ଯୁବ ବିଜେପି(@Youth_For_BJP) 's Twitter Profile Photo

ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପବିତ୍ର ଜନ୍ମ ଜୟନ୍ତୀ ରେ କୋଟି କୋଟି ପ୍ରଣାମ ଓ ଶ୍ରଦ୍ଧାଞ୍ଜଳୀ 🙏।

account_circle
Anal Boy(@ganjam_abvp) 's Twitter Profile Photo

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନନ୍ୟ ପୁରୋଧା, ମହାନ ସ୍ଵାଧୀନତା ସଂଗ୍ରାମୀ, ସ୍ଵାଭିମାନୀ ବାରିଷ୍ଟର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ କୋଟି ନମନ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନନ୍ୟ ପୁରୋଧା, ମହାନ ସ୍ଵାଧୀନତା ସଂଗ୍ରାମୀ, ସ୍ଵାଭିମାନୀ ବାରିଷ୍ଟର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ କୋଟି ନମନ।
#MadhusudanDas
#ABVPOdisha
account_circle
BOOK INN(@BOOKINNODISHA) 's Twitter Profile Photo

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ #BookInn ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏
#MadhusudanDas
account_circle
ଅବୋଲକରା(@abolakarautkala) 's Twitter Profile Photo

*କହିଲା ଜାତିର କାନେ କାନେ ,*
*ଉଠିବୁ ଆଉ ତୁ କେତେ ଦିନେ ?*
*ପୂରୁବ ଗୌରବ ପୂରୁବ ମହିମା*
*ପଡ଼ୁନାହିଁ କି ରେ ତୋର ମନେ ??*

*ତେଜଭରା ତା'ର ବୀରବାଣୀ*
*ନବ ଜାଗରଣ ଦେଲା ଆଣି*
*ନୂଆ ଜୀବନର ଆଲୋକ ଦେଖାଇ*
*କୋଟି ଜନମନ ନେଲା ଟାଣି !!*

*କହିଲା ଜାତିର କାନେ କାନେ ,*
*ଉଠିବୁ ଆଉ ତୁ କେତେ ଦିନେ ?*
*ପୂରୁବ ଗୌରବ ପୂରୁବ ମହିମା*
*ପଡ଼ୁନାହିଁ କି ରେ ତୋର ମନେ ??*

*ତେଜଭରା ତା'ର ବୀରବାଣୀ*
*ନବ ଜାଗରଣ ଦେଲା ଆଣି* 
*ନୂଆ ଜୀବନର ଆଲୋକ ଦେଖାଇ* 
 *କୋଟି ଜନମନ ନେଲା ଟାଣି !!*
#MadhusudanDas #madhusudandasjayanti 
#odia
#ହଁମୁବିଓଡିଆ
account_circle
BOOK INN(@BOOKINNODISHA) 's Twitter Profile Photo

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀରେ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି 🙏

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀରେ #BOOKINN ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି 🙏 
#MadhusudanDas #UtkalGaurav
account_circle
BABUL MALLIK (Social Activist)(@BABULMALLIK13) 's Twitter Profile Photo

Utkal Gourav Madhusudan Das played a crucial role in the unification of different Odia-speaking tracts into the first Indian state formed on a linguistic basis

Utkal Gourav Madhusudan Das played a crucial role in the unification of different Odia-speaking tracts into the first Indian state formed on a linguistic basis
#Madhusudandas
account_circle
Saroj Kumar Nayak(@NayakEsKay) 's Twitter Profile Photo

ଧନ ମାନ ଜନ ଯାହା ଉପାର୍ଜନ କରିଅଛ ଧରା ତଳେ,
ହରଷିତ ମନେ କରତବ୍ୟ ଜ୍ଞାନେ ଆଣିଦିଅ ଯଜ୍ଞ ସ୍ଥଳେ ।
ଜାତି-ପ୍ରେମ-ବହ୍ନି ପ୍ରଜ୍ଜ୍ଵଳିତ କର ସ୍ୱାର୍ଥକୁ ଦିଅ ଆହୁତି,
ସ୍ବାର୍ଥମେଧ ଯଜ୍ଞେ ଚାରିଆଡ଼େ ନାଚ ଛାତିକୁ ମିଶାଇ ଛାତି ।

ସ୍ଵାଭିମାନ ଦିବସରେ କୁଳବୁଦ୍ଧଙ୍କୁ କୃତଜ୍ଞତା ଓ କୋଟି ପ୍ରଣାମ 🙏

#OdiaAsmita 
#Odisha
account_circle
Life and Time Odisha(@lifetimeodisha) 's Twitter Profile Photo

ନବ ଉତ୍କଳ ନିର୍ମାଣର ପ୍ରମୁଖ ବିନ୍ଧାଣୀ ମଧୁବାବୁଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । 🙏🌸

ନବ ଉତ୍କଳ ନିର୍ମାଣର ପ୍ରମୁଖ ବିନ୍ଧାଣୀ ମଧୁବାବୁଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । 🙏🌸

#OnThisDay #BirthAnniversary #UtkalGourabMadhusudanDas #MadhusudanDas #LifeandTimeOdisha
account_circle
Rashmi shubh Shri ( मोदी का परिवार )(@RashmiDidi1) 's Twitter Profile Photo

प्रख्यात वकील और समाज सुधारक मधुसूदन दास जी की जयंती पर उन्हें कोटि-कोटि नमन ।

उड़िया भाषा आंदोलन के अग्रदूतों में से एक तथा आधुनिक ओड़िशा के निर्माता उत्कल गौरव मधुसूदन दास जी की 177वीं जयंती पर भावभीनी श्रद्धांजली

#Odisha #MadhusudanDas #Cuttack #Odia_
account_circle
Dr. Biplab Siladitya / ବିପ୍ଳବ ଶିଳାଦିତ୍ୟ(@BiplabSiladitya) 's Twitter Profile Photo

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ଏନ୍ତୁଡ଼ିଶାଳା ପରିଦର୍ଶନ କରିଥିଲେ ଜନନାୟକ ରାହୁଲ ଗାନ୍ଧୀ l

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ଏନ୍ତୁଡ଼ିଶାଳା ପରିଦର୍ଶନ କରିଥିଲେ ଜନନାୟକ ରାହୁଲ ଗାନ୍ଧୀ l
#MadhusudanDas #OdiaPride
account_circle
Ramakanta Samantaray(@Ramakanta04) 's Twitter Profile Photo

April 28 marks the birth anniversary of Madhusudan Das, a visionary lawyer and social reformer. His tireless efforts led to the unification of Odisha and its progress. Let's honor his legacy and commitment to our state's development.

ବନ୍ଦେ ଉତ୍କଳ ଜନନୀ

#MadhusudanDas #Odisha
account_circle
Bahrain Odia Samaj(@bahrainodias) 's Twitter Profile Photo

Humble Tribute to Utkal Gaurav ,the iconic Pride of 💐🙏🙏🙏ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଶିଳ୍ପ, ଶିକ୍ଷା, ସାହିତ୍ୟର ପ୍ରସାର ତଥା ଓଡ଼ିଆ ସ୍ୱାଭିମାନର ସୁରକ୍ଷା ଦିଗରେ ତାଙ୍କର ବହୁମୂଲ୍ୟ ଯୋଗଦାନ ଚିରସ୍ମରଣୀୟ।
Bande Utkal Janani 💐🙏

Humble Tribute to Utkal Gaurav #MadhusudanDas #MadhuBabu ,the iconic Pride of #Odisha 💐🙏🙏🙏ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଶିଳ୍ପ, ଶିକ୍ଷା, ସାହିତ୍ୟର ପ୍ରସାର ତଥା ଓଡ଼ିଆ ସ୍ୱାଭିମାନର ସୁରକ୍ଷା ଦିଗରେ ତାଙ୍କର ବହୁମୂଲ୍ୟ ଯୋଗଦାନ ଚିରସ୍ମରଣୀୟ।  
Bande Utkal Janani 💐🙏
account_circle
Sambit Parida | ସମ୍ୱିତ୍ ପରିଡା଼(@sambitkparida) 's Twitter Profile Photo

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏
#MadhusudanDas
account_circle
Deepali Das(@deepalidas95) 's Twitter Profile Photo

My homage to one of the true architects of modern Odisha, Utkal Gouraba Madhusudan Das. He was a great freedom fighter and pride of our mother land.

My homage to one of the true architects of modern Odisha, Utkal Gouraba Madhusudan Das. He was a great freedom fighter and pride of our mother land.
#MadhusudanDas
account_circle