CMO Odisha(@CMO_Odisha) 's Twitter Profile Photo

ଗତ ବର୍ଷ ଅଗ୍ରାଧିକାର ଭିତ୍ତିରେ ରାଜ୍ୟ ସରକାର ୪୪ଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରି ଲକ୍ଷାଧିକ ଚାଷୀଙ୍କ ମୁହଁରେ ହସ ଫୁଟାଇଛନ୍ତି। ଚାଷୀଙ୍କ ସମୃଦ୍ଧି ସାରା ରାଜ୍ୟର ସମୃଦ୍ଧି ନିଶ୍ଚିନ୍ତ କରେ। ଏହି ସଂକଳ୍ପକୁ ବାସ୍ତବତାରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି।

account_circle
Alok Kumar behera(@alokKum93336541) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
CMO Odisha(@CMO_Odisha) 's Twitter Profile Photo

ଚାଷୀଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟରେ ଉଦ୍ୟାନ କୃଷି କ୍ଷେତ୍ରର ବିକାଶକୁ ମିଳୁଛି ଗୁରୁତ୍ୱ। ଚଳିତ ରେ ₹୩୮୧ କୋଟିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହା ଉଦ୍ୟାନ କୃଷିକୁ ଆହୁରି ବ୍ୟାପକ କରିବା ସହ ଚାଷୀଙ୍କ ଆର୍ଥିକ ବିକାଶରେ ଗ୍ରହଣ କରୁଛି ପ୍ରମୁଖ ଭୂମିକା।

account_circle
CMO Odisha(@CMO_Odisha) 's Twitter Profile Photo

ସୁଧ ରିହାତି ଚାଷୀଙ୍କ ଜୀବନରେ ଆଣୁଛି ଉନ୍ନତି। ରାଜ୍ୟ ସରକାରଙ୍କ ପକ୍ଷରୁ ୩୫ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ₹୪୪୧.୭୬ କୋଟିର ସୁଧ ରିହାତି ପ୍ରଦାନ କରାଯାଇଛି। ଏଥିସହ ଚାଷୀଙ୍କ ପାଇଁ ଯୋଗାଇ ଦିଆଯାଉଛି ବିନା ସୁଧରେ ₹୧ ଲକ୍ଷ ପର୍ଯ୍ୟନ୍ତ ଋଣ। ଏହା ଚାଷୀଙ୍କୁ ଅଧିକ ସଶକ୍ତ ଓ କୃଷିକ୍ଷେତ୍ରକୁ ଅଧିକ ସମୃଦ୍ଧ କରିବ।

account_circle
CMO Odisha(@CMO_Odisha) 's Twitter Profile Photo

ଚାଷୀଙ୍କ ଫସଲ ବୀମା ଚିନ୍ତା ହେବ ଦୂର, ବୀମା ବାବଦ ପ୍ରିମିୟମ ରାଶି ବହନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ୨୦୨୩ ଖରିଫରୁ ୨୦୨୫-୨୬ ରବି ଫସଲ ଋତୁ ପର୍ଯ୍ୟନ୍ତ ମିଳିବାକୁ ଥିବା ଏହି ସୁବିଧା ଦ୍ଵାରା ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବା ସହ ରାଜ୍ୟରେ ଚାଷ ଓ ଚାଷୀଙ୍କ ସମୃଦ୍ଧି ଧାରା ଆହୁରି ତ୍ୱରାନ୍ୱିତ ହେବ।

account_circle
Sarat Kumar Samal(@samal_sarat) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
CMO Odisha(@CMO_Odisha) 's Twitter Profile Photo

‘ସୌର ଜଳନିଧି’ ଦ୍ୱାରା ବିଜୁଳି ଅପହଞ୍ଚ ଅଞ୍ଚଳର ଚାଷ ଜମିରେ ସୁନିଶ୍ଚିତ ହେଉଛି ଜଳସେଚନ। ଫସଲ ଉତ୍ପାଦନ ସହ ଚାଷୀଙ୍କ ଆୟ ବୃଦ୍ଧିରେ ହେଉଛି ସହାୟକ। ରାଜ୍ଯର ଦୁର୍ଗମ ଅଞ୍ଚଳରେ ଚାଷୀଙ୍କ ପାଇଁ ଏହା ବରଦାନ ସାବ୍ୟସ୍ତ ହେଉଥିବା ବେଳେ ଚଳିତ  ରେ ଏଥିପାଇଁ ₹୨୫୦ କୋଟି ହୋଇଛି ବ୍ୟୟବରାଦ।

account_circle
Rajakishore Sahoo(@Rajakis79207538) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
JOGENDRA KUMAR SAHOO(@JOGENDR75814781) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
Omm prasad Bisoi(@OBisoi67608) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
nandabrahma22836@Gmali.com(@nandabrahm22836) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
somyakhandai2(@somyakhandai2) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
Sandhyarani Das(@SandhyaDasBJD) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
Brahmananda sahoo(@Brahmanand68711) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
Dipa Kumari Sahu(@ChairP_Ckt_NAC) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
Rama Chandra Mohanty(@RamaCha77849822) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
AGNIBESH BHASKAR(@AGNIBESH73572) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
Satyendra Kumar Dash(@SatyendraDash) 's Twitter Profile Photo

କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle
CMO Odisha(@CMO_Odisha) 's Twitter Profile Photo

ରାଜ୍ୟରେ ଚାଷ ଓ ଚାଷୀଙ୍କ ସମୃଦ୍ଧିକୁ ମିଳୁଛି ପ୍ରାଥମିକତା। କୃଷି ବିବିଧିକରଣ ଦିଗରେ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ₹୫୦୦ କୋଟି ପାଣ୍ଠିର କରାଯାଇଛି ବ୍ୟବସ୍ଥା। ଏଥିରେ ପାଖାପାଖି ୧ଲକ୍ଷ ଚାଷୀ ଉପକୃତ ହେବା ସହ ଅଣଧାନ ଚାଷ ଦିଗରେ ଆହୁରି ସୁଦୃଢ଼ ହେବ ମାର୍ଗ।

account_circle
Rashmi Mishra(@RashmiMish70320) 's Twitter Profile Photo

Jày nabín babu Jay 🙏🏼 🙏🏼 କୃଷିର ବିକାଶ ସହ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିକୁ ମିଳୁଛି ପ୍ରାଥମିକତା। ରାଜ୍ୟର ୬୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ପରିବାରଙ୍କୁ ₹୧,୨୯୩ କୋଟିରୁ ଊର୍ଦ୍ଧ୍ୱ 'କାଳିଆ' ସହାୟତା ରାଶି ପ୍ରଦାନ କରାଯାଇଛି। ଚାଷୀଙ୍କ ମନୋବଳ ବଢୁଛି, କୃଷି କ୍ଷେତ୍ର ସମୃଦ୍ଧ ହେଉଛି।

account_circle