Pravasiniswain(@Pravasinis1097) 's Twitter Profile Photo

ଓଡ଼ିଶାର ସ୍ବାର୍ଥ ପାଇଁ ଲଢେଇ କରୁଥିବା ମହାନ ଜନନାୟକ ଧର୍ମେନ୍ଦ୍ର ପ୍ରଧାନ


account_circle
Babulu Mohanty(@Bsabulumohanty) 's Twitter Profile Photo

ସମସ୍ତଙ୍କ ପ୍ରିୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ ବିଶାଳ ସଭା ଯାତ୍ରା

account_circle
Pravasiniswain(@Pravasinis1097) 's Twitter Profile Photo

ମୁଖ୍ୟମନ୍ତ୍ରୀ ହେବା ପାଇଁ ବିଜେପିରେ ବହୁତ ଯୋଗ୍ୟ ଲୋକ ଅଛନ୍ତି, ସେମାନଙ୍କ ଭଳି ଅସାମ୍ବିଧାନିକ ଉପାୟରେ କିଏ ହେବନି । ମୁଖ୍ୟମନ୍ତ୍ରୀ ଦୁଇଟି ନିର୍ବାଚନ ମଣ୍ଡଳୀରୁ କାହିଁକି ଲଢୁଛନ୍ତି? ଅନ୍ୟଟିରେ କିଏ ଲଢିବ? ଏହାକୁ ମୁଖ୍ୟମନ୍ତ୍ରୀ ଆଗୁଆ କୁହନ୍ତୁ ।


account_circle
Debashis das(@Debashisda33982) 's Twitter Profile Photo

ଆଜିର ନାମାଙ୍କନ ପତ୍ର ଦାଖଲ କରିବାର ଅବିସ୍ମରଣୀୟ ମୁହୂର୍ତ୍ତରେ ସାରା ସମ୍ବଲପୁର ବାସୀଙ୍କର ଭଲ ପାଇବା ସ୍ପଷ୍ଟ ପ୍ରମାଣିତ କରୁଛି ଯେ ସେମାନେ ସେମାନଙ୍କର ପ୍ରିୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜୟର ମୁକୁଟ ପିନ୍ଧାଇବାକୁ ସଂକଳ୍ପ କରିଛନ୍ତି I
ଜୟ ମା ସମଲେଇ 🙏🙏

account_circle
Pravasiniswain(@Pravasinis1097) 's Twitter Profile Photo

ଯଦି ଗୁଜୁରାଟ, ଉତ୍ତରପ୍ରଦେଶରେ ଦୋଷୀ ଦଣ୍ଡ ପାଉଛି, ମନ୍ତ୍ରୀ ଜେଲ ଯାଉଛି । ତାହେଲେ ଓଡ଼ିଶାରେ କାହିଁକି ମମିତ ମେହେର ନ୍ୟାୟ ପାଇବ ନାହିଁ?



account_circle
Pravasiniswain(@Pravasinis1097) 's Twitter Profile Photo

ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି OBC ଙ୍କୁ ସାମ୍ବିଧାନିକ ଅଧିକାର ମିଳୁନି I

ଗୋଟେ ସମାଜ ସହ ଆତ୍ମୀୟତା ନଥିବ, ଆବେଗ ନଥିବ ନିଜର କୌଣସି ସମ୍ପର୍କ ନଥିବ ତେବେ ଏମିତି ଭାବନା ଆସିବ I



account_circle
Satya Gouda(@gouda36052) 's Twitter Profile Photo

ଆଜିର ନାମାଙ୍କନ ପତ୍ର ଦାଖଲ କରିବାର ଅବିସ୍ମରଣୀୟ ମୁହୂର୍ତ୍ତରେ ସାରା ସମ୍ବଲପୁର ବାସୀଙ୍କର ଭଲ ପାଇବା ସ୍ପଷ୍ଟ ପ୍ରମାଣିତ କରୁଛି ଯେ ସେମାନେ ସେମାନଙ୍କର ପ୍ରିୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜୟର ମୁକୁଟ ପିନ୍ଧାଇବାକୁ ସଂକଳ୍ପ କରିଛନ୍ତି I
ଜୟ ମା ସମଲେଇ 🙏🙏

account_circle
Pravasiniswain(@Pravasinis1097) 's Twitter Profile Photo

ସମ୍ବଲପୁର ସହରରେ ଡ୍ରେନ କଉଟା ରାସ୍ତା କଉଟା ଜଣାପଡ଼େନି । ପାଖରେ ମହାନଦୀ ଥାଇ ବି ବିଶୁଦ୍ଧ ଜଳର ଅଭାବ ଯୋଗୁଁ ଡ଼ାଇରିଆ ହେଉଛି ।



account_circle
Tapan Parida(@Tapan_Parida4) 's Twitter Profile Photo

ସମ୍ବଲପୁରରେ ମୁକୁ ଭାଇଙ୍କ ଲୋକପ୍ରିୟତାକୁ ଏହି ଶୋଭାଯାତ୍ରା ପ୍ରତିପାଦିତ କରୁଛି I

account_circle
The DP Factor(@TheDpFactor) 's Twitter Profile Photo

ନାମାଙ୍କନ କେ ଯିବାର୍ ଆଗରୁ ହନୁମାନ୍ ମନ୍ଦିର ନେ ପୂଜା କଲେ ଧର୍ମେନ୍ଦ୍ର ଦାଦା । ଜୟ ବଜରଙ୍ଗବଳୀ


2024

account_circle
Bibhu prasad satapat(@BibhuSatapat) 's Twitter Profile Photo

ଆଜିର ନାମାଙ୍କନ ପତ୍ର ଦାଖଲ କରିବାର ଅବିସ୍ମରଣୀୟ ମୁହୂର୍ତ୍ତରେ ସାରା ସମ୍ବଲପୁର ବାସୀଙ୍କର ଭଲ ପାଇବା ସ୍ପଷ୍ଟ ପ୍ରମାଣିତ କରୁଛି ଯେ ସେମାନେ ସେମାନଙ୍କର ପ୍ରିୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜୟର ମୁକୁଟ ପିନ୍ଧାଇବାକୁ ସଂକଳ୍ପ କରିଛନ୍ତି I
ଜୟ ମା ସମଲେଇ 🙏🙏

account_circle
The DP Factor(@TheDpFactor) 's Twitter Profile Photo

ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ଆଶୀର୍ବାଦ କାମନା କଲେ ଧର୍ମେନ୍ଦ୍ର ପ୍ରଧାନ ।
ଜୟ ମା' ସମଲେଇ 🙏

account_circle
Pravasiniswain(@Pravasinis1097) 's Twitter Profile Photo

ମେଣ୍ଟ ବିଜେପିର ନୁହେଁ ବିଜେଡ଼ିର ଆବଶ୍ୟକତା ଥିଲା ।

ଓଡ଼ିଶାର ବହୁତ ସମ୍ଭାବନା ଅଛି, ଓଡ଼ିଶା ଧନୀ ରାଜ୍ୟ ସହ ଏକ ନମ୍ବର ରାଜ୍ୟ ହେବା ଦରକାର ।



account_circle
Pravasiniswain(@Pravasinis1097) 's Twitter Profile Photo

ମହାନଦୀ ପାଦ ସମ୍ବଲପୁର ହୋଇ ମଧ୍ୟ ଚଳିତ ବର୍ଷ ମାର୍ଚ୍ଚ ମାସରେ ହଇଜା ବ୍ୟାପିଛି ସମ୍ବଲପୁର ସହରରେ । ଏଇଟା କଣ ୨୫ବର୍ଷର ରୂପାନ୍ତରଣ ?



account_circle
Pravasiniswain(@Pravasinis1097) 's Twitter Profile Photo

ହାଇକୋର୍ଟ ସ୍ଥାୟୀ ବେଞ୍ଚ ସମ୍ବଲପୁରରେ ହେବା ଦରକାର । ବିଜେଡ଼ି ସରକାରର ନୀତି କିଛି ନାହିଁ, ଏମାନେ ସୁବିଧାବାଦୀ । ପଦ୍ମପୁରକୁ ଜିଲ୍ଲା କରିବେ କହି କରିଲେ ନାହିଁ ।



account_circle