Technoart Productionz(@TechnoartProd) 's Twitter Profile Photo

ମତେ ତୋ ଆଖିର ଲୁହ କରି ଦେ,
ତୋ କଜଳେ ଭିଜିବି
ତୋ ପଲକେ ଜିଇଁବି
ତୋ ଓଠରେ ମରିଯିବି ମୁଁ ସବୁଦିନ ପାଇଁ

TheFilm

ମତେ ତୋ ଆଖିର ଲୁହ କରି ଦେ,
ତୋ କଜଳେ ଭିଜିବି
ତୋ ପଲକେ ଜିଇଁବି
ତୋ ଓଠରେ ମରିଯିବି ମୁଁ ସବୁଦିନ ପାଇଁ

#Trikanya #TrikanyaTheFilm #technoartproductionz #amiyapatnaikproductions #ollywood #OdiaFilm
account_circle
Technoart Productionz(@TechnoartProd) 's Twitter Profile Photo

ମୋ ଛାତିର କୋକେଇରେ
ମୋ ସପନ ଜଳୁଥାଏ
ମୁଁ ଏତିକି ବୁଝିବାକୁ ଡରେ !
ହଁ ମୋ ଛାଇକୁ ବି ମୁଁ
ଦେଖି ଦେଖି ଡରୁଛି
ମୁଁ ଜାଣେନି କହିବି କାହାକୁ !

TheFilm

ମୋ ଛାତିର କୋକେଇରେ
ମୋ ସପନ ଜଳୁଥାଏ
ମୁଁ ଏତିକି ବୁଝିବାକୁ ଡରେ !
ହଁ ମୋ ଛାଇକୁ ବି ମୁଁ
ଦେଖି ଦେଖି ଡରୁଛି
ମୁଁ ଜାଣେନି କହିବି କାହାକୁ !

#Trikanya #TrikanyaTheFilm #pratikshyathefilm #anupampatnaik #amiyapatnaikproductions #technoartproductionz #ollywood #OdiaFilm #odiaactor #bhubaneswar
account_circle
Sach Moon(@sach_moon) 's Twitter Profile Photo

Finally, what all of you were waiting for! The much awaited trailer of TriKanya will be releasing on 20th February! Mark your calendars!
thefilm

account_circle