ରାଜ୍ୟକୋଷରୁ ଜନତାଙ୍କ ଟାକ୍ସ ଟଙ୍କା ଖାଲିହେଲା 1400 କୋଟିରେ 5T ଆଉ ଶଙ୍ଖ ବେଗ | ସେ ଗୁଡିକ ବିକ୍ରି ହେଉଛି | ଅନ୍ୟ ରାଜ୍ୟରେ ଏଥିରୁ ଅନ୍ଦାଜ ଲଗାନ୍ତୁ କେତେ ବଡ ଲୁଟିଛନ୍ତି ଏହି ପାଣ୍ଡୁ ଆଉ କମ୍ପାନୀ Adv MONALISHA GANTAYAT (family VK pandian BJD) ଆମ ଓଡ଼ିଆ ଲୋକ ତାମିଲି ବାବୁଙ୍କୁ ବହୁତ ଭଲ କହୁଛନ୍ତି ଓଡିଶା ବିକିବାକୁ ବସିଲାଣି ଲୋନ ଭାରରେ ଓଡିଶା ସରକାର ଲୋଗୋ ଅଛି
#ଆପଣଙ୍କୁ_5T_ଗ୍ୟାରେଣ୍ଟି_ଦରକାର_କି ?
୫ ବର୍ଷ ସମୟ ଦିଅନ୍ତୁ ଜୟପୁର ସହରକୁ ନୂଆ ରୂପେରେ ଦେଖିବେ : କାର୍ତ୍ତିକ ପାଣ୍ଡିଆନ୍
#kartikpandian #odishapolitics #NandighoshaTV
' #5T _ଅର୍ଥ_କଣ '
5T ପ୍ରସଙ୍ଗ ଉଠାଇ ପୁଣି ଥରେ ଟାର୍ଗେଟ୍ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଲେ, ଯେଉଁ ଦିନ 5T କଥା ଉଠାଇଲୁ ସରକାର ବ୍ୟାକଫୁଟକୁ ଗଲେ। ଏହା କ’ଣ ଟ୍ରଷ୍ଟ, ସରକାରୀ ବିଭାଗ, କର୍ପୋରେସନ, ସୋସାଇଟି କି। #Odisha #AparajitaSarangi #5T #BJP
ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ପ୍ରଶ୍ନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଉତ୍ତର ଦେଲେ ଜନତା...
#kabisuryanagar #kartikpandian #naveenpatnaik #odisha #nandighoshatv