Pranab Prakash Das(@pranabpdas) 's Twitter Profileg
Pranab Prakash Das

@pranabpdas

MP Candidate of Sambalpur
Organisational Secretary, Biju Janata Dal

ID:4555908914

calendar_today14-12-2015 11:09:40

2,4K Tweets

145,6K Followers

30 Following

Pranab Prakash Das(@pranabpdas) 's Twitter Profile Photo

ସମ୍ବଲପୁରର୍ ଜନେ ବଡ଼ଖା ସମାଜସେବୀ, ଭାଷା ଆନ୍ଦୋଳନର୍ ସାରଥୀ ଆର୍ ଇ ମାଟିର୍ ପିଲା ସାରୋଜ୍ ଦାଶ୍ ସବୁଦିନର୍ ଲାଗି ଆମକୁ ଛାଡ଼ିକରି ପଲାଲେ। ଭାଷାର୍ ଲାଗି ତାଙ୍କର୍ ଅବଦାନ୍ କେ ଯୁଗ୍ ଯୁଗ୍ ତକ୍ ଲୋକମାନେ ସୋର୍ ରଖିଥିବେ। ତାଙ୍କର୍ ଆତ୍ମାର୍ ସଦ୍ଗତି ଲାଗି ମାଁ ସମଲେଇର୍ ଠାନେ ପ୍ରାର୍ଥନା କରୁଛେଁ।

ଓମ୍ ଶାନ୍ତି! 🙏🏻

account_circle
Pranab Prakash Das(@pranabpdas) 's Twitter Profile Photo

କଥା ଶୁଭୁଛେ ଚାରହିଆଡ଼େ,
ଶଙ୍ଖ ବାଜୁଛେ ସମ୍ବଲପୁରେ।

ସମ୍ବଲପୁରର୍ ଗୁରୁଦ୍ୱାରାରେ ଶିଖ୍ ଭାଏ-ବହେନ୍ ମାନକର୍ ସାଙ୍ଗେ ଭେଟ୍ ପଡଲି। ସମକର୍ ସାଙ୍ଗେ ସୁଖ୍-ଦୁଃଖ୍ ହେଲି ଆର୍ ଅଞ୍ଚଲର୍ ଭିନ୍ ଭିନ୍ ବିଷୟରେ ଆଲୋଚନା କଲି। ସଭେ ଇଥର ଆମର୍ ସାଙ୍ଗେ 'ସମୃଦ୍ଧ ସମ୍ବଲପୁର' ଗଢ଼ବାର୍ ଲାଗି ପ୍ରସ୍ତୁତ୍ ଅଛନ୍।

କଥା ଶୁଭୁଛେ ଚାରହିଆଡ଼େ, ଶଙ୍ଖ ବାଜୁଛେ ସମ୍ବଲପୁରେ। ସମ୍ବଲପୁରର୍ ଗୁରୁଦ୍ୱାରାରେ ଶିଖ୍ ଭାଏ-ବହେନ୍ ମାନକର୍ ସାଙ୍ଗେ ଭେଟ୍ ପଡଲି। ସମକର୍ ସାଙ୍ଗେ ସୁଖ୍-ଦୁଃଖ୍ ହେଲି ଆର୍ ଅଞ୍ଚଲର୍ ଭିନ୍ ଭିନ୍ ବିଷୟରେ ଆଲୋଚନା କଲି। ସଭେ ଇଥର ଆମର୍ ସାଙ୍ଗେ 'ସମୃଦ୍ଧ ସମ୍ବଲପୁର' ଗଢ଼ବାର୍ ଲାଗି ପ୍ରସ୍ତୁତ୍ ଅଛନ୍। #ସମୃଦ୍ଧସମ୍ବଲପୁର
account_circle
Pranab Prakash Das(@pranabpdas) 's Twitter Profile Photo

ଆଏଜ୍ ମାଁ ସମଲେଇର୍ ଆଶୀର୍ବାଦ୍ ନେଇକରି, ମୋର୍ ଭାଏ-ବହେନ୍ ମାନକର୍ ଭଲ୍ ପାଏବାର୍ ସାଙ୍ଗେ ଧରିକରି ନାମାଙ୍କନ୍ ଭରଲି ଆର୍ 'ସମୃଦ୍ଧ ସମ୍ବଲପୁର୍' ଗଢ଼ବା କେ କିରିଆ କଲି।

ଯୁଡ଼ି ଶଙ୍ଖର୍ ସୁରେ ସମ୍ବଲପୁର୍ ଉଠୁଛେ ପଡୁଛେ, ଲୋକ୍ ମାନକର୍ ସାଙ୍ଗେ ବିକାଶର୍ ଗାଡ଼ି ଗଡୁଛେ।


ଆଏଜ୍ ମାଁ ସମଲେଇର୍ ଆଶୀର୍ବାଦ୍ ନେଇକରି, ମୋର୍ ଭାଏ-ବହେନ୍ ମାନକର୍ ଭଲ୍ ପାଏବାର୍ ସାଙ୍ଗେ ଧରିକରି ନାମାଙ୍କନ୍ ଭରଲି ଆର୍ 'ସମୃଦ୍ଧ ସମ୍ବଲପୁର୍' ଗଢ଼ବା କେ କିରିଆ କଲି। ଯୁଡ଼ି ଶଙ୍ଖର୍ ସୁରେ ସମ୍ବଲପୁର୍ ଉଠୁଛେ ପଡୁଛେ, ଲୋକ୍ ମାନକର୍ ସାଙ୍ଗେ ବିକାଶର୍ ଗାଡ଼ି ଗଡୁଛେ। #ସମୃଦ୍ଧସମ୍ବଲପୁର #SamruddhaSambalpur
account_circle
Pranab Prakash Das(@pranabpdas) 's Twitter Profile Photo

ସଂକଳ୍ପ ସୁଦୃଢ଼, ସମୃଦ୍ଧ ସମ୍ବଲପୁର ଗଠନ ପାଇଁ ଏ ଲୋକଙ୍କ ଭଲ ପାଇବାର ଭିଡ଼।



ସଂକଳ୍ପ ସୁଦୃଢ଼, ସମୃଦ୍ଧ ସମ୍ବଲପୁର ଗଠନ ପାଇଁ ଏ ଲୋକଙ୍କ ଭଲ ପାଇବାର ଭିଡ଼। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ହସ ଫୁଟୁଛି, ସମୃଦ୍ଧ ସମ୍ବଲପୁରର ସଂକଳ୍ପ ଦୃଢ଼ ହେଉଛି। ଟାଣ ଖରାକୁ ଖାତିର ନାହିଁ, ‘ଯୋଡ଼ିଶଙ୍ଖ’ ପାଇଁ ଏ ଭିଡ଼ ଜମିଛି।


ହସ ଫୁଟୁଛି, ସମୃଦ୍ଧ ସମ୍ବଲପୁରର ସଂକଳ୍ପ ଦୃଢ଼ ହେଉଛି। ଟାଣ ଖରାକୁ ଖାତିର ନାହିଁ, ‘ଯୋଡ଼ିଶଙ୍ଖ’ ପାଇଁ ଏ ଭିଡ଼ ଜମିଛି। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଶୁଭେଚ୍ଛା ବାର୍ତ୍ତା ପାଇ ମୁଁ ଉତ୍ସାହିତ। ଆପଣଙ୍କ ଆଶୀର୍ବାଦ ଏବଂ ସମ୍ବଲପୁରବାସୀଙ୍କ ଅକୁଣ୍ଠ ଭଲପାଇବା 'ସମୃଦ୍ଧ ସମ୍ବଲପୁର' ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିଛି। 🙏🏻



account_circle
Pranab Prakash Das(@pranabpdas) 's Twitter Profile Photo

ମା’ ସମଲେଶ୍ଵରୀଙ୍କ ଆଶୀର୍ବାଦରେ ‘ସମୃଦ୍ଧ ସମ୍ବଲପୁର’ ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରି ନାମାଙ୍କନ ଭରିବାକୁ ଯାଉଛି। ବିଶ୍ଵାସ ଅତୁଟ ରଖନ୍ତୁ, ସମ୍ବଲପୁରର ବିକାଶ ପାଇଁ ଆଗେଇ ଆସନ୍ତୁ, ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ।
ଜୟ ମା’ ସମଲେଇ🙏



ମା’ ସମଲେଶ୍ଵରୀଙ୍କ ଆଶୀର୍ବାଦରେ ‘ସମୃଦ୍ଧ ସମ୍ବଲପୁର’ ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରି ନାମାଙ୍କନ ଭରିବାକୁ ଯାଉଛି। ବିଶ୍ଵାସ ଅତୁଟ ରଖନ୍ତୁ, ସମ୍ବଲପୁରର ବିକାଶ ପାଇଁ ଆଗେଇ ଆସନ୍ତୁ, ଶଙ୍ଖ ଚିହ୍ନରେ ଆଶୀର୍ବାଦ କରନ୍ତୁ। ଜୟ ମା’ ସମଲେଇ🙏 #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

ସଭେ ଏକ୍ ହେଇକରି ବିକାଶର୍ ନାରା ଦଉଛନ୍,
'ସମୃଦ୍ଧ ସମ୍ବଲପୁର୍' ଗଠନ୍ ଲାଗି ଆମର୍ ସାଙ୍ଗେ ଅଛନ୍

ହୀରାକୁଦର୍ ଭାଏ-ବହେନ୍, ଦଦା-ନାନୀମାନକର୍ ଭଲ୍ ପାଏବାର୍ ମୁଇଁ ନାଇଁ ପାସରି ପାରେଁ। ଆଦିବାସୀ ସମ୍ମିଳନୀରେ ସମକର୍ ସାଙ୍ଗେ ଭେଟ୍ ପଡ଼ିକରି ସୁଖର୍-ଦୁଃଖର୍ ହେଲି। ସଭେ ଆମର୍ ସାଙ୍ଗେ 'ସମୃଦ୍ଧ ସମ୍ବଲପୁର୍' ଗଢ଼ବାର୍ ଲାଗି ଅଣ୍ଟା ଭିଡ଼ିଛନ୍।

ସଭେ ଏକ୍ ହେଇକରି ବିକାଶର୍ ନାରା ଦଉଛନ୍, 'ସମୃଦ୍ଧ ସମ୍ବଲପୁର୍' ଗଠନ୍ ଲାଗି ଆମର୍ ସାଙ୍ଗେ ଅଛନ୍ ହୀରାକୁଦର୍ ଭାଏ-ବହେନ୍, ଦଦା-ନାନୀମାନକର୍ ଭଲ୍ ପାଏବାର୍ ମୁଇଁ ନାଇଁ ପାସରି ପାରେଁ। ଆଦିବାସୀ ସମ୍ମିଳନୀରେ ସମକର୍ ସାଙ୍ଗେ ଭେଟ୍ ପଡ଼ିକରି ସୁଖର୍-ଦୁଃଖର୍ ହେଲି। ସଭେ ଆମର୍ ସାଙ୍ଗେ 'ସମୃଦ୍ଧ ସମ୍ବଲପୁର୍' ଗଢ଼ବାର୍ ଲାଗି ଅଣ୍ଟା ଭିଡ଼ିଛନ୍।
account_circle
Pranab Prakash Das(@pranabpdas) 's Twitter Profile Photo

ମା’ସମଲେଶ୍ଵରୀଙ୍କ ଆଶୀର୍ବାଦ ଏବଂ ଆପଣଙ୍କ ସମର୍ଥନରେ ‘ସମୃଦ୍ଧ ସମ୍ବଲପୁର’ ଗଠନର ସଂକଳ୍ପ ଦୃଢ଼ ହେଉଛି। ଆସନ୍ତୁ, ସାଥୀ ହୋଇ ନାମାଙ୍କନ ଭରିବା, ସାଥୀ ହୋଇ ‘ନବୀନ ଓଡ଼ିଶା’ର ବିକାଶ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା।



ମା’ସମଲେଶ୍ଵରୀଙ୍କ ଆଶୀର୍ବାଦ ଏବଂ ଆପଣଙ୍କ ସମର୍ଥନରେ ‘ସମୃଦ୍ଧ ସମ୍ବଲପୁର’ ଗଠନର ସଂକଳ୍ପ ଦୃଢ଼ ହେଉଛି। ଆସନ୍ତୁ, ସାଥୀ ହୋଇ ନାମାଙ୍କନ ଭରିବା, ସାଥୀ ହୋଇ ‘ନବୀନ ଓଡ଼ିଶା’ର ବିକାଶ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା। #ସମୃଦ୍ଧସମ୍ବଲପୁର #SamruddhaSambalpur #JodiShankha
account_circle
Pranab Prakash Das(@pranabpdas) 's Twitter Profile Photo

କୁଚିଣ୍ଡାରେ ଶୁଭୁଛେ ଗୁଟେ ନାରା,
ଯୁଡ଼ିଶଙ୍ଖ ବାଜୁଛେ ଅଞ୍ଚଲ୍ ସାରା।

ଆମର୍ ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaikଙ୍କର୍ ନୂଆଁ ଓଡ଼ିଶାର୍ ଚିନ୍ତାଧାରାକେ ବିଶ୍ବାସ୍ କରିକରି କୁଚିଣ୍ଡାର୍ ଭାଏ-ବହେନ୍ ସଭେ ହାତେ ହାତ୍ ମିଶେଇକରି ଆଗକେ ବଢ଼ୁଛନ୍, ବିକାଶର୍ ନାରା ଦେଇକରି ସଫଲତାର୍ ସିଡ଼ି ଚଢୁଛନ୍ ।

କୁଚିଣ୍ଡାରେ ଶୁଭୁଛେ ଗୁଟେ ନାରା, ଯୁଡ଼ିଶଙ୍ଖ ବାଜୁଛେ ଅଞ୍ଚଲ୍ ସାରା। ଆମର୍ ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odishaଙ୍କର୍ ନୂଆଁ ଓଡ଼ିଶାର୍ ଚିନ୍ତାଧାରାକେ ବିଶ୍ବାସ୍ କରିକରି କୁଚିଣ୍ଡାର୍ ଭାଏ-ବହେନ୍ ସଭେ ହାତେ ହାତ୍ ମିଶେଇକରି ଆଗକେ ବଢ଼ୁଛନ୍, ବିକାଶର୍ ନାରା ଦେଇକରି ସଫଲତାର୍ ସିଡ଼ି ଚଢୁଛନ୍ । #ସମୃଦ୍ଧସମ୍ବଲପୁର
account_circle
Pranab Prakash Das(@pranabpdas) 's Twitter Profile Photo

ଏକ୍ ହଉଛନ୍ ସବୁ ଦଦା-ନାନୀ,
ମିଶିକରି ଲେଖୁଛନ୍ ବିକାଶର୍ କାହାନୀ।

କୁଚିଣ୍ଡାରେ ଭାଏ-ବହେନ୍ ମାନକର୍ ସାଙ୍ଗେ ଭେଟିକରି ବନେ ଉସତ୍ ଲାଗଲା। କୁଚିଣ୍ଡାର୍ ଘରେ ଘରେ ଶଙ୍ଖ ବାଜୁଛେ, ଆମର୍ ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaikଙ୍କର୍ ସାଙ୍ଗେ ପୁରା କୁଚିଣ୍ଡା ଆଗକେ ବଢୁଛେ।


ଏକ୍ ହଉଛନ୍ ସବୁ ଦଦା-ନାନୀ, ମିଶିକରି ଲେଖୁଛନ୍ ବିକାଶର୍ କାହାନୀ। କୁଚିଣ୍ଡାରେ ଭାଏ-ବହେନ୍ ମାନକର୍ ସାଙ୍ଗେ ଭେଟିକରି ବନେ ଉସତ୍ ଲାଗଲା। କୁଚିଣ୍ଡାର୍ ଘରେ ଘରେ ଶଙ୍ଖ ବାଜୁଛେ, ଆମର୍ ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odishaଙ୍କର୍ ସାଙ୍ଗେ ପୁରା କୁଚିଣ୍ଡା ଆଗକେ ବଢୁଛେ। #ସମୃଦ୍ଧସମ୍ବଲପୁର #SamruddhaSambalpur
account_circle
Pranab Prakash Das(@pranabpdas) 's Twitter Profile Photo

ଘଡ଼ିଟେରେ ଭଲ୍ ପାଏବାର୍ ଦେଇକରି ନିଜର୍ କରିଦେଲେ ସମ୍ବଲପୁର୍ ସତସଙ୍ଗ୍ ବିହାରର୍ ଭାଏ-ବହେନ୍ ମାନେ। ସଭେ ମିଶିକରି ଗୁଟେ ସମୃଦ୍ଧ ସମ୍ବଲପୁର୍ ବନାବାର୍ ଲାଗି ଅଣ୍ଟା ଭିଡିଛନ୍।


account_circle
Pranab Prakash Das(@pranabpdas) 's Twitter Profile Photo

ଶୁଭୁଛି 'ଯୋଡ଼ି ଶଙ୍ଖ'ର ସ୍ଵର, ପ୍ରକମ୍ପିତ ହେଉଛି ସାରା ସମ୍ବଲପୁର।

କୁଚିଣ୍ଡା କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗ ଦେଇ ‘ନବୀନ ଓଡ଼ିଶା’ ବିକାଶ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲି। ଅତୁଟ ବିଶ୍ଵାସ ଅଛି ପ୍ରତ୍ଯେକଟି କାର୍ଯ୍ୟକର୍ତ୍ତାଙ୍କ ଦୃଢ଼ ସଂକଳ୍ପ ଏବଂ ପ୍ରତିବଦ୍ଧତାରେ ରାଜ୍ୟ ହକ୍, ଅଧିକାରର ଲଢେ଼ଇ ଜୋରଦାର ହେଉଛି।

ଶୁଭୁଛି 'ଯୋଡ଼ି ଶଙ୍ଖ'ର ସ୍ଵର, ପ୍ରକମ୍ପିତ ହେଉଛି ସାରା ସମ୍ବଲପୁର। କୁଚିଣ୍ଡା କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗ ଦେଇ ‘ନବୀନ ଓଡ଼ିଶା’ ବିକାଶ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କଲି। ଅତୁଟ ବିଶ୍ଵାସ ଅଛି ପ୍ରତ୍ଯେକଟି କାର୍ଯ୍ୟକର୍ତ୍ତାଙ୍କ ଦୃଢ଼ ସଂକଳ୍ପ ଏବଂ ପ୍ରତିବଦ୍ଧତାରେ ରାଜ୍ୟ ହକ୍, ଅଧିକାରର ଲଢେ଼ଇ ଜୋରଦାର ହେଉଛି।
account_circle
Pranab Prakash Das(@pranabpdas) 's Twitter Profile Photo

ସମ୍ବଲପୁରର୍ ସତସଙ୍ଗ୍ ବିହାର୍ ଯାଇକରି ଭାଏ-ବହେନ୍ ମାନକର୍ ସାଙ୍ଗେ ଟିକେ ସମିଆ ବିତାଲି; ବନେ ଉସତ୍ ଲାଗଲା। ସଭେ ମିଶିକରି ଅଞ୍ଚଳର୍ ସୁବିଧା-ଅସବିଧା ବିଷୟରେ କଥା ହେଲୁଁ ଆର୍ ତାର୍ ସମାଧାନ୍ ଉପରେ ଚର୍ଚ୍ଚା କଲୁଁ।


ସମ୍ବଲପୁରର୍ ସତସଙ୍ଗ୍ ବିହାର୍ ଯାଇକରି ଭାଏ-ବହେନ୍ ମାନକର୍ ସାଙ୍ଗେ ଟିକେ ସମିଆ ବିତାଲି; ବନେ ଉସତ୍ ଲାଗଲା। ସଭେ ମିଶିକରି ଅଞ୍ଚଳର୍ ସୁବିଧା-ଅସବିଧା ବିଷୟରେ କଥା ହେଲୁଁ ଆର୍ ତାର୍ ସମାଧାନ୍ ଉପରେ ଚର୍ଚ୍ଚା କଲୁଁ। #ସମୃଦ୍ଧସମ୍ବଲପୁର #SamruddhaSambalpur
account_circle
Pranab Prakash Das(@pranabpdas) 's Twitter Profile Photo

ଯୁଡ଼ିଶଙ୍ଖର୍ ସୁର୍, ଖଣ୍ଡ୍ ମଧୁର୍, ଇ ନାରାଥି ଗର୍ଜୁଛେ ସମ୍ବଲପୁର୍

ଆଏଜ୍ ସମ୍ବଲପୁରର୍ କର୍ମୀ ସମ୍ମିଳନୀରେ ଯୋଗ୍ ଦେଇକରି ମୋର୍ ଭାଏ-ବହେନ୍ ମାନକର୍ ସାଙ୍ଗେ କଥା ହେଲି। ଗୁଟେ ସମୃଦ୍ଧ ଆର୍ ସୁନ୍ଦର୍ ସମ୍ବଲପୁର୍ ବନାବାର୍ ଲାଗି ଆମର୍ ସାଥ୍ ଦଉଥିବାର୍ ଲୋକମାନକର୍ ନୁ ବନେ ଭଲ୍ ପାଏବାର୍ ପାଏଲି।

ଯୁଡ଼ିଶଙ୍ଖର୍ ସୁର୍, ଖଣ୍ଡ୍ ମଧୁର୍, ଇ ନାରାଥି ଗର୍ଜୁଛେ ସମ୍ବଲପୁର୍ ଆଏଜ୍ ସମ୍ବଲପୁରର୍ କର୍ମୀ ସମ୍ମିଳନୀରେ ଯୋଗ୍ ଦେଇକରି ମୋର୍ ଭାଏ-ବହେନ୍ ମାନକର୍ ସାଙ୍ଗେ କଥା ହେଲି। ଗୁଟେ ସମୃଦ୍ଧ ଆର୍ ସୁନ୍ଦର୍ ସମ୍ବଲପୁର୍ ବନାବାର୍ ଲାଗି ଆମର୍ ସାଥ୍ ଦଉଥିବାର୍ ଲୋକମାନକର୍ ନୁ ବନେ ଭଲ୍ ପାଏବାର୍ ପାଏଲି। #ସମୃଦ୍ଧସମ୍ବଲପୁର
account_circle
Pranab Prakash Das(@pranabpdas) 's Twitter Profile Photo

ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବଳିଷ୍ଠ ଭୂମିକା, ଶିଳ୍ପର ବିକାଶରେ ଅବଦାନ ଏବଂ ତାଙ୍କ ଦ୍ବାରା ରଚିତ କାଳଜୟୀ କାବ୍ୟ ସବୁ ଚିରସ୍ମରଣୀୟ ଏବଂ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବଳିଷ୍ଠ ଭୂମିକା, ଶିଳ୍ପର ବିକାଶରେ ଅବଦାନ ଏବଂ ତାଙ୍କ ଦ୍ବାରା ରଚିତ କାଳଜୟୀ କାବ୍ୟ ସବୁ ଚିରସ୍ମରଣୀୟ ଏବଂ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। #MadhusudanDas
account_circle
Pranab Prakash Das(@pranabpdas) 's Twitter Profile Photo

ଆଧୁନିକ ଓଡ଼ିଶାର ଅନ୍ୟତମ ସ୍ଥପତି ହେଉଛନ୍ତି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଆମ କଳା, ସଂସ୍କୃତିର ପ୍ରସାରରେ ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଶାକୁ ପ୍ରଗତିଶୀଳ କରିବାରେ ତାଙ୍କ ଆଦର୍ଶକୁ ସମ୍ମାନ ଜଣାଇ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।

ଆଧୁନିକ ଓଡ଼ିଶାର ଅନ୍ୟତମ ସ୍ଥପତି ହେଉଛନ୍ତି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଆମ କଳା, ସଂସ୍କୃତିର ପ୍ରସାରରେ ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଶାକୁ ପ୍ରଗତିଶୀଳ କରିବାରେ ତାଙ୍କ ଆଦର୍ଶକୁ ସମ୍ମାନ ଜଣାଇ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।
account_circle
Pranab Prakash Das(@pranabpdas) 's Twitter Profile Photo

ବିକାଶର୍ ଗାଡ଼ି ଯାଉଛେ ମାଡ଼ି, ସମ୍ବଲପୁରେ ଶଙ୍ଖ ବାଜୁଛେ ଯୁଡ଼ି।

ସମ୍ବଲପୁରର୍ ଠେଲକୋପଡ଼ା, ଆମ୍ବେଦକର୍ ନଗରର୍ ଭାଏ-ବହେନ୍ ମାନକର୍ ଭଲ୍ ପାଏବାର୍ ବନେ ନିଆରା ଆଏ। ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କର୍ ସମର୍ଥନ୍ ଲୋକ୍ ମାନେ ଏନ୍ତା କରୁଛନ୍ ଯେ ଇନକେ ଆସ ଦେଖବ ଘାଏ।

ବିକାଶର୍ ଗାଡ଼ି ଯାଉଛେ ମାଡ଼ି, ସମ୍ବଲପୁରେ ଶଙ୍ଖ ବାଜୁଛେ ଯୁଡ଼ି। ସମ୍ବଲପୁରର୍ ଠେଲକୋପଡ଼ା, ଆମ୍ବେଦକର୍ ନଗରର୍ ଭାଏ-ବହେନ୍ ମାନକର୍ ଭଲ୍ ପାଏବାର୍ ବନେ ନିଆରା ଆଏ। ମାନ୍ୟବର୍ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କର୍ ସମର୍ଥନ୍ ଲୋକ୍ ମାନେ ଏନ୍ତା କରୁଛନ୍ ଯେ ଇନକେ ଆସ ଦେଖବ ଘାଏ। #JodiShankha #SamruddhaSambalpur
account_circle
Pranab Prakash Das(@pranabpdas) 's Twitter Profile Photo

ଯୋଡ଼ି ଶଙ୍ଖ ବାଜୁଛି, ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚୁଛି

କଥା ଦେଉଛି, ସମ୍ବଲପୁର ଓ ଯୁଯୋମୁରାବାସୀଙ୍କ ପାଇଁ ବର୍ଷକ ୧୨ ମାସ ଏଠାରେ ରହିବି, କାମ କରିବି। ଆସନ୍ତୁ ସମସ୍ତେ ମିଶି କରିବା ପଣ, ‘ଶଙ୍ଖ’ ଚିହ୍ନରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ହାତମୁଠାକୁ କରିବା ଟାଣ।


ଯୋଡ଼ି ଶଙ୍ଖ ବାଜୁଛି, ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚୁଛି କଥା ଦେଉଛି, ସମ୍ବଲପୁର ଓ ଯୁଯୋମୁରାବାସୀଙ୍କ ପାଇଁ ବର୍ଷକ ୧୨ ମାସ ଏଠାରେ ରହିବି, କାମ କରିବି। ଆସନ୍ତୁ ସମସ୍ତେ ମିଶି କରିବା ପଣ, ‘ଶଙ୍ଖ’ ଚିହ୍ନରେ ଭୋଟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ହାତମୁଠାକୁ କରିବା ଟାଣ। #JodiShankha #ସମୃଦ୍ଧସମ୍ବଲପୁର
account_circle