NandighoshaTV(@NandighoshaTV) 's Twitter Profile Photo

..

ଯେଉଁମାନେ ଏସବୁ କରୁଛନ୍ତି ସେମାନେ ନିଜର ନିଜେ କ୍ଷତି କରୁଛନ୍ତି ..
ମୋର କୌଣସି କ୍ଷତି ହେବନି ..
ଧର୍ମ ଉପରେ ମୋର ବିଶ୍ୱାସ ଅଛି, ଅଧର୍ମ ମୋର କିଛି କରିପାରିବ ନାହିଁ ..

account_circle
Odisha Sambad(@Odisha_Sambad) 's Twitter Profile Photo

ସେଣ୍ଟ୍ରାଲ ଫୋରେନସିକ୍‌ ଲାବ୍‌ ଯିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ମୋବାଇଲ୍‌ ଫୋନ୍‌

account_circle
Kanak News(@kanak_news) 's Twitter Profile Photo

,

ଜେଲରୁ ମକୁଳିବା ପରେ ସମାଜ ସେବାରେ ଲାଗିଛନ୍ତି ଅର୍ଚ୍ଚନା ନାଗ । ବସ୍ତିବାସିନ୍ଦାଙ୍କୁ ଖାଇବାକୁ ଦେବା ସହ ମହିଳାମାନଙ୍କୁ ଶାଢୀ ବାଣ୍ଟିଲେ ଅର୍ଚ୍ଚନା । ଛୋଟ ଛୁଆଙ୍କୁ ଖୁଆଇଦେଲେ ଭାତ , ଡ଼ାଲି

account_circle
Suchanatv24x7(@suchanatv24x7) 's Twitter Profile Photo


ଅର୍ଚ୍ଚନା ନାଗଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ
ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ନାଁରେ ଥିଲା ଅଭିଯୋଗ
ଅକ୍ଷୟ ପରିଜା ଆଣିଥିଲେ ବ୍ଲାକମେଲ୍ ଅଭିଯୋଗ
ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ପୋଲିସ

#BREAKING  
ଅର୍ଚ୍ଚନା ନାଗଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ
ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ନାଁରେ ଥିଲା ଅଭିଯୋଗ
ଅକ୍ଷୟ ପରିଜା ଆଣିଥିଲେ ବ୍ଲାକମେଲ୍ ଅଭିଯୋଗ
ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ପୋଲିସ
#ArchanaNag 
#highcourt
account_circle
Argus News(@ArgusNews_in) 's Twitter Profile Photo

| 'Yes... of course...' says honeytrap mastermind on being asked by media persons whether she will speak up & expose those involved

She was released from Jharpara Special Jail today after HC granted her bails in all three cases, the latest being the ED case

account_circle
ଓଟିଭି(@otvkhabar) 's Twitter Profile Photo

..’
ED ଅଫିସରୁ ବାହାରିଲେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ.. ବାହାରକୁ ବାହାରିବା ପରେ ଏମିତି ପ୍ରତିକ୍ରିୟା ଦେଲେ..

account_circle
Biswanath Das(@BDas18) 's Twitter Profile Photo

How many MLA /Political leaders having physical relationship with their That we have noticed from case & some R forced to do this & some R on their own will!

How many MLA /Political leaders having physical relationship with their #DaughterAgeGirls That we have noticed from #ArchanaNag #SexScandal case & some #Girls R forced to do this & some R on their own will!
account_circle
ଓଟିଭି(@otvkhabar) 's Twitter Profile Photo

- ଅର୍ଚ୍ଚନା
ଇଡି ଅଫିସରୁ ବାହାରିଲେ ହନିଟ୍ରାପ୍‌ ଅଭିଯୁକ୍ତ ଅର୍ଚ୍ଚନା ନାଗ । ୧ ଘଣ୍ଟା ପରେ ସ୍ୱାମୀ ଜଗବନ୍ଧୁଙ୍କ ସହ ବାହାରିବା ପରେ ଅର୍ଚ୍ଚନା ପ୍ରତିକ୍ରିୟା ରଖିଛନ୍ତି ।

account_circle
Odisha Reporter(@OdishaReporter) 's Twitter Profile Photo


ଆଜି ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା। ବ୍ଲାକମେଲିଂ ସାମ୍ରାଜ୍ୟ ସମ୍ପର୍କରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ସେ କହିଥିଲେ, ସବୁ ତଥ୍ୟ ପ୍ରମାଣ ମୁଁ କୋର୍ଟରେ ଦାଖଲ କରିବି। ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ।

account_circle
NandighoshaTV(@NandighoshaTV) 's Twitter Profile Photo


ଜେଲରୁ ମୁକୁଳିଲେ ହନି ଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ...
ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତ ମୂଳକ ଜାମିନ ..

account_circle
News18 Odia(@News18Odia) 's Twitter Profile Photo

ଜେଲରୁ ବାହାରିବା ପରେ ପରୀକ୍ଷା ଦେବାକୁ ଗଲେ ଅର୍ଚ୍ଚନା ନାଗ । କ୍ୟାପିଟାଲ ଲୋ' କଲେଜରେ ଲୋ' କରୁଛନ୍ତି ଅର୍ଚ୍ଚନା

ଜେଲରୁ ବାହାରିବା ପରେ ପରୀକ୍ଷା ଦେବାକୁ ଗଲେ ଅର୍ଚ୍ଚନା ନାଗ । କ୍ୟାପିଟାଲ ଲୋ' କଲେଜରେ ଲୋ' କରୁଛନ୍ତି ଅର୍ଚ୍ଚନା

#ArchanaNag #Bhubaneswar
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


👉🏻ଖଣ୍ଡଗିରି ଥାନା ମାମଲାରେ ଜାମିନ ଦେଲେ ହାଇକୋର୍ଟ
👉🏻ସାକ୍ଷୀଙ୍କୁ ପ୍ରଭାବିତ କରିବେନି, ବାହାରେ ବୟାନବାଜି ମନା
👉🏻ମୋଟ ୩ଟି ମାମଲାରୁ ୨ଟିରେ ମିଳିଲା ଜାମିନ
👉🏻କେବଳ ଇଡି ମାମଲାରେ ବେଲ୍ ପାଇନାହାନ୍ତି ଅର୍ଚ୍ଚନା

#ଅର୍ଚ୍ଚନା_ନାଗଙ୍କୁ_ଜାମିନ
👉🏻ଖଣ୍ଡଗିରି ଥାନା ମାମଲାରେ ଜାମିନ ଦେଲେ ହାଇକୋର୍ଟ
👉🏻ସାକ୍ଷୀଙ୍କୁ ପ୍ରଭାବିତ କରିବେନି, ବାହାରେ ବୟାନବାଜି ମନା
👉🏻ମୋଟ ୩ଟି ମାମଲାରୁ ୨ଟିରେ ମିଳିଲା ଜାମିନ
👉🏻କେବଳ ଇଡି ମାମଲାରେ ବେଲ୍ ପାଇନାହାନ୍ତି ଅର୍ଚ୍ଚନା
#ArchanaNag #HoneyTrap #Odisha
account_circle
Argus News(@ArgusNews_in) 's Twitter Profile Photo

| Odisha honeytrap case prime accused alleges being threatened by 2 miscreants while she was on her way to appear for an examination in

account_circle
OdishaNewsLive(@OdishaNews_Live) 's Twitter Profile Photo

Crime Corner 🔴 ମୁଁ ଏକା କାଫି - ଅର୍ଚ୍ଚନା ନାଗ ❗ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଯେଉଁ ରାଜନେତା, ପ୍ରାଶାସନିକ ଅଧିକାରୀ ମୋତେ ବଦନାମ କରିଛନ୍ତି ସେମାନେ ଖୁବ୍‌ଶୀଘ୍ର କାଠଗଡ଼ାକୁ ଟଣାହେବେ, ED କାର୍ଯ୍ୟାଳୟରେ ହାଜର ସମୟରେ କିଛି ଏଭଳି ବୟାନ ରଖିଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ

account_circle
OdishaNewsLive(@OdishaNews_Live) 's Twitter Profile Photo

News Flash 🔴 ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ, ED ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ମୁକୁଳିଲେ ଅର୍ଚ୍ଚନା, ପତ୍ନୀ ଅର୍ଚ୍ଚନାଙ୍କୁ ନେବାକୁ ଆସିଥିଲେ ସ୍ୱାମୀ ଜଗବନ୍ଧୁ ଚାନ୍ଦ

account_circle
Kanak News(@kanak_news) 's Twitter Profile Photo

ରାଜନୀତି କରିବେ ଅର୍ଚ୍ଚନା ନାଗ ! ବ୍ଲାକମେଲିଂ ମାମଲାରେ ଜାମିନରେ ଆସିଥିବା ଅର୍ଚ୍ଚନାଙ୍କ ବଡ ବୟାନ
kanaknews.com/archana-will-f…

ରାଜନୀତି କରିବେ ଅର୍ଚ୍ଚନା ନାଗ ! ବ୍ଲାକମେଲିଂ ମାମଲାରେ ଜାମିନରେ ଆସିଥିବା ଅର୍ଚ୍ଚନାଙ୍କ ବଡ ବୟାନ #Odisha #KanakNews #ArchanaNag 
kanaknews.com/archana-will-f…
account_circle
MADHURI MOHANTY 🌸Nilam🌸(@mohanty_madhuri) 's Twitter Profile Photo

ଜେଲରୁ ବାହାରି ଆଇନ ପରୀକ୍ଷା ଦେବାକୁ ଗଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ

ଜେଲରୁ ବାହାରି ଆଇନ ପରୀକ୍ଷା ଦେବାକୁ ଗଲେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ
#ArchanaNag #Bhubaneswar #Odisha
account_circle