The Politics(@ThePolitics13) 's Twitter Profile Photo

ସସ୍ମିତ ପାତ୍ରଙ୍କ ପ୍ରଶ୍ନ : MCL ତାଳଚେରରେ ଚାଲିଥିବା ଦୁର୍ନିତି କାହା ଛତ୍ର ଛାୟାରେ ଚାଲିଛି ଡ଼ଃ ସସ୍ମିତ ପାତ୍ର I Dr. Sasmit Patra Dharmendra Pradhan

account_circle
Eshita Sahu(@sahu_eshit54782) 's Twitter Profile Photo

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆକାଂକ୍ଷା ଜ଼ିଲ୍ଲା କଳାହାଣ୍ଡିରେ ଗରିବ କଲ୍ୟାଣର ନୂଆ ପରିଭାଷା ତିଆରି ହୋଇଛି

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆକାଂକ୍ଷା ଜ଼ିଲ୍ଲା କଳାହାଣ୍ଡିରେ ଗରିବ କଲ୍ୟାଣର ନୂଆ ପରିଭାଷା ତିଆରି ହୋଇଛି #DharmendraPradhan
account_circle
Eshita Sahu(@sahu_eshit54782) 's Twitter Profile Photo

ନରେନ୍ଦ୍ର ମୋଦୀଙ୍କ ଶାସନରେ ଆଜି ତାଳଚେର-ଅନୁଗୋଳର ନୂଆ ଲୁପ୍ ଲାଇନ, ଅନୁଗୋଳ-ସୁକିନ୍ଦା ରେଳ ଲାଇନ, ତାଳଚେର-ନିର୍ଗୁଣ୍ଡିର ଇଲେକ୍ଟ୍ରିଫିକେସନ ସହ ରାସ୍ତା ଘାଟର ଉନ୍ନତି ଭଳି କାମ ଆଜି ଅନୁଗୋଳ ଜିଲ୍ଲାରେ ହେଉଛି । - ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

account_circle
Eshita Sahu(@sahu_eshit54782) 's Twitter Profile Photo

ଓଡ଼ିଶାରେ ଗୋଟେ ଅପରାଗ ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଆଜି କଳାହାଣ୍ଡିର ବିକାଶ ହେଇପାରୁନାହିଁ - ଧର୍ମେନ୍ଦ୍ର ପ୍ରଧାନ

account_circle
Eshita Sahu(@sahu_eshit54782) 's Twitter Profile Photo

ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ଶାସନରେ ଆଜି ଭାରତର ସମ୍ମାନ ବଢିଛି - ଧର୍ମେନ୍ଦ୍ର ପ୍ରଧାନ

account_circle
Eshita Sahu(@sahu_eshit54782) 's Twitter Profile Photo

ଓଡ଼ିଶାର ବିକାଶ ସ୍ୱପ୍ନ ଦୀର୍ଘ 25 ବର୍ଷ ପରେ ବି ଲୋକ ସର୍ବ ନିମ୍ନ ସୁବିଧା ରୁ ବଂଚିତ

ଓଡ଼ିଶାର ବିକାଶ ସ୍ୱପ୍ନ ଦୀର୍ଘ 25 ବର୍ଷ ପରେ ବି ଲୋକ ସର୍ବ ନିମ୍ନ ସୁବିଧା ରୁ ବଂଚିତ
#DharmendraPradhan
account_circle
Eshita Sahu(@sahu_eshit54782) 's Twitter Profile Photo

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଯିଏ ନିଜର ନେତୃତ୍ଵ ସ୍ଥାପନ କରୁଛନ୍ତି ସେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କର ପୃଷ୍ଟପୋଷକ । - ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

account_circle
Praful Samantray(@PrafulSamantray) 's Twitter Profile Photo

ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ

ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ
#DharmendraPradhan
account_circle
HippoReport(@hippo_report) 's Twitter Profile Photo

Joanna Gaines really wishes people would stop putting these things, which she believes to be unreasonably tacky, in their homes.

account_circle
Bibhu prasad satapat(@BibhuSatapat) 's Twitter Profile Photo

ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ଶାସନରେ ଆଜି ଭାରତର ସମ୍ମାନ ବଢିଛି - ଧର୍ମେନ୍ଦ୍ର ପ୍ରଧାନ

account_circle
Magic Leap(@magicleap) 's Twitter Profile Photo

Transform collaboration, training, and visualization with immersive enterprise AR solutions. Break through physical barriers to boost productivity and drive innovation with AR technology.

account_circle
Eshita Sahu(@sahu_eshit54782) 's Twitter Profile Photo

ତାଳଚେର ଓ ଅନୁଗୋଳ ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଏ ବୈମାତୃକ ମନୋଭାବ କଣ ପାଇଁ? ତାଳଚେର ମେଡ଼ିକାଲ ପରିଚାଳନା ପାଇଁ କେନ୍ଦ୍ର ସରକାର ଏମସିଏଲ ଦ୍ଵାରା ୧୫୦୦ କୋଟି ଟଙ୍କା ଦେଲା ପରେ ବି ରାଜ୍ୟ ସରକାର ହାତ ବାନ୍ଧି ବସିଛନ୍ତି କାହିଁକି?

account_circle