World Famous Bargarh Dhanu Jatra 2022 Meena Bazar on new year 1st january 2023 .
#dhanuyatra #dhanujatra #bargarh #ଧନୁଯାତ୍ରା #ବରଗଡ
#Bargarh #dhanuyatra is highly over rated. Visited it on Sunday the whole area was jam packed with no directions or guide for first time visitors. Don't know how those who are visiting it will be knowing where is #rangmahal or #kansa #palace . Total #mismanagement
#ବରଗଡ଼_ଧନୁଯାତ୍ରା
ଆଜି ଠାରୁ ଆରମ୍ଭ ହେଉଛି ବିଶ୍ବପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଂଚ ବରଗଡ଼ ଧନୁଯାତ୍ରା। କଂସ ମହାରାଜଙ୍କ ଅଟ୍ଟହାସ୍ୟରେ ୧୧ ଦିନ ପ୍ରକମ୍ପିତ ହେବ ମଥୁରା ନଗରୀ। ଏହି ମଂଚରେ ଅଭିନୟ କରୁଥିବା ସମସ୍ତ କଳାକାରଙ୍କୁ ଆନ୍ତରିକ ଶୁଭେଚ୍ଛା। ସହଯୋଗୀଙ୍କୁ ଧନ୍ୟବାଦ।
#DhanuYatra #BargarhDhanuyatra