Samir Ranjan Dash(@samirdash01) 's Twitter Profileg
Samir Ranjan Dash

@samirdash01

Former School & Mass Education Minister, Government of Odisha

ID:723192911194521600

calendar_today21-04-2016 16:53:21

1,7K Tweets

163,8K Followers

8 Following

Samir Ranjan Dash(@samirdash01) 's Twitter Profile Photo

ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ଦୁଃଖିତ ଓ ମର୍ମାହତ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

account_circle
Samir Ranjan Dash(@samirdash01) 's Twitter Profile Photo

ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଡାଃ. କମଳା ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ 😭
ଜନସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ
ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଉଛି।🙏

account_circle
Samir Ranjan Dash(@samirdash01) 's Twitter Profile Photo

ଇଦ୍‌ ଅବସରରେ ଧନୁଆଁ ପଞ୍ଚାୟତ ରଡ଼ ବଜାର ଅବସରର.....

account_circle
Samir Ranjan Dash(@samirdash01) 's Twitter Profile Photo

ମୋ ମାଟିର ଗର୍ବ ଓ ଗୌରବ ଓଡ଼ିଶାର ପ୍ରତିଭା ଶାନ୍ତିଲତା ବାରିକ ଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ 😭
ଅମର ଆତ୍ମାର ସଦଗତି କାମନା କରୁଛି 🙏

ମୋ ମାଟିର ଗର୍ବ ଓ ଗୌରବ ଓଡ଼ିଶାର ପ୍ରତିଭା ଶାନ୍ତିଲତା ବାରିକ ଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ 😭 ଅମର ଆତ୍ମାର ସଦଗତି କାମନା କରୁଛି 🙏
account_circle
Samir Ranjan Dash(@samirdash01) 's Twitter Profile Photo

ନିମାପଡ଼ା _ଗୋପ ନିର୍ବାଚନ ମଣ୍ଡଳୀରେ ଦୋଳ ଉତ୍ସବ ଅବସରରେ...

account_circle
Samir Ranjan Dash(@samirdash01) 's Twitter Profile Photo

ଅଣ୍ଢିଆ ସାହି ସୁଦର୍ଶନ ବେହେରାଙ୍କ ପିତା ମନମୋହନ ବେହେରାଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେବା ଅବସରରେ....
ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ 🙏

ଅଣ୍ଢିଆ ସାହି ସୁଦର୍ଶନ ବେହେରାଙ୍କ ପିତା ମନମୋହନ ବେହେରାଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେ ଯୋଗ ଦେବା ଅବସରରେ.... ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ 🙏
account_circle
Samir Ranjan Dash(@samirdash01) 's Twitter Profile Photo

ନିମାପଡ଼ା ୮ନମ୍ବର ୱାର୍ଡ ଦୀପିରେଣ୍ଟl ଅଷ୍ଟ ପ୍ରହରୀରେ ନାମ ଯଜ୍ଞରେ....

account_circle
Samir Ranjan Dash(@samirdash01) 's Twitter Profile Photo

ଦୁଃଖିତ ଓ ମର୍ମାହତ 😭
ଅମର ଆତ୍ମାର ସଦଗତି କାମନା କରୁଛି 🙏

ଦୁଃଖିତ ଓ ମର୍ମାହତ 😭 ଅମର ଆତ୍ମାର ସଦଗତି କାମନା କରୁଛି 🙏
account_circle
Samir Ranjan Dash(@samirdash01) 's Twitter Profile Photo

ନିମାପଡ଼ା ବ୍ଲକ ଚାରିଛକ ଠାରେ ହେଉଥିବା ଓମ୍ ଶାନ୍ତି ରାଜ୍ୟ ସ୍ତରୀୟ ସମ୍ମିଳନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲି l

ନିମାପଡ଼ା ବ୍ଲକ ଚାରିଛକ ଠାରେ ହେଉଥିବା ଓମ୍ ଶାନ୍ତି ରାଜ୍ୟ ସ୍ତରୀୟ ସମ୍ମିଳନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲି l
account_circle