NandighoshaTV(@NandighoshaTV) 's Twitter Profile Photo

ଆଜି ସକାଳୁ କାର୍ତ୍ତିକ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଧବଳେଶ୍ବର ଠାରେ ଆଖପାଖ ଅଞ୍ଚଳର ଲୋକେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ

ଆଜି ସକାଳୁ କାର୍ତ୍ତିକ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଧବଳେଶ୍ବର ଠାରେ ଆଖପାଖ ଅଞ୍ଚଳର ଲୋକେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ #Berhampur #Kartikpandian #DhabaleswarTemple #NandighoshaTV
account_circle
Deepak Mallik(@_deepakmallik_) 's Twitter Profile Photo

From Bhubaneswar to Dhabaleswar Temple, Cuttack

It's my 2nd ride after 2.5 months of lockdown in

It was around 68KM & take total 5hrs to complete the ride.




#MorningCycling From Bhubaneswar to Dhabaleswar Temple, Cuttack

It's my 2nd ride after 2.5 months of lockdown in #Odisha

It was around 68KM & take total 5hrs to complete the ride.

#DhabaleswarTemple
#Bhubaneswar
#Cuttack
#morningride
account_circle
NandighoshaTV(@NandighoshaTV) 's Twitter Profile Photo

ଗଞ୍ଜାମର ଧବଳେଶ୍ବର ମନ୍ଦିରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ରୂପାନ୍ତରଣ କାର୍ଯ୍ୟର କଲେ ସମୀକ୍ଷା

account_circle
NandighoshaTV(@NandighoshaTV) 's Twitter Profile Photo

ଆଜିଠୁ ମହାପଞ୍ଚକ ବ୍ରତ ଆରମ୍ଭ । ଶ୍ରଦ୍ଧାଳୁ ଯିବା ଉପରେ କଟକଣା । ଫଳରେ ଚଳିତବର୍ଷ ଭକ୍ତଙ୍କ ପାଇଁ ଭର୍ଚୁଆଲରେ ଦର୍ଶନ ବ୍ୟବସ୍ଥା ।

account_circle
Bishwa Ranjan Das(@BishwaRanjanDa8) 's Twitter Profile Photo

🙏


ବାବା ଧବଳେଶ୍ବରଙ୍କ ପୀଠକୁ ଯିବାରେ ହେବନି ସମସ୍ୟା, ଏଣିକି କଂକ୍ରିଟ ବ୍ରିଜ ଦେଇ ହେବ ଯାତାୟାତ I

#ଜୟ_ଜୟ_ବାବା_ଧବଳେଶ୍ଵର 🙏
#ଆଜିଠୁ_ବାବାଙ୍କୁ_ସହଜରେ_ଦର୍ଶନ 

ବାବା ଧବଳେଶ୍ବରଙ୍କ ପୀଠକୁ ଯିବାରେ ହେବନି ସମସ୍ୟା, ଏଣିକି କଂକ୍ରିଟ ବ୍ରିଜ ଦେଇ ହେବ ଯାତାୟାତ I 

#DhabaleswarTemple #BijuSetu #Cuttack
account_circle
Bishwa Ranjan Das(@BishwaRanjanDa8) 's Twitter Profile Photo

🙏
ପବିତ୍ର କାର୍ତ୍ତିକ ମାସର ଦ୍ଵିତୀୟ ସୋମବାରରେ କରନ୍ତୁ ବାବା ଧବଳେଶ୍ୱରଙ୍କ ଦର୍ଶନ ।

🙏

#ହରହର_ମହାଦେବ 🙏
ପବିତ୍ର କାର୍ତ୍ତିକ ମାସର ଦ୍ଵିତୀୟ ସୋମବାରରେ କରନ୍ତୁ ବାବା ଧବଳେଶ୍ୱରଙ୍କ ଦର୍ଶନ । 
#DhabaleswarTemple 
#JaiBabaDhabaleswar 🙏
account_circle
Kanak News(@kanak_news) 's Twitter Profile Photo

କାର୍ତ୍ତିକ ମାସର ଶେଷ ସୋମବାର ! ଚଳଚଂଚଳ ଧବଳେଶ୍ୱର ଶୈବପୀଠ

account_circle
NandighoshaTV(@NandighoshaTV) 's Twitter Profile Photo


-ବାବା ଧବଳେଶ୍ଵରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ..
-ବାବାଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼ ..

account_circle