Shree Jagannatha(@JagannathaDham) 's Twitter Profile Photo

ଅସୁରେଶ୍ୱର ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ
Nabajouban Darshan of Mahaprabhu at Asureswara Jagannatha temple

account_circle
Pratap Jena(@jenapratap66) 's Twitter Profile Photo

ଅସୁରେଶ୍ୱର ଗୋମଙ୍ଗଳ ସମିତି ପକ୍ଷରୁ ୭୬ ତମ ବର୍ଷିକ ଉତ୍ସବ ପାଳନ କରାଯାଇଛି।

ଅସୁରେଶ୍ୱର ଗୋରଖ୍ୟଣୀ ଗୋମଙ୍ଗଳ ସମିତିର ଆସନ୍ତା ହିରକ ଜୟନ୍ତୀ ପାଳନ ଅବସର ଆଲୋଚନା |

ଓଡ଼ିଆ ଜଗତ(@odiajagat) 's Twitter Profile Photo

ଅସୁରେଶ୍ୱର ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ
Nabajouban Darshan of Mahaprabhu at Asureswara Jagannatha temple

ଅସୁରେଶ୍ୱର  ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ 
Nabajouban Darshan of Mahaprabhu at Asureswara   Jagannatha temple
account_circle
Rajendra behera(@Rajendr21164137) 's Twitter Profile Photo

ଅସୁରେଶ୍ୱର ର ନାରଣ ଦାଦା କଂ ପ୍ରସିଦ୍ଧ ସପ୍ତପୁରୀ ଭାରି ସୁଆଦ

ଅସୁରେଶ୍ୱର ର ନାରଣ ଦାଦା କଂ ପ୍ରସିଦ୍ଧ ସପ୍ତପୁରୀ ଭାରି ସୁଆଦ
account_circle
Pratap Jena(@jenapratap66) 's Twitter Profile Photo

ଅସୁରେଶ୍ୱର ଗୋମଙ୍ଗଳ ସମିତି ର ୭୭ ତମ ବାର୍ଷିକ ଉତ୍ସବ ଓ ଗୋଷ୍ଠାଷ୍ଟମୀ ଅବସରରେ ।

BJP Odisha(@BJP4Odisha) 's Twitter Profile Photo

କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan (मोदी का परिवार)ଙ୍କ ଉପସ୍ଥିତିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱର ମଣ୍ଡଳର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjpଙ୍କ ଉପସ୍ଥିତିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱର ମଣ୍ଡଳର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
account_circle
Pratap Jena(@jenapratap66) 's Twitter Profile Photo

ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଗ୍ରାମପଞ୍ଚାୟତ ଠାରେ କର୍ମବୀର ଗୌରିଶଙ୍କର ରାୟ ଙ୍କ ବ୍ରୋଞ୍ଚ୍ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ଅସୁରେଶ୍ୱର ହାଇସ୍କୁଲ ର ୭୫ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍, ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଛନ୍ତି ।

ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଇଂ.ଶ୍ରୀ Ranjit Prasad Bhuyan(@RanjitGutu) 's Twitter Profile Photo

ତେଣୁ ମୁଁ ଯଦି କର୍ମ ନ କରିବି,ତେବେ ଏ ସମସ୍ତ ମଣିଷ ନଷ୍ଟଭ୍ରଷ୍ଟ ହେଇଯିବ ଏବଂ ମୁଁ ସଂକରତାର କର୍ତ୍ତା ହୋଇଯିବି ତଥା ଏହି ସମସ୍ତ ପ୍ରଜାଂକୁ ନଷ୍ଟ କରିବାର କାରଣ ହୋଇଯିବି॥

account_circle
Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

.BJP Odisha ର ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱର ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକରେ ଯୋଗଦେଲି ।

.@BJP4Odisha ର ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱର ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକରେ ଯୋଗଦେଲି ।
account_circle
Atanu sabyasachi(@AtanuMLA) 's Twitter Profile Photo

ବିଶିଷ୍ଠ ଶିକ୍ଷକ ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ମୁଁ ଦୁଃଖିତ | ତାଙ୍କର ସରଳ ଅମାୟିକ ବ୍ୟବହାର ତାଙ୍କୁ ଲୋକପ୍ରିୟ କରି ରଖିଥିଲା| ବିଜୁବାବୁଙ୍କର ସେ ଜଣେ ପ୍ରିୟ ମଣିଷ ଥିଲେ |ଅସୁରେଶ୍ୱର ଗୋରକ୍ଷଣୀର ସେ ଜଣେ ସକ୍ରିୟ ଶୁଭେଛୁ ଥିଲେ |ତାଙ୍କ ବିୟୋଗରେ ଆମେ ଜଣେ ଭଲ ମୁରବିଙ୍କୁ ହରାଇ ବସିଲୁ |

Shaikh Jahir mohammed(@ShaikhJahirmoh1) 's Twitter Profile Photo

ଆଜି ଅସୁରେଶ୍ୱର ପଞ୍ଚାୟତ ର ସମସ୍ତ ବୁଥ ମିଟିଙ୍ଗ ହୋଇଥିଲା।ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ କିପରି ବିଜେପି ୧୦୦୦ ରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ବିଜୟୀ ହେବ,ସେ ସମ୍ବନ୍ଧ ରେ ଆଲୋଚନା ହୋଇଥିଲା।

Ashok kumar sahoo ଅଶୋକ କୁମାର ସାହୁ 🇮🇳(@ashok24095326) 's Twitter Profile Photo

ଅସୁରେଶ୍ୱର ଗୋରକ୍ଷଣୀ ପ୍ଲାଟିନବ ଜୁବୁଲି ଅନୁଷ୍ଠିତ ତାରିଖ ଡିସେମ୍ବର 14, 15 ମହାକାଳପଡ଼ା ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଙ୍କ ଅଧ୍ୟକ୍ଷ ତା ରେ ହେଉଅଛି 🙏 pic.x.com/k2jwhbnetr

ZEE Odisha News(@ZeeOdisha) 's Twitter Profile Photo

କଟକ: ଗୌରୀଶଙ୍କର ରାୟଙ୍କ ଜନ୍ମପୀଠ ଅସୁରେଶ୍ୱର ଦୀକ୍ଷିତପଡ଼ାକୁ ଜାତୀୟ ସ୍ମାରକୀ ଘୋଷଣା ଦାବି...

account_circle
AMULYA CHANDRA SAHOO(@BAINA1969) 's Twitter Profile Photo

ଅସୁରେଶ୍ୱର ଏବଂ ସୁକରପଡା ସଂଘ ଦ୍ବୟ ର ମିଳିତ ଉତ୍ସବ ପୂଜା ସ୍ବର୍ଗତ ଗୁରୁଚରଣ ପାତ୍ର ଭାଈ ଙ୍କ ଗୃହାସନ ରେ (ଅସୁରେଶ୍ୱର)

ଅସୁରେଶ୍ୱର ଏବଂ ସୁକରପଡା ସଂଘ ଦ୍ବୟ ର ମିଳିତ ଉତ୍ସବ ପୂଜା ସ୍ବର୍ଗତ ଗୁରୁଚରଣ ପାତ୍ର ଭାଈ ଙ୍କ ଗୃହାସନ ରେ (ଅସୁରେଶ୍ୱର)
account_circle
Rashmi(@rasmiranjans) 's Twitter Profile Photo

ଏ ଭିଡିଓ ଟି କଟକ ନିଶ୍ଚିନ୍ତକୋଇଲି ଅସୁରେଶ୍ୱର ଦଧିବାମନଜିଉଙ୍କ ମାଉସୀ ମା ମନ୍ଦିର ସମ୍ମୁଖରେ ଥିବା ଏକ ପ୍ରତିମୂର୍ତ୍ତି। ଯାହା କି ବିକାଶର ଧାରା ଆଜି ପୋତିହୋଇପଡିଛି। କଣ ରାସ୍ତା କାମ ସମୟରେ ଏହାକୁ ଉପରକୁ ଉଠେଇ ପୁନର୍ବାର ସ୍ଥାପନା କରିହୋଇନଥାନ୍ତା? Cuttack DM Pratap Jena ମଞ୍ଜ କଥା🇮🇳 Ministry of Culture

account_circle
ZEE Odisha News(@ZeeOdisha) 's Twitter Profile Photo

ସାଲେପୁର: ଦୂର ହେବ ଅସୁରେଶ୍ୱର ଅଞ୍ଚଳର ବିଦ୍ୟୁତ୍ ସମସ୍ୟା...

account_circle
Santosh Nayak(@Nayaksantosh199) 's Twitter Profile Photo

ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଅସୁରେଶ୍ୱର ମଣ୍ଡଳର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୈଠକ ।