Brahma Nanda Sahu(@BrahmaN83085955) 's Twitter Profile Photo

ସତ କହିଲେ ଶାସକ ଦଳର ଗୁମାସ୍ତାଙ୍କୁ ବାଧୁଛି
ଆସନ୍ତୁ ଦୁର୍ନୀତି କରୁଥିବା ଏ ସରକାରର ଗୁମର ଫିଟେଇବା ଏବଂ ଏମାନଙ୍କୁ ଗାଦୀରୁ ହଟେଇଦେବା । - ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

account_circle
RXO(@rxoinc) 's Twitter Profile Photo

Immediate opportunities available for contract carriers skilled in home delivery! Sign up, book multiple loads and lock in top rates with RXO.

account_circle
Brahma Nanda Sahu(@BrahmaN83085955) 's Twitter Profile Photo

ଗରିବ ଲୋକ ହାତଗୁଞ୍ଜା ଦେଇପାରୁନଥିବାରୁ ତାଙ୍କୁପମେ ନିମନ୍ତେ Waiting List ରେ ରଖାଯାଉଛି ।

account_circle
Brahma Nanda Sahu(@BrahmaN83085955) 's Twitter Profile Photo

ଓଡ଼ିଶାରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି ।
ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରୁ ପାହାଡ ଭଳିଆ ନୋଟ ଜବତ ହେଇଛି, କୋଟି କୋଟି ଟଙ୍କା ହଡପ ହେଉଛି, ଏସବୁ ଟଙ୍କା କାହାର?

account_circle
Brahma Nanda Sahu(@BrahmaN83085955) 's Twitter Profile Photo

ନିଜ ପିଲାଦିନ ସ୍କୁଲକୁ ଯାଇ ପିଲା ଦିନର ସ୍ମୃତି ସତେଜ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ହାଣ୍ଡିଧୁଆ ପ୍ରାଥମିକ ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିଥିଲେ ।

#DharmendraPradhan
#UnionEducationMinister
#Memory #recall #ChildhoodSchool
account_circle
Brahma Nanda Sahu(@BrahmaN83085955) 's Twitter Profile Photo

ମାଟିର ସେବକଙ୍କୁ ସ୍ବାଗତ କରୁଛନ୍ତି ଅଞ୍ଚଳ ବାସୀ। ହୃଦୟ ଭରା କୋହ ଭରା ସେ ଦୃଶ୍ୟ। ନିଜ ଲୋକଙ୍କ ଗହଣରେ ଧର୍ମେନ୍ଦ୍ର। ବାଟୁ ଛନ୍ତି କେତେ ଭଲ ପାଇବା, କେତେ ସ୍ନେହ ଶ୍ରଦ୍ଧା। ଅପୂର୍ବ ସେ ଦୃଶ୍ୟ....

ମାଟିର ସେବକଙ୍କୁ ସ୍ବାଗତ କରୁଛନ୍ତି ଅଞ୍ଚଳ ବାସୀ। ହୃଦୟ ଭରା କୋହ ଭରା ସେ ଦୃଶ୍ୟ। ନିଜ ଲୋକଙ୍କ ଗହଣରେ ଧର୍ମେନ୍ଦ୍ର। ବାଟୁ ଛନ୍ତି କେତେ ଭଲ ପାଇବା, କେତେ ସ୍ନେହ ଶ୍ରଦ୍ଧା। ଅପୂର୍ବ ସେ ଦୃଶ୍ୟ....
#DharmendraPradhan
#UnionEducationMinister
#WelcomeCeremony
#Love #Affection
#HeartTouching
account_circle
Brahma Nanda Sahu(@BrahmaN83085955) 's Twitter Profile Photo

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ପବିତ୍ର ଶୈବପୀଠ ‘କପିଳାସ ମନ୍ଦିର’ରେ ଦର୍ଶନ କରିବା ସହ ଠାକୁରକୁ ପୁଜା ପୂର୍ବକ ବିଶ୍ଵର ମଙ୍ଗଳ କାମନା କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ପବିତ୍ର ଶୈବପୀଠ ‘କପିଳାସ ମନ୍ଦିର’ରେ ଦର୍ଶନ କରିବା ସହ ଠାକୁରକୁ ପୁଜା ପୂର୍ବକ ବିଶ୍ଵର ମଙ୍ଗଳ କାମନା କରୁଛନ୍ତି।
#DharmendraPradhan
#UnionEducationMinister
#KapilashTemple
#Worship #Blessing
account_circle
Magic Leap(@magicleap) 's Twitter Profile Photo

You don't have to wait. Augmented reality is here, now. People are already using Magic Leap 2 to change the way they work.

account_circle
Brahma Nanda Sahu(@BrahmaN83085955) 's Twitter Profile Photo

ଅନୁଗୋଳ ଜିଲ୍ଲାର ବିକାଶ ପାଇଁ ମୋଦୀ ସରକାର ଦେଇଥିବା ଲାଭର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅନୁଗୋଳ ଜିଲ୍ଲାର ବିକାଶ ପାଇଁ ମୋଦୀ ସରକାର ଦେଇଥିବା ଲାଭର ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
#DharmendraPradhan
#UnionEducationMinister
#BenifitsOfModiGovt
#AnugulDist
#OdishaReview
account_circle
Brahma Nanda Sahu(@BrahmaN83085955) 's Twitter Profile Photo

ନିଜ ଜନ୍ମ ଦିନରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ସାରା ବିଶ୍ୱର ମଙ୍ଗଳ କାମନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

account_circle
Brahma Nanda Sahu(@BrahmaN83085955) 's Twitter Profile Photo

ଯୋଗ ଦିବସର ଶୁଭେଚ୍ଛା। ଯୋଗ ହେଉଛି ଏକ ଜୀବନ ପଥ। ଆସନ୍ତୁ ଯୋଗ ମାଧ୍ୟମରେ ଏକ ସ୍ବସ୍ଥ ଭାରତ ଏବଂ ଶ୍ରେଷ୍ଠ ଭାରତ ଗଢ଼ିବା।

ଯୋଗ ଦିବସର ଶୁଭେଚ୍ଛା। ଯୋଗ ହେଉଛି ଏକ ଜୀବନ ପଥ। ଆସନ୍ତୁ ଯୋଗ ମାଧ୍ୟମରେ ଏକ ସ୍ବସ୍ଥ ଭାରତ ଏବଂ ଶ୍ରେଷ୍ଠ ଭାରତ ଗଢ଼ିବା।
#DharmendraPradhan
#UnionEducationMinister
#InternationalYogaDay2023 
#SwasthaBharat
#ShreshthaBharat
account_circle
Brahma Nanda Sahu(@BrahmaN83085955) 's Twitter Profile Photo

ନିଜେ ପଢିଥିବା ବିଦ୍ୟାଳୟରେ ସ୍ମୃତି ସବୁ ପଡେ ମନେ
କେଉଁଠି ଖେଳିଛି କେଉଁଠି ଗପିଛି ଯାହା କରିଛି ପିଲାଦିନେ
ଟିକି ପିଲାଙ୍କର ସ୍ବାଗତ ପାଇ ମୁଁ ବହୁ ଅଭିଭୂତ ମନେ
ୟାଙ୍କ ଭିତରେ ମୋତେ ମୁଁ ଖୋଜୁଛି ପିଲାଦିନ ପଡେମନେ।

ନିଜେ ପଢିଥିବା ବିଦ୍ୟାଳୟରେ ସ୍ମୃତି ସବୁ ପଡେ ମନେ
କେଉଁଠି ଖେଳିଛି କେଉଁଠି ଗପିଛି ଯାହା କରିଛି ପିଲାଦିନେ
ଟିକି ପିଲାଙ୍କର ସ୍ବାଗତ ପାଇ ମୁଁ ବହୁ ଅଭିଭୂତ ମନେ
ୟାଙ୍କ ଭିତରେ ମୋତେ ମୁଁ ଖୋଜୁଛି ପିଲାଦିନ ପଡେମନେ।
#DharmendraPradhan 
#UnionEducationMinister
#ChildhoodSchool
#Memories
account_circle
Brahma Nanda Sahu(@BrahmaN83085955) 's Twitter Profile Photo

ଗରିବ କଲ୍ୟାଣ ମହାସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମତ,ଓଡ଼ିଶାରେ ଗୋଟେ ଅପାରଗ ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଆଜି କଳାହାଣ୍ଡିର ବିକାଶ ହୋଇପାରୁନାହିଁ।

ଗରିବ କଲ୍ୟାଣ ମହାସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମତ,ଓଡ଼ିଶାରେ ଗୋଟେ ଅପାରଗ ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଆଜି କଳାହାଣ୍ଡିର ବିକାଶ ହୋଇପାରୁନାହିଁ।
#DharmendraPradhan
#UnionEducationMinister
#GaribKalyanSamabesh
#KalahandiDevelopment
#MoSarkar #inactive
account_circle
Brahma Nanda Sahu(@BrahmaN83085955) 's Twitter Profile Photo

ଜନ୍ମ ଦିନରେ ଜନ୍ମ ମାଟିରେ ରହିବେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ।ଏହା ଏକ ଅପୂର୍ବ ସଂଯୋଗ।

ଜନ୍ମ ଦିନରେ ଜନ୍ମ ମାଟିରେ ରହିବେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ।ଏହା ଏକ ଅପୂର୍ବ ସଂଯୋଗ।
#DharmendraPradhan
#UnionEducationMinister
#BirthDay #BirthPlace
account_circle
Brahma Nanda Sahu(@BrahmaN83085955) 's Twitter Profile Photo

ଓଡ଼ିଶାରେ ଗୋଟେ ଅପରାଗ ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଆଜି କଳାହାଣ୍ଡିର ବିକାଶ ହେଇପାରୁନାହିଁ ।

account_circle
Brahma Nanda Sahu(@BrahmaN83085955) 's Twitter Profile Photo

୨୫ ଜୁନ ୨୦୨୩ ରେ ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ।

୨୫ ଜୁନ ୨୦୨୩ ରେ ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ।
#DharmendraPradhan
#UnionEducationMinister
#GaribKalyanSamabesh
#AnugulDist 
#DifferentProgram
account_circle
Brahma Nanda Sahu(@BrahmaN83085955) 's Twitter Profile Photo

ଶୟନେ ସପନେ ଅବା ଜାଗରଣେ
ଲୋକଙ୍କର କଥା ଅଛି ଯା ସ୍ମରଣେ।
ଦିନ ବିତିଯାଏ ଲୋକ କଥା ଭାଳି
ଲୋଡାନାହିଁ ତାକୁ ବାଃବାଃ କରତାଳି।
ଲୋକଙ୍କର ନେତା ଲୋକଙ୍କ ଭରଷା
କଥା ବଜ୍ର ତାର ନ କରେ ନିରାଶା।

ଶୟନେ ସପନେ ଅବା ଜାଗରଣେ
ଲୋକଙ୍କର କଥା ଅଛି ଯା ସ୍ମରଣେ।
ଦିନ ବିତିଯାଏ   ଲୋକ କଥା   ଭାଳି
ଲୋଡାନାହିଁ ତାକୁ ବାଃବାଃ କରତାଳି।
ଲୋକଙ୍କର ନେତା ଲୋକଙ୍କ ଭରଷା
କଥା ବଜ୍ର ତାର ନ  କରେ   ନିରାଶା।
#DharmendraPradhan
#UnionEducationMinister
#PeoplesLeader
#Committed
#AcceptedPerson
account_circle
Brahma Nanda Sahu(@BrahmaN83085955) 's Twitter Profile Photo

ଗରିବ କଲ୍ୟାଣ ମହାସମାବେଶ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଆକାଂକ୍ଷା ଜିଲ୍ଲା କଳାହାଣ୍ଡିରେ ଗରିବ କଲ୍ୟାଣ ର ନୂଆଁ ପରିଭାଷା ତିଆରି ହୋଇଛି। -ଧର୍ମେନ୍ଦ୍ର ପ୍ରଧାନ-

ଗରିବ କଲ୍ୟାଣ ମହାସମାବେଶ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଆକାଂକ୍ଷା ଜିଲ୍ଲା କଳାହାଣ୍ଡିରେ ଗରିବ କଲ୍ୟାଣ ର ନୂଆଁ ପରିଭାଷା ତିଆରି ହୋଇଛି। -ଧର୍ମେନ୍ଦ୍ର ପ୍ରଧାନ-
#DharmendraPradhan
#UnionEducationMinister
#GaribKalyanSamabesh
#PMAspirationDistrict
#NewConcept
account_circle
Brahma Nanda Sahu(@BrahmaN83085955) 's Twitter Profile Photo

ବିଜେଡିକୁ ହିସାବ ମାଗିଲେ ଧର୍ମେନ୍ଦ୍ର। କୁଆଡ଼େ ଗଲା ମୁଖ୍ୟମନ୍ତ୍ରୀଙ୍କ STOP PC...

ବିଜେଡିକୁ ହିସାବ ମାଗିଲେ ଧର୍ମେନ୍ଦ୍ର। କୁଆଡ଼େ ଗଲା ମୁଖ୍ୟମନ୍ତ୍ରୀଙ୍କ STOP PC...
#DharmendraPradhan
#UnionEducationMinister
#StopPC #CMO
account_circle
Brahma Nanda Sahu(@BrahmaN83085955) 's Twitter Profile Photo

ଦାୟିତ୍ଵ ସମ୍ପର୍ଣ୍ଣ ରାଷ୍ଟ୍ର ନାୟକଙ୍କୁ ଜନ୍ମ ଦିନରେ ଇଶ୍ୱରୀୟ ଅଭିନନ୍ଦନ।

ଦାୟିତ୍ଵ ସମ୍ପର୍ଣ୍ଣ ରାଷ୍ଟ୍ର ନାୟକଙ୍କୁ ଜନ୍ମ ଦିନରେ ଇଶ୍ୱରୀୟ ଅଭିନନ୍ଦନ।
#DharmendraPradhan
#UnionEducationMinister
#Responsible
#RastraNayak
#HappyBirthday
#BestWishes
account_circle
JetBrains(@jetbrains) 's Twitter Profile Photo

YouTrack now comes with interactive Gantt charts for fast and precise project planning. Plan, track, and manage projects effectively with a tool trusted by 85,000 teams worldwide. Designed for enterprise and free for teams of up to 10. Get started:

account_circle