ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profileg
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

@Culturedeptt

Odisha is the bastion of rich #Odia cultural #heritage with its historical monuments, #archaeological sites, traditional #arts, #sculpture, #dance and #music.

ID:750294004307152896

linkhttps://culture.odisha.gov.in/ calendar_today05-07-2016 11:43:25

10,8K Tweets

61,2K Followers

105 Following

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଭୁବନେଶ୍ଵର ରାଜଭବନ ସମ୍ମୁଖସ୍ଥ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।


CMO Odisha ChiefSecyOdisha I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଭୁବନେଶ୍ଵର ରାଜଭବନ ସମ୍ମୁଖସ୍ଥ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। #odisha #Odia #culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୨ତମ ଜୟନ୍ତୀ ଅବସରରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ଏଜିଛକସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

CMO Odisha ChiefSecyOdisha I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୨ତମ ଜୟନ୍ତୀ ଅବସରରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ଏଜିଛକସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। #Odisha #Culture #odia @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ଏଜିଛକସ୍ଥିତ ପ୍ରତିମୂର୍ତ୍ତୀସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

CMO Odisha ChiefSecyOdisha I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ଏଜିଛକସ୍ଥିତ ପ୍ରତିମୂର୍ତ୍ତୀସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। #Odisha #Culture #Odia @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗୋପୀନାଥ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟଙ୍କ ମିଳିତ ସହଯୋଗରେ ୩୩ତମ ଗୋପୀନାଥ ମହାନ୍ତି ସ୍ମାରକୀ ବକ୍ତୃତା -୨୦୨୪ ତା-୨୦.୪.୨୪ ରିଖ ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି।

CMO Odisha ChiefSecyOdisha I & PR Department, Odisha

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗୋପୀନାଥ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟଙ୍କ ମିଳିତ ସହଯୋଗରେ ୩୩ତମ ଗୋପୀନାଥ ମହାନ୍ତି ସ୍ମାରକୀ ବକ୍ତୃତା -୨୦୨୪ ତା-୨୦.୪.୨୪ ରିଖ ଜୟଦେବ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି। #Odisha #ODia #culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ୧୧୪ତମ ଜୟନ୍ତୀ ଆସନ୍ତାକାଲି ସକାଳ ୮ ଘଟିକା ସମୟରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ୍ ଛକସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହେବାକୁ ଯାଉଅଛି ।

CMO Odisha ChiefSecyOdisha I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ. ସଦାଶିବ ତ୍ରିପାଠୀଙ୍କ ୧୧୪ତମ ଜୟନ୍ତୀ ଆସନ୍ତାକାଲି ସକାଳ ୮ ଘଟିକା ସମୟରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ୍ ଛକସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହେବାକୁ ଯାଉଅଛି । #ଓଡ଼ିଶା #odia #culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗବେଷକ କେଦାରନାଥ ମହାପାତ୍ରଙ୍କ ୪୩ତମ ପୂଣ୍ୟତିଥି ଆଜି ପୁରୁଣା ଭୁବନେଶ୍ୱରସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇଯାଇଅଛି ।

CMO Odisha
ChiefSecyOdisha
I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗବେଷକ କେଦାରନାଥ ମହାପାତ୍ରଙ୍କ ୪୩ତମ ପୂଣ୍ୟତିଥି ଆଜି ପୁରୁଣା ଭୁବନେଶ୍ୱରସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇଯାଇଅଛି । #Odisha #odia #culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟତାବାଦୀ କବି ବାଞ୍ଛାନିଧି ମହାନ୍ତିଙ୍କ ୧୨୭ତମ ଜୟନ୍ତୀ ଅବସରରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ରାଜଭବନ ସମ୍ମୁଖସ୍ଥ ପ୍ରତିମୂର୍ତ୍ତିସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

CMO Odisha ChiefSecyOdisha I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟତାବାଦୀ କବି ବାଞ୍ଛାନିଧି ମହାନ୍ତିଙ୍କ ୧୨୭ତମ ଜୟନ୍ତୀ ଅବସରରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ରାଜଭବନ ସମ୍ମୁଖସ୍ଥ ପ୍ରତିମୂର୍ତ୍ତିସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। #odia #odisha #culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗବେଷକ କେଦାରନାଥ ମହାପାତ୍ରଙ୍କ ୪୩ ତମ ପୂଣ୍ୟତିଥି ଆସନ୍ତାକାଲି ସକାଳ ୮.୩୦ ମିନିଟ ସମୟରେ ପୁରୁଣା ଭୁବନେଶ୍ୱରସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହେବାକୁ ଯାଉଅଛି ।

CMO Odisha ChiefSecyOdisha I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗବେଷକ କେଦାରନାଥ ମହାପାତ୍ରଙ୍କ ୪୩ ତମ ପୂଣ୍ୟତିଥି ଆସନ୍ତାକାଲି ସକାଳ ୮.୩୦ ମିନିଟ ସମୟରେ ପୁରୁଣା ଭୁବନେଶ୍ୱରସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହେବାକୁ ଯାଉଅଛି । #Odisha #odia #culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟତାବାଦୀ କବି ବାଞ୍ଛାନିଧି ମହାନ୍ତିଙ୍କ ୮୬ତମ ପୂଣ୍ୟ ତିଥିରେ ଭୁବନେଶ୍ଵର ରାଜଭବନ ସମ୍ମୁଖସ୍ଥ ପ୍ରତିମୂର୍ତ୍ତି ସ୍ଥଳୀରେ ଆଜି ପ୍ରତ୍ୟୁଷରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।


CMO Odisha ChiefSecyOdisha I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାତୀୟତାବାଦୀ କବି ବାଞ୍ଛାନିଧି ମହାନ୍ତିଙ୍କ ୮୬ତମ ପୂଣ୍ୟ ତିଥିରେ ଭୁବନେଶ୍ଵର ରାଜଭବନ ସମ୍ମୁଖସ୍ଥ ପ୍ରତିମୂର୍ତ୍ତି ସ୍ଥଳୀରେ ଆଜି ପ୍ରତ୍ୟୁଷରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। #odia #odisha #culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଚଳିତ ମାସ ତା-୧୭.୦୪.୨୦୨୪ରିଖ ବୁଧବାର ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ପୂଣ୍ୟତିଥି ପାଳିତ ହୋଇଯାଇଅଛି ।

CMO Odisha ChiefSecyOdisha I & PR Department, Odisha

ଚଳିତ ମାସ ତା-୧୭.୦୪.୨୦୨୪ରିଖ ବୁଧବାର ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ପୂଣ୍ୟତିଥି ପାଳିତ ହୋଇଯାଇଅଛି । #Odisha #odia #culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

କଳା ସଂସ୍କୃତିର ରାଜ୍ୟ ଓଡ଼ିଶା..
ବିଶ୍ୱ ଐତିହ୍ୟ ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।

CMO Odisha ChiefSecyOdisha I & PR Department, Odisha

କଳା ସଂସ୍କୃତିର ରାଜ୍ୟ ଓଡ଼ିଶା.. ବିଶ୍ୱ ଐତିହ୍ୟ ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । #Odisha #Culture #Odia #WorldHeritageDay @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।


CMO Odisha ChiefSecyOdisha I & PR Department, Odisha

ପବିତ୍ର ଶ୍ରୀ ରାମ ନବମୀ ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । #RamNavami2024 #RamNavamicelebrations #Odisha #Culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ପବିତ୍ର ଅଶୋକାଷ୍ଟମୀରେ ତ୍ରିଭୁବନେଶ୍ୱର ଭଗବାନ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କଲ୍ୟାଣକାରୀ ରୁକୁଣା ରଥଯାତ୍ରା ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।


CMO Odisha ChiefSecyOdisha I & PR Department, Odisha

ପବିତ୍ର ଅଶୋକାଷ୍ଟମୀରେ ତ୍ରିଭୁବନେଶ୍ୱର ଭଗବାନ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ କଲ୍ୟାଣକାରୀ ରୁକୁଣା ରଥଯାତ୍ରା ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #ରୁକୁଣାରଥ #Odisha #Odia #Culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କବିବର ରାଧାନାଥ ରାୟଙ୍କ ୧୧୬ତମ ପୂଣ୍ୟତିଥି ଆସନ୍ତା ବୁଧବାର ଦିନ ସକାଳ ୮ ଘଟିକା ସମୟରେ ପିଏମଜିଛକସ୍ଥିତ ପ୍ରତିମୂର୍ତ୍ତୀସ୍ଥଳୀରେ ଅନୁଷ୍ଠିତ ହେବାକୁ ଯାଉଅଛି । ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ

CMO Odisha ChiefSecyOdisha I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କବିବର ରାଧାନାଥ ରାୟଙ୍କ ୧୧୬ତମ ପୂଣ୍ୟତିଥି ଆସନ୍ତା ବୁଧବାର ଦିନ ସକାଳ ୮ ଘଟିକା ସମୟରେ ପିଏମଜିଛକସ୍ଥିତ ପ୍ରତିମୂର୍ତ୍ତୀସ୍ଥଳୀରେ ଅନୁଷ୍ଠିତ ହେବାକୁ ଯାଉଅଛି । ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ #odisha #Odia #culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଚଳିତ ମାସ ତା-୧୭.୦୪.୨୦୨୪ରିଖ ବୁଧବାର ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ପୂଣ୍ୟତିଥି ପାଳିତ ହେବାକୁ ଯାଉଅଛି ।ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ ।

CMO Odisha ChiefSecyOdisha I & PR Department, Odisha

ଚଳିତ ମାସ ତା-୧୭.୦୪.୨୦୨୪ରିଖ ବୁଧବାର ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ପୂଣ୍ୟତିଥି ପାଳିତ ହେବାକୁ ଯାଉଅଛି ।ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ । #Odisha #odia #culture @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଏହି ଆମ ଓଡ଼ିଆ ନବ ବରଷ
ଆଣିଚି ଆଣିଚି କେତେ ହରଷ
ପଣା ସଂକ୍ରାନ୍ତିକୁ ପାଳିବା ଆସ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ନବ ବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭେଚ୍ଛା।

CMO Odisha ChiefSecyOdisha I & PR Department, Odisha

ଏହି ଆମ ଓଡ଼ିଆ ନବ ବରଷ ଆଣିଚି ଆଣିଚି କେତେ ହରଷ ପଣା ସଂକ୍ରାନ୍ତିକୁ ପାଳିବା ଆସ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ନବ ବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭେଚ୍ଛା। #PanaSankranti #Odia #Culture #Odisha @CMO_Odisha @SecyChief @IPR_Odisha
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଵଭାଵକବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଗତକାଲି ପ୍ରତ୍ୟୁଷରେ ଭୁବନେଶ୍ଵର କଳିଙ୍ଗ ହସ୍ପିଟାଲ ଛକସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଵଭାଵକବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ଗତକାଲି ପ୍ରତ୍ୟୁଷରେ ଭୁବନେଶ୍ଵର କଳିଙ୍ଗ ହସ୍ପିଟାଲ ଛକସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। #odia #odisha #culture
account_circle
GKCM Odissi Research Centre(@gkcmorc) 's Twitter Profile Photo

You are cordially invited to 'Remembering Guruji 2024' which is going to be organized by Art Vision in collaboration with GKCM Odissi Research Centre at Rabindra Mandap,Bhubaneswar on 7th April 2024

You are cordially invited to 'Remembering Guruji 2024' which is going to be organized by Art Vision in collaboration with GKCM Odissi Research Centre at Rabindra Mandap,Bhubaneswar on 7th April 2024 #gkcmorc #gurukelucharanmohapatra #odissiguru #odissidanceguru #odissiexponent
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ କେଳୁଚରଣ ମହାପାତ୍ରଙ୍କ ବିଂଶତମ ପୂଣ୍ୟତିଥି ଆସନ୍ତାକାଲି ସକାଳ ୮ ଘଟିକା ସମୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣାକେନ୍ଦ୍ରସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହେବାକୁ ଯାଉଅଛି ।ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ କେଳୁଚରଣ ମହାପାତ୍ରଙ୍କ ବିଂଶତମ ପୂଣ୍ୟତିଥି ଆସନ୍ତାକାଲି ସକାଳ ୮ ଘଟିକା ସମୟରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣାକେନ୍ଦ୍ରସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହେବାକୁ ଯାଉଅଛି ।ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ । #Odisha #culture #odia
account_circle
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ(@Culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶହୀଦ ରଘୁନାଥ ମହାନ୍ତି ଓ ଶହୀଦ ଦିବାକର ପରିଡାଙ୍କ ୮୩ ତମ ବଳିଦାନ ଦିବସ ଆଜି ଭୁବନେଶ୍ୱର ୟୁନିଟ ୯ସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇଯାଇଅଛି ।
CMO Odisha ChiefSecyOdisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶହୀଦ ରଘୁନାଥ ମହାନ୍ତି ଓ ଶହୀଦ ଦିବାକର ପରିଡାଙ୍କ ୮୩ ତମ ବଳିଦାନ ଦିବସ ଆଜି ଭୁବନେଶ୍ୱର ୟୁନିଟ ୯ସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇଯାଇଅଛି ।#Odisha #Culture #Odia @CMO_Odisha @SecyChief
account_circle