Kanak News(@kanak_news) 's Twitter Profileg
Kanak News

@kanak_news

Official Twitter feed of Kanak News, Odisha's leading 24x7 news channel from the house of 'Sambad'.

Telegram: https://t.co/sT71E7spJx
YT:https://t.co/6uyWqzbZ4V

ID:258677084

linkhttps://kanaknews.com calendar_today28-02-2011 06:48:39

188,8K Tweets

780,1K Followers

39 Following

Kanak News(@kanak_news) 's Twitter Profile Photo


ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କଲେ ବରଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ଅଶ୍ୱିନୀ ଷଡଙ୍ଗୀ

account_circle
Kanak News(@kanak_news) 's Twitter Profile Photo


ନୂଆପଡା ନିର୍ବାଚନ ମଣ୍ଡଳିରେ ପ୍ରଚାର ସରଗରମ । ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରତି ବଢୁଛି ଜନ ସମର୍ଥନ , ପ୍ରଚାର ବେଳେ ପ୍ରାର୍ଥୀଙ୍କୁ କେଜିଏ ଚାଉଳ ଓ ଟଙ୍କା ଦେଇ ସମର୍ଥନ ଜଣାଉଛନ୍ତି ଜନ ସାଧାରଣ

account_circle
Kanak News(@kanak_news) 's Twitter Profile Photo


ରାଜ୍ୟରେ ଅସହ୍ୟ ହେଉଛି ତାତି । ଆଜି ବି ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଚେତାବନୀ , ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

account_circle
Kanak News(@kanak_news) 's Twitter Profile Photo

ଘର ଉପରେ ବୋମା ମାଡ । ପୋଲିସକୁ ଖବର ଦେଲେ ଆରଡିଏକ୍ସ ମାଡ ପାଇଁ ଧମକ । କଟକ ଜିଲ୍ଲା ସାଲେପୁର ବ୍ଲକ ଲେଖନପୁର ଗାଁର ଘଟଣା ।
kanaknews.com/bomb-attack-on…

ଘର ଉପରେ ବୋମା ମାଡ । ପୋଲିସକୁ ଖବର ଦେଲେ ଆରଡିଏକ୍ସ ମାଡ ପାଇଁ ଧମକ । କଟକ ଜିଲ୍ଲା ସାଲେପୁର ବ୍ଲକ ଲେଖନପୁର ଗାଁର ଘଟଣା । #Odisha kanaknews.com/bomb-attack-on…
account_circle
Kanak News(@kanak_news) 's Twitter Profile Photo


ବିଜେଡି ଛାଡିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ସମର୍ଥକଙ୍କ ଗହଣରେ ଏକ ପ୍ରେସମିଟ୍ କରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଦେଲେ ସୂଚନା

account_circle
Kanak News(@kanak_news) 's Twitter Profile Photo

: ଧର୍ମେନ୍ଦ୍ର
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ । କହିଲେ , ରାଜ୍ୟରେ ବନ୍ଦ ହେବନି ବିଏସକେୱାଇ । ରାଜ୍ୟରେ ଆମ ସରକାର ହେଲେ ଏହା ବନ୍ଦ ହେବନି

account_circle
Kanak News(@kanak_news) 's Twitter Profile Photo

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ରାଜ୍ୟରେ ବିଜେପି ସରକାର ଗଢିଲେ ବିଏସକେୱାଇ ସହ ଯୋଡି ହେବ ଆୟୁଷ୍ମାନ ଭାରତ ଯୋଜନା ।
kanaknews.com/dharmendra-pra…

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ରାଜ୍ୟରେ ବିଜେପି ସରକାର ଗଢିଲେ ବିଏସକେୱାଇ ସହ ଯୋଡି ହେବ ଆୟୁଷ୍ମାନ ଭାରତ ଯୋଜନା ।#KanakNews kanaknews.com/dharmendra-pra…
account_circle
Kanak News(@kanak_news) 's Twitter Profile Photo

ପ୍ରଚଣ୍ଡ ତାତି ଭିତରେ ଶହ ଶହ କର୍ମୀଙ୍କ ସହ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ରାଉରକେଲା କଂଗ୍ରେସ ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ରନାଥ ପଟ୍ଟନାୟକ ଓ ରଘୁନାଥପଲିର ବିଧାୟକ ପ୍ରାର୍ଥୀ ଗୋପାଳ ଦାସ

account_circle
Kanak News(@kanak_news) 's Twitter Profile Photo


ମେ ପ୍ରଥମ ସପ୍ତାହରେ ହେଭିୱେଟଙ୍କ ହାଇଭୋଲଟେଜ ପ୍ରଚାର । ଆସନ୍ତା ୬ ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ , ନବରଙ୍ଗପୁରରେ କରିବେ ଜନସଭା

account_circle
Kanak News(@kanak_news) 's Twitter Profile Photo

ଆଜି ବି ଜାରି ରହିବ ପ୍ରଚଣ୍ଡ ତାତି । ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୨ ଦିନ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ବିଶ୍ୱର ୧୦ ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଲା ଓଡିଶାର ୩ ସହର ।
kanaknews.com/red-warning-fo…

ଆଜି ବି ଜାରି ରହିବ ପ୍ରଚଣ୍ଡ ତାତି । ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ, ୨ ଦିନ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ବିଶ୍ୱର ୧୦ ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଲା ଓଡିଶାର ୩ ସହର । #Odisha kanaknews.com/red-warning-fo…
account_circle
Kanak News(@kanak_news) 's Twitter Profile Photo

ମେ’ ପ୍ରଥମ ସପ୍ତାହରେ ହେଭିୱେଟଙ୍କ ପ୍ରଚାର । ଆସନ୍ତା ୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ୩ରେ ରାୟଗଡାରେ ରାହୁଲ କରିବେ ପ୍ରଚାର ।
kanaknews.com/pm-modi-to-vis…

ମେ’ ପ୍ରଥମ ସପ୍ତାହରେ ହେଭିୱେଟଙ୍କ ପ୍ରଚାର । ଆସନ୍ତା ୬ରେ ବ୍ରହ୍ମପୁର ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ୩ରେ ରାୟଗଡାରେ ରାହୁଲ କରିବେ ପ୍ରଚାର । #KanakNews kanaknews.com/pm-modi-to-vis…
account_circle
Kanak News(@kanak_news) 's Twitter Profile Photo

ମହିଳାଙ୍କୁ ସଶକ୍ତ କରିବା ପାଇଁ ଆଲୋଚନାଚକ୍ର । ସାମିଲ ହେଲେ ନନ୍ଦିତା ଦାସ ।

account_circle
Kanak News(@kanak_news) 's Twitter Profile Photo

ଓଡିଶା ଆସିବେ ମୋଦି । ମେ’ ୬ରେ ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ଆସିବା ନେଇ ସୂଚନା ।

account_circle
Kanak News(@kanak_news) 's Twitter Profile Photo

ଶକ୍ତି ପ୍ରଦର୍ଶନ କରି ଆସିଲେ, ନାମାଙ୍କନ ଦାଖଲ କଲେ ହେଭିୱେଟ୍ ନେତା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ପ୍ରାର୍ଥୀପତ୍ର ଦାଖଲର ଦୃଶ୍ୟ ।

account_circle
Kanak News(@kanak_news) 's Twitter Profile Photo


ଜୀବନ ଥିବା ଯାଏଁ କଂଗ୍ରେସ ଦଳ ଛାଡ଼ିବିନି । କଂଗ୍ରେସ ମୋ ହାତ ନଛାଡି ମୋତେ ଆଜି କାକଟପୁର ପାଇଁ ଟିକେଟ୍ ଦେଇଛି, ତେଣୁ ମୁଁ ଦଳର ଶୀର୍ଷ ନେତୃତ୍ୱ ପାଖରେ କୃତଜ୍ଞ- ବିଶ୍ୱଭୂଷଣ ଦାସ

account_circle
Kanak News(@kanak_news) 's Twitter Profile Photo

!
!
କରୋନା ଟିକା କୋଭିସିଲ୍ଡକୁ ନେଇ ଚିନ୍ତାଜନକ ଖବର । ଦେଖା ଦେଉଛି ହୃଦଘାତ, ମସ୍ତିଷ୍କଘାତ ଭଳି ଜଟିଳ ସମସ୍ୟା । ସତ ମାନିଲା ଟୀକା ନିର୍ମାଣକାରୀ କମ୍ପାନୀ ।

account_circle
Kanak News(@kanak_news) 's Twitter Profile Photo


ବିଶ୍ୱଭୂଷଣ ଦାସଙ୍କୁ କାକଟପୁର ମୈଦାନ ପାଇଁ ଟିକେଟ୍ ଦେଲା କଂଗ୍ରେସ । ସାମ୍ନାରେ ଅଛନ୍ତି ବିଜେଡିର ତୁଷାରକାନ୍ତି ବେହେରା ଏବଂ ବିଜେପିର ବାଇଧର ମଲ୍ଲିକ ।

account_circle
Kanak News(@kanak_news) 's Twitter Profile Photo


?
ନିର୍ବାଚନ ସମୟରେ ଭୁବନେଶ୍ୱର ବିମାନବନ୍ଦରରୁ ଧରାପଡିଲା ନଗଦ ୭୫ ଲକ୍ଷ ଟଙ୍କା । ଦୁଇ ଜଣଙ୍କ ଲଗେଜ୍ ବ୍ୟାଗରୁ ଟଙ୍କା ଜବତ । ଉଠିଲା ପ୍ରଶ୍ନ, କେଉଁଠୁ ଆସୁଥିଲା- କୁଆଡେ ଯାଉଥିଲା ଏତେ ଟଙ୍କା ?

account_circle