Seena Devaki(@DevakiSeena) 's Twitter Profile Photo

Until I found you,
I wrote verse, drew pictures,
And, went out with friends
For walks…
Now that I love you,
Curled like an old mongrel
My life lies, content,
In you.

'Love'

Day 15

Until I found you,
I wrote verse, drew pictures,
And, went out with friends
For walks…
Now that I love you,
Curled like an old mongrel
My life lies, content,
In you.

'Love' #KamalaDas
 
Day 15
account_circle
मङ्गलम्(@veejaysai) 's Twitter Profile Photo

10 years after !

I was so inspired by her fiercely feminist poetry once! When I interviewed her, she sounded so progressive! The last time I met her was when she came to receive The Little Magazine award at Habitat. She was now Kamala Suraiya. Converted to Islam.1/2

10 years after #KamalaDas! 

ଓଟିଭି(@otvkhabar) 's Twitter Profile Photo

ଭୋଗରାଇର ଝିଅ ଓ ବୋହୂ ଥିଲେ । ମନ୍ତ୍ରୀ ଥିଲାବେଳେ ମାଆ ଘର କାମ ନିଜେ କରୁଥିଲେ: କମଳା ଦାସଙ୍କ ଝିଅ

account_circle
ଓଟିଭି(@otvkhabar) 's Twitter Profile Photo

ପଞ୍ଚଭୂତରେ ବିଲୀନ ହେଲା ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଡକ୍ଟର କମଳା ଦାସଙ୍କ ମରଶରୀର। ଆଜି ସଂଧ୍ୟାରେ ତାଙ୍କର ମରଶରୀର ଶଙ୍ଖାରୀ ଗାଁରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରାରେ ତାଙ୍କ ଅନ୍ତିମଯାତ୍ରା କରାଯାଇଥିଲା।

account_circle
आरती सिंह 🕊️(@AarTee33) 's Twitter Profile Photo

'मैं तीन भाषाएँ बोलती हूँ,
दो भाषाओँ में लिखती हूँ,
पर सपने.... एक ही भाषा में देखती हूँ'
, popularly known by her one-time pen name and ,was an Indian English poet as well as a leading author from ,India.

'मैं तीन भाषाएँ बोलती हूँ,
दो भाषाओँ में लिखती हूँ,
पर सपने.... एक ही भाषा में देखती हूँ'
#KamalaSurayya, popularly known by her one-time pen name #Madhavikutty and #KamalaDas,was an Indian English poet as well as a leading #Malayalam author from #Kerala,India.
#DeathAnniversary
account_circle
ଓଟିଭି(@otvkhabar) 's Twitter Profile Photo

ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କ ବିୟୋଗ । ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

account_circle
ଓଟିଭି(@otvkhabar) 's Twitter Profile Photo

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ୭୯ ବର୍ଷ ବୟସରେ ଦେହାନ୍ତ ନେଇ ସୂଚନା ଦେଲେ କମଳାଙ୍କ ଭଣଜା ।

account_circle
Odisha Reporter(@OdishaReporter) 's Twitter Profile Photo

ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ଦୀର୍ଘଦିନ ହେବ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ।

account_circle
आरती सिंह 🕊️(@AarTee33) 's Twitter Profile Photo

, popularly known by her one-time pen name and , was an Indian poetess as well as a leading author from , India. She also earned the label ‘The Mother of Modern Indian English Poetry’. 

#KamalaSurayya, popularly known by her one-time pen name #Madhavikutty and #KamalaDas, was an Indian #English poetess as well as a leading #Malayalam author from #Kerala, India. She also earned the label ‘The Mother of Modern Indian English Poetry’. 
#BirthAnniversary
account_circle
Kitab Khana(@KitabKhanaBooks) 's Twitter Profile Photo

No better way to end than to celebrate the firebrand writer on her today. A Sahitya Akademi awardee, Das was also at the forefront of a new movement in Indian English poetry.

No better way to end #WomensHistoryMonth than to celebrate the firebrand writer #KamalaDas on her #birthanniversary today. A Sahitya Akademi awardee, Das was also at the forefront of a new movement in Indian English poetry.
#malayalamliterature #bilingualwriter #womenwriters
account_circle
Usawa Literary Review(@usawamag) 's Twitter Profile Photo

Remembering Kamala Das: The Amma of Indian English Poetry, a voice of strength and tenderness.

(Excerpt from) A Letter to Kamala Das by Shruti Sareen
Usawa Newsletter, March’24
usawa.in/blog/the-usawa…

Remembering Kamala Das: The Amma of Indian English Poetry, a voice of strength and tenderness.
 
(Excerpt from) A Letter to Kamala Das by Shruti Sareen
Usawa Newsletter, March’24 
usawa.in/blog/the-usawa…

#kamaladas #womenpoets #literarylegacy #usawaliteraryreview
account_circle
ଓଟିଭି(@otvkhabar) 's Twitter Profile Photo

-ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ
-କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

-ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ
-କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
#KamalaDas #OTV
account_circle
Leena Manimekalai(@LeenaManimekali) 's Twitter Profile Photo

'You live in such a censorious culture', I explode.”They pick at you like vultures'

'Yes,I see them as if they have sores all over their bodies,pus coming out, stinking',she says with unusual venom,”They are horrible'

Conversation btw Merrily & Kamaladas,Love Queen of Malabar

NandighoshaTV(@NandighoshaTV) 's Twitter Profile Photo

- ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ
- କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
- ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ

- ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ
- କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
- ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ 
#kamaladas #death #nandighoshatv
account_circle
News18 Odia(@News18Odia) 's Twitter Profile Photo

-ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ଶୋକବ୍ୟକ୍ତ । ‘ଏକ୍ସ’ ଜରିଆରେ ଦେଲେ ଶୋକବାର୍ତ୍ତା ।
-‘ମୁଁ ମର୍ମାହତ, ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିଯାଇଛନ୍ତି’
- ‘ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି’

#ରାଷ୍ଟ୍ରପତିଙ୍କ_ଶୋକବ୍ୟକ୍ତ

#KamalaDas
account_circle