Mukesh Kumar Sahu(@Anchor_Mukesh) 's Twitter Profile Photo


ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ହରିବୋଲ ହୁଳହୁଳିରେ କମ୍ପିଲା ମନ୍ଦିର ପରିସର ।

account_circle
Jayatri Basa(@JayatriBasa) 's Twitter Profile Photo

ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ପ୍ରଭୁ ଲିଙ୍ଗରାଜ ଙ୍କ ଚନ୍ଦନ ଯାତ୍ରା ର ତୃତୀୟ ଦିବସ ର କିଛି ମନୋରମ ଦୃଶ୍ୟ 🙏

ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ପ୍ରଭୁ ଲିଙ୍ଗରାଜ ଙ୍କ ଚନ୍ଦନ ଯାତ୍ରା ର ତୃତୀୟ ଦିବସ ର କିଛି ମନୋରମ ଦୃଶ୍ୟ 🙏 #LingarajTemple #Bindusagar #Chandanyatra #Bhubaneswar
account_circle
JurnoRasmita.@kanak news(@JurnoRasmita) 's Twitter Profile Photo

ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର.. ଏକାମ୍ର ପ୍ରକଳ୍ପ ଭୂମିପୂଜନ ଲାଗି ଚାଲିଛି ହୋମ.. ବାହୁଡ଼ାରେ ଦିଆଯିବ ପୂର୍ଣ୍ଣାହୁତି

account_circle
Kanak News(@kanak_news) 's Twitter Profile Photo

ଲିଙ୍ଗରାଜ ମନ୍ଦିର ପାଇଁ ଯେଉଁ ସ୍ୱତନ୍ତ୍ର ଆକ୍ଟ ଲାଗୁ ହୋଇଥାନ୍ତା ଭୁବନେଶ୍ୱର ସାଂସଦ ମନା କରିଥିଲେ କାହିଁକି? ଅମିତ୍ ଶାହା ମଧ୍ୟ ମନା କରିଥିଲେ । ଲିଙ୍ଗରାଜ ମନ୍ଦିରକୁ ନେଇ ଭୁବନେଶ୍ୱର , ଯଦି ମନ୍ଦିରକୁ ନେଇ ଅବଦାନ ନାହିଁ ତାହେଲେ ଭୁବନେଶ୍ୱରରୁ କାହିଁକି ସାଂସଦରେ ଛିଡ଼ା ହେବେ?

account_circle
NandighoshaTV(@NandighoshaTV) 's Twitter Profile Photo

ଲିଙ୍ଗରାଜ ମନ୍ଦିରରେ ସ୍ବତନ୍ତ୍ର ଆଇନ୍ ଲାଗୁ ନ ହେବାରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭୁମିକାକୁ ନେଇ ପ୍ରଶ୍ନ କଲେ ସେବାୟତ ।

account_circle
dD@$h(@dashman207) 's Twitter Profile Photo

The magnificent tonight on so beautifully illuminated with countless diyas by devotes and light decorations.

Har har Mahadev 🙏🙏🙏

📸 : Odisha CM Naveen Patnaik’s IG

The magnificent #LingarajTemple tonight on #MahaShivaratri so beautifully illuminated with countless diyas by devotes and light decorations. 

Har har Mahadev 🙏🙏🙏

📸 : Odisha CM Naveen Patnaik’s IG
account_circle