Sakala News(@SakalaNews) 's Twitter Profileg
Sakala News

@SakalaNews

Official Twitter feed of Sakala News.
FB: https://t.co/16Guemnbzr
TG: https://t.co/lrWB1b3F0g
IG : https://t.co/AJ2Zw7qOnh

ID:1331515828336947200

linkhttps://thesakala.in/ calendar_today25-11-2020 08:31:40

38,2K Tweets

5,3K Followers

139 Following

Sakala News(@SakalaNews) 's Twitter Profile Photo

ଏଥର ବିକାଶ ପାଇଁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଲୋକଙ୍କୁ ଅପିଲ କଲେ ନବୀନ ଓ ପାଣ୍ଡିଆନ୍‌ Sakala News thesakala.in/naveen-and-pan…

account_circle
Sakala News(@SakalaNews) 's Twitter Profile Photo

୨୦୨୩-୨୪ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନେଟ ଲାଭ ୭୯୦୨୦ କୋଟି ଟଙ୍କା Sakala News thesakala.in/in-the-financi…
Industries

account_circle
Sakala News(@SakalaNews) 's Twitter Profile Photo

ୟୁଜଭେନ୍ଦ୍ର ଚହଲଙ୍କ ରେକର୍ଡ, ଆଇପିଏଲରେ ପ୍ରଥମ ବୋଲର ଭାବେ ନେଲେ ୨୦୦ ୱିକେଟ Sakala News thesakala.in/chahal-becomes…
2024

account_circle
Sakala News(@SakalaNews) 's Twitter Profile Photo

ଶଙ୍ଖ ଚିହ୍ନ ଧରି ଅପିଲ କଲେ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ...

account_circle
Sakala News(@SakalaNews) 's Twitter Profile Photo

'ଏଥର ଡବଲ ଶଙ୍ଖ'
ନିର୍ବାଚନ ପ୍ରଚାର ପୂର୍ବରୁ ଶଙ୍ଖ ଚିହ୍ନ ଧରି ଅପିଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ...

account_circle
Sakala News(@SakalaNews) 's Twitter Profile Photo

ଲଣ୍ଡନର ଏହି ବିଳାସପୂର୍ଣ୍ଣ ହୋଟେଲରେ ହେବ ଅନନ୍ତ ଅମ୍ବାନୀ-ରାଧିକାଙ୍କ ବିବାହ, ନୀତା ଅମ୍ବାନୀ କରୁଛନ୍ତି ସ୍ୱତନ୍ତ୍ର ପ୍ରସ୍ତୁତି Sakala News thesakala.in/anant-ambani-a…

account_circle
Sakala News(@SakalaNews) 's Twitter Profile Photo

କୋହଲିଙ୍କୁ ମହଙ୍ଗା ପଡିଲା ଅମ୍ପାୟରଙ୍କ ସହ ଯୁକ୍ତିତର୍କ, ୫୦ ପ୍ରତିଶତ କଟିଲା ମ୍ୟାଚ୍ ଫି Sakala News thesakala.in/virat-kohli-fi…
2024

account_circle
Sakala News(@SakalaNews) 's Twitter Profile Photo

କଳା ପଲ୍‌ସର୍‌ ଆତଙ୍କ : ଗୁଳିମାଡ କରି ଦମ୍ପତିଙ୍କ ଠାରୁ ସୁନା ଚେନ୍‌ ଲୁଟ ଉଦ୍ୟମ Sakala News thesakala.in/black-pulsar-t…

account_circle
Sakala News(@SakalaNews) 's Twitter Profile Photo

ଗୁଳିମାଡ କରି ଲୁଟ ଉଦ୍ୟମ, ବର୍ତ୍ତିଲେ ଦମ୍ପତି
ଜାତୀୟ ରାଜପଥରେ କଳା ପଲସର ଆତଙ୍କ
ଫାଇରିଂ କରି ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ
ଅଳ୍ପକେ ବର୍ତ୍ତିଗଲେ ଦମ୍ପତି
୫୭ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବାଘମାରି ବାଙ୍କୀ ରାସ୍ତାରେ ଅଘଟଣ
ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

ଗୁଳିମାଡ କରି ଲୁଟ ଉଦ୍ୟମ, ବର୍ତ୍ତିଲେ ଦମ୍ପତି ଜାତୀୟ ରାଜପଥରେ କଳା ପଲସର ଆତଙ୍କ ଫାଇରିଂ କରି ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ଅଳ୍ପକେ ବର୍ତ୍ତିଗଲେ ଦମ୍ପତି ୫୭ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ବାଘମାରି ବାଙ୍କୀ ରାସ୍ତାରେ ଅଘଟଣ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି #Odisha #SakalaNews
account_circle
Sakala News(@SakalaNews) 's Twitter Profile Photo

ଆସନ୍ତା ୨୪ରେ ମଇଦାନକୁ ଓହ୍ଲାଇବେ ନବୀନ, ନିଜର ପାରମ୍ପରିକ ଆସନରୁ ଆରମ୍ଭ କରିବେ ପ୍ରଚାର Sakala News thesakala.in/bjd-supremo-na…

account_circle
Sakala News(@SakalaNews) 's Twitter Profile Photo

୪ ବର୍ଷିଆ ସ୍ନାତକ ପରେ କରିପାରିବେ ପିଏଚ୍‌‌ଡି Sakala News thesakala.in/you-can-pursue…

account_circle
Sakala News(@SakalaNews) 's Twitter Profile Photo

ପାଲଲହଡା: ପୋଖରୀରେ ବୁଡି ଯୁବକ ମୃତ
ଜୋକପାଣି ଗ୍ରାମର ଅଘଟଣ
ମୃତ ଯୁବକ ହେଲେ ବଡସଡ଼ା ପଞ୍ଚାୟତ ରୋହିରା ଗ୍ରାମର ଲିଙ୍ଗରାଜ ବେହେରା (21)
ଜୋକପାଣି ଗ୍ରାମକୁ ନିଜ ସମ୍ପର୍କୀୟଙ୍କ ଘରକୁ ଆସି ପୋଖରୀକୁ ଗାଧେଇବାକୁ ଯାଇଥିଲେ ମୃତ ଯୁବକ
ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି

ପାଲଲହଡା: ପୋଖରୀରେ ବୁଡି ଯୁବକ ମୃତ ଜୋକପାଣି ଗ୍ରାମର ଅଘଟଣ ମୃତ ଯୁବକ ହେଲେ ବଡସଡ଼ା ପଞ୍ଚାୟତ ରୋହିରା ଗ୍ରାମର ଲିଙ୍ଗରାଜ ବେହେରା (21) ଜୋକପାଣି ଗ୍ରାମକୁ ନିଜ ସମ୍ପର୍କୀୟଙ୍କ ଘରକୁ ଆସି ପୋଖରୀକୁ ଗାଧେଇବାକୁ ଯାଇଥିଲେ ମୃତ ଯୁବକ ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି #Odisha
account_circle
Sakala News(@SakalaNews) 's Twitter Profile Photo

ଜେଲ୍‌ରୁ କେଜ୍ରିୱାଲଙ୍କ ଚିଠି : ଜେଲ୍ ପ୍ରଶାସନ ମିଛ କହୁଛନ୍ତି, ‘ମୁଁ ପ୍ରତିଦିନ ଇନ୍‌ସୁଲିନ୍ ମାଗୁଛି’…… Sakala News thesakala.in/asking-for-ins…

account_circle
Sakala News(@SakalaNews) 's Twitter Profile Photo

ରାଜଧାନୀରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ, ସାଢେ ୨ଟା ସୁଦ୍ଧା ୪୩.୮ ଡିଗ୍ରୀ ଛୁଇଁଲା ପାରା Sakala News thesakala.in/this-years-hig…

account_circle
Sakala News(@SakalaNews) 's Twitter Profile Photo

ବିଜେପିର ୧୫ ଗଣିତ ଅଛିଣ୍ଡା, ସମ୍ଭାବ୍ୟ ବିଦ୍ରୋହକୁ ନେଇ ଚିନ୍ତାରେ ରାଜ୍ୟ ନେତୃତ୍ୱ Sakala News thesakala.in/ticket-tension…
Fails Elections2024

account_circle
Sakala News(@SakalaNews) 's Twitter Profile Photo

ଖାରଜ ହେଲା ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ, ଆବେଦନ କରିଥିବା ଓକିଲଙ୍କୁ ୭୫ ହଜାର ଟଙ୍କା ଜରିମାନା Sakala News thesakala.in/delhi-hc-junks…

account_circle
Sakala News(@SakalaNews) 's Twitter Profile Photo

ଜଙ୍ଗଲ ନିଆଁ ରୋକିବାକୁ ୭ଟି ଡିଭିଜନରେ ମୁତୟନ ହେଲେ ଓଡ୍ରାଫ ଟିମ୍ Sakala News thesakala.in/odraf-teams-de…

account_circle
Sakala News(@SakalaNews) 's Twitter Profile Photo

ମମତା ସରକାରଙ୍କୁ ବଡ଼ ଝଟକା, ୨୦୧୬ ସ୍କୁଲ ନିଯୁକ୍ତିକୁ ବାତିଲ କଲେ କୋଲକାତା ହାଇକୋର୍ଟ Sakala News thesakala.in/calcutta-high-…

account_circle
Sakala News(@SakalaNews) 's Twitter Profile Photo

ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ବାଲିକୁଦା ଏରସମାରୁ ନିର୍ବାଚନ ଲଢିବେ ସାରଦା ଜେନା Sakala News thesakala.in/naveen-patnaik…

account_circle
Sakala News(@SakalaNews) 's Twitter Profile Photo

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ, ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ ପାଇଁ ନେଉଥିଲେ ଲାଞ୍ଚ Sakala News thesakala.in/kushanpuri-hig…

account_circle