ଓଟିଭି(@otvkhabar) 's Twitter Profile Photo

ଭୁବନେଶ୍ୱର ପାଣ୍ଡରା ଜିଜିପି କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ । ଫାଷ୍ଟଫୁଡ୍ ସେଣ୍ଟରରେ ସର୍ଟସର୍କିଟରୁ ଲାଗିଲା ନିଆଁ । ଦୁଇଟି LPG ସିଲିଣ୍ଡର ବିସ୍ଫୋରଣ ପରେ ବ୍ୟାପିଲା ନିଆଁ । କଠିନ ପ୍ରୟାସ ପରେ ନିଆଁ ଲିଭାଇଲା ଅଗ୍ନିଶମ ବାହିନୀ ।

account_circle
ଓଟିଭି(@otvkhabar) 's Twitter Profile Photo

ନୀରଜ ଚୋପ୍ରାଙ୍କୁ ସ୍ୱର୍ଣ୍ଣ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା ।

account_circle
Odisha Reporter(@OdishaReporter) 's Twitter Profile Photo

ଗତକାଲି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କ ପଞ୍ଜରା ହାଡରେ ଆଘାତ ଲାଗିଥିବା ସୂଚନା ମିଳିଛି।

account_circle
Odisha Reporter(@OdishaReporter) 's Twitter Profile Photo


ଓଡ଼ିଶାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନବନ୍ଦରରୁ ସୋରଡ଼ା ଅଭିମୁଖେ ଗଲେ ଅମିତ ଶାହ । ଗଞ୍ଜାମ ଜିଲ୍ଲା ସୋରଡ଼ାରେ ସାଧାରଣ ସଭାରେ ଯୋଗଦେବେ ଶାହ । ପରେ କଟକରେ ଏକ ରୋଡ୍ ଶୋରେ ଯୋଗ ଦେବେ।

account_circle
Odisha Reporter(@OdishaReporter) 's Twitter Profile Photo


* ଓଡ଼ିଶାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
* ଭୁବନେଶ୍ୱର ବିମାନବନ୍ଦରରୁ ସୋରଡ଼ା ଅଭିମୁଖେ ଗଲେ
* ସୋରଡ଼ାରେ ସାଧାରଣ ସଭାରେ ଯୋଗଦେବେ ଶାହ

#ଓଡ଼ିଶାରେ_ଅମିତ_ଶାହ
* ଓଡ଼ିଶାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
* ଭୁବନେଶ୍ୱର ବିମାନବନ୍ଦରରୁ ସୋରଡ଼ା ଅଭିମୁଖେ ଗଲେ
* ସୋରଡ଼ାରେ ସାଧାରଣ ସଭାରେ ଯୋଗଦେବେ ଶାହ #Odisha #Amitshah #BJP
account_circle
Kanak News(@kanak_news) 's Twitter Profile Photo

କାଲି ପ୍ରଚାରରେ କମ୍ପିବ ଭୁବନେଶ୍ୱର । ରାଜଧାନୀରେ ଡବଲ୍ ରୋଡ୍ ସୋ’ । ସକାଳେ ନଡ୍ଡା, ସଞ୍ଜରେ ନବୀନ... ଶକ୍ତି ପ୍ରଦର୍ଶନ କରିବେ ଦୁଇ ଦଳ ।

account_circle
TP Central Odisha Distribution Ltd(@TPCentralOdisha) 's Twitter Profile Photo

ଜରୁରୀକାଳୀନ ଯାନ୍ତ୍ରିକ ଉନ୍ନତିକରଣ ଓ ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ କରିବା ପାଇଁ ମେ ୧୬ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଭଗବତୀ ବସ୍ତି, ପଟିଆ ଷ୍ଟେସନ୍ ଅଞ୍ଚଳ, ଡୁମଡୁମା ଫେଜ୍ - ୩ ଓ ୫ ଅଞ୍ଚଳ, ଡୁମଡୁମା ଗାଁ, ଦେବ ଗାଁ, ବସେରା କମ୍ପ୍ଲେକ୍ସ, ବେଗୁନିଆ, ଏଏସବିଏମ୍ ଅଞ୍ଚଳ, ପିଏଚଡି ଫେଜ୍-୪ ଅଞ୍ଚଳ, ନାରାୟଣ

account_circle
Prameya News7(@NEWS7Odia) 's Twitter Profile Photo

ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ରୋଡ଼ ସୋ କରିବେ ବିଜେଡି ନେତା ଭି କେ ପାଣ୍ଡିଆନ

account_circle
Narendra Modi(@narendramodi) 's Twitter Profile Photo

ଆମ ସରକାର ବ୍ୟାପକ କାର୍ଯ୍ୟ କରିଥିବା ବେଳେ ବିଜେଡି ତୃଣମୂଳ ସ୍ତରର ବାସ୍ତବତା ଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଏବଂ ଲୋକଙ୍କ ସମସ୍ୟା ସମାଧାନ କରିବାରେ ସ୍ଥାଣୁ ପାଲଟିଯାଇଛି । ସେମାନେ ଓଡ଼ିଶାର ମହାନ ସଂସ୍କୃତି ଓ ଲୋକାଚାରକୁ ସମ୍ପୂର୍ଣ୍ଣ ଭାବେ ଭୁଲ ବୁଝିଛନ୍ତି। ଭୁବନେଶ୍ୱର ଏବଂ ଓଡ଼ିଶା ରେକର୍ଡ ସଂଖ୍ୟାରେ ବିଜେପିକୁ ସମର୍ଥନ କରିବାରେ

ଆମ ସରକାର ବ୍ୟାପକ କାର୍ଯ୍ୟ କରିଥିବା ବେଳେ ବିଜେଡି ତୃଣମୂଳ ସ୍ତରର ବାସ୍ତବତା ଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଏବଂ ଲୋକଙ୍କ ସମସ୍ୟା ସମାଧାନ କରିବାରେ ସ୍ଥାଣୁ ପାଲଟିଯାଇଛି । ସେମାନେ ଓଡ଼ିଶାର ମହାନ ସଂସ୍କୃତି ଓ ଲୋକାଚାରକୁ ସମ୍ପୂର୍ଣ୍ଣ ଭାବେ ଭୁଲ ବୁଝିଛନ୍ତି। ଭୁବନେଶ୍ୱର ଏବଂ ଓଡ଼ିଶା ରେକର୍ଡ ସଂଖ୍ୟାରେ ବିଜେପିକୁ ସମର୍ଥନ କରିବାରେ
account_circle
ଓଟିଭି(@otvkhabar) 's Twitter Profile Photo

-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା
-ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ନୀରଜଙ୍କୁ ସ୍ୱର୍ଣ୍ଣ
-ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ
-ନିରାଶ କଲେ ଓଡ଼ିଆ ପୁଅ କିଶୋର ଜେନା

-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା
-ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ନୀରଜଙ୍କୁ ସ୍ୱର୍ଣ୍ଣ
-ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ
-ନିରାଶ କଲେ ଓଡ଼ିଆ ପୁଅ କିଶୋର ଜେନା
#Bhubaneswar #NeerajChopra
account_circle
Susant Kumar Rout(@susantroutmla) 's Twitter Profile Photo


ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ, ବି ଏମ ସି ୱାର୍ଡ ନଂ ୧୭ ପଥରବନ୍ଧ ଠାରେ ଆୟୋଜିତ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗଦେବା ଅବସରରେ...

account_circle
Adyasha(@Adyasha_FFJ) 's Twitter Profile Photo

ହାତରେ ନ ମରି ଭାତରେ ମାରିବା ଭଳି ବଢିଆ ବେଜିତ ଟେ ହେଲେ ପ୍ରସନ୍ନ ଆଚାର୍ଯ୍ୟ ବାବୁ l ନିଜ ଆକ୍ସିଡେଣ୍ଟ ବେଳେ ସିନା ଉଡ଼ାଜାହାଜ ରେ ଯାଇ ଭୁବନେଶ୍ୱର ରେ ଚିକିତ୍ସା ହେଲ, ଆମ ପାଖରେ ତ ପଇସା ନାହିଁ, ଆମେ କଣ କରିବୁ?

account_circle
ଓଟିଭି(@otvkhabar) 's Twitter Profile Photo


ମୁମ୍ବାଇ ଘାଟକୋପରରେ ଏକ ପେଟ୍ରୋଲ ପମ୍ପ ଉପରେ ଏକ ବିଶାଳ ବିଲବୋର୍ଡ ଭାଙ୍ଗିପଡ଼ି ୧୪ ଜଣଙ୍କ ଜୀବନ ଯିବା ପରେ, ସାରା ଦେଶରେ ଛନକା । ତେବେ ଏଭଳି ବିପଦସଂକୁଳ ହୋର୍ଡିଂକୁ ନେଇ ଟ୍ୱିନସିଟି ଭୁବନେଶ୍ୱର ଓ କଟକରେ କିଭଳି ରହିଛି ଚିତ୍ର, ସ୍ଥିତି ପରଖିଛି ଓଟିଭି ।...

account_circle
Susant Kumar Rout(@susantroutmla) 's Twitter Profile Photo

ନିର୍ବାଚନୀ ଶୋଭାଯାତ୍ରା - ଇଞ୍ଜଣା ଏବଂ ବରିମୁଣ୍ଡ ଗ୍ରାମ ପଞ୍ଚାୟତ (ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ)

ଏହି ଜନସମର୍ଥନ ଏବଂ ସ୍ନେହ ଦର୍ଶାଉଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକମାନଙ୍କର ଭଲପାଇବା ଏବଂ ଆଶୀର୍ବାଦ...

account_circle
Debasish Jena(@debamet55) 's Twitter Profile Photo

କଟକ ଓ ଭୁବନେଶ୍ୱର ରେ ତୀବ୍ର ବୃଷ୍ଟିପାତ ସହ ବିଜୁଳି ଜନିତ କାଳବୈଶାଖୀ ପକ୍ରିୟା.

କଟକ ଓ ଭୁବନେଶ୍ୱର ରେ ତୀବ୍ର ବୃଷ୍ଟିପାତ ସହ ବିଜୁଳି ଜନିତ କାଳବୈଶାଖୀ ପକ୍ରିୟା.
account_circle
Odisha Reporter(@OdishaReporter) 's Twitter Profile Photo

* ଭୁବନେଶ୍ୱର: ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ
* ୟୁନିଟ୍ ୬ ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ହିଂସା
* ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପିର ଅଭିଯୋଗ
* କ୍ୟାପିଟାଲ ଥାନାରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଅଭିଯୋଗ

*  ଭୁବନେଶ୍ୱର: ବିଜେପିର ପ୍ରଚାର ବେଳେ ମରଣାନ୍ତକ ଆକ୍ରମଣ
* ୟୁନିଟ୍ ୬ ୪୬ ନମ୍ବର ୱାର୍ଡ ଆଖଣ୍ଡଳମଣି ବସ୍ତିରେ ହିଂସା
* ବିଜେଡି କର୍ମୀ ଆକ୍ରମଣ କରିଥିବା ନେଇ ବିଜେପିର ଅଭିଯୋଗ
* କ୍ୟାପିଟାଲ ଥାନାରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଅଭିଯୋଗ #Odisha
account_circle
Ananta Narayan Jena (Bunu)(@AnantaBunu) 's Twitter Profile Photo

କର୍ପୋରେଟର ବନ୍ଦିତା ପାଲଙ୍କ ନେତୃତ୍ୱରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୱାର୍ଡ ନମ୍ବର ୩୭ ନୟାପଲ୍ଲୀ ବେହେରାସାହିରେ ବିଜୁ ଜନତା ଦଳର ପଦଯାତ୍ରା । ମନ୍ମଥ ରାଉତରାୟଙ୍କ ଭୁବନେଶ୍ୱର ଲୋକସଭା ପାର୍ଥୀତ୍ୱ ସହ ନିଜର ବିଧାନ ସଭା ପାର୍ଥିତ୍ବ ପାଇଁ ଅଗାମି ନିର୍ବାଚନରେ ବିଜୁ ଜନତା ଦଳର ଯୋଡ଼ା ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କଲି

account_circle