍ଚାୟତର ଗୋଠତଇଳା ଗ୍ରାମର ନଳକୂପର ତିନି ମାସରୁ ଅଧିକ ହେବ ଅଚଳ ଅବସ୍ଥା ଅଛି l ଗ୍ରାବାସୀମାନେ ପାନୀୟଜଳ ରୁ ବଞ୍ଚିତ l
CMO Odisha ChiefSecyOdisha Pradeep Jena IAS Vkpandianfanclub Panchayati Raj and Drinking Water Department Department of Drinking Water & Sanitation (#DDWS) Anu Garg lohanisk RWSS DHENKANAL Amrit Ruturaj
🌿🔥 Urgent Attention: The forest of Sarang, Dhenkanal is under threat! As a concerned citizen, I urge the Odisha Forest, Env. and Climate Change Department & DFO DHENKANAL and District Dhenkanal to take immediate action against the fire engulfing our precious natural resources.
Please look into this matter & take necessary actions as soon as possible
CMO Odisha Pradeep Jena IAS MoSarkar 5T
'ଆଦି ପୁରା ପାଣି ସମସ୍ଯାର ସମାଧାନ ହେଉନି'
Panchayati Raj and Drinking Water Department Rural Water Supply and Sanitation, Odisha RWSS DHENKANAL
#ବ୍ରିଜ୍ରୁ_ଖସିଲା_ଟିପ୍ପର
ଢେଙ୍କାନାଳ: ବ୍ରିଜ୍ ତଳକୁ ଖସି ପଡ଼ିଲା ବାଲି ବୋଝେଇ ଟିପ୍ପର । ଗଁନ୍ଦିଆ ଥାନା ସନ୍ଥପୁର ବ୍ରିଜ୍ରୁ ତଳକୁ ଖସି ପଡ଼ିଲା ଟିପ୍ପର । ବ୍ରିଜ୍ ବାଡ଼ାରେ ବସିଥିବା ନାବାଳକ ସହ ଡ୍ରାଇଭର ଗୁରୁତର । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କଲା ପୋଲିସ
#Dhenkanal #OTV
In presence of Collector Angul & Collector Dhenkanal one day brainstorming training session on Candidate Nomination, Scrutiny, Affidavit etc. through Suvidha/ ENCORE Portal and other election related preparedness held today at Circuit House Conference hall. CEO Odisha
Loving Sairam..
With the Blessings of Sri Sathya Sai Baba, District level Mahila Conference program was organised at Parajang Samithi of Dhenkanal district on 28.04.2024.
#mahilaconference
#MahilaWing
#Dhenkanal
-Media Team