Odia Culture
@OdiaCulture
Celebrating the culture of Odisha!
Speaks mostly about (not on behalf of) Odisha, Odia, Culture & Odia culture.
Not an expert!
ଗୀତଗୋବିନ୍ଦଠୁ ଗୁପ୍ଚୁପ୍ ଯାଏଁ
ID:3141790382
06-04-2015 11:50:36
32,2K Tweets
26,9K Followers
336 Following
ପିଲାବେଳେ ଖୋକା ଭାଇ ଆମକୁ ଶିଖେଇଛନ୍ତି '.... ଆମ ବାପାଙ୍କ ବାପାଙ୍କ ବାପାଙ୍କ ବାପାଙ୍କ ବାପା ଥିଲେ ଜଣେ ମାଙ୍କଡ ...' Odiamelody can share.
ଓଡ଼ିଆ ଜାତିର ଭଗିରଥ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପର୍ବରେ ନିଜକୁ ସାମିଲ କରିବା ପାଇଁ ଆପଣଙ୍କୁ ସାଦର ନିମନ୍ତ୍ରଣ। Odia Guy #Odisha HaaL
ଓଡ଼ିଆ ଜଗତ ଓଡ଼ିଆ AI ML ଆମେ ଓଡ଼ିଆ ।। People of Odisha THE INTELLECTS Odia Culture ସ୍ଵାଭିମାନୀ ଓଡ଼ିଆ ଭାଷା: ଓଡ଼ିଆ ଓଡ଼ିଆସ୍ ଇନ୍ ଫେସ୍ବୁକ୍
odisha-handmade l ଆମ ଓଡ଼ିଶାର ହାତ ତିଆରି କାମ। ଓଡ଼ିଆସ୍ ଇନ୍ ଫେସ୍ବୁକ୍
Sweet dish unique to Odisha - Chhenapoda ଛେନାପୋଡ଼ Today we are celebrating #ChhenapodaDibasa - So I guess God is happy and made it windy today in Bhubaneswar. If you haven't tasted it, then please try it once.